Browsing Tag

maa budhi thakurani jatra

ଭକ୍ତଙ୍କୁ କନ୍ଦାଇଲେ ମା’ ଠାକୁରାଣୀ

କାନ୍ଦିଲେ ଦେବୀ ମା’ , କାନ୍ଦିଲେ ଶ୍ରଦ୍ଧାଳୁ । ବିଦାୟ ବେଳରେ କେହି କାହାକୁ ଦୂରେଇବାକୁ ଚାହୁଁ ନଥିଲେ । ୨୧ ଦିନର ଯାତ୍ରା ସାରି ବାପଘରୁ ନିଜ ଆସ୍ଥାନ କୁ ଫେରିଯାଉଥିଲେ ମା ' । ଆଗେ ଆଗେ ମା’ଙ୍କ ଘଟ ଧରି ଯାଉଥିବା ମାନସିକଧାରୀ କାନ୍ଦୁଥିବା ବେଳେ ମା’ ଙ୍କୁ ବିଦାୟ ଦେଉଥିବା ଶ୍ରଦ୍ଧାଳୁ…

ସରିଲା ମା’ ବୁଢୀ ସାଆନ୍ତାଣୀଙ୍କ ଯାତ୍ରା, ବିରାଟ ପଟୁଆରରେ ଶାଶୂ ଘରକୁ ପ୍ରତ୍ୟାବର୍ତ୍ତନ କଲେ ମା’

ବ୍ରହ୍ମପୁର(କେନ୍ୟୁଜ୍‌) : ସରିଲା ମା’ ବୁଢୀ ସାଆନ୍ତାଣୀଙ୍କ ଯାତ୍ରା। ପ୍ରତି ୨ ବର୍ଷରେ ଥରେ ବ୍ରହ୍ମପୁରରେ ଅନୁଷ୍ଠିତ ହୋଇଥାଏ ମା’ ବୁଢୀ ସାଆନ୍ତାଣୀଙ୍କ ବିଶ୍ୱ ପ୍ରସିଦ୍ଧ ଠାକୁରାଣୀ ଯାତ୍ରା। ମା’ ସାଆନ୍ତାଣୀ, ଝିଅ ରୂପେ ବାପ ଘରକୁ ଯାଇଥାନ୍ତି। ଯାତ୍ରା ଅବସରରେ ମା’ ଗତ ୪ ତାରିଖରେ…

ବାପଘରେ ମାଆ ବୁଢୀ ଠାକୁରାଣୀ, ଅସ୍ଥାୟୀ ମଣ୍ଡପରେ ମାଆଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼

ବ୍ରହ୍ମପୁର (କେନ୍ୟୁଜ ) : ବାପଘରେ ମାଆ ବୁଢୀ ଠାକୁରାଣୀ। ଦେଶିବେହେରା ସାହିରେ ରୀତିନୀତି ଅନୁଯାୟୀ ପରମ୍ପରା ପାଳନ କରାଯାଉଛି। ଶଙ୍ଖ, ଚାଙ୍ଗୁ ଓ ଢୋଲ ବାଜାରେ ଉତ୍ସବମୁଖର ହୋଇଛି ବ୍ରହ୍ମପୁର ସହର। ମାଆ ବୁଢ଼ୀ ସାଆନ୍ତାଣୀଙ୍କ ପ୍ରସିଦ୍ଧ ଯାତ୍ରାର ଆଜି ହେଉଛି ତୃତୀୟ ଦିବସ। ଅସ୍ଥାୟୀ…

ଆରମ୍ଭ ହୋଇଛି ପ୍ରସିଦ୍ଧ ବୁଢ଼ୀ ଠାକୁରାଣୀ ଯାତ୍ରା

ଆରମ୍ଭ ହେଲା ମା' ବୁଢ଼ି ସାଆନ୍ତାଣିଙ୍କ ବିଶ୍ୱ ପ୍ରସିଦ୍ଧ ଠାକୁରାଣୀ ଯାତ୍ରା । ବ୍ରହ୍ମପୁର ସହରର ଏହି ଠାକୁରାଣୀ ଯାତ୍ରା ୩ଶହ ବର୍ଷ ପୁରୁଣା । ସହର ବାସିନ୍ଦାଙ୍କ ଅଧିଷ୍ଠାତ୍ରୀ ଦେବୀ ମା ବୁଢ଼ି ସାଆନ୍ତାଣୀ ପରମ୍ପରା ପ୍ରକାରେ ପ୍ରତି ଦୁଇ ବର୍ଷକୁ ଥରେ ଦେଶୀ ବେହେରା ସାହିରେ ଥିବା ତାଙ୍କ ବାପ…

ଘଟ ଯାତ୍ରା ପାଇଁ ଉତ୍ସବ ମୁଖର ନବରଙ୍ଗପୁରର ମା’ଭଣ୍ଡାର ଘରଣୀଙ୍କ ପୀଠ, ଜାଣନ୍ତୁ ଏହାର ପରମ୍ପରା ଓ କିମ୍ବଦନ୍ତୀ

ନବରଙ୍ଗପୁର(କେନ୍ୟୁଜ୍): ଚାଲିଛି ଚୈତ୍ର ମାସ। ମାଆ ବାହାରିଛନ୍ତି ସହର ବୁଲି। ଝୁଣା ଧୂପ ର ବାସ୍ନାରେ ମହକି ଉଠୁଛି  ସାରା ପରିବେଶ। ଦୀର୍ଘ ଦୁଇ ବର୍ଷ ପରେ ମିଳନ ହେଇଛି ଭକ୍ତ ଆଉ ଭଗବାନଙ୍କର ।  ମା'ଙ୍କ ଆଗମନ କୁ ନେଇ ଉତ୍ସବ ମୁଖରିତ ହୋଇ ଉଠିଛି ପୁରା ନବରଙ୍ଗପୁର ଜିଲ୍ଲା। ଆପଣ ତ…

ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ପାଇଁ ଶୁଭଖୁଣ୍ଟି ସ୍ଥାପନ, ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ

ଆସୁଛନ୍ତି ମା’। ଘଣ୍ଟ ଘଣ୍ଟା, ଭେରୀ, ତୁରୀ,ଶଙ୍ଖ ମହୁରୀ, ବାଜା ବାଣରେ ଫାଟି ପଡ଼ୁଛି ପୂରା ପରିବେଶ। ଠାକୁରାଣୀ ଯାତ୍ରା ପାଇଁ ଚଳଚଞ୍ଚଳ ହୋଇପଡ଼ିଛି ଗଞ୍ଜାମ ଜିଲ୍ଲା ପାଟପୁର। ବୁଧବାର ରାତିରେ ଅସ୍ଥାୟୀ ମଣ୍ଡପରେ ମା’ଙ୍କ ଘଟ ସ୍ଥାପନ ହୋଇଛି। ସନ୍ଧ୍ୟାରେ ବିରାଟ ଶୋଭାଯାତ୍ରାରେ ମା’ଙ୍କୁ ନିଜ…

୪ ଦିନ ହେଲା ବିରାଜିଲେଣି ମା’, ବିନା କୋଳାହଳରେ ଚାଲିଛି ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା

ଚାଙ୍ଗୁ ବାଜାର ତାଳେ ତାଳେ ପରଭା ନୃତ୍ଯ ହେଉଥିଲା। ଆଉ ଘଣ୍ଟ, ତାଳ ମୃଦଙ୍ଗର ଶବ୍ଦ ଭିତରେ ମା'ଙ୍କ ଘଟ ପହଞ୍ଚିଥିଲା ମହୁରୀଗଡ଼ ରାଜବାଟିରେ। ସାଥିରେ ୮ ଟି ପାର୍ଶ୍ୱ ଘଟ ମଧ୍ଯ ଥିଲେ ହେଲେ ନଥିଲେ ଭକ୍ତ କି ଶ୍ରଦ୍ଧାଳୁ। ଯାତ୍ରାର ମୁଖ୍ଯ ପୁରୋଧା ଦେଶୀ ବେହେରା, କିଛି ସେବାୟତ ଓ ଯାତ୍ରା କମିଟିର…

ଆଉ ମାତ୍ର କିଛି ଦିନ ପରେ ବୁଢ଼ୀ ସାଆନ୍ତାଣୀଙ୍କ ଯାତ୍ରା, ଶାଶୁ ଘରୁ ବାପ ଘରକୁ ବିଜେ କରିବେ ମା’

ବ୍ରହ୍ମପୁର: ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି କୋଭିଡ ସ୍ଥିତି । ସବୁ କିଛି ସ୍ୱାଭାବିକ ହେବାରେ ଲାଗିଛି । ଚଳଚଞ୍ଚଳ ହୋଇଉଠିଛି ଧର୍ମାନୁଷ୍ଠାନ । ଆଉ ସେହି କ୍ରମରେ ରେଶମ ସହର ବ୍ରହ୍ମପୁରରେ ହେବାକୁ ଯାଉଛି ମା' ବୁଢ଼ୀ ସାଆନ୍ତାଣୀଙ୍କ ଯାତ୍ରା। ଏଥିପାଇଁ ମା'ଙ୍କର ବାପ ଘର ଏବଂ ଶାଶୁ ଘର…