Browsing Tag

madhyapradesh

ଏଠାରେ ଭଙ୍ଗା ହାଡ଼ ଯୋଡ଼ି ହୋଇଯାଏ

ଭାରତ ଏକ ଧାର୍ମିକ ଦେଶ। ଏଠାରେ କେଉଁ ପ୍ରାଚୀନ କାଳରୁ ମନ୍ଦିରର ବିଶେଷ ମହତ୍ତ୍ୱ ରହି ଆସିଛି। କିଛି ମନ୍ଦିର ଏପରି ବି ଅଛି, ଯାହାକୁ ଚମତ୍କାରୀ ବୋଲି କୁହାଯାଏ। ଏଠାରେ ଥିବା ପ୍ରତ୍ୟେକଟି ମନ୍ଦିର ନିଜ ନିଜର ଗୁରୁତ୍ୱ ରଖି ଆସିଛନ୍ତି। ତେବେ କେତେକ ମନ୍ଦିରରେ ଅନେକ ରହସ୍ୟ ଲୁଚି ରହିଛି,…

ଜମି ବିବାଦରୁ ଗୁଳିମାଡ଼ରେ ଟଳିପଡିଲେ ୬ ଜଣ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

କେନ୍ୟୁଜ୍(ବ୍ୟୁରୋ): ଜମି ବିବାଦରୁ ଗୁଳିମାଡ଼ରେ ୬ମୃତ। ମଧ୍ୟପ୍ରଦେଶର ମୁରୈନା ଜିଲ୍ଲାରେ ଦିନ ଦ୍ୱିପହରରେ ଗୁଳିମାଡ଼। ଲେପା ଗାଁରେ ଦୁଇ ପରିବାର ମଧ୍ୟରେ ଜମିବିବାଦକୁ ନେଇ ଶତ୍ରୁତା ରହିଥିଲା। ଆଜି ବିବାଦ ତୀବ୍ର ହେବା ପରେ ଗୋଟିଏ ପରିବାରର ଜଣେ ଅନ୍ୟ ପରିବାରର ସଦସ୍ୟଙ୍କୁ ଆଖିବୁଜା…

ଚାରି ପିଲାଙ୍କୁ ଧରି କୂଅକୁ ଡେଇଁଲେ ମହିଳା: ୩ ପିଲା ମୃତ, ଜଣେ ପିଲା ଓ ମହିଳା ଉଦ୍ଧାର

କେମିତି ଏ ମା’ । ନିଜ ପିଲାଙ୍କୁ ଧରି ମରିବା ପାଇଁ କୂଅକୁ ଡେଇଁପଡିଲେ ମହିଳା । ତା’ ପୁଣି ଜଣେ ନୁହେଁ ୪ ଜଣ ପିଲାଙ୍କୁ ଧରି କୂଅକୁ ଡେଇଁପଡିଥିଲେ । ଆଉ ଜଣେ ପିଲା ଏବଂ ମହିଳାଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଥିବା ବେଳେ ୩ ଜଣ ପିଲାଙ୍କର ମୃତ୍ୟୁ ହୋଇଛି । ମଧ୍ୟପ୍ରଦେଶର ବୁରହାନପୁର ଜିଲ୍ଲାରେ…

‘ବସ୍‌ ଆଜ କି ରାତ ହୈ ଜିନ୍ଦେଗୀ’ ଗୀତରେ ନାଚୁଥିବା ବେଳେ ଟଳିପଡିଲେ ଡାକ କର୍ମଚାରୀ, ଭିଡିଓ ଭାଇରଲ

ମୃତ୍ୟୁ କେତେବେଳେ କେମିତି ଆସେ, ତାହା କାହାକୁ ଜଣାନାହିଁ । ଫେରେଓ୍ଵଲ କାର୍ଯ୍ୟକ୍ରମ ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ର ହସଖୁସିରେ ନାଚୁଥିଲେ ବ୍ୟକ୍ତି। ହେଲେ ଚାଲିଗଲା ଜୀବନ । ମଧ୍ୟପ୍ରଦେଶର ଭୋପାଳରେ ଡାକ ବିଭାଗ ଦ୍ୱାରା ୩୪ତମ ଅଖିଳ ଭାରତୀୟ ଡାକ ହକି ଟୁର୍ଣ୍ଣାମେଣ୍ଟର ଆୟୋଜନ…

ବୋରୱେଲରେ ଖସିଥିବା ୮ ବର୍ଷର ବାଳକ ମୃତ, ଖେଳୁଥିବା ବେଳେ ୬୦ ଫୁଟ ବୋରୱେଲରେ ଖସିପଡିଥିଲା ପିଲା

ମଧ୍ୟପ୍ରଦେଶ ବିଦିଶାରେ ୬୦ ଫୁଟ ଗଭୀର ବୋରୱେଲରେ ଖସିପଡିଥିବା ୮ ବର୍ଷର ବାଳକ ଲୋକେଶ ମୃତ । ୨୪ ଘଣ୍ଟା ରେସକ୍ୟୁ ଅପରେସନ ପରେ ମଧ୍ୟ ବାଳକର ଜୀବନ ଚାଲିଯାଇଛି। ରେସକ୍ୟୁ ଟିମ ଉଦ୍ଧାର କରିବା ପରେ ତାଙ୍କୁ ହସପିଟାଲରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ…

ବୋରୱେଲରେ ଖସିପଡିଲା ୮ ବର୍ଷର ପିଲା, ୧୫ ଘଣ୍ଟା ହେଲା ଚାଲିଛି ରେସକ୍ୟୁ ଅପରେସନ

ପୁଣି ବୋରୱେଲ୍ ତଳେ ଫସିଛି ଜୀବନ । ୬୦ଫୁଟ ଗଭୀର ବୋରୱେଲ୍ ଭିତରେ ଖସିପଡିଛି ୮ ବର୍ଷର କୁନି ପୁଅ ଲୋକେଶ । ମଧ୍ୟପ୍ରଦେଶ ବିଦିଶା ଅଞ୍ଚଳରେ ଏହି ଅଘଟଣ ଘଟିଛି। ଗତକାଲି ସକାଳ ୧୧ଟାରୁ ଖେଳୁ ଖେଳୁ ଲୋକେଶ ୬୦ ଫୁଟ ବୋରୱେଲରେ ଖସି ପଡି ୪୩ ଫୁଟରେ ଅଟକି ରହିଛି। ଲୋକେଶକୁ ଉଦ୍ଧାର କରିବା ପାଇଁ…

ମଧ୍ୟପ୍ରଦେଶ: ମନ୍ଦିରରେ ମାଡ଼ ହୋଇ ଖଣ୍ଡବିଖଣ୍ଡିତ ହେଲା ବିମାନ, ପାଇଲଟ ମୃତ, ଜଣେ ଆହତ

ନୂଆଦିଲ୍ଲୀ : ମଧ୍ୟପ୍ରଦେଶ ରେଓ୍ଵା ଜିଲ୍ଲାରେ ବିମାନ ଦୁର୍ଘଟଣା । ମନ୍ଦିରରେ ମାଡ଼ ହୋଇ ଖଣ୍ଡବିଖଣ୍ଡିତ ହେଲା ବିମାନ। ଦୁର୍ଘଟଣାରେ ପାଇଲଟ ମୃତ, ଜଣେ ଆହତ । ବିମାନଟି ଏକ ପାଇଲଟ ଟ୍ରେନିଂ କମ୍ପାନୀର । ଟ୍ରେନିଂ ବେଳେ ମନ୍ଦିରର ଉପରି ଭାଗରେ ମାଡ଼ ହୋଇଯାଇଥଲା ବିମାନ । ଖରାପ ପାଣିପାଗ ଯୋଗୁ…

ଏହି ମନ୍ଦିରରେ ଯୋଡ଼ି ହୋଇଯାଏ ଲୋକଙ୍କ ଭଙ୍ଗା ହାଡ଼, ହନୁମାନଙ୍କୁ ଏଠାରେ ଥରେ ଦର୍ଶନ କଲେ ସବୁ କଷ୍ଟ ଦୂର ହୋଇଯାଏ

ଭାରତ ଏକ ଧାର୍ମିକ ଦେଶ। ଏଠାରେ କେଉଁ ପ୍ରାଚୀନ କାଳରୁ ମନ୍ଦିରର ବିଶେଷ ମହତ୍ତ୍ୱ ରହି ଆସିଛି। କିଛି ମନ୍ଦିର ଏପରି ବି ଅଛି, ଯାହାକୁ ଚମତ୍କାରୀ ବୋଲି କୁହାଯାଏ। ଏଠାରେ ଥିବା ପ୍ରତ୍ୟେକଟି ମନ୍ଦିର ନିଜ ନିଜର ଗୁରୁତ୍ୱ ରଖି ଆସିଛନ୍ତି। ତେବେ କେତେକ ମନ୍ଦିରରେ ଅନେକ ରହସ୍ୟ ଲୁଚି ରହିଛି,…

ଚଳନ୍ତା ବସ୍‌ରେ ଡ୍ରାଇଭରକୁ ଆସିଲା ହାର୍ଟ ଆଟାକ୍‌ ! ବସ୍‌ଟି ଅନିୟନ୍ତ୍ରିତ ହୋଇ ପିଟିଲା ଅନେକ ଗାଡି : ଦେଖନ୍ତୁ ଭିଡିଓ

ମଧ୍ୟପ୍ରଦେଶର ଜବଲପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଯାତ୍ରୀବାହୀ ବସ୍‌ ଡ୍ରାଇଭରଙ୍କୁ ହାର୍ଟଆଟାକ ଆସିବା ଯୋଗୁଁ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ରେ ୫୦ ଜଣ ଯାତ୍ରୀ ରହିଥିଲେ। ଏହି ଘଟଣାରେ ଡ୍ରାଇଭରଙ୍କ ମୃତ୍ୟୁ ହେବା ଯୋଗୁଁ ବସ୍‌ଟି ଅନିୟନ୍ତ୍ରିତ ହୋଇ ଅନ୍ୟ ଗାଡିକୁ ପିଟିଛି। ଫଳରେ…

ମହାକାଳ ମନ୍ଦିରରେ ପ୍ରତିଦିନ ୧୦ ମିନିଟ ପାଇଁ ମହିଳାଙ୍କ ପ୍ରବେଶକୁ ବାରଣ କରାଯାଏ, ଏହା ପଛରେ ରହିଛି ଏହି ବିଶେଷ କାରଣ

ମଧ୍ୟପ୍ରଦେଶର ଉଜ୍ଜୟିନୀ ସହରର ମଧ୍ୟଭାଗରେ ବିରାଜମାନ କରିଛନ୍ତି କାଳଙ୍କର କାଳ ଶ୍ରୀ ମହାକାଳେଶ୍ଵର। ଦ୍ଵାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରେ ବାବାଙ୍କ ପୀଠ ତୃତୀୟ ସ୍ଥାନରେ ଆସିଥାଏ | ଏହି ପିଠକୁ ବର୍ଷର ବାରମାସ ଭାରତର ବିଭିର୍ଣ୍ଣ ସ୍ଥାନରୁ ଶ୍ରଦ୍ଧାଳୁ ଏବଂ ଭକ୍ତ ମାନଙ୍କର ଆଗମନ ରହିଥାଏ ।…

ଖୁସି ହୋଇ ଘରକୁ ଫେରୁଥିଲେ, ହେଲେ ପଛପଟୁ କାଳ ହୋଇ ଆସିଲା ଡମ୍ଫର; ଚାଲିଗଲା ୫ ଜଣଙ୍କ ଜୀବନ

ମଧ୍ୟପ୍ରଦେଶ ମୁରେନା ଜିଲ୍ଲାରେ ଭୀଷଣ ସଡ଼କ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଛି। ବୋଲେରୋ ଏବଂ ଡମ୍ଫର ମଧ୍ୟରେ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଏମାନଙ୍କ ଜୀବନ ଚାଲିଯାଇଛି। ଏହି ଘଟଣାରେ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନଙ୍କୁ ଗ୍ଵାଲିୟରର ଜୟାରୋଗ୍ୟ ହସପିଟାଲରେ ଭର୍ତ୍ତି…

ଏହି ମନ୍ଦିରରେ ତେଲ ନୁହେଁ ବରଂ ନଦୀ ପାଣିରେ ଜଳିଥାଏ ଅଖଣ୍ଡ ଦୀପ, ଜାଣନ୍ତୁ ଏହି ମନ୍ଦିରର ବିଶେଷତ୍ୱ

ଜଗତଜନନୀ ମାଆ ଦୁର୍ଗା । ସେ ହେଉଛନ୍ତି ସୃଷ୍ଟିର ଆଦିଶକ୍ତି । ମଙ୍ଗଳମୟୀ ମା’ ହେଉଛନ୍ତି ମଙ୍ଗଳ କାର୍ଯ୍ୟର ସ୍ୱରୁପୀଣି । ସକଳ ଇଚ୍ଛା ପୂରଣ କାରିଣୀ । ସମସ୍ତ ଜୀବ ଜଗତ ସେଇ ମା’ର ଶରଣାର୍ଥୀ । ସ୍‌ୃଷ୍ଚିକର୍ତ୍ତା ପାଳନ କର୍ତ୍ତା ସଂହାର କର୍ତ୍ତା, ଅର୍ଥାତ ବ୍ରହ୍ମା ବିଷ୍ନୁ ମହେଶ୍ୱର…