Browsing Tag

malkangiri maoist

ସହିଦ ତାଲିକାରେ କଳାହାଣ୍ଡି ମାଟିର ପୁଅ ସୁବାସ ନାୟକ, ଛତିଶଗଡ଼ ବିଜାପୁରରେ ନକ୍ସଲ ଆକ୍ରମଣର ହୋଇଥିଲେ ଶିକାର

ମାଲକାନଗିରି/ଭବାନୀପାଟଣା (କେ ନ୍ୟୁଜ୍‌) : ମାଟି ପାଇଁ ସହିଦ ହୋଇଗଲେ ବୀର ଓଡିଆ ପୁଅ ସୁବାସ ନାୟକ। ନିଜ ସାଥୀଙ୍କୁ ବଞ୍ଚେଇବାକୁ ଯାଇ ପ୍ରାଣର ବଳି ଦେଇଛନ୍ତି ସୁବାସ । ତାଙ୍କ ଘର କଳାହାଣ୍ଡି ଜିଲ୍ଲା କୋକସରାରେ । ସୁବାସ ନାୟକଙ୍କ ବାପା ମାଆ ଓଡିଶାର କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ…

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ନାରାୟଣପୁର ଜିଲ୍ଲାରେ ମାଓବାଦୀଙ୍କ ବର୍ବରକାଣ୍ଡ: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ…

ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୨ ଯବାନ୍‌ ସହିଦ୍‌। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ନାରାୟଣପୁର ଜିଲ୍ଲାରେ ମାଓବାଦୀଙ୍କ ବର୍ବରକାଣ୍ଡ। ମାଓବାଦୀଙ୍କ ହିଂସାକାଣ୍ଡରେ ୨ଜଣ ଯବାନ ସହିଦ୍‌ ହୋଇଛନ୍ତି ଜଣେ ଗୁରୁତର ଆହତ ହୋଇଛନ୍ତି। ITBPର 53ତମ ବାଟାଲିୟନର ଯବାନ୍‌…

ମାଓ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ଯବାନ୍, ସୁରକ୍ଷାବାହିନୀକୁ ଟାର୍ଗେଟ କରି ରାସ୍ତାରେ ଖଞ୍ଜିଥିଲେ ଲ୍ୟାଣ୍ଡମାଇନ୍‌

ମାଲକାନଗିରି : ମାଓ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ଯବାନ୍‌। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡରେ ପୁଣି ପଣ୍ଡ ହେଲା ମାଓ ଯୋଜନା। ସୁରକ୍ଷାବାହିନୀକୁ ଟାର୍ଗେଟ କରି ରାସ୍ତାରେ ଲ୍ୟାଣ୍ଡମାଇନ୍‌ ଖଞ୍ଜିଥିଲେ ମାଓବାଦୀ। ପୋଲିସ ସର୍ଚ୍ଚ ଅପରେସନ୍‌ ବେଳେ ଲ୍ୟାଣ୍ଡମାଇନ୍‌ ଠାବ କରି…

ସର୍ଚ୍ଚ ଅପରେସନ ବେଳେ ପଣ୍ଡ ହେଲା ମାଓବାଦୀଙ୍କ ଯୋଜନା, ଛତିଶଗଡ଼ ପାଲମପାଲି ଜଙ୍ଗଲରେ ଠାବ ହେଲା ୩୯ଟି ସ୍ପାଇକ୍‌ ହୋଲ୍

ମାଲକାନଗିରି: ପଣ୍ଡ ହେଲା ମାଓବାଦୀଙ୍କ ଯୋଜନା। ଠାବ ହେଲା ସ୍ପାଇକ୍‌ ହୋଲ୍‌। ସର୍ଚ୍ଚ ଅପରେସନ ବେଳେ ମାଓବାଦୀଙ୍କ ଷଡଯନ୍ତ୍ରକୁ ଠାବ କଲେ CRPF ଜବାନ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକମା ଜିଲ୍ଲା ପାଲମପାଲି ଜଙ୍ଗଲରେ ମାଓବାଦୀଙ୍କ ୩୯ଟି ସ୍ପାଇକ ହୋଲ ଠାବ ହୋଇଛି। ସୁରକ୍ଷା…

BSF ଯବାନଙ୍କୁ ବଡ଼ ସଫଳତା: ମାଓବାଦୀମାନେ ଜଙ୍ଗଲ ଭିତରେ ଗର୍ତ୍ତ କରି ଡ୍ରମରେ ଲୁଚାଇ ରଖିଥିବା ବିସ୍ଫୋରକ ସାମଗ୍ରୀ ଜବତ

ମାଲକାନଗିରି: BSF ଯବାନଙ୍କୁ ବଡ଼ ସଫଳତା। ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ପିପଲପଦର ଜଙ୍ଗଲରୁ ବିପୁଳ ପରିମାଣର ବିସ୍ଫୋରକ ଠାବ । ମାଓବାଦୀମାନେ ଜଙ୍ଗଲରେ ଏକ ବିରାଟ ଗର୍ତ୍ତ କରି ଡ୍ରମରେ ବିସ୍ଫୋରକ ସାମଗ୍ରୀ ଲୁଚାଇ ରଖିଥିଲେ । ଅପରେସନ ବେଳେ ବିଏସଏଫ ଯବାନ ଏହାକୁ ଠାବ କରିଥିଲେ ।…

ମାଲାକାନଗିରି ରାମଗୁଡ଼ାରେ ମାଓବାଦୀଙ୍କ ଓ୍ଵାର ରୁମ୍‌ : ପୋଲିସକୁ ଟାର୍ଗେଟ୍‌ ପାଇଁ ଚାଲିଥିଲା ଯୋଜନା, ବିଭିନ୍ନ ମାଓ…

ମାଲକାନଗିରି: ମାଓବାଦୀଙ୍କ ଓ୍ଵାର ରୁମ୍‌ । ପୋଲିସକୁ ଟାର୍ଗେଟ୍‌ ପାଇଁ ଚାଲିଥିଲା ଯୋଜନା। ଏକ ନାଲି କୋଠାକୁ ଓ୍ଵାର ରୁମ ଭାବେ ବ୍ୟବହାର କରୁଥିଲେ ମାଓବାଦୀ । ଯେଉଁଠି ମାଓବାଦୀଙ୍କ ସବୁ ଋଣନୀତି ପ୍ରସ୍ତୁତ ହେଉଥିଲା । ପୋଲିସ ଠାରୁ ସୁରକ୍ଷା ପାଇବା ପାଇଁ ୱାର୍‌ ରୁମ ଚାରିପଟେ ଲୁହା ତାର ବାଟ…

ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁରରେ ମାଓବାଦୀଙ୍କ ବର୍ବରକାଣ୍ଡ, ଅପହରଣ ପରେ ୪ ଜଣଙ୍କୁ କଲେ ନୃଶଂସ ହତ୍ୟା

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁରରେ ମାଓବାଦୀଙ୍କ ବର୍ବରକାଣ୍ଡ । ପ୍ରଥମେ  ୪ ଜଣଙ୍କୁ ଅପହରଣ କରିବାପରେ ପ୍ରଜାକୋର୍ଟରେ ପୋଲିସ ଇନଫର୍ମର ସନ୍ଦେହରେ ନୃଶଂସ ଭାବେ ହତ୍ୟା କଲେ ମାଓବାଦୀ । ଶହ ଶହ ଗାଁ ଲୋକଙ୍କ ଉପସ୍ଥିତିରେ ଧାରୁଆ ଆସ୍ତ୍ର ଏବଂ ଠେଙ୍ଗାରେ ପିଟି ପିଟି ଅତି…

ଆଜିଠୁ ମାଓବାଦୀଙ୍କ ସହିଦ ସପ୍ତାହ: ମାଲକାନଗିରି ଜିଲ୍ଲାରେ ସୀମା ସିଲ୍, ଜୋରଦାର ଚାଲିଛି କମ୍ବିଂ ଅପରେସନ

ମାଲକାନଗିରି: ନୂଆ ଢ଼ଙ୍ଗରେ ସହିଦ ସପ୍ତାହ ପାଳନ କରିବା ପାଇଁ ଜଣେଇଲେ ମାଓବାଦୀ। ଏଥର ମାଓବାଦୀଙ୍କ ସହିଦ ଦିବସ ପାଳନ ପାଇଁ ଟେପ ରେକର୍ଡ ମାଧ୍ୟମରେ ବାର୍ତ୍ତା ରଖିଲେ ମାଓ ସଙ୍ଗଠନ। ସେ ପୁଣି ରାଜ ରାସ୍ତାରେ। ରାସ୍ତା ଉପରେ ମାଓବାଦୀଙ୍କ ପୋଷ୍ଟର ବ୍ୟାନର ଏବଂ ତା ସହିତ ସାଉଣ୍ଡ ବକ୍ସ ଯୋଗେ…

ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ପୁଣି ମାତିଲେ ଲାଲ୍‌ବାହିନୀ, ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ କଲେ ହତ୍ୟା

ମାଲକାନଗିରି: ପୁଣି ମାତିଲେ ଲାଲ୍‌ବାହିନୀ। ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା। ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ଏହି ବର୍ବରକାଣ୍ଡ ଘଟାଇଛନ୍ତି ମାଓବାଦୀ। ମୃତକ ଯୋଡାମ୍ବର ପଞ୍ଚାୟତର ବିହନଗୁଡ଼ି ଗାଁର ଦୀନବନ୍ଧୁ ବେପାରୀ। ସୂଚନା ଅନୁଯାୟୀ ଦୀନବନ୍ଧୁ ପେସାରେ ଜଣେ ବ୍ୟବସାୟୀ।…