Below header
Browsing Tag

lightning

କେନ୍ଦୁଝର ତାଳପଡା ଗ୍ରାମରେ ବଜ୍ରାଘାତ: ମାଆ ମୃତ, ଝିଅ ଗୁରୁତର

ଘଟଗାଁ(କେନ୍ଯୁଜ୍): କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ତାଳପଡା ଗ୍ରାମରେ ବଜ୍ରାଘାତରେ ମାଆ ମୃତ, ଝିଅ ଗୁରୁତର ଆହତ। ମୃତକ ହେଲେ ମାଳତୀ ତନ୍ତୀ ଓ ଗୁରୁତର ହୋଇ ଚିକିତ୍ସାଧୀନ ଅଛନ୍ତି ଝିଅ ସବିତା ତନ୍ତୀ। ସୂଚନା ଅନୁଯାୟୀ, ବିଲରୁ କାମ ସାରି ଫେରିବା ବେଳେ ବଜ୍ରାଘାତ ହେବାରୁ ଉଭୟ…

ମୋହନା: ବଜ୍ରାଘାତରେ ଟଳିପଡିଲେ ୧୦ଟି ବଳଦ

ମୋହନା(କେନ୍ଯୁଜ୍): ଗଜପତି ଜିଲ୍ଲା ମୋହନା ବ୍ଲକ ବାଡେଗୁଡା ପଞ୍ଚାୟତ ଅନ୍ତର୍ଗତ ଉପର ପାଲ୍ଡା ଗ୍ରାମରେ ବୁଧବାର ଅପରାହ୍ନ ସମୟରେ ବଜ୍ରାଘାତରେ ୧୦ଟି ବଳଦ ମୃତ୍ୟୁ ବରଣ କରିଛନ୍ତି। ସୂଚନା ଅନୁଯାୟୀ, ଗତକାଲି ଅପରାହ୍ନ ୩ଟାରେ ହଠାତ ବର୍ଷା ହେବାସହ ବଜ୍ରପାତ ହୋଇଥିଲା। ସେହି ସମୟରେ ପାହାଡ଼…

ବିଲରୁ କାମ ସାରି ଫେରିବା ବାଟରେ ବଜ୍ରାଘାତରେ ଟଳିପଡିଲେ ଯୁବତୀ

ଘଟଗାଁ(କେନ୍ଯୁଜ୍): କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ କାଶୀବେଡ଼ା ଗ୍ରାମରେ ବଜ୍ରାଘାତରେ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ଗ୍ରାମର ଚନ୍ଦ୍ରା ମୁଣ୍ଡାଙ୍କ ଝିଅ ପଦ୍ମିନୀ ମୁଣ୍ଡା ବିଲରୁ କାମ ସାରି ଫେରିବା ବାଟରେ ବଜ୍ରାଘାତ ହେବାରୁ ସେ ଘଟଣାସ୍ଥଳରେ ହିଁ ଟଳିପଡଥିଲେ। ତେବେ ଖବର…

ଦ୍ୱାରିକାଧୀଶ ମନ୍ଦିର ଉପରେ ବଜ୍ରପାତ, ମାତ୍ର ଆଶ୍ଚର୍ଯ୍ୟଜନକ ଭାବେ ହୋଇନି କିଛି ବି କ୍ଷତି; ଦେଖନ୍ତୁ ଭିଡିଓ

ଗୁଜରାଟର ଦ୍ୱାରିକାଧୀଶଙ୍କ ମନ୍ଦିରରେ ବଜ୍ରପାତ। କିନ୍ତୁ ସୌଭାଗ୍ୟବଶତଃ ମନ୍ଦିରର କୌଣସି କ୍ଷତି ହୋଇନାହିଁ। ମଙ୍ଗଳବାର ଦିନ ରାଜ୍ୟରେ ପ୍ରବଳ ବର୍ଷା ହୋଇଥିଲା। ଏହି ସମୟରେ ମନ୍ଦିର ଚୂଡ଼ାରେ ବଜ୍ରପାତ ପଡ଼ିଥିଲା କିନ୍ତୁ ଭଗବାନଙ୍କ କୃପାରୁ ମନ୍ଦିରର କିଛି କ୍ଷତି ହୋଇନାହିଁ। ତେବେ ଘଡ଼ଘଡ଼ି…

ରାୟଗଡା ତାମିଲିଗୁଡା ଗାଁରେ ଅଘଟଣ: ବଜ୍ରାଘାତରେ ଚାଲିଗଲା ସ୍ବାମୀ-ସ୍ତ୍ରୀଙ୍କ ଜୀବନ

ଗୁଣପୁର ଟାଉନ(କେନ୍ଯୁଜ୍): ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ୍ ତାମିଲିଗୁଡା ଗ୍ରାମରେ ଅଘଟଣ। ନିକଟ ଜଙ୍ଗଲ ଜମିରେ ଚାଷ କାମ କରୁଥିବା ବେଳେ ବଜ୍ରାଘାତରେ ସ୍ବାମୀ ଓ ସ୍ତ୍ରୀର ମୃତ୍ଯୁ ହୋଇଥିବା ଜଣାପଡିଛି। ମୃତକ ହେଲେ ଗୋପୁନ ପାତିକ( ୩୫) ଏବଂ  ପ୍ରିୟା ପାତିକ( ୩୦ )। ମୃତକଙ୍କ ନିଜ ଘର…

ବଜ୍ରପାତ ନେଲା ଜୀବନ, ପୃଥକ ପୃଥକ ସ୍ଥାନରେ ୬ ମୃତ

ଆନନ୍ଦପୁର/ଜଳେଶ୍ୱର: ବଜ୍ରପାତ ଯୋଗୁଁ ପୃଥକ ପୃଥକ ଭାବେ ୬ମୃତ । ଆଜି ସକାଳୁ ଆନନ୍ଦପୁର ଉପଖଣ୍ଡ ରେ ଲଗାଣ ବର୍ଷା ସହ ବଜ୍ରପାତ ହୋଇଛି । କେବଳ ଆନନ୍ଦପୁର ଉପଖଣ୍ଡରେ ବଜ୍ରପାତ ଯୋଗୁ ୪ଜଣଙ୍କ ମୃତ୍ୟୁ ହୋଇଛି । ଘାସ କାଟିବାକୁ ଯାଇଥିବା ବେଳେ ନନ୍ଦିପଦା ଥାନା ଇଞ୍ଚୋଳ ଗ୍ରାମର ଗଣେଶ ଜେନା…

କଟକ: ବଜ୍ରପାତରେ ଜଳିଗଲା ୨ ବଖରା ଘର, ଜଣେ ଗୁରୁତର

କଟକ(କେନ୍ୟୁଜ୍): ଟାଙ୍ଗୀ ଥାନା ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତର  ସବରପଲ୍ଲି ସାହିରେ ବଜ୍ରପାତ ଘଟି ୨ ବଖରା ଘର ଜଳିଯାଇଛି । ଏଥିରେ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି। ଗୁରୁତର ଜଣଙ୍କ ହେଲେ ରେଣୁ ଦେହୁରୀ । ବିଲରୁ କାମ ସାରି ଭାଗ୍ୟଧର ଦେହୁରୀ ଏବଂ ତାଙ୍କ ପତ୍ନୀ ରେଣୁ ଦେହୁରୀ ଘର…

କେବଳ ଅନ୍ତରୀକ୍ଷରୁ ହିଁ ଦେଖିପାରିବେ ବିଜୁଳି ଚମକିବାର ଏହି ଅଦ୍ଭୁତ ଦୃଶ୍ୟ, ଦେଖନ୍ତୁ ଭିଡିଓ 

ମହାକାଶଚାରୀ Bob Behnken ସୋସିଆଲ ମିଡ଼ିଆରେ ଅନ୍ତରୀକ୍ଷରୁ ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି । କିଛିଦିନ ତଳେ ସେ ଅନ୍ତରୀକ୍ଷର ଦୁଇଟି ଫଟୋ ସେୟାର କରିଥିଲେ ଆଉ କ୍ୟାପ୍ସନରେ ଲେଖିଥିଲେ ଆମ ଗ୍ରହର ସବୁଠାରୁ ସୁନ୍ଦର ଫଟୋ ଯେଉଁଥିରେ ଦିନ ଏବଂ ରାତି ମଧ୍ୟରେ ଥିବା ସୀମାକୁ ଅତି ସୁନ୍ଦର ଭାବେ…

ଯାଜପୁର: ବଜ୍ରପାତରେ ଫାଟିଲା ଘରର ଛାତ

ଯାଜପୁର(କେନ୍ୟୁଜ): ବଜ୍ରପାତରେ ଫାଟିଲା ଘରର ଛାତ ସହ କାନ୍ଥ। ଆଜି ଭୋର ସମୟରେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ପାଖର ପଞ୍ଚାୟତ ବିରିବାଟି ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ପ୍ରାୟ ୫.୩୦ ମି. ସମୟରେ ଝିପି ଝିପି ବର୍ଷା ହେବା ସହ ବଜ୍ରପାତ ହେବାରୁ ଗ୍ରାମର ତରୁଣ ସାମଲଙ୍କ ଘରେ ବ୍ୟାପକ…

ଆସନ୍ତାକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ମଧ୍ୟମ ଧରଣର ବର୍ଷା ! ୧୩ଟି ଜିଲ୍ଲା ପାଇଁ ଅରେଞ୍ଜ ଓ୍ଵାର୍ଣ୍ଣିଂ…

ଭୁବନେଶ୍ବର: ଆସନ୍ତାକାଲି ସକାଳ ୮ଟା ୩୦ ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବଜ୍ରପାତ ସହ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଏଥିପାଇଁ ୧୩ଟି ଜିଲ୍ଲା ପାଇଁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି । ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର, ଗଜପତି, ଗଞ୍ଜାମ, କୋରାପୁଟ,…

ଚାନ୍ଦବାଲି: ବଜ୍ରାଘାତରେ ଜଳିଗଲା ଘର, ପୋଡିଗଲା ୧୫ବସ୍ତା ଧାନ

ଚାନ୍ଦବାଲି: ବଜ୍ରାଘାତରେ ଜଳିଗଲା ଘର । ଘରେ ଥିବା ୧୫ବସ୍ତା ଧାନ ସହ ଘର କରଣା ସାମଗ୍ରୀ ମଧ୍ୟ ଜଳିଯାଇଛି । ଅଭିଯୋଗ ଅନୁସାରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ତହସିଲଦାର ଅଧିନସ୍ଥ ଆରଡି ପଞ୍ଚାୟତ ମୁଆଁ ଦାସସାହିର ନାରାୟଣ ଦାସଙ୍କ ନିର୍ମାଣଧୀନ ଘର ଘଡଘଡିରେ ଗତକାଲି ବିଳମ୍ବିତ ରାତିରେ ପୋଡିଯାଇଛି…

ବଜ୍ରପାତରେ ଜଳିଗଲା ନଡ଼ିଆ ଗଛ, ଆୟତ୍ତ କଲା ଦମ୍‌କଳ ବାହିନୀ

ମୋହନା (କେ ନ୍ୟୁଜ୍‌) : ଗଜପତି ଜିଲ୍ଲା ରା.ଉଦୟଗିରି ଠାରେ ଆଜି ଅପରାହ୍ନ ୪ଟା ବେଳେ ବଜ୍ରପାତ ଘଟି ଗୋଟିଏ ନଡ଼ିଆ ଗଛ ଜଳି ଯାଇଛି । ବର୍ଷା ସିନା ଅଳ୍ପ ହୋଇଥିଲା ହେଲେ ତାସାଙ୍ଗକୁ ପ୍ରବଳ ବିଜୁଳି ଘଡ ଘଡି ମାରିଥିଲା । ଏହି ସମୟରେ ସ୍ଥାନୀୟ ଦିଗବାରଣ ସାହିର ମାଣିକ ପାଇକଙ୍କ ଘର ବାଡ଼ିପଟ ଥିବା…