ଜହ୍ନରେ ଉଇଁଲା ସୂର୍ଯ୍ୟ, ପୁନଃ କାର୍ଯ୍ୟକ୍ଷମ ହେବେ ବିକ୍ରମ ଓ ପ୍ରଜ୍ଞାନ !
ଜହ୍ନରେ ଉଇଁଲା ସୂର୍ଯ୍ୟ । ଚେଇଁ ଉଠିବେ କି ସ୍ଲିପିଂ ମୋଡରେ ଥିବା ବିକ୍ରମ ଓ ପ୍ରଜ୍ଞାନ । ଏବେ ରାତି ପାହିବା ପରେ ବିକ୍ରମ ଓ ପ୍ରଜ୍ଞାନ ପୁନଃ କାର୍ଯ୍ୟକ୍ଷମ ହେବା ନେଇ ଆଶା ରଖିଛି ଇସ୍ରୋ। ସେପ୍ଟେମ୍ବର ୪ତାରିଖରେ ଚନ୍ଦ୍ର ପୃଷ୍ଠରେ ରାତି ହେବା ପରେ ସ୍ଲିପ ମୋଡରେ ରହିଛି ବିକ୍ରମ ଓ…