ପୁଣି ଲାଲ ବାହିନୀର ତାଣ୍ଡବ: ଟାର୍ଗେଟରେ ସୁରକ୍ଷାକର୍ମୀ, ସପ୍ତାହେ ଭିତରେ ନେଲେଣି ୭ ମୁଣ୍ଡ
(କେନ୍ୟୁଜ): ଛତିଶଗଡ଼ରେ ଲାଲ ତାଣ୍ଡବ । ରକ୍ତମୁଖା ଲାଲବାହିନୀ । ଟାର୍ଗେଟରେ ସୁରକ୍ଷାକର୍ମୀ । ସପ୍ତାହେ ଭିତରେ ଛତିଶଗଡ଼ରେ ୭ ଜଣଙ୍କର ମୁଣ୍ଡ ନେଇଛନ୍ତି ମାଓବାଦୀ । ଏମାନଙ୍କ ଭିତରେ ଅଛନ୍ତି ସେନାର ଜଣେ ଯବାନ । ମୃତ ଯବାନ ହେଲେ କାଙ୍କେର ଜିଲ୍ଲାର ମୋତିରାମ ଅଞ୍ଚଲ । ଗତ ରବିବାର ଅମ୍ବାବେଡ଼ା…