Browsing Tag

madhya pradesh

ଓଲଟିପଡିଥିବା ଗାଡିରୁ ତେଲ ଚୋରି କରିବା ପଡିଲା ମହଙ୍ଗା; ବାସନରେ ତେଲ ଭରିବା ବେଳେ ଫାଟିଲା ଟାଙ୍କି, ଉଡିଲା କଙ୍କାଳ

ମଧ୍ୟପ୍ରଦେଶ ଖରଗୋନରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଭାରତ ପେଟ୍ରୋଲିୟମ ଡିଜେଲ ବୋଝେଇ ଗାଡି ଓଲଟି ପଡିବାରୁ ତେଲ ଚୋରି କରୁଥିଲେ ଲୋକେ। ଏହି ସମୟରେ ହଠାତ୍‌ ଟାଙ୍କିଟି ଫାଟିଥିଲା। ଫଳରେ ଘଟଣା ସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୨ ଜଣ ଗୁରୁତର ଆହତ ହୋଇଛନ୍ତି। ଖବର ଅନୁଯାୟୀ,…

ଅଧାରେ ରହିଗଲା ଦୀପାବଳି : ମର୍ମନ୍ତୁଦ ବସ୍‌ ଦୁର୍ଘଟଣାରେ ୧୫ ମୃତ, ୪୦ ଆହତ

ମଧ୍ୟପ୍ରଦେଶ ଭୋପାଳରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଧ୍ୟପ୍ରଦେଶର ରିବା ନିକଟରେ ଜାତୀୟ ରାଜପଥ ୩୦ରେ ଭୀଷଣ ସଡ଼କ ଦୁର୍ଘଟଣା ଘଟିଛି। ଏହିବସ୍ ଟ୍ରକ୍ ଧକ୍କା ଯୋଗୁଁ ୧୫ ଜଣକ ମୃତ୍ୟୁ ହୋଇଥିବାବେଳେ ଅନେକ ଯାତ୍ରୀ ଆହତ ହୋଇଛନ୍ତି। ଏହି ଘଟଣାରେ ୪୦ ରୁ ଅଧିକ ଆହତ ହୋଇଥିବା ଖବର…

ଏକ ଏମିତି ଗାଁ, ଯେଉଁଠି ମାଗଣାରେ ବଣ୍ଟାଯାଏ ଲିଟର ଲିଟର କ୍ଷୀର! ବିକ୍ରି କଲେ ମରି ଯାଆନ୍ତି ଘରର ଗାଈ, ମଇଁଷି

ମଧ୍ୟ ପ୍ରଦେଶର ବୈତୁଲରେ ଏମିତି ଏକ ଗାଁ ଅଛି, ଯେଉଁଠି କ୍ଷୀର ଓ ଦହି ବିକ୍ରି କରାଯାଏ ନାହିଁ। ଗାଁର ଲୋକମାନେ ମାଗଣାରେ ଏ ସବୁ ଦେଇ ଥାଆନ୍ତି। ଅତିଥିମାନଙ୍କୁ ହସ ହସ ମୁହଁରେ ସ୍ୱାଗତ କରାଯାଇ ତାଜା କ୍ଷୀର ପିଇବାକୁ ଦିଆଯାଇଥାଏ। ଏହି ଗାଁର ନାଁ ହେଲା, ଚୁଡ଼ିୟା। ଏଠାରେ ପ୍ରତ୍ୟେକଙ୍କ ଘରେ…

ଏବେ ହିନ୍ଦୀରେ ହେବ ଡାକ୍ତରୀ ପାଠପଢ଼ା! MBBS ପାଠ୍ୟକ୍ରମର ହିନ୍ଦୀ ପୁସ୍ତକ ଉନ୍ମୋଚିତ; ୯୭ ଜଣିଆ ଡାକ୍ତର ଟିମ୍‌…

ମଧ୍ୟ ପ୍ରଦେଶ ଦେଶର ପ୍ରଥମ ରାଜ୍ୟ ହେବାକୁ ଯାଉଛି, ଯେଉଁଠି ଏମ୍‌ବିବିଏସ୍‌ ପାଠ୍ୟକ୍ରମ ହିନ୍ଦୀ ଭାଷାରେ ପଢ଼ାଯିବ। ଏଥି ସହିତ ୟୁକ୍ରେନ, ରୁଷ୍‌, ଜାପାନ, ଚୀନ, କିର୍ଗିଜସ୍ତାନ ଓ ଫିଲିପାଇନ୍ସ ଭଳି ଦେଶ ତାଲିକାରେ ଭାରତ ସାମିଲ ହୋଇଯାଇଛି, ଯେଉଁଠାରେ ମେଡିକାଲ ପାଠପଢ଼ା ମାତୃ ଭାଷାରେ ହେବ।…

କେଡ଼େ ନିଷ୍ଠୁର! ବୁଲା କୁକୁରଙ୍କ ପ୍ରାଇଭେଟ୍‌ ପାର୍ଟରେ ପେଟ୍ରୋଲ ଢାଳି ମଜା ନେଉଥିଲେ ୨ ଯୁବକ; ମାମଲା ରୁଜୁ କଲା ପୋଲିସ

ମଧ୍ୟ ପ୍ରଦେଶର ଇନ୍ଦୋରରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଖବରରୁ ଜଣାପଡ଼ିଛି, ଏଠାରେ କିଛି ବୁଲା କୁକୁରଙ୍କ ପ୍ରାଇଭେଟ୍‌ ପାର୍ଟରେ ପେଟ୍ରୋଲ ଢାଳି ୨ ଜଣ ଯୁବକ ଏହାର ମଜା ନେଉଥିଲେ। ଏ ନେଇ ଅଭିଯୋଗ ପରେ ଏବେ ଘଟଣାରେ ସମ୍ପୃକ୍ତ ଯୁବକଦ୍ୱୟଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଏ…

ପ୍ରବଳ ବର୍ଷା: ଇନ୍ଦୋର ଯାଉଥିବା ବସ୍‌ ଭାରସାମ୍ୟ ହରାଇ ନଦୀକୁ ଖସିଲା; ଜଣେ ମୃତ, ୨୦ରୁ ଅଧିକ ଯାତ୍ରୀ ଆହତ

ମଧ୍ୟ ପ୍ରଦେଶର ଅଧିକାଂଶ ଜିଲ୍ଲାରେ ମଙ୍ଗଳବାର ପ୍ରବଳ ବର୍ଷା ହୋଇଛି। ଏହି କାରଣରୁ ଖରଗୋନ୍‌ ଜିଲ୍ଲାରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ଖଣ୍ଡୱାରୁ ଇନ୍ଦୋର ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ୍ ସନାଓ୍ଵଦ-ଧନଙ୍ଗା ମଧ୍ୟରେ ନଦୀକୁ ଖସି ପଡ଼ିଛି। ଏଥିରେ ଜଣେ…

୩ ବର୍ଷର କୁନି ଝିଅକୁ ସ୍କୁଲ ବସ୍‌ ଚାଳକଙ୍କ ଦୁଷ୍କର୍ମ; ସାହାଯ୍ୟ କଲେ ମହିଳା ହେଲ୍‌ପର…! ମନ୍ତ୍ରୀ କହିଲେ, ଏଣିକି…

ମଧ୍ୟ ପ୍ରଦେଶ ରାଜଧାନୀ ଭୋପାଳରେ ୩ ବର୍ଷର ଏକ କୁନି ଝିଅକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ, ଝିଅଟି ନିଜ ସ୍କୁଲ ବସ୍‌ ଡ୍ରାଇଭରଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଛି। ଆଶ୍ଚର୍ଯ୍ୟର କଥା, ଯେତେବେଳେ ଏହି ଘଟଣା ଘଟିଥିଲା, ସେହି ସମୟରେ ମହିଳା ହେଲ୍‌ପର ଘଟଣାସ୍ଥଳରେ…

ନିଅଁ ଖୋଳିବା ବେଳେ ମିଳିଲା କୋଟି କୋଟି ଟଙ୍କାର ସୁନା ଗହଣା, ନିଜ ନିଜ ଭିତରେ ବାଣ୍ଟି ନେଇଯାଇଥିଲେ ୮ ଶ୍ରମିକ; କିନ୍ତୁ…

ମଧ୍ୟ ପ୍ରଦେଶ: ସାଧାରଣତଃ ପୁରୁଣା କୋଠା ଓ ଅଟ୍ଟାଳିକାକୁ ଖନନ କରିବା ବେଳେ ସୁନା, ଚାନ୍ଦି ଓ ପ୍ରାଚୀନ ମୁଦ୍ରା ମିଳିଥାଏ। କିନ୍ତୁ ଏବେ ଏକ ଘର ନିର୍ମାଣ ବେଳେ ମାଟି ଖୋଳିବା ବେଳେ ସୁନାର ଅଳଙ୍କାର ଓ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ପ୍ରାଚୀନ ମୁଦ୍ରା ମିଳିଛି। ଖନନ କରୁଥିବା ଶ୍ରମିକମାନେ ଏହି…

ଆତ୍ମହତ୍ୟା ପାଇଁ ଯୁବଛାତ୍ର ଆପଣାଇଲେ ଯନ୍ତ୍ରଣାଦାୟକ ବାଟ, ହାତକୁ ଇଲେକ୍ଟ୍ରି ତାରରେ ବାନ୍ଧି କରେଣ୍ଟ ଲଗାଇଦେଲେ

ମଣିଷ ଯେତେବେଳେ ହାର ମାନିଯାଏ, ସେତେବେଳେ ଆପଣାଏ ଭିନ୍ନ ପନ୍ଥା। ଆଉ ନିଜ ଜୀବନକୁ କିଛି ନ ବୁଝି ବାଜି ଲଗାଇଦିଏ। ତେବେ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଜଣେ ଛାତ୍ର ଏପରି ଆତ୍ମହତ୍ୟା କରିଛନ୍ତି, ଯାହା ବିଷୟରେ ଆପଣ ଜାଣିଲେ ହୁଏତ ସ୍ତବ୍ଧ ହୋଇଯିବେ। ଛାତ୍ର ଜଣକ ଆତ୍ମହତ୍ୟା ପାଇଁ ବହୁତ…

କଲେକ୍ଟରଙ୍କ କ୍ଲାସ୍‌ରେ ହେଡ୍‌ ମାଷ୍ଟର ଫେଲ୍‌: ୪୪୧କୁ ୪ରେ ଭାଗ କରିପାରିଲେଣି ଦିଦି, ମିଳିଲା କାରଣ ଦର୍ଶାଅ ନୋଟିସ୍‌

ମଧ୍ୟ ପ୍ରଦେଶର ବାଲାଘାଟରେ ଜିଲ୍ଲା ମାଜିଷ୍ଟ୍ରେଟ୍‌ ଡା. ଗିରିଶ କୁମାର ମିଶ୍ର ବିରସା ବିକାଶ ଅଞ୍ଚଳର ଏକ ସରକାରୀ ପ୍ରାଇମେରୀ ସ୍କୁଲକୁ ଅଚାନକ ପରିଦର୍ଶନ କରିଛନ୍ତି ବିଦ୍ୟାଳୟର ସବୁ ପୋଲ୍‌ ଖୋଲି ଦେଇଛନ୍ତି। ଇନ୍ସପେକ୍ସନ୍‌ ବେଳେ ସେ ପିଲାଙ୍କ ଜ୍ଞାନ ପରୀକ୍ଷା କରିବା ପାଇଁ ଗଣିତର ଏକ…

ମଧ୍ୟ ପ୍ରଦେଶର ‘ପଥର ମାଡ଼’ ମେଳା; ୧୫୦ରୁ ଅଧିକ ଲୋକ ଆହତ! ଏ ପର୍ଯ୍ୟନ୍ତ ଗଲାଣି ୧୬ ଜଣଙ୍କ ଜୀବନ

ମଧ୍ୟ ପ୍ରଦେଶର ଛିନ୍ଦଓ୍ଵାଡା ଜିଲ୍ଲାର ପାଢ଼ୁର୍ଣ୍ଣାରେ ପ୍ରତିବର୍ଷ ଆୟୋଜିତ ହୋଇଥାଏ ପ୍ରସିଦ୍ଧ ‘ପଥର ମାଡ଼’ ମେଳା। ଏଥର ମଧ୍ୟ ଏହା ଶନିବାର ପୂର୍ବାହ୍ନ ୧୧ଟାରେ ଆରମ୍ଭ ହୋଇଥିଲା। ଦ୍ୱିପ୍ରହର ବେଳକୁ ପଥର ମାଡ଼ରେ ପାଖାପାଖି ଦେଢ଼ ଶହରୁ ଅଧିକ ଲୋକ ଆହତ ହୋଇଥିବା ଖବର ରହିଥିଲା। ଅଢ଼େଇ ଶହ ବର୍ଷ…

‘ମୋ ସ୍ତ୍ରୀକୁ ବାପ ଘରୁ ଫେରାଇଆଣ’, ଏମିତି ଜିଦି କରି ପ୍ରଥମେ ହାତ କାଟିଲେ ଯୁବକ, ତା’ପରେ ଟାଓ୍ଵାରରେ ଚଢି ଦେଲେ…

ମଧ୍ୟପ୍ରଦେଶ ଖଣ୍ଡଓ୍ଵାର କୋତଓ୍ଵାଲୀ ଥାନାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସ୍ତ୍ରୀଙ୍କୁ ଶ୍ୱଶୁର ଘରୁ ଆଣିବା ପାଇଁ ଅଭିଯୋଗ କରିବାକୁ ଆସିଥିବା ଯୁବକ ଜବରଦସ୍ତ ଡ୍ରାମା କରିଛନ୍ତି। ଯୁବକ ଜଣକ ପ୍ରଥମେ ନିଜର ହାତ କାଟିବା ପରେ ମୋବାଇଲ ଟାଓ୍ଵର ଉପରେ ଚଢି ମରିବା ପାଇଁ ଧମକ ଦେଇଥିଲେ।…