Browsing Tag

lock down

ଢେଙ୍କାନାଳ ହିନ୍ଦୋଳ ରୋଡ ଫାଣ୍ଡି ନିକଟରୁ ଏକ ଗାଡିରେ ଯାଉଥିବାବେଳେ ୪୪ ଜଣ ଶ୍ରମିକ ଅଟକ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରୋଡ ଫାଣ୍ଡି ନିକଟରେ ଏକ ଗାଡିରେ ଯାଉଥିବା ୪୪ ଜଣ ଶ୍ରମିକଙ୍କୁ ପୋଲିସ ଅଟକ ରଖିଛି । ସମସ୍ତ ଶ୍ରମିକ ବିହାର ଓ ଝାଡଖଣ୍ଡର ବୋଲି ଜଣାପଡିଛି। ଏମାନେ ଢେଙ୍କାନାଳ ଜିଲ୍ଲା ବିଆରଜି କମ୍ପାନିରେ କାର୍ଯ୍ୟରତ ଥିଲେ । ପୋଲିସ ଏମାନଙ୍କୁ ଅଟକ ରଖି ତଦନ୍ତ…

ଲକଡାଉନ୍ ସମୟରେ ମା’ ପଠାଇଲେ ପରିବା ଆଣିବାକୁ, ହେଲେ ପୁଅ ଘରକୁ ଧରି ଆସିଲେ ବୋହୂ

ଉତ୍ତରପ୍ରଦେଶ: ପରିବା କିଣିବାକୁ ଯାଇ ବୋହୂକୁ ଧରି ଘରକୁ ଆସିଲା ପୁଅ। ଏଭଳି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶ ଗାଜିଆବାଦରେ। ପୁଅ-ବୋହୂକୁ ଘରେ ପୁରାଇ ନଦେଇ ମାଆ ନିକଟସ୍ଥ ସାହିବାବାଦ ଥାନାକୁ ନେଇ ଆସିଥିଲେ। ମାଆ ପୁଅକୁ ମାର୍କେଟକୁ ପରିବା ପାଇଁ ପଠାଇଥିଲେ, ହେଲେ ପୁଅ ନିଜ ପ୍ରେମିକାକୁ…

ଲକ୍‌ଡାଉନ୍‌ ପରେ ବିମାନ ଉଡିବାକୁ ନେଇ AAIର ଗାଇଡଲାଇନ୍‌, ଏକରୁ ଦେଢ ମିଟର ଦୂରତାରେ ହେବ ସିଟ୍‌ ଆରେଞ୍ଜମେଣ୍ଟ

ନୂଆଦିଲ୍ଲୀ: ଦେଶରେ ଲକ୍‌ଡାଉନ୍‌ ଯୋଗୁଁ ପ୍ରଭାବିତ ହୋଇଛି ଜୀବନ ଯାତ୍ରା । ଠପ୍‌ ହୋଇ ପଡ଼ିଛି ରେଳ ଓ ବିମାନ ସେବା । ତେବେ ଲକ୍‌ଡାଉନ୍‌ ହଟିବା ପରେ ପୁନଃ ବିମାନ ସେବା କାର୍ଯ୍ୟକ୍ଷମ କରିବାକୁ ଗାଇଡ୍‌ଲାଇନ୍‌ ଜାରି କରିଛି ଏୟାରପୋର୍ଟ୍ସ ଅଥରିଟି ଅଫ୍‌ ଇଣ୍ଡିଆ ବା ଏଏଆଇ । ଏଥିପାଇଁ ଏସ୍‌ଓପି…

ଛତିଶଗଡ଼ ରାୟପୁରରୁ ୫ ଦିନ ସାଇକେଲରେ ଯାତ୍ରା ପରେ କେନ୍ଦ୍ରାପଡ଼ା ପହଞ୍ଚିଲେ ଶ୍ରମିକ

କେନ୍ଦ୍ରାପଡ଼ା : ସାଇକେଲରେ ୭୭୫ କିଲୋମିଟର ଯାତ୍ରା । ଛତିଶଗଡ଼ ରାୟପୁରରୁ ୫ ଦିନର ଯାତ୍ରା ପରେ କେନ୍ଦ୍ରାପଡ଼ା ପହଞ୍ଚିଲେ ଶ୍ରମିକ । କେନ୍ଦ୍ରାପଡ଼ା ଧୂମାତ ପଞ୍ଚାୟତର ଜଣେ ଶ୍ରମିକ ରାୟପୁରରେ କାମ କରୁଥିଲେ। ହେଲେ କରୋନା ଲକଡାଉନ ପରେ ଅସମ୍ଭାଳ ହୋଇପଡ଼ିଲା ଜୀବନ । ଏପରିକି ଖାଇବାକୁ ମଧ୍ୟ…

ପ୍ରବାସୀ ଶ୍ରମିକ ନିଜ ରାଜ୍ୟକୁ ଫେରିବାର ଏବେ ଆବଶ୍ୟକତା ନାହିଁ, ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଲା କେନ୍ଦ୍ର ଗୃହ…

ନୂଆଦିଲ୍ଲୀ: ପ୍ରବାସୀ ଶ୍ରମିକ ନିଜ ରାଜ୍ୟକୁ ଫେରିବାର ଆବଶ୍ୟକତା ନାହିଁ । ସେମାନେ ଫେରିଲେ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହେବ । ଆଜି ସୁପ୍ରିମକୋର୍ଟରେ ଶୁଣାଣି ବେଳେ ଏହି ମତ ରଖିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । କରୋନା ଲକଡାଉନ୍‌ ପାଇଁ ବିଭିନ୍ନ ରାଜ୍ୟରେ ବହୁ ଶ୍ରମିକ ଅଟକି…

କରୋନା ମୁକାବିଲା ନେଇ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ସମୟରେ ଏହି ୩ଟି ଦାବି ଉଠାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଭିଡିଓ କନଫରେନ୍‌ସିଂରେ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତିନିଟି ଦାବି ରଖିଛନ୍ତି । ରାଜ୍ୟଗୁଡ଼ିକ ପ୍ରବାସୀ ଶ୍ରମିକଙ୍କ ଯତ୍ନ ନିଅନ୍ତୁ। ଯେଉଁ ରାଜ୍ୟରେ ଶ୍ରମିକମାନେ ଫସି ରହିଛନ୍ତି ସଂପୃକ୍ତ ରାଜ୍ୟଗୁଡ଼ିକ ସେମାନେଙ୍କ କଥା…

ରାଜ୍ୟରେ ଆଉ ମାସେ ବୃଦ୍ଧି ହେଉ ଲକ୍‌ଡାଉନ୍‌ ଅବଧି: ନବ ଦାସ

ଭୁବନେଶ୍ବର : ରାଜ୍ୟରେ ଆଉ ମାସେ ବୃଦ୍ଧି ହେଉ ଲକ୍‌ଡାଉନ୍‌ ଅବଧି । ଏକଥା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ସେ କହିଛନ୍ତି, କରୋନା ମୁକାବିଲା ନେଇ ସବୁ ରାଜ୍ୟ ତୁଳନାରେ ଓଡ଼ିଶାରେ ସ୍ଥିତି ଭଲ ରହିଛି । ଓଡ଼ିଶାରେ ନିୟନ୍ତ୍ରଣରେ ରହିଛି କରୋନା । ମୋ ମତରେ ଲକଡାଉନକୁ ଆଉ ମାସେ ବଢ଼ାଯାଉ…

କୋଭିଡ-୧୯ ମୁକାବିଲା ପାଇଁ ପୂରା ଦେଶ ଲକଡାଉନ୍‌, ଏହି ସମୟରେ ଦାୟିତ୍ୱ ନେବାକୁ ୪ ହଜାର କିଲୋମିଟର ଆସିଲେ ଦୁଇ…

କୋଲକାତା: ଦାୟିତ୍ୱ ନେବାକୁ ୪ ହଜାର କିଲୋମିଟର ଆସିଲେ ବିଚାରପତି । କୋଭିଡ-୧୯ ମୁକାବିଲା ପାଇଁ ପୂରା ଦେଶ ଲକଡାଉନ୍‌ । ଏଭଳି ସ୍ଥିତିରେ ଦୁଇଜଣ ବିଚାରପତି ନୂଆ ଦାୟିତ୍ୱ ନେବାକୁ ୪ ହଜାର କିଲୋମିଟର ଯାତ୍ରା କରିଛନ୍ତି । ଦୁଇ ବିଚାରପତିଙ୍କ ମଧ୍ୟରୁ ଜଣଙ୍କୁ ବମ୍ବେ ଓ ଅନ୍ୟ ଜଣଙ୍କୁ ମେଘାଳୟ…

ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ତିନିଟି ମୁଖ୍ୟ ପ୍ରସଙ୍ଗରେ ଚାଲିଛି…

ନୂଆଦିଲ୍ଲୀ: ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କରୋନା ଭାଇରସ୍‌କୁ ନେଇ ଦେଶର ସ୍ଥିତି ଓ ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶ ସଂପର୍କରେ ଆଲୋଚନା ଚାଲିଛି । ସୂଚନା ଅନୂସାରେ ମୁଖ୍ୟମନ୍ତ୍ରୀ ମାନଙ୍କ ସହ ତିନିଟି ମୁଖ୍ୟ ପ୍ରସଙ୍ଗରେ ଆଲୋଚନା କରୁଛନ୍ତି…

ଲକ୍ ଡାଉନରେ ନିଆରା ବାହାଘର: ବାଜିଲାନି ବାଜା ଆସିଲେନି ବରଯାତ୍ରୀ, ମାସ୍କ ପିନ୍ଧି ବାହା ହେଲେ ବରକନ୍ୟା

ଅନୁଗୁଳ: ନା ବାଜା, ବାଜଣା। ନା ବାଣ କି ବରଯାତ୍ରୀ। ବନ୍ଧୁବାନ୍ଧବଙ୍କ କୋଳାହଳ ବି ନାହିଁ। ମାତ୍ର ୮ଜଣ ଲୋକରେ ସମ୍ପନ୍ନ ହୋଇଛି ବିବାହ ଉତ୍ସବ। ବରକନ୍ୟା ମୁହଁରେ ମାସ୍କ ପିନ୍ଧି ବିବାହ କରିଛନ୍ତି। ସାରା ଦେଶରେ କରୋନା କାୟା ବିସ୍ତାର କରୁଥିବାବେଳେ ଅନୁଗୁଳ ଜିଲ୍ଲା ତାଳଚେର କାରିଗରପଡାରେ…

ଅସମୟରେ ପରସ୍ପରକୁ ସାହାଯ୍ୟ କରିବା ଶିଖେଇଛି ଓ ଭାଇଚାରା ବଢ଼େଇଛି କରୋନା, ଭୋକିଲା ପେଟକୁ ଦାନା ଦେବା ପାଇଁ ଏକାଠି…

କେନ୍ୟୁଜ(ବ୍ୟୁରୋ): ଭୋକ କି ଜାଣେ ଜାତି ଧର୍ମ । କରୋନା ଭାଇରସ ଆସି ଆଜି ଏ ମଣିଷ ସମାଜ କୁ ବହୁତ କିଛି ଶିକ୍ଷା ଦେଇଛି । ଅସମୟରେ ପରସ୍ପରକୁ ସାହାଯ୍ୟ କରିବା ଶିଖେଇଛି ଏଇ କରୋନା । ସବୁଠାରୁ ବଡ଼ କଥା ହେଲା ଭାଇଚାରା ବଢ଼େଇ ଦେଇଛି କରୋନା । ଜାତି ଧର୍ମ କୁ ନେଇ ନିଜ ନିଜ ଭିତରେ ଥିବା କ୍ରୋଧ…

ବାଲେଶ୍ୱରରେ ୬୦ ଘଣ୍ଟିଆ ସଟଡାଉନର ଆଜି ୨ୟ ଦିନ: ନେଳିଆ ବାଗ୍‌ରେ RMRCର ଦୁଇ ବରିଷ୍ଠ ଅଧିକାରୀଙ୍କ ଅନୁଧ୍ୟାନ,…

ବାଲେଶ୍ୱର: ବାଲେଶ୍ୱରରେ ୬୦ ଘଣ୍ଟିଆ ସଟଡାଉନର ଆଜି ଦ୍ୱିତୀୟ ଦିନ । ସହରର ବିଭିନ୍ନ ଛକରେ ୬ ପ୍ଲାଟନୁ ଫୋର୍ସ ମୁତୟନ ହୋଇଛନ୍ତି । ଜିଲ୍ଲାର ନେଳିଆ ବାଗ୍‌କୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯିବାର ୭ଦିନ ପୂରୁଛି । ଏହାକୁ ଆଉ ବୃଦ୍ଧି କରାଯିିବ କି ନାହିଁ, ସେନେଇ ଜିଲ୍ଲା ପ୍ରଶାସନ ଆଜି…