ମହିଳାଙ୍କ ଋତୁସ୍ରାବ ସମୟରେ ଛୁଟି ଦେବା ଉଚିତ୍ କି ନୁହେଁ ?
ସାଧାରଣତଃ ନାରୀ ମାନଙ୍କର ମାସିକ ଋତୁସ୍ରାବ କଷ୍ଟ ଦାୟକ । ବିଶେଷ କରି ଅଫିସରେ କାର୍ଯ୍ୟରତ ମହିଳା ମାନେ ଏଥିପ୍ରତି ଚିନ୍ତିତ ରହିଥାଆନ୍ତି । କାରଣ ସେହିଦିନ ବିଶ୍ରାମ ନେବା ପାଇଁ ସେମାନେ ଚାହିଁ ଥାଆନ୍ତି । କିନ୍ତୁ ଯେହେତୁ ସେମାନେ କୌଣସି ସଂସ୍ଥାରେ କାର୍ଯ୍ୟରତ ଥାଆନ୍ତି ସଂସ୍ଥା…