Below header
Browsing Tag

lata mangeshkar

ସୁଧୁରୁଛି ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ସ୍ୱାସ୍ଥ୍ୟାବସ୍ଥା, ଏବେ ବି ଅଛନ୍ତି ଆଇସିୟୁରେ

ଲୋକପ୍ରିୟ ଗାୟିକା ଲତା ମଙ୍ଗେସକରଙ୍କ ଅବସ୍ଥାରେ ଧୀରେ ଧୀରେ ଉନ୍ନତି ପରିଲକ୍ଷିତ ହେଉଛି। ତାଙ୍କ ପରିବାରର ସୂଚନା ଅନୁସାରେ, ଲତା ଏବେ ବି ହସ୍ପିଟାଲର ଆଇସିୟୁରେ ଅଛନ୍ତି। କରୋନା ସଂକ୍ରମିତ ଲତା ମଙ୍ଗେସକରଙ୍କୁ ହାଲ୍‌କା ଲକ୍ଷଣ ସହ ଶନିବାର ଦକ୍ଷିଣ ମୁମ୍ବାଇର ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲର…

ଏବେ ବି ଆଇସିୟୁରେ ଅଛନ୍ତି କୋକିଳ କଣ୍ଠୀ ଲତା ମଙ୍ଗେସକର, ଡାକ୍ତର ଦେଲେ ହେଲଥ୍‌ ଅପ୍‌ଡେଟ୍‌

କରୋନା କବ୍‌ଜାରେ କୋକିଳ କଣ୍ଠୀ ଲତା ମଙ୍ଗେସକର। ତାଙ୍କ ଶରୀରରେ ସଂକ୍ରମଣର ହାଲ୍‌କା ଲକ୍ଷଣ ପ୍ରକାଶ ପାଇଥିଲେ ମଧ୍ୟ ସୁରକ୍ଷା ଦୃଷ୍ଟିରୁ ତାଙ୍କୁ ମୁମ୍ବାଇର ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ବି ସେ ଆଇସିୟୁରେ ଅଛନ୍ତି। ଗୁରୁବାର ଦିନ ପାଇଁ ତାଙ୍କ ହେଲ୍‌ଥ…

ବାଲୁକା କଳା ମାଧ୍ୟମରେ ଲତା ମଙ୍ଗେସକରଙ୍କ ଆଶୁ ଆରୋଗ୍ୟ କାମନା କଲେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ (କେନ୍ୟୁଜ): ଲତା ମଙ୍ଗେସକରଙ୍କ ଆଶୁ ଆରୋଗ୍ୟ କାମନା କରି ପୁରୀ ବେଳାଭୂମିରେ ବାଲୁକାକଳା। ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ବାଲୁକା କଳା କରି ସ୍ୱର ସମ୍ରାଙ୍ଗିଙ୍କ ସୁସ୍ଥତା କାମନା କରିଛନ୍ତି। ସୁଦର୍ଶନଙ୍କ ରଙ୍ଗୀନ କଳାକୃତି ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ଼…

ଆଇସିୟୁରେ ସୁସ୍ଥ ଅଛନ୍ତି ଲତା ମଙ୍ଗେଶକର, ଝିଆରୀ ରଚନା ଦେଲେ ସୂଚନା

ବଲିଉଡର ସ୍ୱାର୍ କୋକିଳ ନାମରେ ପରିଚିତ ଲତା ମଙ୍ଗେଶକର ଆଇସିୟୁରେ ଅଛନ୍ତି । କରୋନା ଜୀବାଣୁ ସଂକ୍ରମିତ ହେବା ପରେ ତାଙ୍କୁ ବ୍ରେକ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାକୁ ତାଙ୍କ ଝିଆରୀ ରଚନା ନିଶ୍ଚିତ କରିଥିଲେ। ବର୍ତ୍ତମାନ ତାଙ୍କ ଅବସ୍ଥା ବିଷୟରେ ଏକ ଅପଡେଟ୍ ଦେବାବେଳେ…

ସୁର ସାମ୍ରଜ୍ଞୀ ଲତା ମଙ୍ଗେସକରଙ୍କୁ କରୋନା, ଆଇସିୟୁରେ ଭର୍ତ୍ତି

ସୁର ସାମ୍ରଜ୍ଞୀ ଲତା ମଙ୍ଗେସକରଙ୍କୁ କରୋନା। ଅବସ୍ଥା ସାଂଘାତିକ ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। କରୋନା ସଂକ୍ରମିତ ହେବା ପରେ ଗୁରୁତର ହୋଇପଡ଼ିବାରୁ ପରିବାର ଲୋକେ ଲତା ମଙ୍ଗେସକରଙ୍କୁ ହସ୍ପିଟାଲରେ ଆଡମିଟ୍‌ କରିଛନ୍ତି। ଲତାଙ୍କ ଶରୀରରେ ସ୍ୱଳ୍ପ ଲକ୍ଷଣ ଥିବାର ତାଙ୍କ ଭାଣିଜୀ…

୯୨ ବର୍ଷରେ ପାଦ ଦେଲେ ଲତା ମଙ୍ଗେସକର, ଆଜି ରିଲିଜ୍‌ ହେଉଛି ୨୨ ବର୍ଷ ତଳେ ସୁର ସାମ୍ରାଜ୍ଞୀ ଗାଇଥିବା ଗୀତ

ଆଜି ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର ନିଜ ୯୨ ତମ ଜନ୍ମ ଦିନ ପାଳନ କରୁଛନ୍ତି। ବଲିଉଡ୍‌ ସମେତ ପାଖାପାଖି ସବୁ ଭାଷାରେ ଗୀତ ଗାଇ ସାରିଥିବା ଲତାଙ୍କୁ କେବଳ ଭାରତ ନୁହେଁ, ଦେଶ ବାହାରେ ମଧ୍ୟ ସମସ୍ତେ ଚିହ୍ନନ୍ତି। ଆଜି ଲତାଙ୍କ ଜନ୍ମଦିନ ଅବସରରେ ଚାରି ଆଡ଼ୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି।…

ଲତା ମଙ୍ଗେଶକରଙ୍କୁ ଅସୁନ୍ଦରୀ କହିଥିଲେ ଏହି ଅଭିନେତା: ଲକ୍ଷେ ଅନୁରୋଧ ପରେବି କଲେ ନାହିଁ ଫିଲ୍ମ

ସୁଲଳିତ ସ୍ୱର ପାଇଁ ଲତା ମଙ୍ଗେଶକର ସାରା ବିଶ୍ୱରେ ଜଣାଶୁଣା । ଆଜି ବି ତାଙ୍କର ଗୀତ ସବୁବେଳେ ସବୁଜ ଏବଂ ଲୋକଙ୍କ ହୃଦୟରେ ବସା ବାନ୍ଧିଛି । ସାରା ଦୁନିଆରେ ତାଙ୍କ ନାମ ସମ୍ମାନର ସହ ନିଆଯାଏ | ତାଙ୍କୁ ବଲିଉଡରେ ସଙ୍ଗୀତର ଦେବୀ କୁହାଯାଏ । କିନ୍ତୁ ଅନେକ ଲୋକ ଜାଣନ୍ତି ଯେ ଲତା ମଙ୍ଗେଶକର…

ମହାରାଷ୍ଟ୍ରର ଲୋକଙ୍କୁ ସହାୟତା କରିବା ପାଇଁ ଆଗେଇ ଆସିଲେ ଭାରତରତ୍ନ ଲତା ମଙ୍ଗେସକର, ଦାନ କଲେ ୭ଲକ୍ଷ ଟଙ୍କା

ଦେଶରେ କରୋନାର ଦ୍ବିତୀୟ ଲହର ହାହାକାର ଆଣିଦେଇଛି। ଦିଲ୍ଲୀ, ହରିୟାଣା, ମହାରାଷ୍ଟ୍ର, ଛତିଶଗଡରେ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି । ଦୈନିକ ସଂକ୍ରମଣର ରେକର୍ଡ ସହ ମୃତ୍ୟୁ ସଂଖ୍ୟା ବି ଥମୁନି । ଏମିତି ପରିସ୍ଥିତିରେ ମହାରାଷ୍ଟ୍ରବାସୀଙ୍କୁ ସହଯୋଗ କରିଛନ୍ତି ମହାନ ଗାୟିକା ତଥା ଭାରତରତ୍ନ…

ବହୁତ ସଘଂର୍ଷମୟ ଥିଲା ଲତାଙ୍କ ପିଲାବେଳ, ଜାଣନ୍ତୁ କାହିଁକି କଲେନାହିଁ ବିବାହ

ସ୍ୱର କୋକିଳା କୁହାଯାଉଥିବା ଲତା ମଙ୍ଗେଶକରଙ୍କର ୨୮ ସେପ୍ଟମ୍ବରରେ ଜନ୍ମଦିନ ପାଳନ କରାଯିବ। ଲତାଙ୍କ ଜୀବନ ସଫଳତାରେ ପରିପୂର୍ଣ୍ଣ ହୋଇଥିଲେ ମଧ୍ୟ ଛୋଟବେଳେ ତାଙ୍କୁ ଅନେକ ସଂଘର୍ଷର ସାମ୍ନା କରୁବାକୁ ପଡିଥିଲା। ଯେତେବେଳେ ସେ ୧୩ ବର୍ଷର ହୋଇଥିଲେ ସେତେବେଳେ ତାଙ୍କ ପିତାଙ୍କର ହୃଦଘାତରେ…

କୁନି ଋଷି କପୁରଙ୍କୁ କୋଳରେ ଧରିଥିବାର ଫଟୋ ସେୟାର କଲେ ଲତା ମଙ୍ଗେସକର, ଭାବୁକ ହୋଇ କହିଲେ, ‘ମୁଁ ଶବ୍ଦହୀନ…

ଆକ୍ଟର ଇରଫାନ ଖାନଙ୍କ ଦେହାନ୍ତର ଠିକ ଦିନକ ପରେ ବଲିଉଡ, ଆଉ ଜଣେ ମହାନ ଅଭିନେତା ଋଷି କପୁରଙ୍କୁ ହରାଇଛି। ଦୁଇ ଦୁଇଜଣ ତାରକାଙ୍କୁ ହରାଇ ପୂରା ବଲିଉଡ ଏବେ ସ୍ତବ୍ଧ ହୋଇଯାଇଛି। ଋଷି କପୁରଙ୍କ ଦେହାନ୍ତ ଖବର ପାଇ ମହାନ ଗାୟିକା ଲତା ମଙ୍ଗେସକର ମଧ୍ୟ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଏହାସହିତ ସେ…

କରୋନା ଭାଇରସ ବିପକ୍ଷ ଲଢ଼େଇରେ ସାମିଲ ହେଲେ ଲତା ମଙ୍ଗେସକର, ଦାନ କଲେ ସଞ୍ଚିତ ପୁଞ୍ଜି

କରୋନା ଭାଇରସ ବିରୁଦ୍ଧ ଯୁଦ୍ଧରେ ବଲିଉଡ କଳାକାର ଖୁବ ଉତ୍ସାହର ସହ ସାହାଯ୍ୟ କରୁଛନ୍ତି। ଗୋଟିଏ ପରେ ଗୋଟିଏ କଳାକାର ସ୍ଵଇଚ୍ଛାରେ କରୋନା ମୁକାବିଲା ପାଇଁ ସହାୟତାର ହାତ ବଢ଼ାଉଛନ୍ତି। କେବଳ ସହାୟତା କରୁନାହାନ୍ତି ସେମାନେ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ମଧ୍ୟ ଦେଉଛନ୍ତି। ତେବେ ଇତିମଧ୍ୟରେ…

ପ୍ରାୟ ମାସେ ଧରି ଡାକ୍ତରଖାନାରେ ଚିକିତ୍ସିତ ହେବା ପରେ ଘରକୁ ଫେରିଲେ ଲତା ମଙ୍ଗେସ୍କର, ଧନ୍ୟବାଦ ଜଣାଇଲେ ଡାକ୍ତରଙ୍କୁ

ମୁମ୍ବାଇ : ସୁର ସାମଜ୍ଞୀ ଲତା ମଙ୍ଗେସ୍କର ଦୀର୍ଘ ୨୮ ଦିନ ଧରି ମୁମ୍ବାଇ ବ୍ରିଚ୍‌କାଣ୍ଡି ହସପିଟାଲରେ ଚିକିତ୍ସିତ ହେବା ପରେ ଘରକୁ ଫେରିଛନ୍ତି । ନିଶ୍ୱାସ ନେବାରେ କଷ୍ଟ ହେବାରୁ ଗତ ନଭେମ୍ବର ୧୧ ତାରିଖରେ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ତାଙ୍କର ସୁସ୍ଥତା ପାଇଁ ସାରା ଦେଶ…