Browsing Tag

mother killed son

ପୁଅକୁ ମାରିବା ପରେ ଜୀବନ ହାରିବାକୁ ଉଦ୍ୟମ କରିଥିଲେ ସୂଚନା : ପୋଲିସ

ବେଙ୍ଗାଲୁରୁର ଏକ ଷ୍ଟାର୍ଟଅପ୍‌ କମ୍ପାନୀର ସିଇଓ ନିଜର ୪ ବର୍ଷର ପୁଅକୁ ହତ୍ୟା କରିଥିବା ଘଟଣାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଗୋଆ ସ୍ଥିତ ସର୍ଭିସ ଆପାର୍ଟମେଣ୍ଟରେ ସୂଚନା ପ୍ରଥମେ ନିଜର ୪ ବର୍ଷର ପୁଅକୁ ହତ୍ୟା କରିଥିଲେ । ଏହାପରେ ସେ ନିଜେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରି ହାତ…

୪ ବର୍ଷର ପୁଅକୁ ମାରି ବ୍ୟାଗରେ ଧରି ଗୋଆରୁୁ କର୍ଣ୍ଣାଟକ ଯାତ୍ରା କଲା ମା’, ଏବେ ପୋଲିସ କଲା ଗିରଫ

ଷ୍ଟାର୍ଟଅପ୍‌ କମ୍ପାନୀର ସିଇଓ ନିଜର ୪ ବର୍ଷର ପୁଅକୁ ହତ୍ୟା କରି ଶବକୁ ବ୍ୟାଗରେ ଧରି ଯାତ୍ରା କଲା ମା’ ।୩୯ ବର୍ଷୀୟ ମହିଳାଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି । ମହିଳା ଜଣକ ନର୍ଥ ଗୋଆରେ ପୁଅକୁ ହତ୍ୟା କରି ଏକ ବ୍ୟାଗରେ ମୃତଦେହକୁ ରଖି କର୍ଣ୍ଣାଟକ ନେଇଯାଉଥିବା ବେଳେ ପୋଲିସ ଗିରଫ…

ପ୍ରେମିକ ସହ ଅନୈତିକ କାର୍ଯ୍ୟରେ ଲିପ୍ତ ଥିବା ବେଳେ ଦେଖିଦେଲା ପୁଅ, ପିଲାର ଜୀବନ ନେଲା ମା’

ଅବୈଧ ସଂପର୍କ ପାଇଁ ରାକ୍ଷସୀ ସାଜିଲା ମା’ । ମହିଳା ଜଣକ ଅନ୍ୟ ପୁରୁଷଙ୍କ ସହ ଅନୈତିକ କାର୍ଯ୍ୟରେ ଲିପ୍ତ ଥିବା ବେଳେ ଛୋଟ ପିଲାଟି ଦେଖିଦେବାରୁ ଆଜି ତା’ ଜୀବନ ଚାଲିଯାଇଛି । ଆଉ ନିଜ ଛୁଆକୁ ହତ୍ୟା କରିଛି ଜଣେ ମା’ । ଏଭଳି ଏକ ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି ଦିଲ୍ଲୀର ନୋଏଡା…

ମା’ ନା ଡାହାଣୀ! ୫ ବର୍ଷ ପୁଅର ତଣ୍ଟି ଚିପି ମାରିଲା ମା’

ଅନୁଗୋଳ (କେନ୍ୟୁଜ): ନିଜ ପୁଅକୁ ଜନ୍ମ କଲା ମାଆ ମାରିଥିବା ଅଭିଯୋଗ। ଅନୁଗୋଳ ଜିଲ୍ଲା ନାଲକୋ ଥାନା କାଣ୍ଡସର ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ୫ବର୍ଷର ପୁଅର ତଣ୍ଟି ଚିପି ମାଆ ମାରିଦେଇଥିବା ନେଇ ମୃତ ଶିଶୁର ଦାଦା ଅଭିଯୋଗ ଆଣିଛନ୍ତି। ପୁତୁରାକୁ ହତ୍ୟା ପରେ ଦାଦା ନାଲକୋ…

ଏମିତି ଈର୍ଷା ! ଝିଅର ସାଙ୍ଗ ସ୍କୁଲରେ ଟପ୍ ଆସୁଥିଲା ବୋଲି ସହି ପାରିଲାନି ମା, ସାଙ୍ଗକୁ ବିଷ ଦେଇ ମାରି ଦେଲେ ମହିଳା

ସ୍କୁଲରେ ପିଲାଙ୍କ ମଧ୍ୟରେ ପ୍ରତିଯୋଗିତା ହେବା ସାଧାରଣ କଥା । ସ୍କୁଲରେ ପଢିବା ବେଳେ ଆପଣ ମଧ୍ୟ ଏହା ଅନୁଭବ କରିଥିବେ। ଅନେକ ଥର ଅଭିଭାବକ ମଧ୍ୟ ପିଲାକୁ ଅନ୍ୟ ପିଲା ସହିତ ତୁଳନା କରି ଉଦାହରଣ ଦେଇଥାନ୍ତି। ଅଭିଭାବକ ମଧ୍ୟ ସବୁବେଳେ ସବୁବେଳେ ଏହି କଥାକୁ ନେଇ ଚିନ୍ତିତ ରହିଥାନ୍ତି ଯେ ପିଲାର…

ରାକ୍ଷସୀ ପାଲଟିଲା ମାଆ, ତିନି ବର୍ଷ ପୁଅର ଗଳାକାଟି କଲା ହତ୍ୟା

କୋରାପୁଟ(କେନ୍ୟୁଜ): ପୁଅର ଗଳାକାଟି ହତ୍ୟା କଲା ମାଆ । କୋରାପୁଟ ସଦର ଥାନା ପୋଡାଗଡ ପଞ୍ଚାୟତ ଲୁକୁମାରି ଗାଁରେ ମାଆ ପୁଅକୁ ଗଳା କାଟି ହତ୍ୟା କରିଥିବା ଅଭିଯୋଗ। ତିନି ବର୍ଷର ପୁଅକୁ ହତ୍ୟା କରିଥିବା ଅଭିଯୋଗ। ଅତ୍ୟଧିକ ମଦ୍ୟପାନ କରି ନିଶାସକ୍ତ ଅବସ୍ଥାରେ କିମ୍ବା କିଛି ଅନ୍ଧବିଶ୍ୱାସର…

ମାନସିକ ବିକାରଗ୍ରସ୍ତ ଜୁଆଡି ପୁଅର ଅତ୍ୟାଚାର ସହି ପାରିଲାନି ମା, ଶେଷରେ କଲା ହତ୍ଯା

ନୟାଗଡ(କେନ୍ଯୁଜ୍):ପୁଅକୁ ହତ୍ୟାକଲା ମାଆ । ମାନସିକ ବିକାର ଗ୍ରସ୍ତ ଜୁଆଡି ପୁଅର ଅତ୍ୟାଚାର ସହି ନପାରି ମାଆ ନିଜ ପୁଅକୁ ହତ୍ୟା କରିଛନ୍ତି । ଅଭିଯୁକ୍ତ ଦୁଇଜଣ ହେଲେ ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ନାହାକପଡା ଗାଁର ପଞ୍ଚୁ ବେହେରା ଓ ସର ବେହେରା । ପୁଅ ସବୁଦିନ ମଦ ପିଇ ଆସି ମାରପିଟ…

ଫିଲ୍ମ ‘ଦ୍ରିଶ୍ଯମ’ ଷ୍ଟାଇଲରେ ପୁଅକୁ ହତ୍ଯା କରି ଲୁଚାଇଥିଲା ମା’, ନୂଆ ଚଟାଣ ଦେଲା ସୁରାଗ୍

ହରିୟାଣା ରୋହତକରେ ହୋଇଥିବା ଏବେ ଜଘନ୍ଯ ହତ୍ଯାକାଣ୍ଡର ପର୍ଦ୍ଦାଫାସ୍ କରିଛି ପୋଲିସ। ମା ନିଜର ଛୋଟ ପୁଅ ସହିତ ମିଶି ବଡ ପୁଅକୁ ହତ୍ଯା କରିବା ପରେ ଶକକୁ ରୁମରେ ଭର୍ତ୍ତି କରି ରଖିଥିଲା। ପିଲାଟିର ପିଉସା ପିଲାଟି ନିଖୋଜ ହେବାର ରିପୋର୍ଟ ଦାଏର କରିବା ପରେ ଘଟଣା ସାମ୍ନାକୁ ଆସିଥିଲା।…

କଳିକଜିଆ ବଡ଼ ନା ପୁଅ ବଡ଼, ସାମାନ୍ୟ ଅଶାନ୍ତି ପାଇଁ ପୁଅର ତଣ୍ଟି ଚିପି ନିଜେ ବିଷ ପିଇଲା ମା’

ଆନନ୍ଦପୁର(କେ ନ୍ୟୁଜ): ନିଷ୍ଠୁର ସାଜିଲା ଜନ୍ମକଲା ମା । ରାଗରୁଷାରେ ଭୁଲିଗଲା ନିଜ ଜନ୍ମକଲା ପୁଅକୁ । କ୍ଷଣିକ କ୍ରୋଧ ପାଇଁ ନିରୀହ ପୁଅଟିର ମୁହଁ ବି ତାକୁ ଆଉ ଦିଶିଲାଣି | ତାକୁ ଜୀବନରୁ ଶେଷ କରିବା ପୂର୍ବରୁ ତା ହାତ ଥରିଲାନି ବି | ପାରିବାରିକ କଳହକୁ କେନ୍ଦ୍ରକରି ନିଜ ପାଞ୍ଚବର୍ଷର…

ଦେବୀ ମା’ଙ୍କୁ ଖୁସି କରିବା ପାଇଁ ଦୁଇ ପୁଅଙ୍କୁ ବଳି ଦେଲା ନିଜ ମା’, କୁରାଢ଼ିରେ ହାଣି ଟିକ୍‌ଟିକ୍‌ କଲା

ମଧ୍ୟପ୍ରଦେଶ : ପୁଅ ଟିଏ ପାଇବା ପାଇଁ ମା’ କେତେ ଓଷା ବାର ଓ ପୂଜା ବ୍ରତ କରିଥାଏ । ହେଲେ ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ଜଣେ ମା’ ନିଜର ଜନ୍ମିତ ଦୁଇ ପୁତ୍ରଙ୍କୁ ବଳି ଦେବା ଖବର ଏଠାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏଭଳି ଘଟଣା ଘଟିଛି ମଧ୍ୟପ୍ରଦେଶର ପନ୍ନା ଜିଲ୍ଲାରେ । ଜଣେ ମା’ ନିଜର…

ରାତିରେ ବାରମ୍ବାର ଝାଡା କରୁଥିବା କାରଣରୁ ୫ବର୍ଷୀୟ ପୁଅର ତଣ୍ଟି ଚିପି ହତ୍ୟା କଲା ସାବତ ମା, କହିଲା ଏଥିପାଇଁ ଆସୁଥିଲା…

ଉତ୍ତରପ୍ରଦେଶର କୋୖସାମ୍ବିରେ ଏକ ଅଭବନୀୟ ଘଟଣା ଘଟିଛି । ଏଠାରେ ଜଣେ ୫ ବର୍ଷୀୟ ବାଳକ ରାତିରେ ବାରମ୍ବାର ଝାଡା କରୁଥିବା କାରଣରୁ ସାବତ ମା ତାର ତଣ୍ଟିଚିପି ହତ୍ୟା କରିଛନ୍ତି । ପୋଲିସର ତଦନ୍ତ ପରେ ଏହି ଘଟଣା ସାମ୍ନାକୁ ଆସିଛି । ସୂଚନା ଅନୁଯାୟୀ ୟୁପି କୋୖସାମ୍ବିର ଗିରିୟା ଖାଲସା…