Below header
Browsing Tag

live in relationship

ଉତ୍ତର ପ୍ରଦେଶ: ହାଇକୋର୍ଟଙ୍କ ବଡ଼ ରାୟ, ଅନ୍ୟ ମହିଳା କିମ୍ବା ପୁରୁଷ ସହିତ ବିବାହିତଙ୍କ ସମ୍ପର୍କ ‘ଅପରାଧ’, ଏହା…

ଆଲାହାବାଦ ହାଇକୋର୍ଟ ‘ଲିଭ୍‌-ଇନ୍‌ ରିଲେଶନଶିପ’କୁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି। ହାଇକୋର୍ଟ କହିଛନ୍ତି, ଯଦି କୌଣସି ମହିଳା ଛାଡ଼ପତ୍ର ନ ନେଇ ଅନ୍ୟ ବ୍ୟକ୍ତିଙ୍କ ସହିତ ରହୁଛନ୍ତି, ତା’ହେଲେ ସେ କୋର୍ଟଙ୍କଠାରୁ ସୁରକ୍ଷା ପାଇବାର ହକଦାର ନୁହନ୍ତି। ଏହି କାମ ଆଇପିସି ଧାରା…

ପ୍ରଭାସଙ୍କ ସହ ଲିଭ୍‌-ଇନ୍‌-ରିଲେସନ୍‌ସିପ୍‌ରେ ଥିବା ନେଇ ମୁହଁ ଖୋଲିଲେ ନମିତା, ଜାଣନ୍ତୁ ପ୍ରକୃତ ସତ

ସୁପରଷ୍ଟାର ପ୍ରଭାସଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଛନ୍ତି ଦକ୍ଷିଣ ଭାରତୀୟ ଅଭିନେତ୍ରୀ ନମିତା। ପ୍ରଭାସଙ୍କ ସହ ନମିତା ଲିଭ୍‌-ଇନ୍‌-ରିଲେସନ୍‌ସିପ୍‌ରେ ଥିବା ଖବର ବେଶ୍‌ ଚର୍ଚ୍ଚାରେ ଥିଲା। ଏବେ ସେହି ବିଷୟକୁ ନେଇ ମୁହଁ ଖୋଲିଛନ୍ତି ନମିତା। କେବଳ ପ୍ରଭାସଙ୍କ ସହ ନୁହେଁ, ବରିଷ୍ଠ…

ଲିଭ୍‌-ଇନ୍‌ ରିଲେସନ୍‌ସିପ୍‌ରେ ରହିବା ପୂର୍ବରୁ ସବୁ ପୁଅ ଝିଅ ଜାଣିବା ଦରକାର ଏସବୁ ନିୟମ

ବର୍ତ୍ତମାନ ଯୁଗ ବଦଳିବା ସହ ଲୋକମାନଙ୍କ ପସନ୍ଦ ନାପସନ୍ଦ ମଧ୍ୟ ବଦଳିଛି। ପୂର୍ବରୁ ଲୋକମାନେ ଘର ଲୋକଙ୍କ ଇଚ୍ଛା ମୁତାବକ ବିବାହ କରୁଥିବା ବେଳେ ଏବେ ନିଜ ପସନ୍ଦରେ ପାର୍ଟନର ବାଛୁଛନ୍ତି। ଏଥିସହ କିଛି ଲୋକ ଏବେ ବିବାହ କରିବା ଅପେକ୍ଷା ଲିଭ୍‌-ଇନ୍‌ରେ ରହିବାକୁ ଅଧିକ ପସନ୍ଦ କରୁଛନ୍ତି।…

ଲିଭ-ଇନ୍‌ ପାର୍ଟନରଙ୍କୁ ଗଳା କାଟି ହତ୍ୟା କଲେ ଯୁବତୀ, କିଛି ଦିନ ତଳେ କରିଥିଲେ ଦୁଷ୍କର୍ମ ଅଭିଯୋଗ

ପୁଣେରେ ଜଣେ ୨୫ ବର୍ଷୀୟା ଯୁବତୀ ନିଜ ଲିଭ୍‌-ଇନ୍‌-ପାର୍ଟନରଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ହତ୍ୟା କରିସାରିବା ପରେ ଯୁବତୀ ନିଜେ ଥାନାରେ ପହଞ୍ଚି ପୋଲିସକୁ ଏନେଇ ସୂଚନା ଦେଇଥିଲେ। ସେ କହିଥିଲେ ଯେ ‘ମୁଁ ଛୁରୀରେ ମୋ ଲିଭ୍‌ ଇନ୍‌ ପାର୍ଟନରର ତଣ୍ଟି କାଟି ହତ୍ୟା କରିଛି’।…

୭୩ ବର୍ଷର ବରକୁ ୬୭ ବର୍ଷର କନ୍ୟା, ୫୦ ବର୍ଷ ଲିଭ୍‌-ଇନ୍‌ ରିଲେସନ୍‌ସିପ୍‌ରେ ରହିବା ପରେ କଲେ ବିବାହ

ପ୍ରେମ ଆଗରେ ହାର୍‌ ମାନିଲା ବୟସ। ପରିଣତ ବୟସରେ ଉପନୀତ ହୋଇଥିଲେ ମଧ୍ୟ ନିଜ ପ୍ରେମକୁ ସାକାର କରି ବିବାହର ରୂପ ଦେଇଛନ୍ତି ଜଣେ ବୃଦ୍ଧ। ଛତିଶଗଡ଼ର କଓ୍ଵର୍ଦ୍ଧା ଜିଲ୍ଲାରେ ଏଭଳି ଏକ ନିଆରା ବିବାହ ଦେଖିବାକୁ ମିଳିଛି। ଏଠାରେ ଜଣେ ୭୩ ବର୍ଷୀୟ ବର ୬୭ ବର୍ଷର କନ୍ୟାଙ୍କୁ ବିବାହ କରିଛନ୍ତି। ଏହି…