Odisha News
.
Browsing Tag

mao

ପୋଲିସ ଇନଫର୍ମର ସନ୍ଦେହରେ ମାଓବାଦୀ କଲେ ଜଣଙ୍କୁ ହତ୍ୟା

ମାତିଲେ ମାଓବାଦୀ । ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା । ମୃତକଙ୍କ ହେଲେ କନ୍ଧମାଳ ଫିରିଙ୍ଗିଆ ଥାନା ସୁମରବନ୍ଧ ପଞ୍ଚାୟତର ତିଲର ପାଙ୍ଗା । ତାଙ୍କୁ ପୋଲିସ ଇନଫର୍ମର ଭାବେ ହତ୍ୟା କରିଛନ୍ତି। ଗତ ୧୭ ତାରିଖ ଦିନ ମିଗୁନ ପଦର ନିକଟସ୍ଥ ରାବିଲିଦା ଘାଟି ନିକଟରେ ୩ଟି ପୋଲିଂ ଗାଡି…

ବୋଡେନ୍ ପଟଧରା ଜଙ୍ଗଲରୁ ମାଓକ୍ୟାମ୍ପ ଠାବ

ନୂଆପଡ଼ା (କେନ୍ୟୁଜ୍) : ନୂଆପଡ଼ା ବୋଡେନ୍ ପଟଧରା ଜଙ୍ଗଲରେ ମାଓକ୍ୟାମ୍ପ । ଝଙଏ ଯବାନଙ୍କ କମ୍ବିଂ ଅପରେସନ୍ ବେଳେ ମାଓ କ୍ୟାମ୍ପ ଠାବ କରାଯାଇଛି। ଘଟଣାସ୍ଥଳରୁ ୫ଟି ବୋମା, ମାଓ ପୋଷ୍ଟର,ବ୍ୟାନର ଓ ପୋଷାକ ଜବତ କରିଛନ୍ତି ଯବାନମାନେ । ଏହାଛଡା ବହୁ ବିସ୍ଫୋରକ ସାମଗ୍ରୀ ବି ଜବତ କରାଯାଇଛି । ମାଓ…

ସର୍ଚ୍ଚଅପରେସନରେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ଜୟପୁର(କେନ୍ଯୁଜ୍) : ଲାଲବାହିନୀକୁ ମିଳିଛି ପୁଣିବଡ଼ ଝଟକା। ମାଲକାଗିରି ଜିଲ୍ଲା ସୀମାନ୍ତ ସୁକମା ଓ ନାରାୟଣପୁର ପୋଲିସକୁ ବଡ ସଫଳତା। ସୁକମା ପୋଲିସ ଓ CRPFର ମିଳିତ ଅପରେସନ୍‌ ବେଳେ ୬ଜଣ ହାର୍ଡକୋର ମାଓବାଦୀ ଗିରଫ। ତେବେ ଲାଲଗଡ଼ରେ ପହଞ୍ଚି ନକ୍ସଲ କ୍ଯାମ୍ପର ସନ୍ଧାନ ପାଇଥିବା ବେଳେ…

ମାଲକାନଗିରି ସୀମାନ୍ତରେ ପୁଣୀ ମାଓ ହିଂସା : ଜାଳି ଦେଲେ ୫ଟି ଟ୍ରକ୍‌

ମାଲକାନଗିରି : ପୁଣି ମାଓ ହିଂସା। ଛତିଶଗଡ଼ ଦାନ୍ତେଓ୍ଵାଡା ବାଚୋଲିରେ ୫ଟି ଟ୍ରକ୍‌ ପୋଡି ଦେଲେ ମାଓବାଦୀ । ୩ ଦିନରେ ଲାଲ୍‌ବାହିନୀ ଜାଳିଦେଲେଣି ୯ଟି ଗାଡି । ଗତକାଲି ରାତିରେ ପ୍ରାୟ ୫୦ରୁ ଅଧିକ ମାଓବାଦୀ ଆସି ଏକ ଟ୍ରାନ୍ସପୋର୍ଟ କମ୍ପାନୀ ଆଗରେ ଟ୍ରକ ଗୁଡିକ ଛିଡା ହୋଇଥିବା ବେଳେ ସେଥିରେ…

ବିଶାଖାପାଟଣା ଜିଲ୍ଲାରେ ମାଓବାଦୀଙ୍କ ବର୍ବରକାଣ୍ଡ

ବିଶାଖାପାଟଣା: ମାଲକାନଗିରି ସୀମାନ୍ତ ଆନ୍ଧ୍ରର ବିଶାଖାପାଟଣା ଜିଲ୍ଲାରେ ମାଓବାଦୀଙ୍କ ବର୍ବରକାଣ୍ଡ। ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ଗୁଳିକରି ହତ୍ୟା କରିଛନ୍ତି ମାଓବାଦୀ। ମୃତକ ହେଉଛନ୍ତି କୁମାପୁଡ଼ି ଗାଁର ଜୟରାମ।। ସେହିପରି ଜିଲ୍ଲାର ଏମଭି-୯୦ ଓ ଏମ୍-୭୦ ଗାଁରେ ମାଓ ପୋଷ୍ଟର ଦେଖିବାକୁ…