Browsing Tag

mahendra singh dhoni

ଆଇପିଏଲ: ରାଇନାକୁ ପଛରେ ପକାଇ ନିଜ ନାମରେ ଏହି ରେକର୍ଡ କଲେ ଧୋନୀ

ମହେନ୍ଦ୍ର ସିଂ ଧୋନୀ ଆଇପିଏଲ୍ ଇତିହାସରେ ସର୍ବାଧିକ ମ୍ୟାଚ୍ ଖେଳିବାର କୀର୍ତ୍ତିମାନକୁ ନିଜ ନାମରେ କରି ନେଇଛନ୍ତି। ପୂର୍ବରୁ ରାଇନା ଅଧିକ ମ୍ୟାଚ ଖେଳିବାର ରେକର୍ଡ ରହିଥିବା ବେଳେ ଧୋନୀ ଏବେ ଏହି ରେକର୍ଡ ଛଡାଇ ଆଣିଛନ୍ତି। ଶୁକ୍ରବାର ଧୋନି  ହାଇଦ୍ରାଦାବ ବିପକ୍ଷରେ ନିଜ ୧୯୪ତମ ଆଇପିଏଲ୍…

କ୍ରିକେଟ୍‌ରୁ ସନ୍ନ୍ୟାସ ନେବା ପରେ ୱେବ୍‌ସିରିଜ୍‌ ତିଆରି କରିବାକୁ ଯାଉଛନ୍ତି ମହେନ୍ଦ୍ର ସିଂହ ଧୋନି, ସାକ୍ଷୀ ଦେଲେ…

ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବ କ୍ୟାପ୍‌ଟେନ୍‌ ମହେନ୍ଦ୍ର ସିଂହ ଧୋନି ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ନ୍ୟାସ ନେଇଥିଲେ ମଧ୍ୟ ତାଙ୍କୁ ନେଇ ଚର୍ଚ୍ଚା କମିନି। ଧୋନି ଖେଳ ଯୋଗୁ ଯେତିକି ଲୋକପ୍ରିୟତା ପାଇଛନ୍ତି ଏବେ ତାକୁ ଆଉ ଏକ ଫିଲ୍ଡରେ କାମରେ ଲଗାଇବାକୁ ଯାଉଛନ୍ତି। କୁହାଯାଉଛି ଯେ ଧୋନି…

ଆଇପିଏଲ ଅଭ୍ୟାସ ମ୍ୟାଚରେ ମଜାଦାର ଅନ୍ଦାଜରେ ନଜର ଆସୁଛନ୍ତି ମହେନ୍ଦ୍ର ସିଂହ ଧୋନି, ଦେଖନ୍ତୁ ଏହି ଭିଡିଓ

ଚଳିତ ବର୍ଷର ଆଇପିଏଲ ସିଜିନ ଆସନ୍ତା ୧୯ ତାରିଖରୁ ହିଁ ଆରମ୍ଭ ହେବାକୁ ଯାଉଛି । ଭାଗ ନେବାକୁ ଯାଉଥିବା ସମସ୍ତ ଟିମ ଯୁଏଇରେ ପହଂଚି ନିଜ ନିଜ ପ୍ରାକ୍ଟିସ ଆରମ୍ଭ କରିଦେଇଛନ୍ତି । ଏମଧ୍ୟରୁ ତିନି ଥରର ଚମ୍ପିୟାନ ଚେନ୍ନାଇ ସୁପର କିଙ୍ଗସ ବି ଜୋରଦାର ଅଭ୍ୟାସ ଆରମ୍ଭ କରିଦେଇଥିବା ବେଳେ କିନ୍ତୁ…

IPL : ଧୋନିଙ୍କ ନେତୃତ୍ୱରେ UAE ଯାତ୍ରା କଲେ CSK ଟିମ, ଚତୁର୍ଥ ଟାଇଟିଲ ଉପରେ ରହିଛି ନଜର

ତିନିଥର ଚାମ୍ପିଅନ୍ ହୋଇଥିବା ଚେନ୍ନାଇ ସୁପର କିଙ୍ଗ୍ସ ବା CSK ଟିମ ଆଇପିଏଲ୍ ୨୦୨୦ ଅଭିଯାନ ପାଇଁ ବାହାରି ଯାଇଛନ୍ତି । ଶୁକ୍ରବାର ଦିନ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱରେ ଟିମ ସଂଯୁକ୍ତ ଆରବ ଏମିରେଟ୍ସ (UAE) ଯାତ୍ରା କରିଥିଲେ । ଆଇପିଏଲର ୬୦ ଟି ମ୍ୟାଚ୍ ତିନି ଦିନ - ଦୁବାଇ, ଆବୁଧାବି…

ମାହି ତୁମେ ମହାନ୍‌ : ଭାରତୀୟ କ୍ରିକେଟର ସଫଳତମ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ

ଭାରତୀୟ କ୍ରିକେଟ ଜଗତର କୁଲ୍‌ କ୍ୟାପଟେନ ମହେନ୍ଦ୍ର ସିଂ ଧୋନୀ ଗତ ଶନିବାର ଦିନ ଅର୍ନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି। ଯାହା ତାଙ୍କ ପ୍ରଶଂସକଙ୍କ ପାଇଁ ଏକ ଶକ୍ତ ଝଟକା ଥିଲା। କିନ୍ତୁ ଧୋନୀ ଆଇପିଏଲ୍‌ ଖେଳିବେ। ଧୋନୀ ଏକମାତ୍ର ଖେଳାଳି ଯିଏକି ପଦ୍ମଭୂଷଣ, ପଦ୍ମଶ୍ରୀ ଏବଂ…

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ମହେନ୍ଦ୍ର ସିଂହ ଧୋନି

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ମହେନ୍ଦ୍ର ସିଂହ ଧୋନି । ଆଜି ନିଜ ଇନ୍ଷ୍ଟଗ୍ରାମ ପୋଷ୍ଟରେ ଏବାବଦରେ ଘୋଷଣା କରିଛନ୍ତି ଭାରତୀୟ ଦଳର ଏହି ପୂର୍ବତନ ଅଧିନାୟକ । ପୂର୍ବରୁ ଟେଷ୍ଟ କ୍ରିକେଟରୁ ନିଜ ଅବସର ଘୋଷଣା କରିଥିଲେ ଧୋନି । କିନ୍ତୁ ଚଳିତ ବର୍ଷର ଆଇପିଏଲ ମ୍ୟାଚ ଖେଳିବେ ବୋଲି…

ବଗିଚାରେ ଛଟପଟ ହେଉଥିବା ଚଢ଼େଇକୁ ଦେଖି ପାପା ଧୋନିଙ୍କୁ ଡାକି ଚଢ଼େଇର ଜୀବନ ବଞ୍ଚାଇଲା ଝିଅ ଜିଭା

ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ସୋସିଆଲ ମିଡିଆରେ ଏତେଟା ଆକ୍ଟିଭ୍‌ ରହୁନଥିଲେ ମଧ୍ୟ ତାଙ୍କ ଝିଅ ଜିଭା ଓ ପତ୍ନୀ ସାକ୍ଷୀ ସବୁବେଳେ ଆକ୍ଟିଭ୍‌ ରହିଥାନ୍ତି। ସେମାନେ ଧୋନିଙ୍କର ଅଧିକାଂଶ ଭିଡିଓ ଓ ଫଟୋ ସେୟାର କରିଥାନ୍ତି। ଏଥରକ ଜିଭା ଧୋନିଙ୍କ ଫଟୋ…

ଟ୍ଵିଟରରେ ପୁଣି ଟ୍ରେଣ୍ଡ୍‌ ହେଲା #DhoniRetires, ଅସନ୍ତୋଷ ଜାହିର କଲେ ମାହିଙ୍କ ଫ୍ୟାନ୍‌

ଭାରତର ପୂର୍ବତନ କ୍ୟାପଟେନ୍‌ ମହେନ୍ଦ୍ର ସିଂହ ଧୋନି ଦୀର୍ଘ ଦିନ ହେବ କ୍ରିକେଟ୍‌ରୁ ଦୂରେଇ ରହିଛନ୍ତି। ସେ ଗତ ବର୍ଷ ଜୁଲାଇରେ ଇଂଲଣ୍ଡରେ ଖେଳାଯାଇଥିବା ବିଶ୍ୱ କପ୍‌ରେ ଶେଷ ଥର ପାଇଁ ପଡ଼ିଆକୁ ଓହ୍ଲାଇଥିଲେ। ତା ’ପରେ ତାଙ୍କ ସନ୍ନ୍ୟାସର ଖବର ଶୁଣିବାକୁ ମିଳିଥିଲା। କିନ୍ତୁ ଏବେ ଯାଏଁ ମାହି…

ଧୋନିଙ୍କ ଆଉ ଏକ ଭିଡିଓ ସେୟାର କଲା ଚେନ୍ନାଇ ସୁପରକିଙ୍ଗସ୍‌, ଫ୍ୟାନ୍‌ କହିଲେ ‘ଯେତେ ଭଲ ପାଇଲେ ବି କମ୍‌’

ଅନ୍ୟ ଆଇପିଏଲ୍‌ ଟିମ୍‌ ତୁଳନାରେ ଚେନ୍ନାଇ ସୁପର କିଙ୍ଗସ୍‌ ସୋସିଆଲ ମିଡିଆରେ ଅଧିକ ଆକ୍ଟିଭ୍‌ ରହିଥାଏ। ପ୍ରାୟତଃ ସୁପରକିଙ୍ଗସ୍‌ ତରଫରୁ ମହେନ୍ଦ୍ର ସିଂହ ଧୋନିଙ୍କ ସମେତ ଅନ୍ୟାନ୍ୟ ଖେଳାଳିଙ୍କ ବିଭିନ୍ନ ଫଟୋ ଓ ଭିଡିଓ ସେୟାର କରାଯାଏ। ଏହି ଭିଡିଓକୁ ଫ୍ୟାନ୍‌ମାନେ ମଧ୍ୟ ଖୁବ୍‌ ପସନ୍ଦ…

ଲକଡାଉନ ବେଳେ ପାପା ଧୋନିଙ୍କ ସହ ବାଇକରେ ବୁଲୁଛନ୍ତି ଜିବା, ଭାଇରାଲ ହେଉଛି ଭିଡିଓ

କରୋନା ପ୍ରଭାବକୁ ଦୃଷ୍ଟିରେ ରଖି ଦେଶରେ ଲକଡାଉନକୁ ବଢ଼ାଇ ଦିଆଯାଇଛି। ଏବେ ସାରା ଦେଶ ଘରେ ବନ୍ଦ ହୋଇଛି ରହିଛି। ସେଲିବ୍ରିଟିମାନେ ମଧ୍ୟ ଘରେ ରହି ପରିବାର ସହ ସମୟ ବିତାଉଛନ୍ତି। ପୂର୍ବରୁ କାର୍ଯ୍ୟବ୍ୟସ୍ତତା ଯୋଗୁ ପରିବାରକୁ ସମୟ ଦେଇପାରୁନଥିବା ଧୋନି ଏବେ ପତ୍ନୀ ସାକ୍ଷୀ ଓ ଝିଅ ଜିବା ସହ…

ଧୋନୀଙ୍କ ଝିଅ ଫାର୍ମ ହାଉସରେ କରୁଛନ୍ତି ସଫାସୁତରା, ସାକ୍ଷୀ ସେୟାର କଲେ ଭିଡ଼ିଓ

କରୋନା ମହାମାରୀ ପାଇଁ ଦେଶ ଲକ ଡାଉନ ଘୋଷଣା ହେବା ପରେ ଏବେ ସମସ୍ତ ପ୍ରକାର ଖେଳକୁ ରଦ୍ଦ କରିଦିଆଯାଇଛି। ତେଣୁ ଖେଳାଳିମାନେ ଘରେ ନିଜ ପରିବାର ସହିତ ସମୟ ବିତାଉଛନ୍ତି। ଏହାରି ଭିତରେ ଟିମ ଇଣ୍ଡିଆର ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂ ଧୋନୀଙ୍କ ପତ୍ନୀ ସାକ୍ଷୀ ସୋମବାର ଏକ ଭିଡ଼ିଓ କ୍ଲିପ…