ଏବେ ମଶା ପାଖ ମାଡିବେନି, ନଡିଆ ଗବେଷଣାରୁ ମିଳିଲା ବଡ ସଫଳତା
ଗରମ ଋତୁ ଆରମ୍ଭ ହୋଇଗଲେ ମଶାଙ୍କ ପାଦୁର୍ଭାବ ବଢ଼ିଥାଏ । ମଶାଙ୍କ ଦାଉରୁ ରକ୍ଷା ପାଇବା ପାଇଁ ଲୋକେ ବିଭିନ୍ନ ପ୍ରକାର ବ୍ୟବସ୍ଥା ଆପଣେଇ ଥାନ୍ତି । ତାହା ମଶା ଧୂଆଁରୁ ଆରମ୍ଭ କରି ମଶା ତେଲ ଆଦି,ଝୁଣା ଧୂଆଁ ଆଦି କେତେ କ’ଣ । ହେଲେ ଏବେ ଗବେଷଣାରୁ ଏକ କମାଲ ତଥ୍ୟ ଜଣାପଡିଛି, ଯାହା କି ମଶା…