Below header
Browsing Tag

mahendra singh dhoni

ଧୋନିଙ୍କ ମେକଅପ୍ ଆର୍ଟିଷ୍ଟ ସେୟାର କଲେ ଜିବାଙ୍କ ଭିଡିଓ, କହିଲେ ଏ ଝିଅ ମୋ ଚାକିରି ଖାଇବ

କରୋନା ଭାଇରସ ଯୋଗୁ ଏବେ ସାରା ଦେଶ ଘରେ ରହିଛି। ସଂକ୍ରମଣ ଭୟରେ କ୍ରିକେଟ ସମେତ ଅନ୍ୟ କ୍ରୀଡା ମଧ୍ୟ ବନ୍ଦ ରହିଛି। ଏଣୁ ଖେଳାଳିମାନେ ଏବେ ପରିବାର ସହ ସମୟ କାଟୁଛନ୍ତି। ଭାରତୀୟ କ୍ରିକେଟ ଟିମର କ୍ୟାପଟେନ କୁଲ ମହେନ୍ଦ୍ର ସିଂହ ଧୋନି ମଧ୍ୟ ଏବେ ପତ୍ନୀ ଓ ଝିଅ ସହ ସମୟ ଅତିବାହିତ କରୁଛନ୍ତି।…

IPL ପ୍ରସ୍ତୁତି ପାଇଁ ଚେନ୍ନାଇରେ ପହଞ୍ଚିଲେ ଧୋନି, ଖାସ୍‌ ଅନ୍ଦାଜରେ ସ୍ୱାଗତ କଲା CSK; ଦେଖନ୍ତୁ ଭିଡିଓ

ଟିମ୍‌ ଇଣ୍ଡିଆର ଓ୍ଵିକେଟ୍‌ କିପର ତଥା ଧୂଆଁଧାର ବ୍ୟାଟିଂ କରି ବିପକ୍ଷ ଦଳକୁ ଧୂଳି ଚଟାଇ ଦେଉଥିବା ବ୍ୟାଟ୍ସମ୍ୟାନ୍‌ ମହେନ୍ଦ୍ର ସିଂହ ଧୋନି ୨୦୨୦ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ଲାଗି ପ୍ରସ୍ତୁତି କରିବାକୁ ଚେନ୍ନାଇରେ ପହଞ୍ଚିଛନ୍ତି। ଏଠାରେ ପହଞ୍ଚିବା ପରେ ଧୋନିଙ୍କୁ ଜଣେ ହିରୋ ଭଳି ସ୍ୱାଗତ…

IPL ପୂର୍ବରୁ ଜୈବିକ ଚାଷ ଆରମ୍ଭ କଲେ ଧୋନୀ, କ୍ଷେତରେ ଲଗାଇଲେ ତରଭୂଜ ଓ ଅମୃତଭଣ୍ଡା ଗଛ

ଖୁବ୍‌ଶୀଘ୍ର କ୍ରିକେଟ ପଡ଼ିଆରେ ନଜର ଆସିବେ ମହେନ୍ଦ୍ର ସିଂ ଧୋନୀ। ସେ ଆଇପିଏଲ୍‌ ୨୦୨୦ରେ ଧମାଲ୍‌ କରିବା ପାଇଁ ପ୍ରସ୍ତୁତ ଅଛନ୍ତି। ତେବେ ଏହାରି ଭିତରେ ଧୋନୀଙ୍କର ଏକ ଭିଡିଓ ଭାଇରାଲ ହୋଇଯାଇଛି। ଫେସ୍‌ବୁକ ଆକାଉଣ୍ଟରେ ଶେୟାର କରାଯାଇଥିବା ଭିଡିଓରେ ଟିମ୍‌ ଇଣ୍ଡିଆର ପୂର୍ବତନ କ୍ୟାପ୍‌ଟେନ…

୩୮ ବର୍ଷ ବୟସରେ ବି ଜିମ୍‌ରେ ଭୟଙ୍କର ଷ୍ଟଣ୍ଟ୍‌ କଲେ ଧୋନୀ, ଭିଡିଓ ହେଲା ଭାଇରାଲ

ଭାରତୀୟ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଲମ୍ବା ସମୟରୁ କ୍ରିକେଟ୍‌ଠୁ ଦୂରେଇ ଅଛନ୍ତି। ଆଉ ସେପଟେ ତାଙ୍କ ଫ୍ୟାନ୍‌ମାନେ ତାଙ୍କୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ଖବର ମୁତାବକ, ଧୋନୀ ୨ ମାର୍ଚ୍ଚରୁ ଚେନ୍ନାଇ ସୁପର କିଙ୍ଗ୍‌ସ କ୍ୟାମ୍ପ୍‌ରେ ଯୋଡ଼ିହେବେ। ବର୍ତ୍ତମାନ ସେ…

ପୂଟ୍ଟପର୍ତ୍ତିରେ ସତ୍ୟସାଇ ବାବାଙ୍କ ସମାଧି ଦର୍ଶନ କଲେ ଧୋନୀ, ଟ୍ରଷ୍ଟ ତରଫରୁ କରାଗଲା ସମ୍ମାନିତ

ଗତବର୍ଷ ଓ୍ଵାର୍ଲ୍ଡ କପ୍‌ ପରେ କ୍ରିକେଟ୍‌ରୁ ଦୂରେଇ ଯାଇଥିବା ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ମଙ୍ଗଳବାର ଆନ୍ଧ୍ର ପ୍ରଦେଶର ପୂଟ୍ଟପର୍ତିରେ ସତ୍ୟସାଇ ବାବାଙ୍କ ସମାଧି ଦର୍ଶନ କରିଛନ୍ତି। ମନ୍ଦିର ଟ୍ରଷ୍ଟର ସଦସ୍ୟମାନେ ଧୋନୀଙ୍କୁ ପ୍ରଶାନ୍ତି ନିଳୟମ୍‌ରେ ସ୍ୱାଗତ କରିଥିଲେ।…

IPL ପ୍ରଦର୍ଶନ ହିଁ ନିର୍ଣ୍ଣୟ କରିବ ଧୋନିଙ୍କ ଭବିଷ୍ୟତ : ଅନିଲ କୁମ୍ବଲେ

ଭାରତୀୟ ଟିମର ପୂର୍ବ ମୁଖ୍ୟ କୋଚ ଅନିଲ କୁମ୍ବଲେ ପୂର୍ବ କ୍ୟାପଟେନ ମହେନ୍ଦ୍ର ସିଂ ଧୋନିଙ୍କୁ ନେଇ ବୟାନ ଦେଇଛନ୍ତି । ତାଙ୍କ ଅନୁଯାୟୀ ଧୋନିଙ୍କ ଚଳିତ ବର୍ଷର ଆଇପିଏଲ ସିଜିନର ପ୍ରଦର୍ଶନ ହିଁ ତାଙ୍କ କ୍ରିକେଟ ଭବିଷ୍ୟତକୁ ନିର୍ଣ୍ଣୟ କରିବ । ଏହି ବର୍ଷ ଅଷ୍ଟ୍ରେଲିଆରେ ଖେଳା ଯିବାକୁ ଥିବା ଟି…

ଟ୍ରେଣ୍ଡ କରୁଛି #15YearsOfDhonism: ଧୋନୀଙ୍କ ଭଳି କେହି ନୁହେଁ, ଫ୍ୟାନ୍‌ମାନେ ସୋସିଆଲ ମିଡିଆରେ ଦେଲେ ଖାସ୍‌ ଉପହାର

ସେଦିନ ଥିଲା ଡିସେମ୍ବର ୨୩ ତାରିଖ, ଯେଉଁଦିନ ଟିମ୍‌ ଇଣ୍ଡିଆର ‘ମାହି’ ଅର୍ଥାତ୍‌ ପୂର୍ବତନ କ୍ୟାପ୍‌ଟେନ ମହେନ୍ଦ୍ର ସିଂ ଧୋନୀ ଆଜକୁ ୧୫ ବର୍ଷ ପୂର୍ବେ ଅନ୍ତଃରାଷ୍ଟ୍ରୀୟ କ୍ରିକେଟରେ ପାଦ ଥାପିଥିଲେ। ସେତେବେଳେ କେହି ବି ସ୍ୱପ୍ନରେ ସୁଦ୍ଧା ଭାବି ନ ଥିଲେ, କାନ୍ଧ ପଯ୍ୟର୍ନ୍ତ କେଶ ରଖିଥିବା…

ପତ୍ନୀ ସାକ୍ଷୀ ଓ ଝିଅକୁ ଖୁସି କରିବା ପାଇଁ ଏହି ସିକ୍ରେଟ ଆପଣେଇଥାନ୍ତି କ୍ୟାପଟେନ କୁଲ ଧୋନି

କ୍ରିକେଟ ମୈଦାନରେ ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂହଙ୍କ ଅନ୍ଦାଜକୁ ତ ସମସ୍ତେ ଜାଣନ୍ତି । ବେଶ ଥଣ୍ଡା ମସ୍ତିଷ୍କରେ ଧୋନି କଠିନ ରୁ କଠିନତର ସମସ୍ୟାକୁ ବେଶ ସହଜରେ ସମାଧାନ କରିପାରିବାର ରେକର୍ଡ ରହିଛି । ଏକ ଧୋନିଙ୍କ ସହ ଏକ ସାକ୍ଷାତକାର ସମୟରେ ଜଣା ଯାଇଛି ଯେ ସେ ଘରେ ବି ମଧ୍ୟ ବେଶ କୁଲ…

ମହେନ୍ଦ୍ର ସିଂହ ଧୋନି : ଯାହା ପଛରେ ଗୋଡ଼ାଏ ସଫଳତା, ଜାଣନ୍ତୁ ମାହିଙ୍କ ୧୫ଟି କଥା

ଜଣେ ଚମତ୍କାରୀ ଖେଳାଳି । ଜଣେ ଚମତ୍କାରୀ ବ୍ୟକ୍ତିତ୍ୱ। ମାହି, ଏମ୍‌ଏସ୍‌ଡି, ଧୋନି, କ୍ୟାପଟେନ୍‌ କୁଲ୍‌ ଆଦି ନାମରେ ତାଙ୍କୁ ସମସ୍ତେ ଭଲ ପାଆନ୍ତି । ଖୁବ୍‌ କମ୍‌ ଲୋକ ଅଛନ୍ତି ଯିଏ ମାହିଙ୍କୁ ଘୃଣା କରନ୍ତି ଅଥବା ଭଲ ପାଆନ୍ତି ନାହିଁ । ତେବେ ଏତେ ସଂଖ୍ୟକ ଲୋକ ତଥା କ୍ରିକେଟ୍‌ ପ୍ରେମୀ…

ବ୍ୟାଟିଂ ପାଇ ଆସିଥିବା ଧୋନୀ ସଜାଇଲେ ବିପକ୍ଷ ବାଲାଂଦେଶର ଫିଲ୍ଡିଂ, ଧୁମ୍‌ ମଚାଉଛି ଭିଡିଓ

ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସଂହ ଧୋନୀ । କ୍ୟାପଟେନ୍ କୁଲ୍ ଭାବରେ ବେଶ୍ ଲୋକପ୍ରିୟ ମାହି ନା କେବଳ ନିଜ ଧୂଆଁଧାର ବ୍ୟାଟିଂ ପାଇଁ ବରଂ ଉତ୍ତମ ବ୍ୟବହାର ପାଇଁ ମଧ୍ୟ ଦର୍ଶକଙ୍କ ହୃଦୟରେ କରନ୍ତି ରାଜ୍‌ । ଅନେକ ସମୟରେ ଧୋନୀଙ୍କ ଅନେକ ଭିଡିଓ ଭାଇରାଲ୍‌ ହୋଇଥାଏ ।…

ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲେ ଧୋନି, ଅମ୍ରପାଲୀ ଗ୍ରୁପକୁ ମାଗିଲେ ୪୦ କୋଟି ଟଙ୍କା

ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଛନ୍ତି ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ । ଆମ୍ରପାଲୀ ଗ୍ରୁପରୁ ନିଜର ବ୍ରୋଡିଂ ଏବଂ ମାର୍କେଟିଂ ପାଇଁ ବାକିଥିବା ୪୦ କୋଟି ଟଙ୍କା ଦାବି କରି କୋର୍ଟ ପହଂଚିଛନ୍ତି ଧୋନି । ଠକେଇର ଶିକାର ହୋଇଥିବା ହଜାର ହଜାର ବ୍ୟକ୍ତିଙ୍କ ପରେ ଏବେ ଧୋନି ନିଜ ବକେୟା…

ୱିକେଟ୍ ପଛରେ ଧୋନୀ ଥିଲେ ଛାଡନ୍ତୁନି କ୍ରିଜ୍ , ବିଶ୍ବର ସମସ୍ତ ବ୍ୟାଟ୍ସମ୍ୟାନଙ୍କୁ ଚେତାବନୀ ଦେଲା ICC

ଯେତିକି ନିଜର ଅନୁଭବ ଏବଂ ଅଭିଜ୍ଞତା ପାଇଁ ପ୍ରସିଦ୍ଧ ସେତିକି ହିଁ ୱିକେଟ୍ ପଛରେ ନିଜର ଚପଳତା ପାଇଁ ପ୍ରସିଦ୍ଧ ମହେନ୍ଦ୍ର ସିଂହ ଧୋନୀ । ଗଜବ ଅଟେ ୱିକେଟ୍ ପଛରେ ଧୋନୀଙ୍କ ଫୁର୍ତ୍ତି ଏବଂ ଉପସ୍ଥିତ ବୁଦ୍ଧି । ଏହାର ଅନେକ ଉଦାହରଣ ତ ଆପଣ ମାନେ ଦେଖିଥିବେ । ଏବେ ପୁଣି ଥରେ ରବିବାର ଦିନ…