Browsing Tag

mahatma gandhi

ରାଜଘାଟକୁ ଯାଇ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜଘାଟକୁ ଯାଇ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଗାନ୍ଧିଜୀଙ୍କ ଜୀବନୀ ଓ ତାଙ୍କ ଆଦର୍ଶ ନେଇ ସମ୍ପର୍କରେ ବହୁତ କିଛି ଶିଖିବାକୁ ଅଛି ବୋଲି…

ଆଜି ୧୫୧ ତମ ଗାନ୍ଧି ଜୟନ୍ତୀ ପାଳନ କରୁଛି ଦେଶ: ସତ୍ୟ ଏବଂ ଅହିଂସା ପ୍ରତି ବାପୁଙ୍କ ବିଚାର ସର୍ବଦା ସାରା ବିଶ୍ୱକୁ ଦେଇ…

ନୂଆଦିଲ୍ଲୀ: ଆଜି ମହାତ୍ମା ଗାନ୍ଧି ଜୟନ୍ତୀ । ପ୍ରତିବର୍ଷ ଅକ୍ଟୋବର ୨ ତାରିଖକୁ ଦେଶରେ ଗାନ୍ଧି ଜୟନ୍ତୀ ରୂପେ ପାଳନ କରାଯାଉଛି । ଭାରତକୁ ଇଂରେଜମାନଙ୍କ ଠାରୁ ସ୍ୱାଧୀନତା ଦେବାରେ ପ୍ରମୁଖ୍ୟ ଭୂମିକା ଗ୍ରହଣ କରିଥିବା ମହାତ୍ମା ଗାନ୍ଧିଙ୍କ ଜନ୍ମ ୧୮୬୯ ଅକ୍ଟୋବର ୨ ତାରିଖରେ ଗୁଜରାଟର…

କୁନି ଗାନ୍ଧୀଙ୍କ କରୋନା ସଚେତନତା, ଧଳା ଧୋତିରେ ଚଷମା ସହିତ ବାଡ଼ି ଧରି ସ୍ୱାବ ଦେଇ କରାଉଛନ୍ତି କରୋନା ଟେଷ୍ଟ;…

ମହାତ୍ମା ଗାନ୍ଧୀ ! ଏମିତି ଏକ ନାଁ ଯାହାକୁ ଶୁଣିବା ମାତ୍ରେ ପ୍ରତିଟି ନାଗରିକ ମନରେ ଦେଶପ୍ରେମ ଆପଣା ଛାଏଁ ଜାଗ୍ରତ ହୋଇଯାଏ । ତେବେ କିଛିଦିନ ହେବ ସୋସିଆଲ ମିଡିଆରେ ବିହାନ ବୋରା ନାମକ ଏକ ଦଶ ବର୍ଷର ପିଲାର ଭିଡିଓ ଭାଇରଲ ହେବାରେ ଲାଗିଛି । ଏହି ପିଲାଟି ଗାନ୍ଧୀଙ୍କ ବେଶ ଧାରଣ କରିଛି ।…

ଆଜି ଦିନରେ ହୋଇଥିଲା ଜାତିର ପିତାଙ୍କ ଦେହାନ୍ତ

ଆଜି ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଶ୍ରାଦ୍ଧ ଦିବସ । ଏହି ଅବସରରେ ବିଭିନ୍ନ ସ୍ଥାନରେ ନାନା କାର‌୍ୟ୍ୟକ୍ରମର ଆୟୋଜନ କରାଯାଉଛି। ଗାନ୍ଧିଜୀଙ୍କ ସମାଧୀପୀଠ ରାଜଘାଟରେ ଶ୍ରଦ୍ଧାସୁମନ ଅର୍ପଣ କରିବେ ବିଭିନ୍ନ ଦଳର ନେତା ଓ ବହୁ ବିଶିଷ୍ଟ ବ୍ୟକ୍ତି । ୧୯୪୮ ମସିହା ଜାନୁଆରି ୩୦ ତାରିଖରେ ବିରଳା…

ଆଜି ଜାତିର ପିତା ମହାତ୍ମା ଗାନ୍ଧିଙ୍କ ତିରୋଧାନ ଦିବସ, ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ(କେନ୍ୟୁଜ୍): ଆଜି ଜାନୁଆରୀ ୩୦ତାରିଖ । ଜାତିର ପିତାଙ୍କ ତିରୋଧାନ ଦିବସ । ୧୯୪୮ ଆଜିର ଦିନରେ ଜାତିର ପିତା ମହାତ୍ମା ଗାନ୍ଧୀ ଆତତାୟୀର ଗୁଳିରେ ପ୍ରାଣ ହରାଇଥିଲେ । ନୂଆଦିଲ୍ଲୀର ବିର୍ଲା ହାଉସରେ ପ୍ରାର୍ଥନା ସଭାରେ ଯୋଗ ଦେବାକୁ ଯାଉଥିବା ବେଳେ ନାଥୁୁରାମ ଗଡ଼ସେର ଗୁଳିମାଡ଼ରେ ଟଳି…

ଜାଣନ୍ତୁ ଗାନ୍ଧୀଙ୍କ ଜୀବନର କିଛି ଅଜଣା କଥା, ଯାହା ଆଜିବି ଲୋକ ଲୋଚନକୁ ଆସିପାରିନାହିଁ

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ କିଏ ବା ନ ଜାଣେ ।  କିନ୍ତୁ ଖୁବ କମ ଲୋକେ ହୁଏତ ଜାଣିଥିବେ ଗାନ୍ଧୀ ଜଣେ ମଜାଳିଆ ଲୋକ ଥିଲେ । ନିଜର ଏହି ସ୍ୱଭାବ ସମ୍ପର୍କରେ ପଚରା ଯିବାରୁ ଗାନ୍ଧୀ ଉତ୍ତର ଦେଇଥିଲେ କି ଯଦି ସେ କେବେ ମଜା ନ କରିନଥାନ୍ତେ ତେବେ ହୁଏତ ନିଶ୍ଚିତ ଆତ୍ମହତ୍ୟା କରିଥାନ୍ତେ ।…

ପାକିସ୍ତାନ ଏବଂ ଚୀନ୍‌ ସମତେ ବିଶ୍ୱର ୮୪ ଟି ଦେଶରେ ରହିଛି ମହାତ୍ମା ଗାନ୍ଧିଙ୍କ ପ୍ରତିମା

ମହାନ ରାଷ୍ଟ୍ରନାୟକ ତଥା ଜାତିର ଜନକ ମହାତ୍ମା ଗାନ୍ଧିଙ୍କର ବଳିଦାନ ଅତୁଳନୀୟ। ଅହିଂସାର ବାର୍ତ୍ତା ଦେଇଥିବା, ସ୍ୱାଧୀନତା ସଂଗ୍ରାମର ଏହି ମୁଖ୍ୟ ପୁରୋଧାଙ୍କର ଅନେକ ପ୍ରଶଂସକ ରହିଛନ୍ତି। କେବଳ ଭାରତରେ ନୁହେଁ, ପୂରା ବିଶ୍ୱରେ ମହାତ୍ମା ଗାନ୍ଧିଙ୍କର ଚର୍ଚ୍ଚା ହୁଏ। ମହାତ୍ମା ଗାନ୍ଧି ଜଣେ…

୯ ଅଗଷ୍ଟ’ର ଇତିହାସ, ଗାନ୍ଧିଜୀଙ୍କ ସେହି ଆନ୍ଦୋଳନ ଯାହା ଭାଙ୍ଗି ଦେଇଥିଲା ଇଂରେଜଙ୍କ ମେରୁଦଣ୍ଡ

ଅଗଷ୍ଟ ୧୫ ସ୍ୱାଧୀନତା ଦିବସ । ଏଦିନକୁ ସମସ୍ତେ ମନେ ରଖିଥିବେ ନିଶ୍ଚିତ । କିନ୍ତୁ ଏହି ସ୍ୱାଧୀନତା ପାଇଁ ଗାନ୍ଧିଜୀ କେଉଁଦିନ ଆନ୍ଦୋଳନ ଆରମ୍ଭ କରିଥିଲେ, ତାହା ବିଷୟରେ ପ୍ରାୟ ସମସ୍ତେ ଅଜଣା ଥିବେ। ଏହିଦିନକୁ ପ୍ରାୟତଃ କେହି ମନେ ରଖିନଥିବେ। କିନ୍ତୁ ଖାସ୍‌ କରି ଏହିଦିନକୁ ସ୍ମରଣ ରଖିବା…

ସାମ୍ନାକୁ ଆସିଲା ଗାନ୍ଧୀଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ତଥ୍ୟ, ଜାଣନ୍ତୁ କେମିତି ଥିଲା

ବହୁଦିନ ପରେ ଲୋକଲୋଚନକୁ ଆସିଛି ମହାତ୍ମା ଗାନ୍ଧୀଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ପୁସ୍ତକ । ରାଷ୍ଟ୍ରୀୟ ଗାନ୍ଧୀ ସଂଗ୍ରହାଳୟରେ ଥିବା ଇଣ୍ଡିଆନ କାଉଁସିଲ ଅଫ ମେଡିକାଲ ଆଣ୍ଡ ରିସର୍ଚ୍ଚ ଦ୍ୱାରା ପ୍ରକାଶିତ ପୁସ୍ତକ ଗାନ୍ଧୀ ଆଣ୍ଡ ହେଲଥ୍‌ @୧୫୦ରେ ଏହି ତଥ୍ୟ ସାମ୍ନାକୁ ଆଣିଛି । ପୁସ୍ତକଟି…

କିଟ ବିଶ୍ୱବିଦ୍ୟାଳୟରେ ସହିଦ ଦିବସ ପାଳିତ, ମହାତ୍ମାଗାନ୍ଧିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ଡ. ଅଚ୍ୟୁତ…

ଭୁବନେଶ୍ବର : ଆଜି ଜାତିର ପିତା ମହାତ୍ମାଗାନ୍ଧିଙ୍କ ତିରୋଧାନ ଦିବସ । ସାରାଦେଶରେ ଏହି ଦିନକୁ ସହିଦ ଦିବସ ରୂପରେ ପାଳନ କରାଯାଉଛି । କିସ ବିଶ୍ୱବିଦ୍ୟାଳୟରେ ମହାତ୍ମାଗାନ୍ଧିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ କିଟ ଓ କିସର ପ୍ରତିଷ୍ଠାତା ଡ. ଅଚ୍ୟୁତ…

ଗାନ୍ଧିଜୀଙ୍କ ୧୫୦ତମ ଜନ୍ମ ବାର୍ଷିକୀ, ଯାଜପୁର ଜିଲ୍ଲା ବାଲିପଡ଼ିଆରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ଯାଜପୁର (କେନ୍ୟୁଜ୍) : ସାରା ଦେଶରେ ପାଳିତ ହେଉଛି ଗାନ୍ଧିଜୀଙ୍କ ୧୫୦ତମ ଜନ୍ମ ବାର୍ଷିକୀ । ଏନେଇ ବିଭିନ୍ନ କାର‌୍ୟ୍ୟକ୍ରମ ଆୟୋଜନ କରାଯାଉଛି । ଯାଜପୁର ଜିଲ୍ଳାର ସ୍ୱାଧୀନତା ସଂଗ୍ରାମୀ ମାଟି ବାଲିପଡ଼ିଆରେ ମଧ୍ୟ ଆୟୋଜିତ ହୋଇଯାଇଛି ଗାନ୍ଧୀକଥା କାର‌୍ୟ୍ୟକ୍ରମ । ରାମଧୂନରେ କମ୍ପୁଛି…

ଜାଣିଛନ୍ତି କି ପ୍ରଥମ ଥର କେବେ ନୋଟରେ ଛପା ଯାଇଥିଲା ବାପୁଙ୍କୁ ? ପଢନ୍ତୁ ଫଟୋର ରହସ୍ୟ

ମହାତ୍ମା ଗାନ୍ଧୀ ଭାରତୀୟ ନୋଟ୍ ଦ୍ବାରା ଆପଣଙ୍କ ସହିତ ସବୁବେଳେ ରହିଥାନ୍ତି। ଭାରତୀୟ ନୋଟରେ ଗାନ୍ଧୀଙ୍କର ଫଟୋ ଛପା ଯାଇଥାଏ, ଯାହାକୁ ନେଇ ଅନେକ ପ୍ରଶ୍ନ ମଧ୍ୟ ଉଠିଛି। କିନ୍ତୁ କଣ ଆପଣ ଜାଣନ୍ତି କେବେଠୁ ଗାନ୍ଧୀଙ୍କର ଫଟୋ ନୋଟରେ ଛପା ଯାଉଛି ଏବଂ ଏହା ପଛରେ କଣ ରହସ୍ୟ ରହିଛି। ନୋଟରେ…