ଅଭିନବ ଉପାୟରେ ଆନ୍ଦୋଳନ: ରାସ୍ତା ସାରା ଆଣ୍ଠେଇ ଆଣ୍ଠେଇ, ମୁଣ୍ଡିଆ ମାରି ଜିଲ୍ଲାପାଙ୍କ କାର୍ଯ୍ୟାଳୟରେ ପହଁଚିଲେ
ଜଗତସିଂହପୁର(କେନ୍ୟୁଜ): ଆଣ୍ଠେଇ ଆଣ୍ଠେଇ , ମୁଣ୍ଡିଆ ମାରି ମାରି, ସାଷ୍ଟାଙ୍ଗ ପ୍ରଣିପାତ କରି କରି ଏମାନେ ଏମିତି କୁଆଡେ ଯାଉଛନ୍ତି । ବୋଧହୁଏ ଏମାନେ କୌଣସି ମନ୍ଦିରରେ ମାନସିକ ରଖିଥିଲେ । ଆଉ ସେହି ମାନସିକ ପୂରଣ ହେବା ପରେ ଏଭଳି ଆଣ୍ଠେଇ ଆଣ୍ଠେଇ ସାଷ୍ଟାଙ୍ଗ ପ୍ରଣିପାତ କରି ମନ୍ଦିରକୁ…