Browsing Tag

delhi capitals

ଆଇପିଏଲରେ ହାଇଦ୍ରାବାଦର ଜଲୱା, ଦିଲ୍ଲୀକୁ ୬୭ ରନରେ କଲା ପରାସ୍ତ

(କେନ୍ୟୁଜ): ଆଇପିଏଲରେ ହାଇଦ୍ରାବାଦର ଜଲୱା ।  ଦିଲ୍ଲୀକୁ ୬୭ ରନରେ ପରାସ୍ତ କରି ବାଜି ମାରିଛି SRH । ୨୬୭ ରନ ଟାର୍ଗେଟକୁ ପିଛା କରୁଥିବା ଦିଲ୍ଲୀ କ୍ୟାପିଟାଲ୍ସ ୧୯ ଦଶମିକ ୧ ଓଭରରେ ୧୯୯ ରନ କରି ଅଲଆଉଟ ହୋଇଥିଲା ।  ଦଳ ପକ୍ଷରୁ ଜ୍ୟାକ ଫ୍ରେଜର ମ୍ୟାଗର୍କ ୬୫ ରନ କରିଥିବା ବେଳେ ଅଭିଷେକ…

ଆଇପିଏଲ ୨୦୨୪ : ଦିଲ୍ଲୀ କ୍ୟାପିଟାଲ୍ସକୁ ଝଟକା, ସ୍ୱଦେଶ ଫେରିଲେ ମିଚେଲ ମାର୍ଶ

ଆଇପିଏଲ ୨୦୨୪ରେ କମବ୍ୟାକ୍‌ କରିବାକୁ ଚେଷ୍ଟା କରୁଛି ଦିଲ୍ଲୀ କ୍ୟାପିଟାଲ୍ସ । ହେଲେ ଏବେ ଦିଲ୍ଲୀ କ୍ୟାପିଟାଲ୍ସ ଫ୍ୟାନ୍ସଙ୍କ ପାଇଁ ଖରାପ ଖବର ସାମ୍ନାକୁ ଆସିଛି । ଦିଲ୍ଲୀ କ୍ୟାପିଟାଲ୍ସର ଷ୍ଟାର ଅଲରାଉଣ୍ଡର ଆହତ ହେବା ପରେ ଅଷ୍ଟ୍ରେଲିଆ ଫେରିଯାଇଛନ୍ତି । ମିଚେଲ ମାର୍ଶ ଆହତ ହେବା ପରେ…

ଦିଲ୍ଲୀ କ୍ୟାପିଟାଲ୍ସର ବାଜିମାତ, ଲକ୍ଷ୍ନୌ ସୁପର ଜଏଣ୍ଟ୍ସକୁ ୬ ୱିକେଟରେ କଲା ପରାସ୍ତ

(କେନ୍ୟୁଜ): ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସର ବାଜିମାତ । ଲକ୍ଷ୍ନୌ ସୁପର ଜଏଣ୍ଟ୍ସକୁ ୬ ୱିକେଟରେ ପରାସ୍ତ କରିଛି ଦିଲ୍ଲୀ । ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ୭ ୱିକେଟ ହରାଇ ୧୬୭ ରନ କରିଥିଲା । ଆୟୁସ ବଦୋନି ୫୫ ରନ କରି ଅପରାଜିତ ଥିଲେ । ଅଧିନାୟକ କେଏଲ ରାହୁଲ ୩୯ ରନ କରିଥିଲେ । ଅନ୍ୟ…

ଆଇପିଏଲରେ କେକେଆରର ବଡ଼ ବିଜୟ, ୧୦୬ ରନରେ ଦିଲ୍ଲୀ କ୍ୟାପିଟାଲ୍ସକୁ କଲା ପରାସ୍ତ

କେକେଆରର ବଡ଼ ବିଜୟ । ବ୍ୟାଟରଙ୍କ ବିସ୍ଫୋରକ ବ୍ୟାଟିଂ ପରେ ବୋଲରଙ୍କ ଦମଦାର ବୋଲିଂ । ଫଳରେ କୋଲକାତା ନାଇଟ୍ ରାଇଡର୍ସ ଚଳିତ ଆଇପିଏଲରେ ବଡ଼ ବିଜୟ ହାସଲ କରିଛି । ବିଶାଖାପାଟଣାରେ ଖେଳାଯାଇଥିବା ହାଇଭୋଲଟେଜ୍ ମ୍ୟାଚରେ କେକେଆର୍ ୧୦୬ ରନରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି । ୨୭୩…

ରାଜସ୍ଥାନର ଦ୍ବିତୀୟ ବିଜୟ: ୧୮୫ ରନ୍ ର ପିଛା କରି ୧୨ ରନ୍ ରେ ହାରିଲା ଦିଲ୍ଲୀ

(କେନ୍ୟୁଜ): ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ରାଜସ୍ଥାନ ରୟାଲ୍ସ ବିଜୟୀ ।  ଆଇପିଏଲର ୯ମ ଲିଗ୍ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ୧୨ ରନରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି ।  ରିଆନ ପରାଗଙ୍କ ଧୂଆଁଧାର ଅର୍ଦ୍ଧଶତକ ବଳରେ ବିଜୟୀ ହୋଇଛି ରାଜସ୍ଥାନ ରୟାଲ୍ସ ।  ୪୫ଟି ବଲରୁ ୭ଟି ଚୌକା ଓ ୬ଟି…

WPL 2024 : ମ୍ୟାଚକୁ ଉପଭୋଗ କରି ଖେଳ…ଦିଲ୍ଲୀ କ୍ୟାପିଟାଲ୍ସ ଟିମକୁ ଶୁଭକାମନା ଜଣାଇଲେ ରିଷଭ ପନ୍ତ ଏବଂ ରିକି ପଏଣ୍ଟିଂ

ଆଜି WPL ଫାଇନାଲ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯିବ । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ସନ୍ଧ୍ୟା ୭.୩୦ ମିନିଟରେ ଏହି ମ୍ୟାଚ ଖେଳାଯିବ । ଏହି ଫାଇନାଲ ମ୍ୟାଚ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ଟିମକୁ ଶୁଭକାମନା ଜଣାଇଛନ୍ତି ପୁରୁଷ…

ଆଇପିଏଲ ୨୦୨୪ରୁ ବାଦ୍‌ ପଡିଲେ ଦିଲ୍ଲୀ କ୍ୟାପିଟାଲ୍ସର ବ୍ୟାଟର ହ୍ୟାରି ବ୍ରୁକ, ସେୟାର କଲେ ଇମୋସନାଲ ପୋଷ୍ଟ

ଇଂଲଣ୍ଡର ଷ୍ଟାର ବ୍ୟାଟ ହ୍ୟାରି ବ୍ରୁକ ଆଗାମୀ ଆଇପିଏଲ୍‌ ୨୦୨୪ରୁ ବାଦ୍‌ ପଡିଛନ୍ତି । ସେ ଚଳିତ ସିଜନରୁ ନାମ ଫେରାଇ ନେଇଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ଟିମର ବ୍ରୁକଙ୍କୁ ଆଗାମୀ ସିଜିନ ପାଇଁ ୪ କୋଟିରେ କିଣିଥିଲା । ତେବେ ନିଜ ନାମ କାହିଁକି ଫେରାଇ ନେଇଛନ୍ତି, ତାହାର କାରଣ କହିଛନ୍ତି ।…

ଏପର୍ଯ୍ୟନ୍ତ ସଂପୂର୍ଣ୍ଣ ଫିଟ୍‌ ହୋଇନାହାନ୍ତି ରିଷଭ ପନ୍ତ, ଆଇପିଏଲ୍‌ ୨୦୨୪ ରେ ଫେରିବାକୁ ନେଇ ଫ୍ୟାନ୍ସ କରୁଛନ୍ତି ଆଶା

ଭାରତୀୟ ଟିମର ଓ୍ଵିକେଟ କିପର ବ୍ୟାଟର ରିଷଭ ପନ୍ତ ଏବେ ସଂପୂର୍ଣ୍ଣ ଭାବେ ଫିଟ୍‌ ହୋଇନାହାନ୍ତି । ନିଜେ ରିଷଭ ପନ୍ତ ଏହା କହିଛନ୍ତି । ଆଇପିଏଲ୍‌ ନିଲାମ ହେବା ଗୋଟେ ଦିନ ପୂର୍ବରୁ ରିଷଭ ପନ୍ତ ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଏହି ଭିଡିଓରେ ରିଷଭ ସୁସ୍ଥ ହେବା ଯାତ୍ରା,…

ଆଇପିଏଲ୍‌ ୨୦୨୩ରେ ଦିଲ୍ଲୀ କ୍ୟାପିଟାଲ୍ସ ସହିତ ନଜର ଆସିବେ ରିଷଭ ପନ୍ତ ! ଟିମର ହେଡ କୋଚ୍‌ ରିକି ପଏଣ୍ଟିଂ ଦେଲେ ସୂଚନା

ଆଉ କିଛିଦିନ ପରେ ଆରମ୍ଭ ହୋଇଯିବ ଫଟାଫଟ କ୍ରିକେଟର ମହାକୁମ୍ଭ ଆଇପିଏଲ ୨୦୨୩ । ଏଥିପାଇଁ ସମସ୍ତ ଟିମ୍‌ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଚଳିତଥରର ଆଇପିଏଲ୍‌ ବହୁତ ଖାସ୍‌ ହେବାକୁ ଯାଇଛି । କରୋନା ମହାମାରୀ ପରେ ପୁଣିଥରେ ପୁରୁଣା ଅନ୍ଦାଜରେ ଫେରୁଛି ଆଇପିଏଲ । ଯାହାକୁ ନେଇ…

ପନ୍ତଙ୍କ ଅନୁପସ୍ଥିତିରେ ଦିଲ୍ଲୀ କ୍ୟାପିଟାଲ୍ସର ଦାୟିତ୍ୱ ସମ୍ଭାଳିବେ ଡେଭିଡ ଓ୍ଵାର୍ଣ୍ଣର, ଅକ୍ଷର ପଟେଲ ହେଲେ ଉପ…

ଆଇପିଏଲ୍‌ ସିଜିନ ୧୬ ଆରମ୍ଭ ହେବା ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ବଡ ନିଷ୍ପତ୍ତି ନେଇଛି। ରିଷଭ ପନ୍ତଙ୍କ ଅନୁପସ୍ଥିତିରେ ଟିମ୍‌ର ଦାୟିତ୍ୱ ଡେଭିଡ ଓ୍ଵାର୍ଣ୍ଣରଙ୍କୁ ଦିଆଯାଇଛି । ଏହାସହିତ ଅଲରାଉଣ୍ଡର ଅକ୍ଷର ପଟେଲଙ୍କୁ ଉପ ଅଧିନାୟକ ଦାୟିତ୍ୱ ଦିଆଯାଇଛି । ଗତ ୨ଟି ସିଜିନରୁ ଦିଲ୍ଲୀ…

IPLରୁ ବିଦାୟ ନେଲା ଦିଲ୍ଲୀ କ୍ୟାପିଟାଲସ୍‌ , ଶେଷ ମ୍ୟାଚରେ ୫ ଓ୍ଵିକେଟରେ ଜିତିଲା ମୁମ୍ବାଇ

ବ୍ୟୁରୋ : IPLରୁ ବିଦାୟ ନେଲା ଦିଲ୍ଲୀ କ୍ୟାପିଟାଲସ୍‌ । ଶେଷ ମ୍ୟାଚରେ ୫ ଓ୍ଵିକେଟରେ ଜିତିଲା ମୁମ୍ବାଇ । ପ୍ଲେ ଅଫ୍‌ରେ ପହଞ୍ଚିଲା ବେଙ୍ଗାଲୁରୁ । ଟିମ ଡେଭିଡଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ନିଜ ଶେଷ ମୁକାବିଲାରେ ଦିଲ୍ଲୀକୁ ୫ ଓ୍ଵିକେଟରେ ହରାଇଛି । ପରାଜୟ ସହ ଦିଲ୍ଲୀ…

ଦିଲ୍ଲୀ ବିପକ୍ଷରେ ଚେନ୍ନାଇର ଦମଦାର ବିଜୟ, ପନ୍ତ ବାହିନୀକୁ ୯୧ ରନରେ ହରାଇଲେ ଧୋନୀ

ଦିଲ୍ଲୀ ବିପକ୍ଷରେ ଚେନ୍ନାଇର ଦମଦାର ବିଜୟ। ପନ୍ତ ବାହିନୀକୁ ୯୧ ରନରେ ହରାଇଲେ ଧୋନୀ। ଏହି ବିଜୟ ସହ ପଏଣ୍ଟ ଟେବୁଲର ନବମରୁ ଅଷ୍ଟମ ସ୍ଥାନକୁ ଉଠିଲା ଚେନ୍ନାଇ ସୁପର କିଙ୍ଗସ୍‌। ଡେଭନ୍‌ କନେଓ୍ଵ ଓ ଋତୁରାଜ ଗାଏକ୍ୱାଡଙ୍କ ଶତକୀୟ ପାର୍ଟନରସିପ୍‌ ସାହାଯ୍ୟରେ ଚେନ୍ନାଇ ୨୦ ଓଭରରେ ୨୦୮ ରନ୍‌…