Below header
Browsing Tag

mumbai indians

ଆଇପିଏଲର ଥକ୍କାପଣ ଦୂର କରିବା ପାଇଁ ମାଳଦ୍ୱୀପ ପହଞ୍ଚିଲେ ରୋହିତ ଶର୍ମା, ପତ୍ନୀ ସେୟାର କଲେ ରୋମାଣ୍ଟିକ ଫଟୋ

ଆଇପିଏଲରୁ ବାଦ୍‌ ପଡିବା ପରେ ମୁମ୍ବାଇ ଇଣ୍ଡିଆନ୍ସ ଟିମର ଅଧିନାୟକ ତଥା ଟିମ୍‌ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ନିଜ ପରିବାର ସହିତ ମାଳଦ୍ୱୀପରେ ଛୁଟି କାଟୁଛନ୍ତି। ଷ୍ଟ୍ରେସ ଓ ଥକ୍କାପଣ ଦୂର କରିବା ପାଇଁ ରୋହିତ ନିଜ ପରିବାର ସହିତ ମାଳଦ୍ୱୀପ ଯାଇଛନ୍ତି। ସୂଚନାଯୋଗ୍ୟ, ରୋହିତ ଶର୍ମାଙ୍କ…

IPLରୁ ବିଦାୟ ନେଲା ଦିଲ୍ଲୀ କ୍ୟାପିଟାଲସ୍‌ , ଶେଷ ମ୍ୟାଚରେ ୫ ଓ୍ଵିକେଟରେ ଜିତିଲା ମୁମ୍ବାଇ

ବ୍ୟୁରୋ : IPLରୁ ବିଦାୟ ନେଲା ଦିଲ୍ଲୀ କ୍ୟାପିଟାଲସ୍‌ । ଶେଷ ମ୍ୟାଚରେ ୫ ଓ୍ଵିକେଟରେ ଜିତିଲା ମୁମ୍ବାଇ । ପ୍ଲେ ଅଫ୍‌ରେ ପହଞ୍ଚିଲା ବେଙ୍ଗାଲୁରୁ । ଟିମ ଡେଭିଡଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ନିଜ ଶେଷ ମୁକାବିଲାରେ ଦିଲ୍ଲୀକୁ ୫ ଓ୍ଵିକେଟରେ ହରାଇଛି । ପରାଜୟ ସହ ଦିଲ୍ଲୀ…

ଚେନ୍ନାଇକୁ ୫ ଓ୍ଵିକେଟରେ ହରାଇଲା ମୁମ୍ବାଇ ଇଣ୍ଡିଆନ୍ସ

କେନ୍ୟୁଜ୍(ବ୍ୟୁରୋ): ଚେନ୍ନାଇକୁ ୫ ଓ୍ଵିକେଟରେ ହରାଇଲା ମୁମ୍ବାଇ ଇଣ୍ଡିଆନ୍ସ । ଟସ ହାରି ପ୍ରଥମେ ବ୍ୟାଟିଂ କରିଥିଲା ଚେନ୍ନାଇ । ଦଳ ମାତ୍ର ୧୬ ଓଭର ଖେଳି ୯୭ ରନ କରିପାରିଥିଲା । ଜବାବରେ ମୁମ୍ବାଇ ୧୪.୧ ଓଭରରେ ୫ ଓ୍ଵିକେଟ ହରାଇ ମ୍ୟାଚ ଜିତିନେଇଥିଲା । ମୁମ୍ବାଇ ପକ୍ଷରୁ ତିଲକ ବର୍ମା…

ଆଇପିଏଲ ଇତିହାସରେ ମୁମ୍ବାଇ ଇଣ୍ଡିଆନ୍ସର ଲଜ୍ଜାଜନକ ପରାଜୟ

ଆଇପିଏଲ ଇତିହାସରେ ମୁମ୍ବାଇ ଇଣ୍ଡିଆନ୍ସର ଲଜ୍ଜାଜନକ ପରାଜୟ । ସୋମବାର କୋଲକାତା ନାଇଟ୍ ରାଇଡର୍ସ ଠାରୁ ୫୨ ରନ୍ରେ ହାରି ଏମିତି ଏକ ରେକର୍ଡ କରିଛି ଏହି ପାଞ୍ଚ ଥରର ବିଜେତା । ଆଇପିଏଲର କୌଣସି ଗୋଟିଏ ସିଜିନରେ ପ୍ରଥମ ଥର ପାଇଁ ସବୁଠାରୁ ଅଧିକ ମ୍ୟାଚ ହାରିଛି ମୁମ୍ବାଇ । ୨୦୦୯, ୨୦୧୪ ଏବଂ…

ଗୁଜରାଟ ଟାଇଟନ୍ସକୁ ହରାଇଲା ମୁମ୍ବାଇ ଇଣ୍ଡିଆନ୍ସ , ୫ ରନରେ ଜିତିନେଲା ମ୍ୟାଚକୁ

କେନ୍ୟୁଜ: ରୋମାଞ୍ଚକର ମୁକାବିଲାରେ ଗୁଜରାଟ ଟାଇଟନ୍ସକୁ ହରାଇଲା ମୁମ୍ବାଇ ଇଣ୍ଡିଆନ୍ସ । ୫ ରନରେ ମ୍ୟାଚକୁ ଜିତିନେଲା ମୁମ୍ବାଇ ଇଣ୍ଡିଆନ୍ସ । ଶେଷ ଓଭରରେ ୯ ରନ ଆବଶ୍ୟକତା ଥିବା ବେଳେ ଚମତ୍କାର ବୋଲିଂ କରି କେବଳ ୩ ରନ ଦେଇଥିଲେ ଡାନିଏଲ ସାମ୍ସ । ମିଲରଙ୍କ ପରି ବିସ୍ଫୋରକ ବ୍ୟାଟରଙ୍କୁ…

ପୁଣି ହାରିଲା ମୁମ୍ବାଇ: ଛକା, ଚଉକା ମାରି ମ୍ୟାଚ୍‌ ଜିତାଇଲେ ବେଷ୍ଟ ଫିନିସର ଧୋନୀ

କେନ୍ୟୁଜ୍: ପୁଣି ହାରିଲା ମୁମ୍ବାଇ । ମୁମ୍ବାଇ ଇଣ୍ଡିଆନ୍ସର ସପ୍ତମ ପରାଜୟ । ଛକା, ଚଉକା ମାରି ମ୍ୟାଚ୍‌ ଜିତାଇଲେ ବେଷ୍ଟ ଫିନିସର ଧୋନୀ । ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଚେନ୍ନାଇକୁ ୧୫୬ ରନର ଟାର୍ଗେଟ ଦେଇଥିଲା । ଧୋନୀଙ୍କ ଫିନିସିଂ ସଟ୍‌ ବଳରେ ଚେନ୍ନାଇ ୨୦ ଓଭର…

ମୁମ୍ବାଇ ଇଣ୍ଡିଆନ୍ସର ପରାଜୟ ଧାରା ଜାରି, ୧୨ ରନରେ ହରାଇଲା ପଞ୍ଜାବ କିଙ୍ଗସ୍‌

ମୁମ୍ବାଇ ଇଣ୍ଡିଆନ୍ସର ପରାଜୟ ଧାରା ଜାରି। ବୁଧବାର ଖେଳାଯାଇଥିବା ସିଜନର ୨୩ତମ ମ୍ୟାଚରେ ମୟଙ୍କ ଅଗ୍ରଓ୍ଵାଲଙ୍କ ନେତୃତ୍ୱାଧିନ ପଞ୍ଜାବ କିଙ୍ଗସ୍‌ ୧୨ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ସିଜିନରେ ମୁମ୍ବାଇରେ ଏହା କ୍ରମାଗତ ୫ମ ପରାଜୟ। ଦଳ ବର୍ତ୍ତମାନ ସୁଦ୍ଧା ବିଜୟ ସ୍ୱାଦ…

ମୁମ୍ବାଇ ଇଣ୍ଡିଆନ୍ସର ଚତୁର୍ଥ ପରାଜୟ, ୭ ଓ୍ଵିକେଟରେ ହରାଇଛି RCB

କେନ୍ୟୁଜ୍(ବ୍ୟୁରୋ):ମୁମ୍ବାଇ ଇଣ୍ଡିଆନ୍ସର ଚତୁର୍ଥ ପରାଜୟ । ଆଇପିଏଲ ଇତିହାସରେ ସଫଳତମ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ସିଜିନରେ ପ୍ରଥମ ୪ଟି ଯାକ ମ୍ୟାଚରେ ପରାସ୍ତ ହୋଇଛି । ମୁମ୍ବାଇକୁ ୭ ଓ୍ଵିକେଟରେ ଆରସିବି ହରାଇଛି । ୭୯ ରନରେ ୬ଟି ଓ୍ଵିକେଟ ପଡିବା ପରେ ସୂର୍ଯ୍ୟକୁମାର ଯାଦବଙ୍କ…

ପୁଣି ହାରିଲା ମୁମ୍ବାଇ ଇଣ୍ଡିଆନ୍ସ , ପ୍ୟାଟ କମିନ୍ସଙ୍କ ଛକା ଚଉକା ବର୍ଷାରେ ଜିତିଲା କୋଲକାତା ନାଇଟ ରାଇଡର୍ସ

ବ୍ୟୁରୋ:ପୁଣି ହାରିଲା ମୁମ୍ବାଇ ଇଣ୍ଡିଆନ୍ସ । ପ୍ୟାଟ କମିନ୍ସଙ୍କ ଛକା ଚଉକା ବର୍ଷାରେ ଜିତିଲା କୋଲକାତା ନାଇଟ ରାଇଡର୍ସ । କୋଲକାତା ବିପକ୍ଷରେ ପୁଣି ମ୍ୟାଚ ହାରିଲା ରୋହିତ ଶର୍ମାଙ୍କ ଟିମ୍‌ । ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ ୪ ଓ୍ଵିକେଟ ହରାଇ ୧୬୧ ରନ କରିଥିଲା । ଜବାବରେ…

ଟିମ୍‌ ସହିତ ଅର୍ଜୁନଙ୍କ ପରିଚୟ କରାଇ ସାରାଙ୍କ ବିଷୟରେ ପଚାରିଲେ ରୋହିତ, ଅର୍ଜୁନ ଦେଲେ ଏଭଳି ଉତ୍ତର

ଆଇପିଏଲ୍‌ର ସବୁଠୁ ସଫଳ ଟିମ୍‌ ମୁମ୍ବାଇ ଇଣ୍ଡିଆନ୍ସ ପୁଣି ଥରେ ଆଇପିଏଲ୍‌ ଟାଇଟଲ ଜିତିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ୫ ଥର ଟାଇଟଲ୍ ଜିତି ରେକର୍ଡ କରିଥିବା ରୋହିତଙ୍କ ଟିମ୍ ମଧ୍ୟ ଜୋରଦାର ଅଭ୍ୟାସ କରିଛି । ମୁମ୍ବାଇ ଇଣ୍ଡିଆନ୍ସ ପ୍ରାକ୍ଟିସ ସମୟର ଏକ ଭିଡିଓ ସୋସିଆଲ ମିଡିଆରେ…

ଆଇପିଏଲ୍‌ ୨୦୨୨: ନୂଆ ଜର୍ସି ଲଞ୍ଚ୍‌ କଲେ ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍‌ସ

ମାର୍ଚ୍ଚ ୨୬ରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ୨୦୨୨। ଏହାର ଫାଇନାଲ୍‌ ମ୍ୟାଚ୍‌ ମେ ୨୯ରେ ଖେଳାଯିବ। ଟୁର୍ଣ୍ଣାମେଣ୍ଟକୁ ନେଇ ସମସ୍ତ ୧୦ ଫ୍ରାଞ୍ଚାଇଜ୍‌ ପ୍ରସ୍ତୁତି ପୂରା କରିସାରିଲେଣି। ଏହି ନୂଆ ସିଜନ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସର ଟିମ୍‌ ଓ ମୁମ୍ବାଇ ଇଣ୍ଡିଆନ୍ସର…

ଆଜି ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନସ୍‌ ଓ କୋଲକାତା ନାଇଟ ରାଇଡର୍ସ, କମ୍‌ବ୍ୟାକ୍‌ କରିପାରନ୍ତି ରୋହିତ ଶର୍ମା

ଆଜି ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନସ୍‌ ଓ କୋଲକାତା ନାଇଟ ରାଇଡର୍ସ। ଆଜି ମୁମ୍ବାଇ ଟିମକୁ କମ୍‌ବ୍ୟାକ୍‌ କରିପାରନ୍ତି ହିଟ୍‌ମ୍ୟାନ୍‌ ରୋହିତ ଶର୍ମା। ଆହତ ଯୋଗୁ ପୂର୍ବ ମ୍ୟାଚ୍‌ରେ ରୋହିତ ଶର୍ମା ଖେଳିନଥିଲେ। ଟିମ୍‌ରେ ରୋହିତ ଶର୍ମା ଓ ହାର୍ଦ୍ଦିକ ପାଣ୍ଡ୍ୟା ଅନୁପସ୍ଥିତ ଥିବା…