Browsing Tag

minor rape

ଦୁଇ ନାବାଳିକା ଭଉଣୀଙ୍କୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ, ୧୦ ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ

କଟକ(କେନ୍ୟୁଜ୍): ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ । କଟକ ୨୦୨୦ ଦୁଇ ନାବାଳିକା ଭଉଣୀଙ୍କୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ହରିଶ ଚନ୍ଦ୍ର ବାରିକକୁ ଆଜୀବନ କାରାଦଣ୍ଡ । ରାୟ ଶୁଣାଇଲେ କଟକ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ । ଏହାସହ ୧୦ ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ…

କି ଯୁଗ ହେଲା: ୬ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ କରି ଗିରଫ ହେଲା ୧୬ ବର୍ଷର ନାବାଳକ

କରଞ୍ଜିଆ(କେନ୍ୟୁଜ): ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ଅଞ୍ଚଳରେ ଲଜ୍ଜା। ଗତକାଲି କରଞ୍ଜିଆ ଅଞ୍ଚଳରେ ଘରେ କେହି ନଥିବାର ସୁଯୋଗ ନେଇ ଜଣେ ୧୬ ବର୍ଷୀୟ ନାବାଳକ, ଏକ ୬ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି । ଏକ ଟଙ୍କା ଲୋଭ ଦେଖାଇ ଅନ୍ୟ ସ୍ଥାନକୁ ଡାକି ନେଇ ଦୁଷ୍କର୍ମ…

ଯାଜପୁର ସୁକିନ୍ଦାରେ ଲଜ୍ଜା: ଦୁଇ ବର୍ଷ ୧୦ମାସର ଶିଶୁ କନ୍ୟାକୁ ୧୫ ବର୍ଷର ନାବାଳକ ଦୁଷ୍କର୍ମ କରିଥିବା ଅଭିଯୋଗ

ଯାଜପୁର ରୋଡ ( କେ ନ୍ୟୁଜ) : ଯାଜପୁର ଜିଲ୍ଲା ସୁକିନ୍ଦାରେ ଲଜ୍ଜା । ସୁକିନ୍ଦା ଥାନା ଅଂଚଳ ରେ ଜଣେ ଦୁଇ ବର୍ଷ ୧୦ମାସ ର ଶିଶୁ କନ୍ୟାକୁ  ଦୁଷ୍କର୍ମ କରାଯାଇଥିବା ନେଇ ସୁକିନ୍ଦା ଥାନାରେ ଏତଲା ଦେଇଛନ୍ତି ନାବାଳିକାଙ୍କ ପରିବାର ଲୋକ । ଖବର ମୁତାବକ ସୁକିନ୍ଦା ଥାନା ସଂସାଇଲ ପଂଚାୟତରେ…

ଦୁଷ୍କର୍ମ ମାମଲାରେ ନାବାଳକକୁ ଦଶ ବର୍ଷ ଜେଲ୍, ଦଣ୍ଡିତ କଲେ କେନ୍ଦୁଝର ଅତିରିକ୍ତ ଜିଲ୍ଲା ଦୌରାଜଜ୍

କେନ୍ଦୁଝର : ଏକ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗର ଶୁଣାଣି କରି କେନ୍ଦୁଝର ଜିଲ୍ଲା ଅତିରିକ୍ତ ଦୌରା ଜଜ ଜଣେ ୧୭ ବର୍ଷୀୟ ନାବାଳକକୁ ଦଶ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହା ସହ ଦଶ ଅର୍ଥ ଦଣ୍ଡରେ  ଦଣ୍ଡିତ କରିଛନ୍ତି । ପୀଡିତାକୁ ଏକ ଲକ୍ଷ ଟଙ୍କା ଦେବା ପାଇଁ ସରକାରଙ୍କୁ…

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ପୋଲିସ୍‌ ଗିରଫ କଲା ଅଭିଯୁକ୍ତକୁ

ଭୁବନେଶ୍ୱର (କେନ୍ୟୁଜ୍‌) : ପୁଣି ଅତି ଲଜ୍ଜାକର ଘଟଣା । ଜଣେ ସାତ ବର୍ଷର ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋିଛି ଥାନାରେ । ଭୁବନେଶ୍ୱର ଲିଙ୍ଗରାଜ ଥାନାରେ ଏହି ଅଭିଯୋଗ ହେବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତର ନାଁ ହେଉଛି ରବି ଦାସ । ନାବାଳିକା…

ନାବାଳିକା ନାତୁଣୀ ସହିତ ଦୀର୍ଘ ଦିନ ଧରି ଦୁଷ୍କର୍ମ କରି ଆସୁଥିଲା ରାକ୍ଷାସ ଜେଜେବାପା, ଆଉ ଏଥିପାଇଁ ଯିଏ ସାହାଯ୍ୟ…

ପାଟନା:  ଆଜିକାଲି ଦୁନିଆରେ ଅନ୍ୟାୟ ଅତ୍ୟାଚାର ଏତେ ମାତ୍ରାରେ ବଢିଗଲାଣି ଯେ ବାହାର ଲୋକଙ୍କ କଥା ଛାଡନ୍ତୁ ନିଜ ଲୋକଙ୍କୁ ବି ସହଜରେ ବିଶ୍ବାସ କରିବାକୁ ଶହେ ଥର ଭାବିବାକୁ ପଡୁଛି । କିଛି ବିକୃତ ମାନସିକତା ଲୋକଙ୍କ ପାଇଁ ଆଜି ସବୁ ସମ୍ପର୍କକୁ ନେଇ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି। ଏହା…

୩ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଓ ହତ୍ୟା ଘଟଣା, ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ ଶୁଣାଇଲେ କେନ୍ଦୁଝର ଏଡିଜେ କୋର୍ଟ

କେନ୍ଦୁଝର: ଦୁଷ୍କର୍ମକାରୀକୁ ଫାଶୀଦଣ୍ଡ। କେନ୍ଦୁଝରରେ ୩ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ଅଭିଯୁକ୍ତ ସୁନିଲ ନାୟକକୁ ଫାଶୀ ଦଣ୍ଡାଦେଶ। ଦଣ୍ଡାଦେଶ ଶୁଣାଇଛନ୍ତି କେନ୍ଦୁଝର ଏଡିଜେ କୋର୍ଟ। ପୋକ୍‌ସୋ ଆଇନ ଅନୁଯାୟୀ ଦଣ୍ଡାଦେଶ କରିଛନ୍ତି ଏଡିଜେ ଲୋକନାଥ ସାହୁ। ୨୭ଜଣ…

ନବରଙ୍ଗପୁର:ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ, ଗାଁ ଠାରୁ ଅଧ କିମି ଦୂର ଏକ ବୁଦା ମୂଳରୁ ମିଳିଛି ମୃତଦେହ

ନବରଙ୍ଗପୁର: ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ। ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ଥାନା ଗୁମଣ୍ଡଳୀ ଗାଁରେ ଅଭାବନୀୟ ଘଟଣା। ଜଣେ ୧୬ ବର୍ଷର ନାବାଳିକାର ମୃତଦେହ ଗାଁ ଠାରୁ ଅଧ କିମି ଦୂର ଏକ ବୁଦା ମୂଳରୁ ମିଳିଛି। ନାବାଳିକାଙ୍କ ନାକରୁ ରକ୍ତ ବାହାରିଥିବା ବେଳେ ଗୋଡ଼ରେ ମଧ୍ୟ କ୍ଷତ…

ଘୋର କଳିଯୁଗ! ନାବାଳିକା ଝିଅକୁ ଦୁଷ୍କର୍ମ କଲା ଜନ୍ମକଲା ବାପା

ଯାଜପୁର ରୋଡ୍: ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ଅଭିଯୁକ୍ତ ଅନ୍ୟ କେହି ନୁହେଁ ଖୋଦ୍ ନାବାଳିକାର ଜନ୍ମକଲା ବାପା । କିଛି ଦିନ ପୂର୍ବରୁ ବାପାଙ୍କ ସହ ଯାତ୍ରା ବୁଲିବାକୁ ଯାଇଥିବାବେଳେ ବାପାଙ୍କ ଦ୍ବାରା ଦୁଷ୍କର୍ମର ଶିକାର ହୋଇଥିଲା ନାବାଳିକା ଝିଅ । ସେତେବେଳେ ସମାଜ ଲଜ୍ଜା ଭୟରେ ପରିବାର…

ବାଲିଗୁଡା ତୁମୁଡିବନ୍ଧ ଥାନା ଅଞ୍ଚଳରେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ

ବାଲିଗୁଡା: ଘରୁ ଡାକିନେଇ ଦୁଷ୍କର୍ମ। ବାଲିଗୁଡା ତୁମୁଡିବନ୍ଧ ଥାନା ଅଞ୍ଚଳରେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ । ଶମ୍ଭୁ ମହାରଣା ନାମକ ପଡୋଶୀ ଯୁବକ ନିଜ ଘରକୁ ଡାକି ନେଇ ଦୁଷ୍କର୍ମ କରିଥିବା ଅିଭଯୋଗ ହୋଇଛି । ଗତକାଲି ସଂଧ୍ୟାରେ ଏହି ଘଟଣା ଘଟିଛି । ଏନେଇ ପରିବାର ଲୋକେ…

ଅନୁଗୁଳରେ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା, ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ ଦେଲେ ପକ୍‌ସୋ କୋର୍ଟ

ଅନୁଗୁଳ : ନାବାଳିକା ଦୁଷ୍କର୍ମକାରୀକୁ ଫାଶୀଦଣ୍ଡ । ଅନୁଗୁଳରେ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ କାଙ୍ଗୁଲାର ଅନାମ ଦେହୁରୀକୁ ଫାଶୀ ଦଣ୍ଡାଦେଶ ମିଳିଛି । ଏହି ଦଣ୍ଡ ଶୁଣାଇଛନ୍ତି ପକ୍‌ସୋ କୋର୍ଟ । ଗତ ଜାନୁଆରି ୨୦ ତାରିଖରେ ଦୁଷ୍କର୍ମ ଓ ହତ୍ୟା ମାମଲାର ଶୁଣାଣିରେ ଫାଶୀ ଦଣ୍ଡାଦେଶ…

ଯୋଡ଼ାରେ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ପୁଣି ଲଜ୍ଜା । କେନ୍ଦୁଝର ଜିଲ୍ଲା ଯୋଡ଼ା ଅଞ୍ଚଳରେ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ । ଗଣଦୁଷ୍କର୍ମ ପରେ ଦୁର୍ବୃତ୍ତମାନେ ନାବାଳିକାଙ୍କୁ ଆଜାଦ ବସ୍ତି ନିକଟ ପଡିଆରେ ଅଚେତ ଅବସ୍ଥାରେ ଛାଡି ଚାଲିଯାଇଥିଲେ । ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ଚିକିତ୍ସା ପାଇଁ ଯୋଡ଼ା ମେଡିକାଲରେ ଭର୍ତ୍ତି…