Browsing Tag

mumbai indians

ମୁମ୍ବାଇ ଇଣ୍ଡିଆନ୍ସକୁ ଲାଗିଲା ଝଟକା, ଆଇପିଏଲ ସିଜିନରୁ ବାଦ୍‌ ପଡିଲେ ଜୋଫ୍ରା ଆର୍ଚର

ମୁମ୍ବାଇ ଇଣ୍ଡିଆନ୍ସକୁ ଆଇପିଏଲ୍‌ ୨୦୨୩ରେ ଲାଗିଛି ବଡ ଝଟକା । ଟିମର ପ୍ରମୁଖ ବୋଲର ଜୋଫ୍ରା ଆର୍ଚର ଟିମରୁ ବାଦ୍‌ ପଡିଛନ୍ତି । ମୁମ୍ବାଇ ଜୋଫ୍ରାଙ୍କୁ ୮ କୋଟି ଟଙ୍କାରେ କିଣିଥିଲା । ଜୋଫ୍ରା ଟିମରୁ ବାଦ୍‌ ପଡିବା ପରେ ତାଙ୍କ ସ୍ଥାନରେ କ୍ରିସ ଜୋର୍ଡନ ସାମିଲ ହୋଇଛନ୍ତି । ଟ୍ଵିଟ୍‌ କରି…

ମୁମ୍ବାଇ ଇଣ୍ଡିଆନ୍ସ ବଏଜ୍‌ଙ୍କ ନୂଆ ଭିଡିଓ ଭାଇରଲ, ଦେଖିବାକୁ ମିଳିଲା ସ୍ୱାଗ୍‌

ଭାଇରଲ ହେଉଛି ମୁମ୍ବାଇ ଇଣ୍ଡିଆନ୍ସର ଭିଡିଓ । ଯେଉଁଥିରେ ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ, ଟିମ ଡେଭିଡ, କ୍ୟାମରୁନ ଗ୍ରୀନ, ତିଲକ ବର୍ମା ଏବଂ ଈଶାନ କିଶନ ନଜର ଆସୁଛନ୍ତି । ଆଉ ଏହି ଭିଡିଓକୁ ଦେଖି ଫ୍ୟାନ୍ସ ପସନ୍ଦ କରିବା ସହିତ ବିଭିନ୍ନ ପ୍ରକାର କମେଣ୍ଟ ଦେଉଛନ୍ତି । ଭିଡିଓରେ…

ଛୁଟି ଦିନରେ ମୁମ୍ବାଇ ଫ୍ୟାନ୍‌ଙ୍କ ପଇସା ଅସୁଲ, କୋଲକାତା ନାଇଟ୍‌ ରାଇଡର୍ସକୁ ହରାଇଲା ୫ ଓ୍ଵିକେଟ୍‌ରେ

ମୁମ୍ବାଇ : ଆଜି ଛୁଟି ଦିନରେ ସ୍ଥାନୀୟ ଦର୍ଶକଙ୍କୁ ଖୁସ୍‌ କରି ଦେଇଛି ମୁମ୍ବାଇ ଇଣ୍ଡିଆନ୍‌ସ । ଓ୍ଵଙ୍ଖଡ଼େ ଷ୍ଟାଡିୟମରେ ଖେଳା ଯାଇଥିବା ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସକୁ ୫ ଓ୍ଵିକେଟ୍‌ରେ ହରାଇ ଦେଇଛି । ଏହି ମ୍ୟାଚ୍‌ରେ ସଚିନ୍‌ ତେନ୍ଦୁଲକରଙ୍କ ପୁଅ ଅର୍ଜନ ତେନ୍ଦୁଲକର ଡେବ୍ୟୁ…

ମୁମ୍ବାଇ ଇଣ୍ଡିଆନ୍ସ ନ୍ୟୁୟର୍କରେ ସାମିଲ ହେଲେ ପାକିସ୍ତାନୀ ଅଲରାଉଣ୍ଡର ଆଜମ

ଇଣ୍ଡିଆନ ପ୍ରିମିଅର ଲିଗ୍‌ (ଆଇପିଏଲ୍‌)ର ଫ୍ରାଞ୍ଚାଇଜ ଟିମ୍‌ ମୁମ୍ବାଇ ଇଣ୍ଡିଆନ୍ସ ମେଜର ଲିଗ୍‌ କ୍ରିକେଟରେ ଟିମ୍‌ କିଣିଛି। ମୁମ୍ବାଇ ଇଣ୍ଡିଆନ୍ସ ନ୍ୟୁୟର୍କ ଟି ୨୦ ଲିଗରେ ଭାଗ ନେବ। ମୁମ୍ବାଇ ଇଣ୍ଡିଆନ୍ସ ନ୍ୟୁୟର୍କ ୮ ଜଣ ଖେଳାଳିଙ୍କୁ ଚୟନ କରିନେଇଛି । ପାକିସ୍ତାନର ୨ ଜଣ କ୍ରିକେଟରେ ଏହି…

ଆଇପିଏଲ୍‌ ୨୦୨୩ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ଲଞ୍ଚ କଲା ନୂଆ ଜର୍ସି, ଆପଣ ମଧ୍ୟ କିଣି ନିଜର ନାମ ଏବଂ ନମ୍ବର ଛପାଇପାରିବେ

ଆଇପିଏଲ୍‌ ୨୦୨୩ ଆରମ୍ଭ ହେବା ପୂର୍ବରୁ ନୂଆ ଜର୍ସି ଲଞ୍ଚ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ତେବେ ମୁମ୍ବାଇ ଇଣ୍ଡିଆନ୍ସ ଟିମ ନୂଆ ଜର୍ସିର କଲର ଏବଂ ଡିଜାଇନରେ ବିଶେଷ କିଛିପରିବର୍ତ୍ତନ କରିନାହିଁ । ମୁମ୍ବାଇର ଏହି ନୂଆ ଜର୍ସିକୁ ଶାନ୍ତନୁ ଏବଂ ନିଖିଲ ଡିଜାଇନ କରିଛନ୍ତି । ସର୍ବାଧିକ ୫ ଥରର…

ଆଇପିଏଲରୁ ସନ୍ନ୍ୟାସ ନେଲେ କିରୋନ ପୋଲାର୍ଡ, ମୁମ୍ବାଇ ଇଣ୍ଡିଆନ୍ସର କୋଚ୍‌ ଦାୟିତ୍ୱ ତୁଲାଇବେ

ଆଇପିଏଲରୁ ବିଦାୟ ନେଇଛନ୍ତି ଅଲରାଉଣ୍ଡର କିରୋନ ପୋଲାର୍ଡ । ଆଇପିଏଲରେ ଜବରଦସ୍ତ ପ୍ରଦର୍ଶନ କରିଥିବା କିରୋନ ଟି-୨୦ ଲିଗରୁ ସନ୍ନ୍ୟାସ ନେଇଛନ୍ତି। ପୋଲାର୍ଡ ୨୦୧୦ରୁ ଲଗାତାର ଭାବେ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍‌ ସହିତ ଜଡିତ ରହିଛନ୍ତି। ଆଇପିଏଲ୍‌ ୨୦୨୩ ପାଇଁ ନୂଆ ସିଜିନ ରିଟେନସନ ଘୋଷଣା ହେବାର…

ମୁମ୍ବାଇ ଇଣ୍ଡିଆନ୍ସର ନୂଆ କୋଚ୍ ଭାବେ ନିଯୁକ୍ତ ହେଲେ ମାର୍କ ବାଉଚର, କିଛିଦିନ ତଳେ ଦକ୍ଷିଣ ଆଫ୍ରିକା ଟିମରୁ ଦେଇଥିଲେ…

ଦକ୍ଷିଣ ଆଫ୍ରିକାର କିମ୍ବଦନ୍ତୀ କ୍ରିକେଟ୍ ଖେଳାଳି ମାର୍କ ବାଉଚରଙ୍କୁ ମୁମ୍ବାଇ ଇଣ୍ଡିଆନ୍ସର ମୁଖ୍ୟ ପ୍ରଶିକ୍ଷକ (କୋଚ୍‌) ଭାବେ ନିଯୁକ୍ତ କରାଯାଇଛି । ତାଙ୍କ କାର୍ଯ୍ୟକାଳ ଆଇପିଏଲ୍ ୨୦୨୩ରୁ ଆରମ୍ଭ ହେବ । ଜଣେ ୱିକେଟ୍ ରକ୍ଷକ, ବ୍ୟାଟ୍‌ସମ୍ୟାନ୍ ଭାବେ ମାର୍କ ବାଉଚରଙ୍କ ଏକ ଲମ୍ବା ଓ ଗୌରବମୟ…

ଖେଳିବାକୁ ସୁଯୋଗ ମିଳିଲାନି ବୋଲି ମୁମ୍ବାଇ ଛାଡି ଗୋଆ ଟିମ୍‌ରେ ଅର୍ଜୁନ ତେନ୍ଦୁଲକର, ଏନଓସି ପାଇଁ କଲେ ଆବେଦନ

ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ନିଜ କ୍ୟାରିଅରକୁ ନେଇ କିଛିଦିନରୁ ବେଶ୍‌ ଆଶାବାଦୀ ରହିଛନ୍ତି। ଆଇପିଏଲ୍‌, ରଣଜୀ ଟ୍ରଫିରେ େଓ୍ଵଟିଂ ଲିଷ୍ଟରେ ରହିବା ପରେ ଏବେ ପୁଣି ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଅର୍ଜୁନ ଏବେ ମୁମ୍ବାଇ ନୁହେଁ ବରଂ ଗୋଆ ଟିମ୍‌ରୁ ଖେଳିବେ…

ଇଂଲଣ୍ଡର ଏହି ମହିଳା ଖେଳାଳିଙ୍କ ସହିତ ଲଣ୍ଡନ ବୁଲୁଛନ୍ତି ଅର୍ଜୁନ ତେନ୍ଦୁଲକର, ଫଟୋ ଭାଇରଲ

ଟିମ୍‌ ଇଣ୍ଡିଆ ଏବେ ଇଲଂଣ୍ଡ ଗସ୍ତରେ ରହିଛି। ଏଠାରେ ଟିମ୍ ଟେଷ୍ଟ୍, ଟି-୨୦ ଓ ଦିନିକିଆ ସିରିଜ୍ ଖେଳିବ । ତେବେ ଭାରତୀୟ ଖେଳାଳିଙ୍କ ବ୍ୟତୀତ ଆଉ ଜଣେ ଖେଳାଳି ମଧ୍ୟ ଇଂଲଣ୍ଡ ପହଁଚିଛନ୍ତି । ସେ ଆଉ କିଏ ନୁହନ୍ତି ବରଂ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର । କିଛି ଦିନ ପୂର୍ବରୁ…

ଲାଇଭ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସର ଏହି ଖେଳାଳିଙ୍କର ଖସିଗଲା ପ୍ୟାଣ୍ଟ୍‌, ଦେଖନ୍ତୁ ଭିଡିଓ

ଆଇପିଏଲ୍‌ ପରେ ଅନେକ ବିଦେଶୀ ଖେଳାଳି ଏବେ ଇଂଲଣ୍ଡରେ ଭାଇଟାଲିଟି ବ୍ଲାଷ୍ଟ ଟି-୨୦ ଟୁର୍ଣ୍ଣାମେଣ୍ଟ ଖେଳୁଛନ୍ତି। ଏହି ଟୁର୍ଣ୍ଣାମେଣ୍ଟରେ ମୁମ୍ବାଇ ଇଣ୍ଡିଆନ୍ସ ତରଫରୁ ଖେଳୁଥିବା ଜଣେ ଖେଳିବା ପାଇଁ ପହଞ୍ଚିଛନ୍ତି। ଏହି ଖେଳାଳିଙ୍କ ଜଲଓ୍ଵା ଏହି ଟୁର୍ଣ୍ଣାମେଣ୍ଟରେ ଦେଖିବାକୁ ମିଳିଛି। କିନ୍ତୁ…

ଆଇପିଏଲର ଥକ୍କାପଣ ଦୂର କରିବା ପାଇଁ ମାଳଦ୍ୱୀପ ପହଞ୍ଚିଲେ ରୋହିତ ଶର୍ମା, ପତ୍ନୀ ସେୟାର କଲେ ରୋମାଣ୍ଟିକ ଫଟୋ

ଆଇପିଏଲରୁ ବାଦ୍‌ ପଡିବା ପରେ ମୁମ୍ବାଇ ଇଣ୍ଡିଆନ୍ସ ଟିମର ଅଧିନାୟକ ତଥା ଟିମ୍‌ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ନିଜ ପରିବାର ସହିତ ମାଳଦ୍ୱୀପରେ ଛୁଟି କାଟୁଛନ୍ତି। ଷ୍ଟ୍ରେସ ଓ ଥକ୍କାପଣ ଦୂର କରିବା ପାଇଁ ରୋହିତ ନିଜ ପରିବାର ସହିତ ମାଳଦ୍ୱୀପ ଯାଇଛନ୍ତି। ସୂଚନାଯୋଗ୍ୟ, ରୋହିତ ଶର୍ମାଙ୍କ…

IPLରୁ ବିଦାୟ ନେଲା ଦିଲ୍ଲୀ କ୍ୟାପିଟାଲସ୍‌ , ଶେଷ ମ୍ୟାଚରେ ୫ ଓ୍ଵିକେଟରେ ଜିତିଲା ମୁମ୍ବାଇ

ବ୍ୟୁରୋ : IPLରୁ ବିଦାୟ ନେଲା ଦିଲ୍ଲୀ କ୍ୟାପିଟାଲସ୍‌ । ଶେଷ ମ୍ୟାଚରେ ୫ ଓ୍ଵିକେଟରେ ଜିତିଲା ମୁମ୍ବାଇ । ପ୍ଲେ ଅଫ୍‌ରେ ପହଞ୍ଚିଲା ବେଙ୍ଗାଲୁରୁ । ଟିମ ଡେଭିଡଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ନିଜ ଶେଷ ମୁକାବିଲାରେ ଦିଲ୍ଲୀକୁ ୫ ଓ୍ଵିକେଟରେ ହରାଇଛି । ପରାଜୟ ସହ ଦିଲ୍ଲୀ…