Browsing Tag

Maharashtra

୧୦୦ ମାରିଲେ ଏଟିଏମ୍‌ରୁ ବାହାରୁଛି ୫୦୦ ଟଙ୍କା, ୫ ଗୁଣା ଅଧିକ ପଇସା ନେବାକୁ ଲାଗିଲା ଲୋକଙ୍କ ଭିଡ଼

ମହାରାଷ୍ଟ୍ର: ଏଟିଏମ୍‌ରେ ଆମେ ଯେତିକି ଟଙ୍କା ଟାଇପ୍‌ କରୁ ସେତିକି ଟଙ୍କା ହିଁ ବାହାରେ। କିନ୍ତୁ ଯଦି ଆପଣ ଏଟିଏମ୍‌ ମେସିନ୍‌ରେ ୧୦୦ ଟଙ୍କାର କ୍ୟାସ୍‌ ବାହାର କରିବାକୁ ଚାହୁଁଛନ୍ତି, କିନ୍ତୁ ଏଟିଏମ୍‌ରୁ ୫୦୦ ଟଙ୍କା ବାହାରୁଛି ତେବେ ଆଶ୍ଚର୍ଯ୍ୟ ଲାଗିବା ସ୍ୱାଭାବିକ୍‌ କଥା। ଏଥିସହ ଏହା ଏକ…

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ ପୁଣିଥରେ କରୋନାରେ ଆକ୍ରାନ୍ତ; ଦେଶରେ ଆଜି ୪,୨୭୦ ନୂଆ…

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍‌ ପୁଣିଥରେ କରେନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ସେ ନିଜେ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି। ଫଡନାଭିସ୍‌ କହିଛନ୍ତି ଯେ ସେ କରୋନା ପିଜିଟିଭ ବାହାରିଛନ୍ତି ଏବଂ ବର୍ତ୍ତମାନ ହୋମ୍‌ ଆଇସୋଲେସନରେ ଅଛନ୍ତି।…

ପୁଣି ଉପରମୁହାଁ କରୋନା ସଂକ୍ରମଣ: ମହାରାଷ୍ଟ୍ରରେ ଲାଗିଲା କଟକଣା, ଏକ ସପ୍ତାହ ମଧ୍ୟରେ ଦୁଇ ଗୁଣ ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ : ୩ ମାସର ଆଶ୍ୱସ୍ତି ପରେ ପୁଣି ଦେଶରେ କରୋନା ସଂକ୍ରମଣ ବୃଦ୍ଧି ଚିନ୍ତାର କାରଣ ପାଲଟିଛି । ଗତ କିଛି ସପ୍ତାହ ପୂର୍ବରୁ ଦୈନିକ ସଂକ୍ରମଣ ମାମଲା ହଜାର ତଳକୁ ରହୁଥିଲା । ତେବେ ମହାରାଷ୍ଟ୍ରରେ କରୋନା ଭାଇରସ ପୁଣି ଥରେ ଚିନ୍ତା ବଢ଼ାଇଛି । ଏଠାରେ ଗତ ସପ୍ତାହ ଠାରୁ କରୋନା ଭାଇରସ…

ମଦର ହୋମ୍‌ ଡେଲିଭରି ବନ୍ଦ କଲେ ସରକାର, ଲକ୍‌ଡାଉନ୍‌ ବେଳେ ଆରମ୍ଭ ହୋଇଥିଲା ସେବା

ବନ୍ଦ ହେଲା ମଦର ହୋମ୍‌ ଡେଲିଭରି। ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ଏଭଳି ଘୋଷଣା କରାଯାଇଛି। ହୋମ୍‌ ଡେଲିଭରି ବନ୍ଦ କରିବା ପାଇଁ ଗୃହ ବିଭାଗ ପକ୍ଷରୁ ଅବକାରୀ ବିଭାଗକୁ ଚିଠି ଲେଖାଯାଇଛି। ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାଓ୍ଵାର କହିଛନ୍ତି, କରୋନା ମାମଲା କମ୍‌ ହୋଇଥିବାରୁ ଆମେ ମଦର…

ସ୍ୱାମୀ ସହିତ ଝଗଡା କରି ୬ ଛୁଆଙ୍କୁ କୂଅକୁ ଠେଲିଦେଲେ ମହିଳା, ସମସ୍ତେ ମୃତ

ମହାରାଷ୍ଟ୍ରର ରାୟଗଢ ଜିଲ୍ଲାରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଯାହା ପାଇଁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଜିଲ୍ଲାର ମହାଡ ତହସିଲରେ ରହୁଥିବା ଜଣେ ମହିଳା ନିଜ ୬ ଜଣ ଛୁଆକୁ କୂଅରେ ଫିଙ୍ଗିଦେଇଥିଲେ। ଆଉ କୂଅ ଭିତରେ ସମସ୍ତେ ଅଣନିଶ୍ୱାସୀ ହୋଇ ଜୀବନ ହାରିଛନ୍ତି। ରୁନା ନାମକ ଜଣେ…

ଏ କି ପ୍ରତିଶୋଧ! ୭ ମଇଁଷିଙ୍କୁ ଧାରୁଆ ଅସ୍ତ୍ରରେ କାଟି ହତ୍ୟା କଲା ଯୁବକ; ୫ ମଇଁଷିଙ୍କ ଅବସ୍ଥା ଗୁରୁତର…ଜାଣନ୍ତୁ ପୂରା…

ଆଜିକାଲି ସମାଜରେ ହତ୍ୟା, ମାରପିଟ, ଲୁଟ୍‌, ଚୋରି, ରାହାଜାନୀ ଭଳି ଘଟଣା ଏତେ ମାତ୍ରାରେ ବଢ଼ି ଯାଇଛି ଯେ ଲୋକେ ଘରୁ ବାହାରିକୁ ଭୟ କରୁଛନ୍ତି। ଏବେ ମହାରାଷ୍ଟ୍ରର ଠାଣେରୁ ଏମିତି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ବିଷୟରେ ଶୁଣିଲେ ଆପଣ ମଧ୍ୟ ସ୍ତବ୍ଧ ହୋଇଯିବେ। ଏଠାରେ ୨୦…

ମହାରାଷ୍ଟ୍ର: ବିବାହ ଭୋଜି ଖାଇ ୩୩୬ ଜଣଙ୍କ ଫୁଡ୍‌ ପଏଜନିଙ୍ଗ୍‌; ଅବସ୍ଥା ସାଙ୍ଘାତିକ

ମହାରାଷ୍ଟ୍ରର ଲାତୁର ଜିଲ୍ଲାରେ ଏକ ବିବାହ ସମାରୋହରେ ଭୋଜି ଖାଇ ପାଖାପାଖି ୩୩୬ ଲୋକ ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି। ଏହାପରେ ସେମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ମୁତାବକ, ଘଟଣାଟି ସ୍ଥାନୀୟ କେଦାରପୁର ଗାଁରେ ଗତ ରବିବାର…

ମହାରାଷ୍ଟ୍ରରେ ଭୟଙ୍କର ଦୁର୍ଘଟଣା! ପେଟ୍ରୋଲ ଭର୍ତ୍ତି ଟ୍ୟାଙ୍କର ଓ କାଠ ବୋଝେଇ ଟ୍ରକ୍‌ ମଧ୍ୟରେ ଧକ୍କା; ଜିଅନ୍ତା…

ମହାରାଷ୍ଟ୍ରର ଚନ୍ଦ୍ରପୁରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ପେଟ୍ରୋଲ ଭର୍ତ୍ତି ଟ୍ୟାଙ୍କର ଏବଂ ଏକ କାଠ ବୋଝେଇ ଟ୍ରକ୍‌ ମଧ୍ୟରେ ଭୀଷଣ ଧକ୍କା ପରେ ହଠାତ୍‌ ଦୁଇ ଗାଡ଼ିରେ ନିଆଁ ଲାଗିଯାଇଥିଲା। ଫଳରେ ଏଥିରେ ୯ ଜଣ ଲୋକ ଘଟଣାସ୍ଥଳରେ ଜୀଅନ୍ତା ଜଳିଯାଇଛନ୍ତି। ପୋଲିସ ସୂଚନା ମୁତାବକ,…

କେତେ ନିର୍ଦ୍ଦୟ ବାପା-ମା, ଦୁଇ ବର୍ଷ ଧରି ପୁଅକୁ ୨୦ ଟି କୁକୁର ମାନଙ୍କ ସହ ଗୋଟିଏ ଘରେ ରଖିଥିଲେ ବନ୍ଦି କରି, ଏବେ…

ପିତାମାତା ହେବା ଏକ ଦମ୍ପତି ପାଇଁ ଜୀବନର ସବୁଠାରୁ ବଡ ଖୁସି। ଶିଶୁକୁ ମା’ ଜନ୍ମ ଦେଇଥାଏ। କିନ୍ତୁ ମା’ ନିଜ ଶିଶୁକୁ ଯେତିକି ଭଲପାଏ, ବାପା ମଧ୍ୟ ସେତିକି ଭଲପାଏ। ନିଜ ଶିଶୁକୁ ପ୍ରଥମେ ନିଜ କୋଳରେ ଧରିବା ଜଣେ ବାପା, ମାଙ୍କ ପାଇଁ ସବୁଠାରୁ ବଡ ଖୁସିର ଦିନ ଓ ବହୁତ ଖାସ ହୋଇଥାଏ। ପିତାମାତା…

ଛିଃ ଏତେ ନୃଶଂସ! ଖେଚୁଡ଼ି ଲୁଣିଆ ହୋଇଯିବାରୁ ସ୍ତ୍ରୀକୁ ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ

ଥାନେ: ଖାଇବା ଲୁଣିଆ ହୋଇଯିବାରୁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ। ମହାରାଷ୍ଟ୍ରର ଥାନେ ଜିଲ୍ଲା ଭାୟନ୍ଦର ଟାଉନ୍‌ସିପ୍‌ରେ ଘଟିଛି ଏଭଳି ଲୋମହର୍ଷଣକାରୀ ଘଟଣା। ଏଠାରେ ଜଣେ ୪୦ ବର୍ଷୀୟ ବ୍ୟକ୍ତି ନିଜ ସ୍ତ୍ରୀକୁ ମାରି ଦେଇଛନ୍ତି। ଆଉ ହତ୍ୟା କରିବାର କାରଣ ହେଉଛି ତାଙ୍କ ଖେଚୁଡ଼ିରେ ଲୁଣ ଅଧିକ…

ଏଭଳି ଢଙ୍ଗରେ କେହି ପାଳନ କରନ୍ତୁନି ଜନ୍ମଦିନ…! ସାମାନ୍ୟ ଦାୟିତ୍ୱହୀନତାରୁ କେମିତି ଘଟିଲା ଦୁର୍ଘଟଣା; ଦେଖି ନିଅନ୍ତୁ…

ଖୁସିରେ ଲୋକମାନେ ବହୁତ ଉତ୍ସାହିତ ହୋଇ ଯାଆନ୍ତି। ସେହି ସମୟରେ ସେମାନେ କ’ଣ କରିବେ ଜାଣି ପାରି ନ ଥାଆନ୍ତି। ଏହିଭଳି ସାମାନ୍ୟ ଦାୟିତ୍ୱହୀନତାରୁ ମହାରାଷ୍ଟ୍ରର ଅମ୍ବରନାଥରେ ଏକ ଦୁର୍ଘଟଣା ଘଟି ଯାଇଛି। ଜଣେ ଯୁବକଙ୍କ ଜନ୍ମଦିନ ପାଳନ ତାଙ୍କ ପାଇଁ ମରଣାନ୍ତକ ପାଲଟି ଯାଇଛି। ଜନ୍ମଦିନ…

ସୁଯୋଗ ହାତଛଡ଼ା କଲେନି ୫୦୦ ଲୋକ, ୧ ଟଙ୍କାରେ କିଣିନେଲେ ଏକ ଲିଟର ପେଟ୍ରୋଲ! ଭିଡ଼ ନିୟନ୍ତ୍ରଣ କଲା ପୋଲିସ

ପେଟ୍ରୋଲ-ଡିଜେଲର ଦର ବୃଦ୍ଧିକୁ ବିରୋଧ କରି ମହାରାଷ୍ଟ୍ରର ସୋଲାପୁରରେ ଗୁରୁବାର ୧ ଟଙ୍କାରେ ପ୍ରତି ଲିଟର ପେଟ୍ରୋଲ ବିକ୍ରି ହୋଇଛି। ବାସ୍ତବରେ, ଡ. ବି.ଆର୍‌ ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ସ୍ଥାନୀୟ ଏକ ସଙ୍ଗଠନ ୫୦୦ ଲୋକଙ୍କୁ ୧ ଟଙ୍କାରେ ପ୍ରତି ଲିଟର ପେଟ୍ରୋଲ ବିକ୍ରି କରିଥିଲା। ପ୍ରତ୍ୟେକ…