Browsing Tag

malkangiri flood

ପୋଲାଭରମ୍‌ର ପଛୁଆ ଜଳ ପାଇଁ ଉବୁଟୁବୁ ମୋଟୁ ଅଞ୍ଚଳ, ମାଲକାନଗିରିଠାରୁ ରାଞ୍ଚି ବିଜୟୱାଡ଼ାକୁ ସମ୍ପୂର୍ଣ୍ଣ ଯାନବାହନ ଠପ୍‌

କାଲିମେଳା(କେନ୍ୟୁଜ୍): ପୋଲାଭରମ୍‌ର ପଛୁଆ ଜଳ ପାଇଁ ଉବୁଟୁବୁ ମୋଟୁ ଅଞ୍ଚଳ। ଗୋଦାବରୀ ନଦୀରେ ବର୍ତ୍ତମାନ ୧୦ଫୁଟର ପାଣି ହ୍ରାସ ପାଇ ବର୍ତ୍ତମାନ ୫୬ ଫୁଟରେ ପାଣି ପ୍ରବାହିତ ହେଉଛି। ମୋଟୁ ଓ ପୁସୁଗୁଡ଼ା ପଞ୍ଚାୟତର ୭ଟି ଗ୍ରାମର ୫୬୫ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି। ମୋଟୁ ଓ ବିନାୟକପୁର…

ପୋଲାଭରମର ପଛୁଆ ଜଳ ପାଇଁ ବୁଡ଼ିଲା ମୋଟୁ: ପୁରୁଣା ବସ୍ତି ଗାଁର ୨୦ରୁ ଅଧିକ ଘର ଜଳମଗ୍ନ, ୧୦୦ରୁ ଅଧିକ ଲୋକ ସ୍ଥାନାନ୍ତର

କାଲିମେଳା(କେନ୍ୟୁଜ୍): ପୋଲାଭରମର ପଛୁଆ ଜଳ ପାଇଁ ବୁଡ଼ିଲା ମୋଟୁ । ମୋଟୁର ମୁଗିପଏଣ୍ଟ ସମ୍ପୂର୍ଣ୍ଣ ବୁଡ଼ିଯବା ସହ ପୁରୁଣା ବସ୍ତି ଗାଁର ୨୦ରୁ ଅଧିକ ଘର ଜଳମଗ୍ନ ହୋଇଛି । ୧୦୦ରୁ ଅଧିକ ଲୋକଙ୍କୁ ମାଲକାନଗିରି ପ୍ରଶାସନ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତରିତ କରିଛି । ଗତକାଲି ଗୋଦାବରୀ ନଦୀରେ…

ମାଲକାନଗିରିରେ ବର୍ଷା ବିତ୍ପାତ: କନ୍ୟାଶ୍ରମ ପୋଲୋ ଉପରେ ଚାଲିଛି ୩ଫୁଟ ଉଚ୍ଚରେ ପାଣି, ଅନେକ ଗାଁ ଜଳମଗ୍ନ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ପୁଣି ଲଗାଣ ବର୍ଷା ଜାରି।ଏହାର ପ୍ରଭାବରେ ଜିଲ୍ଲାର କାଲିମେଳା କନ୍ୟାଶ୍ରମ ପୋଲୋ ଉପରେ ୩ଫୁଟ ଉଚ୍ଚରେ ପାଣି ଚାଲିଛି। ତେଣୁ କାଲିମେଳା ରୁ ପୋଡ଼ିଆ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଜିଲ୍ଲାର ପାଙ୍ଗମ, ପୋଟେରୁ, କାଙ୍ଗୁରକୋଣ୍ଡା, କରୁକୋଣ୍ଡା ଏବଂ ଏଭି-୩୭…

ମାଲକାନଗିରି: ପାଣି ଘେରରେ ଫସି ରହିଥିଲେ ବୋଜାଗୁଡା ଗାଁର ୪୫ଜଣ ବାସିନ୍ଦା, ଉଦ୍ଧାର କଲେ ଅଗ୍ନିଶମ ବିଭାଗର କର୍ମଚାରୀ

ମାଲକାନଗିରି: ଗତ କିଛି ଦିନ ହେବ ରାଜ୍ଯରେ ଲାଗିରହିଛି ବର୍ଷା । ଯାହା ପ୍ରଭାବରେ ଅନେକ ଜିଲ୍ଲା ଜଳବନ୍ଦୀ ଅବସ୍ଥାରେ ରହିଛି । ବିଶେଷ କରି ମାଲକାନଗିରି ଜିଲ୍ଲା ଏହି ବର୍ଷା କାରଣରୁ ବିଶେଷ ରୂପେ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ, ଜିଲ୍ଲାରେ ପାଣି ଘେରରୁ…

ମାଲକାନଗିରିରେ ଲଗାଣ ବର୍ଷା: କାଲିମେଳା ଓ ମୋଟୁକୁ ଯୋଗାଯୋଗ ବିଛିନ୍ନ, ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ

ମାଲକାନଗିରି: ମାଲକାନଗିରିରେ ଜାରି ରହିଛି ଲଗାଣ ବର୍ଷା। ଲଗାଣ ବର୍ଷାରେ ଜିଲ୍ଲାର କାଙ୍ଗୁରକୋଣ୍ଡା ପୋଲ ଉପରେ ୩ରୁ ୪ ଫୁଟ ପାଣି ପ୍ରବାହିତ ହେଉଛି । ଫଳରେ କାଲିମେଳା ଓ ମୋଟୁକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି । ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇପଡିଛି । ଫଳରେ ଫସଲ ସବୁ ନଷ୍ଟ…

ଲଗାଣ ବର୍ଷାରେ ମାଲକାନଗିରି କାଙ୍ଗୁରକୋଣ୍ଡା ପୋଲ ଉପରେ ଭାସିଗଲା ଟ୍ରକ୍‌

ମାଲକାନଗିରି : ଲଗାଣ ବର୍ଷାରେ ଭାସିଗଲା ଟ୍ରକ୍‌ । ମାଲକାନଗିରି ଜିଲ୍ଲା କାଙ୍ଗୁରକୋଣ୍ଡା ପୋଲ ଉପରୁ ଟ୍ରକ୍‌ ଭାସିଗଲା । ପୋଲ ଉପରେ ୫ ଫୁଟର ପାଣି ଚାଲୁଥିବାବେଳେ ଟ୍ରକ୍‌ ପାର ହେଉଥିଲା । ଏହି ସମୟରେ ଟ୍ରକଟି ଭାସିଯାଇଥିଲା । ସ୍ଥାନୀୟ ଲୋକ ଡ୍ରାଇଭରକୁ ଉଦ୍ଧାର କରିଛନ୍ତି । ଜିଲ୍ଲାରେ ୫…

ପ୍ରବଳ ବର୍ଷା ପରେ ସୁଧୁରୁଛି ମାଲକାନଗିରିର ସ୍ଥିତି, ବିଭିନ୍ନ ସ୍ଥାନରୁ ଧିରେ ଧିରେ ଖସିବାରେ ଲାଗିଛି ପାଣି

ମାଲକାନଗିରି(କେନ୍ୟୁଜ୍): ପ୍ରବଳ ବର୍ଷା ପରେ ସୁଧୁରୁଛି ମାଲକାନଗିରିର ସ୍ଥିତି । ବର୍ଷା କମିଥିବାରୁ ବିଭିନ୍ନ ସ୍ଥାନରେ ଧିରେ ଧିରେ ପାଣି ଖସିବାରେ ଲାଗିଛି । ଲଗାଣ ବର୍ଷା ଯୋଗୁ କିଛି ରାସ୍ତା ଉପରେ ୩ ଫୁଟରୁ ଅଧିକ ଉଚ୍ଚରେ ପାଣି ପ୍ରବାହିତ ହେଉଥିଲା । ୩୨୬ ନମ୍ବର ରାଞ୍ଚି-ବିଜୟଓ୍ଵାଡ଼ା…