Browsing Tag

mahanadi flood

ବନ୍ୟା ପାଣିରେ ଭାସୁଛି ଧାନ ଗଛ, ଶହ ଶହ ହେକ୍ଟର ଜାଷ ଜମିରେ ମାଡ଼ି ଗଲା ବନ୍ୟା ଜଳ

ମହାନଦୀର ବନ୍ୟା ପାଣିରେ ବୁଡ଼ି ଗଲାଣି ଶହ ଶହ ହେକ୍ଟର ଧାନ ଚାଷ ଓ ପରିବା ଫସଲ । ଚିନ୍ତା ଘାରୁଛି ଚାଷୀକୁ । କଣ କରିବ ଏ ଦୁର୍ଦ୍ଦିନରେ । କେତେ କଷ୍ଟ କରି ଏ ଚାଷ କରିଥିଲା । କିନ୍ତୁ ସବୁ ଫସଲରେ ପାଣି ମାଡ଼ି ଯାଇଛି । ଫସଲ ଭଲ ହେଇଥିଲେ ଦୁଇ ପଇସା ରୋଜଗାର କରିଥାନ୍ତା । କିନ୍ତୁ ସବୁକିଛି ଫସର…

ମହାନଦୀରେ ମଧ୍ୟମ ଧରଣର ବନ୍ୟା ହୋଇପାରେ: ମୁଖ୍ୟ ସଚିବ

ଭୁବନେଶ୍ୱର(କେନ୍ୟୁଜ୍): ପ୍ରବଳସମ୍ଭାବ୍ୟ ବନ୍ୟା ପରିସ୍ଥିତି ନେଇ ମୁଖ୍ୟ ସଚିବଙ୍କ ପ୍ରତିକ୍ରିୟା । ମହାନଦୀରେ ମଧ୍ୟମ ଧରଣର ବନ୍ୟା ହୋଇପାରେ । ହୀରାକୁଦ ଡ୍ୟାମ ଉପରୁ ବହୁତ ପାଣି ଆସୁଛି । ତାକୁ ରେଗୁଲେଟ କରାଯାଉଛି । ୧୦ ଲକ୍ଷ ୫୦ ହଜାର କ୍ୟୁସେକ ଜଳ ଅତିକ୍ରମ କରିବ । ବିଭିନ୍ନ ନଦୀବନ୍ଧ…

ମହାନଦୀ ସିଷ୍ଟମରେ ଟଳିଲା ମଧ୍ୟମ ଧରଣର ବନ୍ୟା ଆଶଙ୍କା, ଏବେ କୌଣସି ବିପଦ ନାହିଁ

ଭୁବନେଶ୍ବର(କେନ୍ଯୁଜ୍) : ମହାନଦୀ ସିଷ୍ଟମରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ଟଳିଲା। ଛୋଟ ଧରଣର ବନ୍ୟା ହୋଇଛି। କୌଣସି ବିପଦ ନାହିଁ। ମୁଣ୍ଡଳୀଠାରେ ୬ଲକ୍ଷ ୬୭ହଜାର କ୍ୟୁସେକ ଜଳ ଅତିକ୍ରମ କରୁଛି। ଗତ ୩ରୁ ୪ ଘଣ୍ଟା ହେଲା ଏଭଳି ସ୍ଥିତି ରହିଛି। ହୀରାକୁଦ ଜଳ ଭଣ୍ଡାରକୁ ଜଳ ପ୍ରବେଶ କମିଛି।…

ମହାନଦୀ ସମସ୍ୟା ସୃଷ୍ଟି କରିବ ନାହିଁ : ଏସଆରସି

ଭୁବନେଶ୍ୱର(କେ ନ୍ୟୁଜ): ମହାନଦୀରୁ ବିପଦ ନାହିଁ । ମହାନଦୀ ସମସ୍ୟା ସୃଷ୍ଟି କରିବ ନାହିଁ ବୋଲି କହିଛନ୍ତି SRC ପ୍ରଦୀପ ଜେନା । ମହାନଦୀ ଅବବାହିକାରେ ବିଶେଷ କିଛି ସମସ୍ୟା ହେବନାହିଁ । ହୀରାକୁଦ ଜଳଭଣ୍ଡାରକୁ ପାଣି ପ୍ରବେଶ କମିଛି । ୪ ଲକ୍ଷ ୭୦ ହଜାର କ୍ୟୁସେକ ଜଳ ପ୍ରବେଶ କରୁଛି । ଗତକାଲି…

ମହାନଦୀରେ ଆସୁଛି ବଡ଼ ବନ୍ୟା, ହୀରାକୁଦ ଡ୍ୟାମର ୩୬ ଗେଟ୍‌ ଖୋଲିବା ପରେ ବଢୁଛି ଆଶଙ୍କା

ସମ୍ବଲପୁର: ମହାନଦୀରେ ଆସୁଛି ବଡ଼ ବନ୍ୟା । ହୀରାକୁଦ ଡ୍ୟାମର ୩୬ ଗେଟ୍‌ ଖୋଲିବା ପରେ ଫୁଲୁଛି ମହାନଦୀ । ଡ୍ୟାମ୍‌ର ବାମରୁ ୨୨ ଓ ଡାହାଣରୁ ୧୪ଟି ଗେଟ ଖୋଲିଛି। ବର୍ତ୍ତମାନ ଡ୍ୟାମ୍‌ର ଜଳସ୍ତର ୬୨୪ ଫୁଟ୍‌ ରହିଛି। ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୬.୬ କ୍ୟୁସେକ୍‌ ଜଳ ପ୍ରବେଶ କରୁଥିବାବେଳେ…

ମହାନଦୀରେ ପାଣି ବଢିବାରୁ ବାଙ୍କୀ ବ୍ଲକ ପ୍ରଭାବିତ, ହୁଳୁହୁଳା ପୋଲ ଉପରେ ୫ଫୁଟର ପାଣି

ବାଙ୍କୀ: ଲଗାଣ ବର୍ଷାରେ ମହାନଦୀରେ ପାଣି ବଢିବାରୁ ଆସି ବାଙ୍କୀ ବ୍ଲକ ପ୍ରଭାବିତ। ହୁଳୁହୁଳା ପୋଲ ଉପରେ ୫ଫୁଟର ପାଣି ଚାଲୁଛି। ବ୍ଲକର ୬ଟି ପଞ୍ଚାୟତର ଲୋକେ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛନ୍ତି। ସେହିପରି ଚନ୍ଦ୍ରମା ସେତୁ ଉପରୁ ଏକଫୁଟରୁ ପାଣି ପ୍ରବାହିତ ହେଉଛି। କଇଁମୁଣ୍ଡି ଓ ସାଁପୁର…

ମହାନଦୀରେ ବନ୍ୟାଜଳ ବୃଦ୍ଧି: ବିଲିପଡ଼ା ତାଳବସ୍ତ ରାସ୍ତାରେ ୩ ଫୁଟ୍‌ରେ ପାଣି

ବାଙ୍କୀ : ମହାନଦୀରେ ବନ୍ୟାଜଳ ବୃଦ୍ଧି। ଶାଖା ନଦୀର ବନ୍ୟା ଜଳ ରାସ୍ତା ଉପରେ ଚାଲୁଛି । ପାଖାପାଖି ୩ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି। କଟକ ଜିଲ୍ଲାର ବାଙ୍କୀଠାରେ ମହାନଦୀର ବନ୍ୟାଜଳ ଶାଖାନଦୀ ଋଣ ନଦୀରେ ଆସିବା ଦ୍ୱାରା ଡମପଡ଼ା ବ୍ଲକର ବିଲିପଡ଼ା ତାଳବସ୍ତ ରାସ୍ତାରେ ୩ ଫୁଟ୍‌ରେ ପାଣି…

ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁ ମହାନଦୀରେ ବନ୍ୟା ଆଶଙ୍କା, ମୁକାବିଲା ପାଇଁ ୧୧ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

କେନ୍ୟୁଜ୍: ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁ ମହାନଦୀରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ହେଲେ ବଡ଼ ବନ୍ୟା ହେବାର ନାହିଁ, ମଧ୍ୟମ ବନ୍ୟା ହେବ । ତେଣୁ କୌଣସି ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ଜଳସମ୍ପଦ ସଚିବ । ଉପକୂଳ ଓଡ଼ିଶାରେ ବର୍ଷାର ପରିମାଣ କମ୍‌ ଥିବାରୁ ବଡ଼ ବନ୍ୟାର…