Browsing Tag

labour death

ଝାରସୁଗୁଡା ବନହରପାଲି ପାଉଁଶ କାରଖାନାରେ ହପର ଦୁର୍ଘଟଣା ଘଟଣା, ଆହତ ୩ ଶ୍ରମିକଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ

 ଝାରସୁଗୁଡା :  ଝାରସୁଗୁଡା ଜିଲ୍ଲା ବନହରପାଲି ଓପିଜିସି ବିଦ୍ୟୁତ ଉତ୍ପାଦନ କେନ୍ଦ୍ରରେ ଘଟିଥିବା ଅଘଟଣକୁ ନେଇ ଆସିଲା ଦୁଃଖଦ ଖବର । କେନ୍ଦ୍ରର ୩ ନମ୍ବର ୟୁନିଟ ପାଉଁଶ କାରଖାନାରେ ହପର ଦୁର୍ଘଟଣାରେ ଆହତ ୩ ଶ୍ରମିକଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ ଶ୍ରମିକ ଜଣଙ୍କ…

ଢେଙ୍କାନାଳ: ଭୁବନ ବ୍ଲକ କଂସରଗୋଡ଼ା ବିଦ୍ୟୁତ ଗ୍ରୀଡରେ ଅଘଟଣ, କାର୍ଯ୍ୟରତ ଝାଡ଼ଖଣ୍ଡ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ

ଢେଙ୍କାନାଳ(କେନ୍ୟୁଜ୍): ବିଦ୍ୟୁତ ଗ୍ରୀଡ଼ରେ କାର୍ଯ୍ୟରତ ଝାଡ଼ଖଣ୍ଡ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ। ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ କଂସରଗୋଡ଼ା ବିଦ୍ୟୁତ ଗ୍ରୀଡରେ ଏହି ଅଘଟଣ ଘଟିଥି। ମୃତକ ଜଣକ ଝାଡ଼ଖଣ୍ଡ ହଜାରିବାଗ ଜିଲ୍ଲା ବିଷ୍ଣୁଗଡ଼ ଥାନା କେଳୁଜଳା ଗାଁର ଲକ୍ଷ୍ମଣ ମୁର୍ମୁ। ଆଜି ସକାଳେ…

କାମ କରୁଥିବା ସମୟରେ ଶ୍ରମିକଙ୍କ ଉପରେ ଚଢିଗଲା ହାଇଓ୍ଵା

ବାଲେଶ୍ବର(କେନ୍ୟୁଜ୍) : ଶ୍ରମିକଙ୍କ ଉପରେ ଚଢିଗଲା ହାଇଓ୍ଵା। ସୋର ସାଳନ୍ଦୀ ଆମ୍ବହୋତା ବାମପାର୍ଶ୍ୱ କେନାଲ ନିକଟରେ ଏହି ଅଘଟଣ ଘଟିଛି। କେନାଲ କାମ ଚାଲିଥିବା ବେଳେ ଦୁର୍ଘଟଣା ଘଟିଛି। ଶ୍ରମିକମାନେ କାମ କରୁଥିବା ସମୟରେ ସେମାନଙ୍କ ଉପରେ ହାଇଓ୍ଵା ଚଢିଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ…

ପିଚୁ ମେସିନ୍‌ରେ ଗଲା ଶ୍ରମିକଙ୍କ ପ୍ରାଣ

ଭୁବନେଶ୍ୱର (କେ ନ୍ୟୁଜ୍‌) : ପିଚୁ ମେସିନ୍‌ରେ ପଶିଗଲା ଦେହକୁ ଶୀତରୁ ରକ୍ଷା କରୁଥିବା ଚାଦର । ଆଉ ସେଥିରେ ପେଶି ହୋଇଗଲେ ଜଣେ ଶ୍ରମିକ । ଏଇ ଘଟଣା ଗତକାଲି ରାତିରେ ଘଟିଛି ଭୁବନେଶ୍ୱର ବଡ଼ଗଡ଼ ଥାନା ଅଧୀନସ୍ଥ ବ୍ରହ୍ମେଶ୍ୱରପାଟଣା ଠାରେ । ଏଠାରେ ଥିବା ଏକ ଗ୍ୟାସ ଗୋଦାମ ନିକଟରେ…

ଆନ୍ଧ୍ରପ୍ରଦେଶ କୁର୍ଣ୍ଣୁଲ୍ ପଥର ଖାଦାନ ବିସ୍ଫୋରଣ ଘଟଣା : ଆଉ ଜଣେ ଆହତ ଶ୍ରମିକ ମୃତ୍ୟୁ

ଆନ୍ଧ୍ରପ୍ରଦେଶ : କୁର୍ଣ୍ଣୁଲ୍ ପଥର ଖାଦାନ ବିସ୍ଫୋରଣରେ ଗୁରୁତର ଆହତ ଆଉ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତକ ଶ୍ରମିକ ହେଲେ ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ବି. ଟି. ନୂଆଗାଁର ପାଣ୍ଡବ ଲେଙ୍କା । ଗୁରୁବାର ଅଧିକ ଚିକିତ୍ସା ପାଇଁ କୁର୍ଣ୍ଣୁଲ୍ ମେଡିକାଲରୁ ବିଶାଖାପାଟଣା ସ୍ଥାନାନ୍ତର ଯିବା…

ଜିନ୍ଦଲ ପେଲେଟ ପ୍ଲାଣ୍ଟରେ ଶ୍ରମିକ ମୃତ୍ୟୁକୁ ନେଇ ଉତ୍ତେଜନା

କେନ୍ଦୁଝର: ଯୋଡା ଦେଓଝର ଠାରେ ଥିବା ଜିନ୍ଦଲ ପେଲେଟ ପ୍ଲାଣ୍ଟରେ ଶ୍ରମିକ ମୃତ୍ୟୁକୁ ନେଇ ଉତ୍ତେଜନା। କ୍ଷତିପୂରଣ ଦାବିରେ ଶ୍ରମିକମାନେ ପ୍ଲାଣ୍ଟ ଫାଟକ ସାମ୍ନାରେ ଧାରଣା ଦେଇଥିଲେ। ତେବେ ମୃତକଙ୍କ ପୁଅକୁ ଚାକିରି ଓ ୧୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ପ୍ରତିଶ୍ରୁତି ମିଳିବା ପରେ ବିଳମ୍ବିତ…

କେନ୍ଦୁଝର ଜିନ୍ଦଲ କାରଖାନାରେ ଦୁର୍ଘଟଣା : କ୍ରେନ୍ ତଳେ ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ

କେନ୍ଦୁଝର : ଦେଓଝର ସ୍ଥିତ ଜିନ୍ଦଲ କାରଖାନାରେ ଦୁର୍ଘଟଣା ଘଟି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ପ୍ଲାଣ୍ଟ ଭିତରେ ଏକ କ୍ରେନ୍ ତଳେ କାମ କରୁଥିବା ବେଳେ ଭାଗଲପୁର ଗ୍ରାମର ସୁମନ ନାୟକ ଚାପି ହୋଇ ଯାଇଥିଲେ। ତାଙ୍କୁ ସଂଗେ ସଂଗେ ଚମ୍ପୁଆ ଡାକ୍ତରଖାନାକୁ ନିଆଯାଇଥିଲା। ତେବେ ତାଙ୍କୁ ଡାକ୍ତର ମୃତ…

ସାର କାରଖାନାରେ ଅଘଟଣ : ସ୍କ୍ରାପ ଲୋଡିଂ ବେଳେ ଶ୍ରମିକଙ୍କ ମୃତ

ଅନୁଗୁଳ: ସାର କାରଖାନାରେ ଅଘଟଣ। ସ୍କ୍ରାପ ଲୋଡିଂ ବେଳେ ଉପରୁ ପଡି ଶ୍ରମିକ ମୃତ। ମୃତକ ହେଲେ ମୁମ୍ବାଇର ହରିଶ୍ଚନ୍ଦ୍ର। ଏହାକୁ ନେଇ ଶ୍ରମିକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଛେଦ ପାଇଁ ପଠାଇବା ସହ ତଦନ୍ତ କରୁଛି। କାମ କରୁଥିବାବେଳେ…