ହାତଯୋଡ଼ି କ୍ଷମା ମାଗିଲେ‘ଆଦିପୁରୁଷ’ର ସଂଳାପ ଲେଖକ ମନୋଜ ମୁନ୍ତଶିର୍ ଶୁକ୍ଳା
‘ଆଦିପୁରୁଷ’ ଆରମ୍ଭରୁ ହିଁ ଷ୍ଟାର୍ସ ଲୁକ୍ ଏବଂ VFXକୁ ନେଇ ବିବାଦରେ ଛନ୍ଦି ହୋଇଥିଲା । କ୍ରିତି ସାନନ୍, ସୈଫ୍ ଅଲି ଖାନଙ୍କ ସହ ନିର୍ଦ୍ଦେଶକ ଓମ୍ ରାଉତ ଏବଂ ଫିଲ୍ମର ସଂଳାପ ଲେଖକ ମନୋଜ ମୁନ୍ତଶିର୍ ମଧ୍ୟ ସୋସିଆଲ ମିଡିଆରେ ୟୁଜରମାନଙ୍କ ଟାର୍ଗେଟ୍କୁ ଆସିଥିଲେ । ରିଲିଜ ପରେ ଏବେ…