Browsing Tag

lightning

ବଜ୍ରପାତରେ ଜଳିଗଲା ନଡ଼ିଆ ଗଛ, ଆୟତ୍ତ କଲା ଦମ୍‌କଳ ବାହିନୀ

ମୋହନା (କେ ନ୍ୟୁଜ୍‌) : ଗଜପତି ଜିଲ୍ଲା ରା.ଉଦୟଗିରି ଠାରେ ଆଜି ଅପରାହ୍ନ ୪ଟା ବେଳେ ବଜ୍ରପାତ ଘଟି ଗୋଟିଏ ନଡ଼ିଆ ଗଛ ଜଳି ଯାଇଛି । ବର୍ଷା ସିନା ଅଳ୍ପ ହୋଇଥିଲା ହେଲେ ତାସାଙ୍ଗକୁ ପ୍ରବଳ ବିଜୁଳି ଘଡ ଘଡି ମାରିଥିଲା । ଏହି ସମୟରେ ସ୍ଥାନୀୟ ଦିଗବାରଣ ସାହିର ମାଣିକ ପାଇକଙ୍କ ଘର ବାଡ଼ିପଟ ଥିବା…

ସନ୍ଧ୍ୟାରେ ବଜ୍ରପାତ ନେଇଗଲା ୬ ଜୀବନ, ଘଡଘଡି ସହ ବର୍ଷାରେ ବେହାଲ ହୋଇଗଲା ଓଡିଶାର କିଛି ଅଞ୍ଚଳ

କେନ୍ୟୁଜ୍ (ବ୍ୟୁରୋ):  ବଜ୍ରପାତ ନେଲା ୬ ଜୀବନ। ଆଜି ସଂନ୍ଧ୍ୟାରେ ବଜ୍ରପାତ ଘଟି ଓଡିଶାର ୬ ଜଣଙ୍କ ଜୀବନ ଯାଇଥିବା  ବେଳେ କିଛି ଗୋରୁ ମଧ୍ୟ ଏଥିରେ ମୃତ୍ୟ ବରଣ କରିଛନ୍ତି।  ସୁନ୍ଦରଗଡ଼ ଜିଲ୍ଲା ଧରୁଆଡ଼ିହି ଥାନା ଘଣ୍ଟିବୁଡ଼ ଗାଁରେ ଦୁଇ କେନ୍ଦୁପତ୍ର  ତୋଳାଳି ଓ ଗଜପତି ଓ ଜଗତସିଂହପୁର…

କାଳ ସାଜିଲା ବଜ୍ରପାତ, ବିଭିନ୍ନ ସ୍ଥାନରେ ନେଲା ୭ ଜୀବନ

କେନ୍ୟୁଜ୍ (ବ୍ୟୁରୋ):  ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାଘାତ, ୭ ଜଣଙ୍କ ମୃତ୍ୟୁ । କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ବାଉଁଶଗଡ଼ ଗାଁରେ ବଜ୍ରାଘାତରେ ୨ ଜଣଙ୍କ ମୃତ୍ୟୁ ଘଟିଛି । ସେମାନେ ହେଲେ ଦୁଃଶାସନ ନାୟକ ଓ ଭାଗବତ ନାୟକ । ସେହିପରି ପଦ୍ମପୁର ଗାଁରେ ବଜ୍ରାଘାତରେ ଅନ୍ୟ ଦୁଇ ଯୁବକ ଗୁରୁତର…

ଶ୍ରୀମନ୍ଦିର ଚତୁପାର୍ଶ୍ୱରେ ଉଚ୍ଛେଦକୁ ବିରୋଧ, ବାସେଳୀ ଠାକୁରାଣୀ ମନ୍ଦିରରେ ୧୦୦୧ ଦୀପ ଜାଳି ପ୍ରତିବାଦ

ପୁରୀ(କେନ୍ୟୁଜ୍): ଶ୍ରୀମନ୍ଦିର ଚତୁପାର୍ଶ୍ୱରେ ଶତାଧିକ ମହିଳାଙ୍କ ଅଭିନବ ପ୍ରତିବାଦ। ମେଘନାଦ ପାଚେରୀ ଠାରୁ ୭୫ ମିଟର ପରିଧିରେ ଉଚ୍ଛେଦକୁ ବିରୋଧ କରି ଶତାଧିକ ମହିଳା ମା ବାସେଳୀ ଠାକୁରାଣୀଙ୍କ ମନ୍ଦିର ପରିସରରେ ୧୦୦୧ ଦୀପ ଜାଳି ପ୍ରତିବାଦ କରିଛନ୍ତି। ମହିଳାମାନେ ମୁହଁରେ କଳାପଟି ବାନ୍ଧି…

ଓଡ଼ିଶାରେ ହ୍ରାସ ପାଉଛି ବଜ୍ରପାତଜନିତ ମୃତ୍ୟୁ ସଂଖ୍ୟା, ଆର୍ଲି ୱାର୍ଣ୍ଣିଂ କମ୍ୟୁନିକେସନ ସିଷ୍ଟମର ବ୍ୟବହାର ଦ୍ୱାରା…

ଭୁବନେଶ୍ବର : ଓଡ଼ିଶାରେ ହ୍ରାସ ପାଉଛି ବଜ୍ରପାତଜନିତ ମୃତ୍ୟୁ ସଂଖ୍ୟା। ୨୦୧୮-୧୯ ବର୍ଷରେ ଏହି ସଂଖ୍ୟା ୩୧ ପ୍ରତିଶତ ହ୍ରାସ ପାଇଛି। ଆର୍ଲି ୱାର୍ଣ୍ଣିଂ କମ୍ୟୁନିକେସନ ସିଷ୍ଟମର ସଫଳ ବ୍ୟବହାର ଦ୍ୱାରା ଏହି ସଫଳତା ମିଳିପାରିଛି। ୨୦୧୭-୧୮ରେ ବଜ୍ରପାତ ଓ ଘଡ଼ଘଡ଼ିଜନିତ ମୃତ୍ୟୁସଂଖ୍ୟା ୪୬୫ ଥିବା…

ବିଜୁଳି ମାରିଲା . . ହେଲେ ବ୍ୟକ୍ତି ଜଣକ ଏମିତି କଲେ ଭିଡିଓ ରେକର୍ଡିଂ ଯେ ସୋସିଆଲ୍ ମିଡିଆରେ ମଚାଉଛି ଧୁମ୍

ଏବେ ଡିଜିଟାଲ୍ ଯୁଗ । ଯାହା ବି କିଛି ଘଟୁଛି ରାତାରାତି ହୋଇଯାଉଛି ଭାଇରାଲ୍ । ଅନେକ ଭାଇରାଲ୍ ଭିଡିଓ ଆପଣ ତ ଦେଖିଥିବେ । ହେଲେ ଆମେ ଆପଣଙ୍କୁ ଏମିତି ଭିଡିଓ ଦେଖାଇବୁ ଯାହା ପୂର୍ବରୁ କେବେ ଦେଖିନଥିବେ । ଏହି ଭାଇରାଲ୍ ଭିଡିଓଟି ବିଜୁଳି ମାରୁଥିବା ସମୟର । ଏବେ ଆପଣ ଭାବୁଥିବେ ବିଜୁଳି…

ବଜ୍ରପାତ ନେଲା ୩ ଜୀବନ

ଅନୁଗୁଳ (କେ ନ୍ୟୁଜ୍) : ବିଜୁଳି ନେଲା ୩ ଜୀବନ । ବିଭିନ୍ନ ସ୍ଥାନରେ ବଜ୍ରପାତରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଡେରଜାଙ୍ଗ ଗାଁରେ ବଜ୍ରାଘାତରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଶାନ୍ତିଲତା ପ୍ରଧାନ ଓ ତାଙ୍କ ଝିଆରୀ ବୈଶାଖୀ ପ୍ରଧାନ । ବିଲରେ କାମ କରୁଥିବା…