Below header

IPLରୁ ବିଦାୟ ନେଲା ଦିଲ୍ଲୀ କ୍ୟାପିଟାଲସ୍‌ , ଶେଷ ମ୍ୟାଚରେ ୫ ଓ୍ଵିକେଟରେ ଜିତିଲା ମୁମ୍ବାଇ

ବ୍ୟୁରୋ : IPLରୁ ବିଦାୟ ନେଲା ଦିଲ୍ଲୀ କ୍ୟାପିଟାଲସ୍‌ । ଶେଷ ମ୍ୟାଚରେ ୫ ଓ୍ଵିକେଟରେ ଜିତିଲା ମୁମ୍ବାଇ । ପ୍ଲେ ଅଫ୍‌ରେ ପହଞ୍ଚିଲା ବେଙ୍ଗାଲୁରୁ । ଟିମ ଡେଭିଡଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ନିଜ ଶେଷ ମୁକାବିଲାରେ ଦିଲ୍ଲୀକୁ ୫ ଓ୍ଵିକେଟରେ ହରାଇଛି । ପରାଜୟ ସହ ଦିଲ୍ଲୀ କ୍ୟାପିଟାଲସ ଟୁର୍ଣ୍ଣାମେଣ୍ଟରୁ ବାଦ୍‌ ପଡ଼ିଛି ।

ମୁମ୍ବାଇର ବିଜୟ ପରେ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁର ପ୍ଲେ ଅଫ୍‌ ମାର୍ଗ ଖୋଲିଯାଇଛି । ବେଙ୍ଗାଲୁରୁ ଚତୁର୍ଥ ଦଳ ଭାବେ ପ୍ଲେ ଅଫ୍‌ରେ ସ୍ଥାନ ପକ୍କା କରିଛି । ମୁମ୍ବାଇ ପକ୍ଷରୁ ଇଶାନ କିଷାନ ୪୮ ରନ କରିଥିଲେ । ଟସ ହାରି ପ୍ରଥମେ ବ୍ୟାଟିଂ କରି ୬ ଓ୍ଵିକେଟରେ ୧୫୯ ରନ କରିଥିଲା ଦିଲ୍ଲୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.