Below header
Browsing Tag

lok sabha

୨୦୨୪ ନିର୍ଵାଚନ ଆଗରୁ ବନାନ୍ତୁ ନିଜ ପାଇଁ Colour Voter ID Card

ଭୋଟର ଆଇଡି କାର୍ଡକୁ ଇଲେକ୍ଟୋରାଲ ଫଟୋ ଆଇଡି କାର୍ଡ ବା EPIC କୁହାଯାଏ। ଲୋକଙ୍କ ଭୋଟ ଦେବା କ୍ଷମତାକୁ ସାର୍ଥକ କରିଥାଏ ଏହି କାର୍ଡ। ଏବେ କିନ୍ତୁ ନିର୍ବାଚନ ଆୟୋଗ ଏହି କାର୍ଡକୁ ନୂଆ ରୂପରେ ଆଣିବାର ପ୍ଳାନ କରୁଛନ୍ତି। ଯାହାର ଫାଇଦା ଏବେ ନୂଆ ଭୋଟର ତଥା ପୁରୁଣା ଭୋଟର ମଧ୍ୟ…

ଭାରତୀୟ ନ୍ୟାୟ ସଂହିତାର ନୂଆ ନିୟମ, ଏବେ ନାବାଳିକାକୁ ଦୁଷ୍କର୍ମ ଓ ମୋବ ଲିଞ୍ଚିଂ ପାଇଁ ମିଳିବ ମୃତ୍ୟୁଦଣ୍ଡ, FIR ସହ…

ଭାରତରୁ ହଟିବ ବ୍ରିଟିଶ ଆଇନ। IPC ବା india penal code ହେବ ଭାରତୀୟ ନ୍ୟାୟ ସଂହିତା। IPC ହେଉଛି ଭାରତ ମଧ୍ୟରେ କୌଣସି ନାଗରିକ ଦ୍ୱାରା କରାଯାଇଥିବା କିଛି ଅପରାଧ କୁ ବୁଝାଏ। ଯାହାର ନିଷ୍ପତି ନେବ ଭାରତୀୟ ନ୍ୟାୟ ସଂହିତା। ଏନେଇ CrPC ସଂଶୋଧନ ବିଲ୍‌ ଲୋକସଭାରେ ଆଗତ ହୋଇଯାଇଛି । ଭାରତୀୟ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ନାଁରେ ଆଉ ଏକ ରେକର୍ଡ, ଲୋକସଭାରେ ଦେଲେ ୨ ଘଣ୍ଟା ୧୩ ମିନିଟ୍‌ର ଦୀର୍ଘତମ ଭାଷଣ

୨ ଘଣ୍ଟା ୧୩ ମିନିଟ୍‌। ଲୋକସଭାରେ ଦୀର୍ଘତମ ଭାଷଣ ଦେଇ ରେକର୍ଡ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅନାସ୍ଥା ଉପରେ ହୋଇଥିବା ସରଗରମ ଆଲୋଚନା ପରେ ଗୃହରେ ନିଜର ବକ୍ତବ୍ୟ ରଖିଥିଲେ ପିଏମ୍‌ ମୋଦି। ଏହି ସମୟରେ ସେ ସବୁଠାରୁ ଲମ୍ବା ଭାଷଣ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

ହଟିବ ବ୍ରିଟିଶ ଆଇନ; IPC ହେବ ଭାରତୀୟ ନ୍ୟାୟ ସଂହିତା, CrPC ସଂଶୋଧନ ବିଲ୍‌ ଲୋକସଭାରେ ଆଗତ

ହଟିବ ଆଇପିସି, ସିଆର୍‌ପିସି। ଭାରତୀୟ ସୁରକ୍ଷା ସଂହିତା ବିଲ୍‌ (CrPC) ଉପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହ ଶୁକ୍ରବାର ଲୋକସଭାରେ କହିଛନ୍ତି ଯେ ଇଂରେଜଙ୍କ ଦ୍ୱାରା ତିଆରି ୩ ଆଇନରେ ସଂଶୋଧନ କରାଯାଇଛି। ଆଇପିସି (ଭାରତୀୟ ଦଣ୍ଡ ସଂହିତା) ଜାଗାରେ ଭାରତୀୟ ନ୍ୟାୟ ସଂହିତା ୨୦୨୩,…

ବିପର୍ଯ୍ୟୟ ମୁକାବିଲା ଭିତ୍ତିଭୂମି ନିର୍ମାଣ ପାଇଁ ଅଧିକ ପାଣ୍ଠି ଆବଶ୍ୟକ, ଲୋକସଭା ଶୂନ୍ୟକାଳରେ ଦାବି ରଖିଲେ ଡକ୍ଟର…

ନୂଆଦିଲ୍ଲୀ: ଓଡ଼ିଶାରେ ଦୀର୍ଘକାଳୀନ ବିପର୍ଯ୍ୟୟ ମୁକାବିଲା ଭିତ୍ତିଭୂମି ନିର୍ମାଣ ପାଇଁ ଅଧିକ ପାଣ୍ଠିର ଆବଶ୍ୟକ ରହିଛି । ଲୋକସଭାର ଶୂନ୍ୟକାଳରେ ଏହି ଦାବି କରିଛନ୍ତି କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ । ପ୍ରତିବର୍ଷ ରାଜ୍ୟ ବାତ୍ୟାର ସମ୍ମୁଖୀନ ହେଉଛି । ଗତ ୧୦୦ ବର୍ଷରେ ୨୬୦ ବାତ୍ୟା…

ନୂଆ ରୂପରେ ଓ ଢଙ୍ଗରେ ବସିପାରେ ମୌସୁମୀ ଅଧିବେଶନ: ସାଂସଦଙ୍କ ମଧ୍ୟରେ ରହିବ ସାମାଜିକ ଦୂରତା, ସିଟ୍‌ ମଝିରେ ଲାଗିବ…

ନୂଆଦିଲ୍ଲୀ : ନୂଆ ରୂପରେ ନୂଆ ଢଙ୍ଗରେ ହୋଇପାରେ ସଂସଦର ମୌସୁମୀ ଅଧିବେଶନ। ସଂସଦରେ ଦେଖିବାକୁ ମିଳିପାରେ ବଡ ବଡ ଟିଭି ସ୍କ୍ରିନ୍‌ । ସାଂସଦଙ୍କ ମଧ୍ୟରେ ରହିବ ଛଅ ଫୁଟର ଦୂରତା । ଦୁଇ ସାଂସଦଙ୍କ ମଧ୍ୟରେ ରହିବ ଫାଇବର ଗ୍ଲାସ କିମ୍ବା ପ୍ଲେକକ୍ସି ଗ୍ଲାସର ସିଟ୍‌ । କମିପାରେ ସଂସଦର…

ସଂସଦର ଉଭୟ ଗୃହର ମିଳିତି ଅଧିବେଶନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଉଦ୍‌ବୋଧନ, ସବୁ ସାଂସଦଙ୍କୁ ଜଣାଇଲେ ଶୁଭେଚ୍ଛା

ନୂଆଦିଲ୍ଲୀ(କେନ୍ୟୁଜ୍) : ସଂସଦର ଉଭୟ ଗୃହର ମିଳିତି ଅଧିବେଶନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଉଦ୍‌ବୋଧନ। ସେଣ୍ଟ୍ରାଲ ହଲ୍‌ରେ ରାଷ୍ଟ୍ରପତି ସମ୍ବୋଧନ କରି ସବୁ ସାଂସଦଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପୂର୍ବବର୍ଷ ଅପେକ୍ଷା ଏଥର ଅଧିକ ମହିଳା ଭୋଟ ଦେଇଛନ୍ତି। ନିର୍ବାଚନ କମିଶନଙ୍କ ପୁରା…

୧୯’ରେ ଭୁବନେଶ୍ୱର ଲୋକସଭା ଆସନ ଦେଖିବ ରୋଚକ ଲଢ଼େଇ ! ବିଜେପିରୁ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ, ବିଜେଡିରୁ କାହାକୁ…

ଭୁବନେଶ୍ୱର : ଫୋକସରେ ଭୁବନେଶ୍ୱର ଲୋକସଭା ଆସନ । ଏହି ଆସନରେ କିଏ କେଉଁ ଦଳରୁ ପ୍ରାର୍ଥୀ ହେବେ ତା ଉପରେ ରହିଛି ନଜର । ପ୍ରଶାସିକାରୁ ପଲିଟିସିଆନ ପାଲଟିଥିବା ଅପରାଜିତା ଷଡ଼ଙ୍ଗୀ ବିଜେପିରୁ ପ୍ରାର୍ଥୀ ହେବା ଏକପ୍ରକାର ଚୂଡ଼ାନ୍ତ । ଯଦିଓ ବିଏମସି କମିଶନର ଭାବେ ଅପରାଜିତାଙ୍କର ଅଭିଜ୍ଞତା…

ଲୋକସଭାରେ ପାସ୍ ହେଲା ତ୍ରିପଲ୍ ତଲାକ୍ ବିଲ୍

ଲୋକସଭାରେ ଟ୍ରିପଲ ତଲାକ ବିଲ୍‌ ପାସ୍‌ । ବିଲ୍‌ ସପକ୍ଷରେ ୨୪୫ ଖଣ୍ଡ ଭୋଟ୍‌ ପଡିଥିବା ବେଳେ ବିପକ୍ଷରେ ପଡିଥିଲା ୧୧ ଭୋଟ । ବିଲରେ ଅନେକ ସଂଶୋଧନ କରାଯାଇ ଭୋଟିଂ ମାଧ୍ୟମରେ ଏହାକୁ ପାସ କରାଯାଇଛି। ପୂର୍ବରୁ ଟ୍ରିପଲ ତଲାକ ବିଲ୍‌ ନେଇ ଘମାସାନ ବିତର୍କରେ ବିରୋଧୀଦଳର ସାଂସଦମାନେ ଭାଗ ନେଇ…

ପ୍ରାର୍ଥୀ ତାଲିକା ନେଇ ପଛରେ ପଡିନି ବିଜେପି : ବସନ୍ତ ପଣ୍ଡା

ଭୁବନେଶ୍ବର :  କଂଗ୍ରେସର ୪୪ ପ୍ରାର୍ଥୀ ତାଲିକା ପ୍ରସ୍ତୁତ ପରେ, ଏବେ ବିଜେପିର ପ୍ରାର୍ଥୀ ପ୍ରସ୍ତୁତ । ବାକି ରହିଛି ଘୋଷଣା । ଉଭୟ ବିଧାନସଭା ଏବଂ ଲୋକସଭା ପାଇଁ ବିଜେପି ପ୍ରାର୍ଥୀ ଦଳୀୟ ସଂଗଠନ କାର୍ଯ୍ୟରେ  ବ୍ୟସ୍ତ ରହିଛନ୍ତି । ସମୟ ଆସିଲେ ଦଳ ଏମାନଙ୍କ ନାମ ଘୋଷଣା କରିବ ବୋଲି ବିଜେପି…