Browsing Tag

malakangiri

ଦବୁଛି ଡାକ୍ତରଖାନା, ଭୟଭୀତ ହୋଇପଡିଛନ୍ତି ରୋଗୀ ଏବଂ ରୋଗୀଙ୍କ ସଂପର୍କୀୟ

ମାଲକାନଗିରି ଜିଲ୍ଲା ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇଁ ନିର୍ମାଣ ହୋଇଛି ସାତ ମହଲା ବିଶିଷ୍ଟ ମୁଖ୍ୟ ଚିକିତ୍ସାଳୟ । ଏଥିରେ ରୋଗୀଙ୍କ ସ୍ବାସ୍ଥ୍ୟ ସେବା ପାଇଁ ରହିଛି ଅତ୍ୟାଧୁନିକ ଯନ୍ତ୍ରାଂଶ । ହେଲେ ଏବେ ମେଡିକାଲ ବିଲ୍ଡିଂର ଅବସ୍ଥା ଅତି ଶୋଚନୀୟ । କେଉଁଠି…

ପୋଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ,ନିପାତ ହୋଇଛନ୍ତି ୭ ନକ୍ସଲ

ମାଲକାନଗିରି : ଛତିଶଗଡ଼ର ଦନ୍ତେୱାଡ଼ା ଏବଂ ନାରାୟଣପୁର  ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ପୋଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା ।  ନିହତ ହୋଇଥିବା ସମସ୍ତ ନକ୍ସଲଙ୍କ ମୃତଦେହ ଜବତ କରାଯାଇଛି  ।  ଏଥିସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି ।  ଏନକାଉଣ୍ଟରରେ ନିପାତ…

ଫାଇନାନ୍ସ ବ୍ୟାଙ୍କର ଜମାଟଙ୍କା ହଡ଼ପ ଉଦ୍ୟମ, ୨୪ ଘଣ୍ଟାରେ ବନ୍ଧା ହେଲେ ଫାଇନାନ୍ସ କର୍ମଚାରୀ

ମାଲକାନଗିରି: କଥାରେ ଅଛି ଟଙ୍କା ମୁହଁ କରେ ବଙ୍କା । ଗାଁ ଗାଁରେ ଲୋକଙ୍କୁ ୠଣ ଟଙ୍କା ଦେଇ ସୁଧ ସଂଗ୍ରହ କରୁଥିଲେ । ସେହି ଟଙ୍କା ସେ ଚାକିରି କରିଥିବା ଫାଇନାନ୍ସ ବ୍ୟାଙ୍କରେ ଜମା କରୁଥିଲେ । ହେଲେ ସବୁବେଳେ ନିଜ ହାତରେ ଟଙ୍କା କାରବାର କରୁଥିବା ଲୋକଟିକୁ ଅର୍ଥ ଲୋଭ ଗ୍ରାସ କଲା । ଆଉ ସେହି…

ଓଡ଼ିଶାର ସବୁଠାରୁ ଉତ୍ତପ୍ତ ସହର ମାଲକାନଗିରି ଜିଲ୍ଲା, ମାର୍ଚ୍ଚ ମାସରୁ ଅସହ୍ୟ ହେଲାଣି ତାତି

ମାଲକାନଗିରି (କେନ୍ୟୁଜ): ମାର୍ଚ୍ଚ ମାସରୁ ଅସହ୍ୟ ହେଲାଣି ତାତି । ଏବେଠୁ ଜଳୁଛି ମାଲକାନଗିରି ଜିଲ୍ଲା । ବଢ଼ିବାରେ ଲାଗିଛି ତାତି । ଓଡ଼ିଶାର ସବୁଠାରୁ ଉତ୍ତପ୍ତ ସହର ମାଲକାନଗିରି ଜିଲ୍ଲା । ଆଜି ୩୬ ଡିଗ୍ରୀ ତାପମାତ୍ରା ରହିଛି । ଗତ ତିନିଦିନ ହେବ ଜିଲ୍ଲାର ତାପମାତ୍ରା ପାଖାପାଖି ୩୭…

ବଣ୍ଡା ଘାଟିରେ ହସୁଛି ଷ୍ଟ୍ରବେରୀ, ଏକର ପିଛା ୧୮ ଲକ୍ଷ ଟଙ୍କା ରୋଜଗାର କରିବେ ଚାଷୀ

ମାଲକାନଗିରି ଜିଲ୍ଲା ବଣ୍ଡା ଘାଟିରେ ବିଦେଶୀ ଚାଷ ଷ୍ଟ୍ରବେରୀ । ଏବେ ବଣ୍ଡା ଘାଟି ଲୋକଙ୍କ ମୁହଁରେ ହସ ଏବଂ ଏକ ନୂଆ ପରିଚୟ ଦେଇଛି ଷ୍ଟ୍ରବେରୀ । ବଣ୍ଡା ଉର୍ଣ୍ଣୟନ ସଂସ୍ଥା ପକ୍ଷର ଓପିଲିପି ସହାୟତା ଯୋଗୁଁ ଏବେ ବଣ୍ଡା ଘାଟିରେ ହସୁଛି ଷ୍ଟ୍ରବେରୀ ଚାଷ । ଓପିଲିପିର ପରୀକ୍ଷା ମୂଳକ ଭାବେ…

ଭୋଜି ଖାଇ ଫେରୁଥିବା ବେଳେ ଅଘଟଣ: ଦେଶୀ ଡଙ୍ଗା ବୁଡ଼ି ୨ ନିଖୋଜ, ୩ ଉଦ୍ଧାର

ମାଲକାନଗିରି (କେନ୍ୟୁଜ): ଡଙ୍ଗା ବୁଡ଼ି ଦୁଇ ନିଖୋଜ । ଦିନକ ପରେ ମଧ୍ୟ ମିଳିପାରିନାହିଁ ନିଖୋଜଙ୍କ ପତ୍ତା । ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ସିନ୍ଦିଗୁଡ଼ା ଗାଁ ନିକଟରେ ଏକ ଦେଶୀ ଡଙ୍ଗା ଭାରସାମ୍ୟ ହରାଇ ବୁଡିଯିବାରୁ ୨ଜଣ ନିଖୋଜ ହୋଇଛନ୍ତି । ଡଙ୍ଗାରେ ଥିବା ଅନ୍ୟ ୩ ଜଣଙ୍କୁ ଉଦ୍ଧାର…

ପୁଣି ମାଓବାଦୀଙ୍କ ବର୍ବର କାଣ୍ଡ: ବିଜେପି ନେତାଙ୍କୁ କଲେ ହତ୍ୟା

ମାଲକାନଗିରି (କେନ୍ୟୁଜ): ପୁଣି ମାଓବାଦୀଙ୍କ ବର୍ବର କାଣ୍ଡ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁରର ଉସୁର ଥାନା ଅନ୍ତର୍ଗତ ଆଭାପାଲ୍ଲୀ ଅଞ୍ଚଳର ଜଣେ ବିଜେପି ନେତାଙ୍କୁ ହତ୍ୟା କରିଛନ୍ତି। ଆଭାପାଲ୍ଲୀ ପୋଲିସ ଷ୍ଟେସନ ଅଧିନସ୍ଥ ପଙ୍କାରାମ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତକ…

ମାଲକାନଗିରି : ଫେକ୍ ଏନକାଉଣ୍ଟର ଘଟଣା, ମୃତକର ଶବ ଦିଆନଯିବାରୁ ଜାତୀୟ ରାଜପଥ ଅବରୋଧ

ମାଲକାନଗିରି (କେନ୍ୟୁଜ): ଏନକାଉଣ୍ଟରକୁ ନେଇ ଉତ୍ତେଜନା । କୋରାପୁଟ ଜିଲ୍ଲା ବୈପାରିଗୁଡାର ଅଟଳଗୁଡା ଜଙ୍ଗଲରେ ପୋଲିସ୍‌ର ଏକକାଉଣ୍ଟରକୁ ନେଇ ଉତ୍ତେଜନା । ମାଲକାନଗିରି ଜିଲ୍ଲାର କୋତାମେଟା ଗାଁ ରାସ୍ତା ଅବରୋଧ । ଫଳରେ ମାଲକାନଗିରିରୁ ଜୟପୁରକୁ ଯାତାୟାତ ଠପ । ଫେକ୍‌ ଏନକାଉଣ୍ଟର ଅଭିଯୋଗ କରି…

ମାଲକାନଗିରି : ଖୋଲା ଆକାଶ ତଳେ ବହି ପଢିବାର ମଜା ନେଉଛନ୍ତି ପାଠକ

ମାଲକାନଗିରି : ଖୋଲା ଆକାଶ ତଳେ ବହି ପଢିବାର ମଜା ନେଉଛନ୍ତି ପାଠକ । ମାଲକାନଗିରି ଜିଲ୍ଲାର କିଛି ଯୁବତୀ ମିଶି ଖୋଲିଛନ୍ତି ଏକ ଖୋଲା ଲାଇବ୍ରେରୀ । ମାଲକାନଗିରି ଆର୍ଟସ କଲେଜ ନିକଟରେ ଏକ ରାସ୍ତା କଡ଼ରେ ଏହି ଲାଇବ୍ରେରୀ ଖୋଲିଛନ୍ତି । ଦୀପାବଳି ଦିନ ଏହି ଲାଇବ୍ରେରୀକୁ ଖୋଲାଯାଇଥିଲା ।…

କରୋନା କଥା ଛାଡ଼ନ୍ତୁ ଏଠି ହାତୀକୁ ବି ଡରୁନାହାନ୍ତି ଲୋକେ, ଚାଲିଛି ହାତୀ ସଙ୍ଗେ ସେଲ୍ଫି

ଥରେ ଭଲକରି ଦେଖନ୍ତୁ ଏ ଦୃଶ୍ୟକୁ । ଏହା କୌଣସି ଚିଡ଼ିଆଖାନା କିମ୍ବା ସର୍କସର ଦୃଶ୍ୟ ନୁହେଁ । ଏହା ହେଉଛି ଓଡ଼ିଶାରେ ସବୁଠାରୁ ଅଧିକ ହାତୀ ଉପଦ୍ରଵ କରୁଥିବା ଅଂଚଳ ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆର ଦୃଶ୍ୟ । ଏହାକୁ ଦେଖିବା ପରେ ଆପଣ ବୁଝିପାରୁଥିବେ ଯେ ଆମ ଲୋକମାନେ କେତେ ସଚେତନ । ଠିକଅଛି…