Browsing Tag

mamata banarjee

ଚା’ ତିଆରି କଲେ ମମତା ବାନାର୍ଜୀ, ନିଜେ ପିଇଲେ ଅନ୍ୟମାନଙ୍କୁ ପିଆଇଲେ

ଭିନ୍ନ ଅନ୍ଦାଜରେ ଦିଦି । ଚା’ ବଗିଚାରେ ମମତା ବାନାର୍ଜୀ । ଜଲପାଇଗୁଡ଼ି ଚା’ ବଗିଚାରେ ଆଜି ଅଚାନକ ପହଞ୍ଚିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ଚା’ ବିଗଚା ଶ୍ରମିକଙ୍କ ସହ କଥା ହୋଇଥିଲେ । ତାଙ୍କ ସାଙ୍ଗରେ ମିଶି ଚା’ ପତ୍ର ତୋଳିଥିଲେ । ଜଲପାଇଗୁଡ଼ିରେ ତାଙ୍କୁ ଏକ ଚା’ ଦୋକାନରେ ବି ଦେଖିବାକୁ…

ନିର୍ବାଚନ ପୂର୍ବରୁ ମମତା ବାନାର୍ଜୀଙ୍କ ସହିତ ଅଘଟଣ: ଫାଟିଲା କପାଳ, ସୁସ୍ଥ କମନା କଲେ ପ୍ରଧାନମନ୍ତ୍ରୀ

ନିର୍ବାଚନ ପୂର୍ବରୁ ମମତା ବାନାର୍ଜୀ ଆହତ ହୋଇଛନ୍ତି । ଟିଏମସି ନିଜର X ହ୍ୟାଣ୍ଟେଲରେ ଏହାର ସୂଚନା ଦେଇଛି । ଟିମସି କହିଛି କି, ଆମ ଚେୟାରପର୍ସନ ଗୁରୁତର ଆହତ ହୋଇଛନ୍ତି । ତାଙ୍କ ପାଇଁ ପ୍ରାର୍ଥନା କରନ୍ତୁ । ଏହାସହିତ ଏକ ଫଟୋ ସେୟାର କରିଛି, ଯେଉଁଥିରେ ତାଙ୍କ କପାଳରୁ ରକ୍ତ ବାହାରୁଥିବା…

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ। ତାଙ୍କ କପାଳରେ ଗଭୀର ଆଘତ ଲାଗିଛି। ରକ୍ତ ଧାର ବହି ଆସୁଥିବା ଦେଖିବାକୁ ମିଳିଛି। କପାଳର ମଧ୍ୟଭାଗରେ କଟା ଚିହ୍ନ ରହିଛି। ମମତାଙ୍କ ଆହତ ବେଳର ଫଟୋ ଟ୍ବିଟର ହ୍ୟାଣ୍ଡେଲରେ ପୋଷ୍ଟ କରିଛି ଟିଏମସି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।…

ଲୋକସଭା ନିର୍ବାଚନ ପୂର୍ବରୁ ମମତା ବାନାର୍ଜୀଙ୍କୁ ଝଟକା, ସାଂସଦ ପଦରୁ ଇସ୍ତଫା ଦେଲେ ମିମି ଚକ୍ରବର୍ତ୍ତୀ

ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀଙ୍କୁ ଝଟକା ଲାଗିଛି । ତୃଣମୂଳ କଂଗ୍ରେସ ସାଂସଦ ମିମି ଚକ୍ରବର୍ତ୍ତୀ ସଂସଦ ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି । ସେ ନିଜର ଇସ୍ତଫା ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀକୁ ଦେଇଛନ୍ତି । ୨୦୧୯…

ଜାନୁଆରୀ ୨୨ରେ ମମତା ବାନାର୍ଜୀ କରିବେ ସଦ୍ଭାବନା ରାଲି

ଜାନୁଆରୀ ୨୨ରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କରିବେ ସଦ୍ଭାବନା ରାଲି। ଆଜି ଏହି ଘୋଷଣା କରିଛନ୍ତି ମମତା। ଏଥିସହ ସେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗ ଦେବେନାହିଁ ବୋଲି ସଙ୍କେତ ଦେଇଛନ୍ତି। ତାଙ୍କ ଦଳ ତୃଣମୂଳ କଂଗ୍ରେସ- ଟିଏମସି ସମସ୍ତ ଧର୍ମର…

‘ତୁଝସେ ନାରାଜ୍‌ ନେହିଁ ଜିନ୍ଦେଗୀ ହେରାନ୍‌ ହୁଁ ମୈ…’ ଗାୟକ ଅନୁପ ଘୋଷାଲଙ୍କ ପରଲୋକ, ୭୭ ବର୍ଷ ବୟସରେ ନେଲେ ଶେଷ…

ବଲିଉଡର ଲୋକପ୍ରିୟ ଗାୟକ ତଥା କମ୍ପୋଜର ଅନୁପ ଘୋଷାଲଙ୍କ ପରଲୋକ ହୋଇଛି । ୭୭ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ଖବର ମିଳିଛି । ଦୀର୍ଘ ସମୟରେ ବିଭିନ୍ନ ପ୍ରକାରର ରୋଗରେ ପୀଡିତ ହୋଇ ହସପିଟାଲରେ ଭର୍ତ୍ତି ହୋଇଥିଲେ । ତାଙ୍କ ନିଧନରେ ସମଗ୍ର ଇଣ୍ଡଷ୍ଟ୍ରୀ ଶୋକରେ ରହିଛି । ତାଙ୍କ…

ନିର୍ବଚନ ବେଳେ ମମତା ପାଦରେ ପ୍ଲାଷ୍ଟର ଭିଡନ୍ତି, ନିର୍ବାଚନ ସରିଗଲେ ଠିକ ହୋଇଯିବେ : କଂଗ୍ରେସ

କୋଲକାତା : ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ଆରମ୍ଭ ହେବାକୁ ଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁନେଇ କଟାକ୍ଷ କରିଛନ୍ତି କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ । ଶ୍ରୀ ଚୌଧୁରୀ କହିଛନ୍ତି, ନିର୍ବାଚନ ଆସିଲେ ମୁଖ୍ୟମନ୍ତ୍ରୀ ମମତା ତାଙ୍କ ଗୋଡରେ ପ୍ଲାଷ୍ଟର ବାନ୍ଧନ୍ତି ।…

ଖରାପ ପାଗ ଯୋଗୁଁ ଫସିଗଲା ମମତା ବାନାର୍ଜୀଙ୍କ ହେଲିକପ୍ଟର, ସେନା ଏୟାରବେସରେ କଲା ଜରୁରୀ ଅବତରଣ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନେଇ ଯାଉଥିବା ହେଲିକପ୍ଟର ଜରୁରୀ ଅବତରଣ କରିଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜଲପାଇଗୁଡିର କ୍ରିଣ୍ଟିଠାରେ ଆୟୋଜିତ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବାଗଡୋଗ୍ରା ଯାଉଥିଲେ। ବର୍ଷା ହେତୁ…

ମମତା ସରକାରକୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟକା, ପଞ୍ଚାୟତ ନିର୍ବାଚନରେ ନିୟୋଜିତ ରହିବେ କେନ୍ଦ୍ରୀୟ ସୁରକ୍ଷା ବଳ

ମମତା ସରକାର ଏବଂ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ସୁପ୍ରିମକୋର୍ଟରୁ ଲାଗିଛି ଝଟକା । ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନକୁ ନିରପେକ୍ଷ ଭାବେ କରିବା ପାଇଁ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ ରହିବେ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ କଲିକତା ହାଇକୋର୍ଟ ୪୮ ଘଣ୍ଟାରେ ସବୁ…

ଦିଦିଙ୍କ ବାସଭବନରେ ପହଞ୍ଚିଲେ ଭାଇଜାନ, ଅଧଘଣ୍ଟା ଯାଏଁ ହେଲେ କଥାବାର୍ତ୍ତା

ବଲିଉଡର ଦବଙ୍ଗ ଖାନ ସଲମାନ ଖାନ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଛନ୍ତି । କାଲିଘାଟରେ ଥିବା ବାସଭବନରେ ମମତାଙ୍କୁ ଭେଟିବା ସହିତ ଅଧଘଣ୍ଟା ପର୍ଯ୍ୟନ୍ତ କଥାବାର୍ତ୍ତା ହୋଇଥିଲେ । କୋଲକତାରେ ହୋଇଥିବା ‘ଦି-ବ୍ୟାଙ୍ଗ କନସର୍ଟ ପାଇଁ ସଲମାନ ଏବଂ ସୋନାକ୍ଷୀ ସେଠାରେ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଜି କୋଲକାତା ଫେରିଯିବେ ଦିଦି, ଆଉ କିଛି ସମୟ ପରେ ନବୀନଙ୍କୁ ଭେଟିବେ

ଭୁବନେଶ୍ବର(କେନ୍ୟୁଜ୍): ଆଉ କିଛି ସମୟ ପରେ ନବୀନଙ୍କୁ ଭେଟିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପୁରୀରୁ ଭୁବନେଶ୍ୱର ଅଭିମୁଖେ ବାହାରିଛନ୍ତି ମମତା । ନବୀନ ନିବାସରେ ଉଭୟ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଜି କୋଲକାତା ଫେରିଯିବେ…