Below header
Browsing Tag

Lightning death

ରାୟଗଡା ତାମିଲିଗୁଡା ଗାଁରେ ଅଘଟଣ: ବଜ୍ରାଘାତରେ ଚାଲିଗଲା ସ୍ବାମୀ-ସ୍ତ୍ରୀଙ୍କ ଜୀବନ

ଗୁଣପୁର ଟାଉନ(କେନ୍ଯୁଜ୍): ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ୍ ତାମିଲିଗୁଡା ଗ୍ରାମରେ ଅଘଟଣ। ନିକଟ ଜଙ୍ଗଲ ଜମିରେ ଚାଷ କାମ କରୁଥିବା ବେଳେ ବଜ୍ରାଘାତରେ ସ୍ବାମୀ ଓ ସ୍ତ୍ରୀର ମୃତ୍ଯୁ ହୋଇଥିବା ଜଣାପଡିଛି। ମୃତକ ହେଲେ ଗୋପୁନ ପାତିକ( ୩୫) ଏବଂ  ପ୍ରିୟା ପାତିକ( ୩୦ )। ମୃତକଙ୍କ ନିଜ ଘର…

ଘଟଗାଁ : ଅପରାହ୍ନ ବଜ୍ରାଘାତରେ ଚାଲିଗଲା ୩ ଜୀବନ

ଘଟଗାଁ (କେନ୍ୟୁଜ୍‌) : ବର୍ଷା ସିନା ତାତିରୁ ଆଶ୍ୱସ୍ତି ଦେଇଛି ହେଲେ ବଜ୍ରାଘାତ ନେଉଛି ଜୀବନ । କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଢେଙ୍କିକୋଟରେ ବଜ୍ରାଘାତରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ୭ ବର୍ଷର ଶିଶୁକନ୍ୟା ସମେତ ୨ଜଣ ମହିଳା ଅଛନ୍ତି । ଝାଡ଼ଖଣ୍ତ ଓ…

୨୨ ମୈାଜା : ବଜ୍ରାଘାତରେ ଚାଲିଗଲା ଦୁଇ ଜଣଙ୍କ ଜୀବନ

ଜଗତସିଂପୁର(କେନ୍ୟୁଜ୍‌) :  ଜଗତସିଂହପୁର ଜିଲ୍ଲା ପୁରଣ ଗ୍ରାମରେ ବଜ୍ରାଘାତରେ ଦୁଇ ଜଣଙ୍କ ପ୍ରାଣହାନୀ ଘଟିଥିବ ଜଣାଯାଇଛି । ବିରିଡି ବ୍ଲକ ୨୨ ମୌଜାର ପୁରଣ ଗ୍ରାମରେ ଦଶାହ କାର୍ଯ୍ୟ ଚାଲିଥିବା ବେଳେ ବଜ୍ରାଘାତରେ ଦିଅର ଓ ପୁତୁରାଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ବିଷ୍ଣୁ ବାହଲିଆ ଓ ପ୍ରମୋଦ…

ବଜ୍ରପାତ ନେଲା ଜୀବନ, ପୃଥକ ପୃଥକ ସ୍ଥାନରେ ୬ ମୃତ

ଆନନ୍ଦପୁର/ଜଳେଶ୍ୱର: ବଜ୍ରପାତ ଯୋଗୁଁ ପୃଥକ ପୃଥକ ଭାବେ ୬ମୃତ । ଆଜି ସକାଳୁ ଆନନ୍ଦପୁର ଉପଖଣ୍ଡ ରେ ଲଗାଣ ବର୍ଷା ସହ ବଜ୍ରପାତ ହୋଇଛି । କେବଳ ଆନନ୍ଦପୁର ଉପଖଣ୍ଡରେ ବଜ୍ରପାତ ଯୋଗୁ ୪ଜଣଙ୍କ ମୃତ୍ୟୁ ହୋଇଛି । ଘାସ କାଟିବାକୁ ଯାଇଥିବା ବେଳେ ନନ୍ଦିପଦା ଥାନା ଇଞ୍ଚୋଳ ଗ୍ରାମର ଗଣେଶ ଜେନା…

କେନ୍ଦୁଝର ଆନନ୍ଦପୁର ଉପଖଣ୍ଡ ଅଞ୍ଚଳରେ ବଜ୍ରାଘାତ : ୪ବର୍ଷର ଶିଶୁ ମୃତ, ଯୁବତୀ ଗୁରୁତର

ଆନନ୍ଦପୁର : କେନ୍ଦୁଝର ଆନନ୍ଦପୁର ଉପଖଣ୍ଡ ଅଞ୍ଚଳରେ ବଜ୍ରାଘାତ । ବଜ୍ରପାତରେ ଶିଶୁ ମୃତ, ଯୁବତୀ ଗୁରୁତର । ସୂଚନା ଅନୁଯାୟୀ, ଏକ ୪ବର୍ଷର ନାବାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଯୁବତୀ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ଶିଶୁଟିକୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।…

ବିହାର : ବଜ୍ରପାତରେ ୨୬ ଜଣଙ୍କ ମୃତ୍ୟୁ, ମୁଖ୍ୟମନ୍ତ୍ରୀ ଘୋଷଣା କଲେ ଆର୍ଥିକ ସହାୟତା

ନୂଆଦିଲ୍ଲୀ : କିଛି ଦିନ ଧରି ପ୍ରାକୃତିକ ବିପର୍ଯ୍ୟୟ ବିହାର ପିଛା ଛାଡୁନି । ବିହାରରେ ଗୁରୁବାର ପୁଣିଥରେ ବଜ୍ରପାତ ଘଟି ୨୬ ଜଣଙ୍କର ପ୍ରାଣହାନୀ ଘଟିଛି । କିଛି ଦିନ ତଳେ ବିହାରରେ ବଜ୍ରପାତରେ ୧୦୦ ରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟିଥିଲା । ଗୁରୁବାର ସଂଧ୍ୟା ୫ଟା ୧୫ ପର୍ଯ୍ୟନ୍ତ…

କାଳ ହେଲା ଘଡଘଡି ସହ ବର୍ଷା, ରାଜ୍ୟରେ ବଜ୍ରାଘାତରେ ୯ ମୃତ

କେନ୍ୟୁଜ୍(ବ୍ୟୁରୋ): ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ସହ ବଜ୍ରାଘାତରେ ୯ ଜଣଙ୍କ ମୃତ୍ୟୁ ହୋଇଛି । ଢେଙ୍କାନାଳରେ ବଜ୍ରାଘାତରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଗତସିଂହପୁର, ନବରଙ୍ଗପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ବ୍ରହ୍ମପୁର, ଗଜପତି, କଟକରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି ।…

ଜଳେଶ୍ୱର : ବଜ୍ରପାତରେ ଦୁଇ ଜଣଙ୍କର ମୃତ୍ୟୁ, ଜଣେ ଘରେ ଥିଲେ ଆଉ ଜଣେ ଚିଙ୍ଗୁଡ଼ି ଘେରିରେ କାମ କରୁଥିଲେ

ଜଳେଶ୍ୱର (କେ ନ୍ୟୁଜ୍‌) : ଆଜି ବଜ୍ରାଘାତରେ ଚାଲି ଯାଇଛି ଦୁଇ ଜଣଙ୍କ ଜୀବନ । ବାଲେଶ୍ୱର ବାଲିଆପାଳ ବ୍ଲକ୍ କେନ୍ଦୁଡିହା ଗ୍ରାମରେ ଯୁବକ ଉପେନ୍ଦ୍ର ସିଂହଙ୍କ ମୃତ୍ୟୁ ଘଟିଛି । ପଶ୍ଚିମବଙ୍ଗ କୁଳଡିହା ଅଞ୍ଚଳର ଏହି ଯୁବକ ଜଣକ ଚିଙ୍ଗୁଡ଼ି ଘେରିରେ କାମ କରୁଥିବା ବେଳେ ବଜ୍ରାଘାତର ଶିକାର…

ନବରଙ୍ଗପୁର ଓ ବାଲେଶ୍ୱରରେ ଅଘଟଣ: ବଜ୍ରାଘାତରେ ଗଲା ୪ ଜୀବନ

ନବରଙ୍ଗପୁର/ବାଲେଶ୍ୱର: ବଜ୍ରାଘାତରେ ଗଲା ୩ ଜୀବନ। ନବରଙ୍ଗପୁର ଚଟାହାଣ୍ଡି ପଞ୍ଚାୟତର ବାଉଁଶୀଆଗୁଡ଼ା ଗାଁରେ ଘଟିଛି ଅଘଟଣ। ଗତକାଲି ସଂଧ୍ୟାରେ ବଜ୍ରାଘାତରେ ଦୁଇ ଭାଇ ଓ ଅନ୍ୟ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତ ଦୁଇ ଭାଇ ହେଉଛନ୍ତି ଲଳିତ ବିନ୍ଧାଣୀ ଓ ମୋତିରାମ ବିନ୍ଧାଣୀ। ଉଭୟଙ୍କ ବୟସ ୧୬…

ସନ୍ଧ୍ୟାରେ ବଜ୍ରପାତ ନେଇଗଲା ୬ ଜୀବନ, ଘଡଘଡି ସହ ବର୍ଷାରେ ବେହାଲ ହୋଇଗଲା ଓଡିଶାର କିଛି ଅଞ୍ଚଳ

କେନ୍ୟୁଜ୍ (ବ୍ୟୁରୋ):  ବଜ୍ରପାତ ନେଲା ୬ ଜୀବନ। ଆଜି ସଂନ୍ଧ୍ୟାରେ ବଜ୍ରପାତ ଘଟି ଓଡିଶାର ୬ ଜଣଙ୍କ ଜୀବନ ଯାଇଥିବା  ବେଳେ କିଛି ଗୋରୁ ମଧ୍ୟ ଏଥିରେ ମୃତ୍ୟ ବରଣ କରିଛନ୍ତି।  ସୁନ୍ଦରଗଡ଼ ଜିଲ୍ଲା ଧରୁଆଡ଼ିହି ଥାନା ଘଣ୍ଟିବୁଡ଼ ଗାଁରେ ଦୁଇ କେନ୍ଦୁପତ୍ର  ତୋଳାଳି ଓ ଗଜପତି ଓ ଜଗତସିଂହପୁର…

କେନ୍ଦୁଝର : ବଜ୍ରାଘାତରେ ଚାଲିଗଲା ୩ ଜୀବନ

କେନ୍ଦୁଝର : ବଜ୍ରାଘାତରେ ଚାଲିଗଲା ୩ଜୀବନ ଏଭଳି ଅଭାବନୀୟ ଘଟଣା ଘଟିଛି ହରିଚନ୍ଦନପୁର ବ୍ଲକରେ। ଏହି ଅନ୍ତର୍ଗତ ବଡ଼ଶିଆଳିମାଳ ଗ୍ରାମର ଚୈତନ୍ୟ ମହାନ୍ତ ଓ ତାଙ୍କ ପତ୍ନୀ ମିନା ମହାନ୍ତ ବିଲରେ କାମ କରୁଥିବା ବଜ୍ରାଘାତରେ ମୃତ୍ୟୁ ହୋଇଛି। ଅନ୍ୟପଟେ ଠାକୁରପଡା ଗ୍ରାମର ଜୟନ୍ତୀ ମହାନ୍ତ ମଧ୍ୟ…

ଓଡ଼ିଶାରେ ହ୍ରାସ ପାଉଛି ବଜ୍ରପାତଜନିତ ମୃତ୍ୟୁ ସଂଖ୍ୟା, ଆର୍ଲି ୱାର୍ଣ୍ଣିଂ କମ୍ୟୁନିକେସନ ସିଷ୍ଟମର ବ୍ୟବହାର ଦ୍ୱାରା…

ଭୁବନେଶ୍ବର : ଓଡ଼ିଶାରେ ହ୍ରାସ ପାଉଛି ବଜ୍ରପାତଜନିତ ମୃତ୍ୟୁ ସଂଖ୍ୟା। ୨୦୧୮-୧୯ ବର୍ଷରେ ଏହି ସଂଖ୍ୟା ୩୧ ପ୍ରତିଶତ ହ୍ରାସ ପାଇଛି। ଆର୍ଲି ୱାର୍ଣ୍ଣିଂ କମ୍ୟୁନିକେସନ ସିଷ୍ଟମର ସଫଳ ବ୍ୟବହାର ଦ୍ୱାରା ଏହି ସଫଳତା ମିଳିପାରିଛି। ୨୦୧୭-୧୮ରେ ବଜ୍ରପାତ ଓ ଘଡ଼ଘଡ଼ିଜନିତ ମୃତ୍ୟୁସଂଖ୍ୟା ୪୬୫ ଥିବା…