Below header
Browsing Tag

lord jagannath

ଜାଣନ୍ତୁ ସ୍ନାନବେଦୀରେ ମହାପ୍ରଭୁଙ୍କର କେମିତି ହୁଏ ସ୍ନାନ?

ପ୍ରତି ବର୍ଷ ଜ୍ୟେଷ୍ଠ ମାସ ପୂର୍ଣ୍ଣିମାରେ ତିନି ଠାକୁର ସ୍ନାନ ମଣ୍ଡପକୁ ବିଜେ କରି ୧୦୮ କଳସୀ ଜଳରେ ସ୍ନାନ କରିଥାନ୍ତି । ଏହା ପରେ ଦିଅଁମାନଙ୍କୁ ଗଜାନନ ବେଶରେ ସଜ୍ଜିତ କରାଯାଇଥାଏ । ଏହି ପରଂପରା ଜଗନ୍ନାଥ ସଂସ୍କୃତିରେ କାହିଁ କେଉଁ କାଳରୁ ପାଳିତ ହୋଇଆସୁଛି । ସେଥିପାଇଁ ଏହି ଦିନକୁ…

ଶ୍ରୀଜୀଉଙ୍କ ଶ୍ରୀଅଙ୍ଗର ସୁରକ୍ଷା ଦାୟିତ୍ୱରେ ବଉଳ କାଠ, ଜାଣନ୍ତୁ ଏହାକୁ ନେଇ କିମ୍ବଦନ୍ତୀ କଣ କହେ

ପିପିଲି(କେ ନ୍ୟୁଜ): ଘୋଷଯାତ୍ରା ସମୟରେ ମହାପ୍ରଭୁଙ୍କ ଶ୍ରୀ ଅଙ୍ଗକୁ ସୁରକ୍ଷା ଦିଏ ବକୁଳ ବା ବଉଳ କାଠ । ସେ ପୁଣି ଆଉ କେଉଁଠିକାର ନୁହେଁ ପୁରୀ ସାକ୍ଷୀଗୋପାଳର ସେହି ବକୁଳ ବନ | ଯେଉଁଠି ଉତ୍କଳ ମଣି ଗୋପବନ୍ଧୁ ସ୍ଥାପନ କରିଥିଲେ ସତ୍ୟବାଦୀ ବିଦ୍ୟାଳୟ | ଏକଥା କେବେ ଶୁଣି ନଥିଲେ ନା | ତେବେ…

ଶ୍ରୀ ଜୀଉଙ୍କ ଅଙ୍ଗଲାଗି ବସ୍ତ୍ର ତିଆରିର ସୌଭାଗ୍ୟ ପାଇଛନ୍ତି ଏହି ପରିବାର

ଆଠଗଡ଼(କେ ନ୍ୟୁଜ): ଶ୍ରୀ ଜୀୟୁଙ୍କ ସ୍ନାନଯାତ୍ରା ହେଉ ଅବା ଘୋଷଯାତ୍ରା । ନିଳାଦ୍ରୀ ବିଜେ ହେଉ ଅବା ଅନବସର । ଏସବୁ ନୀତିକାନ୍ତି ପାଇଁ ଦରକାର ପଡେ ଗୀତଗୋବିନ୍ଦ ଲିଖିତ ଖଣ୍ଡୁଆ ବସ୍ତ୍ର । କି ଭାଗ୍ୟ ସେ ଖଣ୍ଡୁଆ ବସ୍ତ୍ରର | ପ୍ରଭୁଙ୍କ ଶ୍ରୀ ଅଙ୍ଗରେ ଲାଗିବାର ସୌଭାଗ୍ୟ ପାଉଛି | ଯାହା ପାଇଁ…

ଆଜି ଶ୍ରୀମନ୍ଦିର ବନ୍ଦ କିନ୍ତୁ ଶ୍ରୀଜିଉଙ୍କ ଦୈନନ୍ଦିନ ନୀତିକାନ୍ତି ଚାଲିବ, କୋଭିଡ ଗାଇଡଲାଇନ ଅନୁସାରେ ରଥ ନିର୍ମାଣ…

ପୁରୀ(କେନ୍ୟୁଜ୍): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବଡ଼ ନିଷ୍ପତ୍ତି । ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ହେଲା ପୁରୀ ଶ୍ରୀମନ୍ଦିର । ଆସନ୍ତା ମେ ୧୫ ଯାଏ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ । ତେବେ ଶ୍ରୀଜିଉଙ୍କ ଦୈନନ୍ଦିନ ନୀତିକାନ୍ତି ଚାଲିବ । ତେବେ ରଥ ନିର୍ମାଣ ପାଇଁ ରୀତନୀତି ଅନୁସାରେ ସମସ୍ତ…

ଉମରକୋଟରେ ଅଲୌକିକ ଘଟଣା, ରୁଟିରେ ଦେଖିବାକୁ ମିଳିଲା ମହାପ୍ରଭୁ ଜଗନ୍ନାଥଙ୍କ ଛବି

ଉମରକୋଟ: ରୁଟିରେ ମହାପ୍ରଭୁ ଜଗନ୍ନାଥ । ଏମିତି ଅଲୌକିକ ଘଟଣା ନବରଙ୍ଗପୁର ଜିଲ୍ଲା ଉମରକୋଟରେ ଦେଖିବାକୁ ମିଳିଛି। ଉମରକୋଟର ଟିକିରି ସାହିରେ ରୁହନ୍ତି ବ୍ୟବସାୟୀ ସୁର ରାଉତ ଓ ତାଙ୍କ ସ୍ତ୍ରୀ ଅନିତା ରାଉତ। ଉଭୟ ମହାପ୍ରଭୁ ଜଗନ୍ନାଥଙ୍କ ପରମ ଭକ୍ତ। ଦୁଇ ଦିନ ପୂର୍ବରୁ ଅନିତା ଘରେ ରୁଟି ତିଆରି…

ସ୍ବପ୍ନରେ ଦେଖାଦେଲେ ମହାପ୍ରଭୁ ଜଗନ୍ନାଥ, ସକାଳୁ ଦର୍ଶନ କରିବାକୁ ପୁରୀ ଧାଇଁ ଆସିଲେ ବଲିଉଡ ଷ୍ଟାର ଗୋବିନ୍ଦା ଓ ତାଙ୍କ…

କେନ୍ୟୁଜ୍(ବ୍ୟୁରୋ):  କାଳିଆ ଠାକୁରର ଲିଳା ଅପାର। କେତେବେଳେ କାହାକୁ  ନିଜ ଶରଣକୁ  ନେଇ  ଆସିବ ତାହା କେହି ଜାଣି ପାରିବେ ନାହିଁ। ହଟିଆ ଠାକୁର କାହାକୁ  ନିଜ ମାୟା ଜାଲରେ ଫସାଇଦେବ ତାହା କେହି କହିପରିବେ ନାହିଁ। ଠିକ୍ ଯେପରି  ବଲିଉଡ଼ର ସୁପର ଷ୍ଟାର ଗୋବିନ୍ଦାଙ୍କ ସ୍ବପ୍ନରେ ଆସି ତାଙ୍କୁ…

ଶ୍ରୀମନ୍ଦିରରେ ଭିତରକାଠ ନିକଟରେ ରକ୍ତଛିଟା, ସମ୍ପନ୍ନ ହୋଇଛି ଶ୍ରୀଜିଉଙ୍କର ମହାସ୍ନାନ

ପୁରୀ: ଶ୍ରୀମନ୍ଦିରରେ ଭିତରକାଠ ନିକଟରେ ରକ୍ତଛିଟା । ଯାହାପରେ ଶ୍ରୀଜିଉଙ୍କର ହୋଇଛି ମହାସ୍ନାନ। ଫଳରେ ସକାଳ ନୀତିରେ ସାମାନ୍ୟ ବିଳମ୍ବ ହୋଇଥିଲା। ମହାସ୍ନାନ ନୀତି ସମ୍ପନ୍ନ ପରେ ପୁଣି ସାଧାରଣ ଭକ୍ତଙ୍କୁ ଦର୍ଶନ ପାଇଁ ଛଡ଼ାଯାଇଛି। ପରମ୍ପରା ଅନୁସାରେ ଶ୍ରୀମନ୍ଦିର ଗର୍ଭଗୃହରେ ରକ୍ତ ଛିଟା…

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ

ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ମାଘ ଶୁଳ୍କ ଷଷ୍ଠ ତିଥିରେ ଦ୍ୱିତୀୟ ଭୋଗମଣ୍ଡପ ଉଠିବା ପରେ ଦତ୍ତ ମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭୁଙ୍କର ଶ୍ରୀମୁଖ ଶୃଙ୍ଗାର କରିବେ। ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ…

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମ ବେଶ: ମସ୍ତକ ଠାରୁ ପାଦ ପର୍ଯ୍ୟନ୍ତ ପଦ୍ମ ଫୁଲରେ ବିଭୂଷିତ ହେବେ…

ପୁରୀ: ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମ ବେଶ । ମସ୍ତକ ଠାରୁ ପାଦ ପର୍ଯ୍ୟନ୍ତ ପଦ୍ମ ଫୁଲରେ ବିଭୂଷିତ ହେବେ ଚତୁର୍ଦ୍ଧାମୂର୍ତ୍ତି । ପରମ୍ପରା ଅନୁଯାୟୀ ମାଘ ମାସ ଶୁକ୍ଳପକ୍ଷ ପ୍ରତିପଦାଠାରୁ ଶ୍ରୀପଞ୍ଚମୀ ମଧ୍ୟରେ ଯେଉଁ ଦିନ ବୁଧବାର କିମ୍ବା ଶନିବାର ପଡିଥାଏ, ସେହିଦିନ…

ପୁରୀ: ଜଗା ଦର୍ଶନରେ ନାହିଁ ଆଉ କଟକଣା, ଏଣିକି ରବିବାରରେ ହେବ ଶ୍ରୀଜିଉ ଦର୍ଶନ

ପୁରୀ(କେନ୍ୟୁଜ୍):  ହଟିଲା କଟକଣା। ଏବେ ଅବାଧରେ ଭକ୍ତମାନେ ଦର୍ଶନ କରିପାରିବେ କାଳିଆ ଠାକୁରଙ୍କୁ। ଏଣିକି ଆଉ ରବିବାର ବନ୍ଦ ରହିବନି ଶ୍ରୀମନ୍ଦିର।  ୧୨ ତାରିଖରୁ ଆନନ୍ଦବଜାରରେ ନିୟମିତ ମିଳିବ ମହାପ୍ରସାଦ । ଦର୍ଶନ ପରେ ସପ୍ତାହର ତିନିଦିନ ରାତିରେ ଶ୍ରୀମନ୍ଦିର ହେବ ସାନିଟାଇଜ ହେବ।  ଦର୍ଶନ…

ଆସନ୍ତାକାଲିଠୁ ବିନା କୋଭିଡ ରିପୋର୍ଟରେ ମହାପ୍ରଭୁଙ୍କ ଦର୍ଶନ କରିବେ ଭକ୍ତ

ପୁରୀ: ଆସନ୍ତାକାଲିଠୁ ବିନା କୋଭିଡ ରିପୋର୍ଟରେ ମହାପ୍ରଭୁଙ୍କ ଦର୍ଶନ କରିବେ ଭକ୍ତ । ନେଗେଟିଭ ସାର୍ଟିଫିକେଟ ନଥିଲେ ମଧ୍ୟ କୋଭିଡ କଟକଣା ପାଇଁ ପ୍ରସ୍ତୁତ ହୋଇଥିବା ଏସଓପିକୁ ସମ୍ପୂର୍ଣ୍ଣ ଭାବେ ଲାଗୁ କରାଯିବ । ବିନା କୋଭିଡ ରିପୋର୍ଟରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା କରିବାକୁ ପୂର୍ବରୁ…

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନବାଙ୍କ ବେଶ, ଶିରରୁ ରତ୍ନସିଂହାସନ ଚଟାଣ ଯାଏ ଗେଣ୍ଡୁଫୁଲ ମାଳରେ କରାଯାଇଛି…

ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନବାଙ୍କ ବେଶ। ଆଜି ବଡସିଂହାର ବେଶରେ ସୋଲ ଓ ଜରି ,କଇଁଥ ଅଠାରେ ପ୍ରସ୍ତୁତ ଶଙ୍ଖ, ଚକ୍ର, ହଲ, ମୁଷଳ ଓ କୁଣ୍ଡଳ ଆଦି ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ଲାଗି କରାଯାଇଥାଏ। ଏହି ବେଶରେ ସୋଲ ନିର୍ମିତ ମକର କୁଣ୍ଡଳ ଓ ଶଙ୍ଖ, ଚକ୍ର, ହଳ, ମୂଷଳ ଆଦି…