Browsing Tag

mumbai indians

ଆଜିଠୁ ଆଇପିଏଲର ୧୫ତମ ସଂସ୍କରଣର ଦ୍ୱିତୀୟ ପର୍ଯ୍ୟାୟ ମୁକାବିଲା

ନୂଆଦିଲ୍ଲି : ଆଜିଠୁ ଆଇପିଏଲର ୧୫ତମ ସଂସ୍କରଣର ଦ୍ୱିତୀୟ ପର୍ଯ୍ୟାୟ ମୁକାବିଲା । ୟୁଏଇରେ ଖେଳାଯିବ ଅତିରିକ୍ତ ମ୍ୟାଚ୍‌ । ପ୍ରଥମ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ ସହ ଚେନ୍ନାଇ ସୁପର କିଙ୍ଗ୍ସ ମୁକାବିଲା । ସଂଧ୍ୟା ୭.୩୦ ମିନିଟରେ ମ୍ୟାଚ୍‌ ଅନୁଷ୍ଠିତ ହେବ । ଦ୍ୱିତୀୟ…

ଆଜି ଆଇପିଏଲ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ୍‌ ରାଇଡର୍ସ ମୁକାବିଲା

କେନ୍ଯୁଜ୍: ଆଜି ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ୍‌ ରାଇଡର୍ସ ମୁକାବିଲା । ଆଇପିଏଲ୍‌ରେ ଉଭୟ ଦଳ ଦ୍ୱିତୀୟ ମ୍ୟାଚ୍‌ ଖେଳିବେ । ଉଦ୍‌ଘାଟନୀ ମ୍ୟାଚ୍‌ରେ ଆରସିବିଠାରୁ ପରାସ୍ତ ହୋଇଥିଲା ମୁମ୍ବାଇ । ସେହିପରି ହାଇଦ୍ରାବାଦ ବିପକ୍ଷରେ କେକେଆର ବିଜୟୀ ହୋଇଥିଲା । ତେଣୁ କ୍ରମାଗତ ଦ୍ୱିତୀୟ…

ସୁଟ୍ ସମୟରେ ମସ୍ତି କରୁଥିବାର ନଜର ଆସିଲେ ମୁମ୍ବାଇ ଇଣ୍ଡିଆନ୍ସର ଏହି ୩ ଖେଳାଳି, ଦେଖନ୍ତୁ ଭିଡିଓ

ଆଇପିଏଲ୍ ଚାମ୍ପିଅନ ଟ୍ରଫିକୁ ୫ ଥର ନିଜ ନାମରେ କରିସାରିଛି ମୁମ୍ବାଇ ଇଣ୍ଡିଆନ୍ସ। ଏପ୍ରିଲ ୯ ତାରିଖରୁ ଆରମ୍ଭ ହେଉଥିବା ଆଇପିଏଲ୍ ସିଜିନ ୧୪ର ପ୍ରଥମ ମ୍ଯାଚ ଆରସିବି ସହିତ ମୁମ୍ବାଇ ଇଣ୍ଡିଆନ୍ସର ରହିଛି। ଆଇପିଏଲ ୨୦୨୧ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସର ୩ ଧୁରନ୍ଧର ଏକ ଆଡ ସୁଟ କରିବା ସମୟରେ…

ଅଲଗା ଅନ୍ଦାଜରେ ଦେଖିବାକୁ ମିଳିବ ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ, ଟିମର ନୂଆ ଜର୍ସି ଲଞ୍ଚ

ଆଇପିଏଲ୍-୨୦୨୧ ସିଜିନ ୧୪ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଏମିତିରେ ସବୁ ଟିମ୍ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ୫ ଥର ଚମ୍ପିଆନ ହୋଇଥିବା ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ ପାଇଁ ନୂଆ ଜର୍ସି ଲଞ୍ଚ କରିଛି । ନିକଟରେ ସିଏସକେ ନୂଆ ଜର୍ସି ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଲଞ୍ଚ କରିଥିଲେ।…

ମୁମ୍ବାଇ ଇଣ୍ଡିଆନ୍‌ସକୁ ଲାଗିପାରେ ଝଟକା, ରୋହିତ ଶର୍ମା ଆଗକୁ ମ୍ୟାଚ ଖେଳିବାକୁ ନେଇ ସସପେନ୍ସ

ଇଣ୍ଡିଆନ ପ୍ରିମିଅର ଲିଗ ବା ଆଇପିଏଲ ଚଳିତ ବର୍ଷ ଚାଲିଥିବା ମୁକାବିଲାର ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି। ସବୁ ଟିମ୍‌ ନିଜ ପ୍ଲେ ଅଫରେ ପହଞ୍ଚିବା ପାଇଁ ଅଣ୍ଟା ଭିଡି ସାରିଥିବା ବେଳେ ମୁମ୍ବାଇ ଇଣ୍ଡିଆନ୍‌ସ ପାଇଁ ସମୟ କିଛି ଠିକ୍‌ ଚାଲୁନାହିଁ। ମୁମ୍ବାଇ ଇଣ୍ଡିଆନ୍‌ସର କ୍ୟାପଟେନ ରୋହିତ…

ଆଜି ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ କିଙ୍ଗ୍‌ସ ଇଲେଭେନ୍‌ ପଞ୍ଜାବ, ଦମ୍‌ଦାର ହେବ ମ୍ୟାଚ୍‌

ଆଇପିଏଲ୍‌ର ୧୩ ତମ ସିଜନ୍‌ର ୧୩ ତମ ମୁକାବିଲା ଗୁରୁବାର ମୁମ୍ବାଇ ଇଣ୍ଡିଆନ୍ସ ଓ କିଙ୍ଗସ୍‌ ଇଲେଭେନ୍‌ ପଞ୍ଜାବ ମଧ୍ୟରେ ଖେଳାଯିବ। ଆବୁଧାବିର ଶେଖ୍‌ ଜାୟଦ ଷ୍ଟାଡିୟମ୍‌ରେ ଏହି ମୁକାବିଲା ଭାରତୀୟ ସମୟାନୁସାରେ ସନ୍ଧ୍ୟା ସାଢ଼େ ୭ଟାରେ ଆରମ୍ଭ ହେବ। ଗତ ହାରିବାର ଦୁଃଖକୁ ଭୁଲି ନୂଆ ଜୋସ୍‌ ସହ…

୫ମ ଥର ପାଇଁ ଆଇପିଏଲ ଚମ୍ପିୟାନସ ଜିତିବା ଲକ୍ଷ୍ୟରେ ରୋହିତଙ୍କ ମୁମ୍ବାଇ ଇଣ୍ଡିଆନସ ଟିମ

ଏଯାବତ ସର୍ବାଧିକ ଥର ଆଇପିଏଲ ଚମ୍ପିୟାନ ହୋଇଥିବା ମୁମ୍ବଈ ଇଂଡିଆନ୍ସ ଦଳ ଚଳିତ ବର୍ଷ ବି ଟ୍ରଫି ନିଜ ନାଁରେ କରିବା ପାଇଁ ଚେଷ୍ଟା ଜାରି ରଖିଛି । ମୁମ୍ବାଇ ଟିମର କ୍ୟାପଟେନ ରୋହିତ ଶର୍ମାଙ୍କ ନେତୃତ୍ୱରେ ଦଳ ଉତ୍ତମ ପ୍ରଦର୍ଶନ କରିଥାଏ । ଖେଳରେ ଅନ୍ତିମ ମୁହୂର୍ତ୍ତରେ ବାଜି ପାଲଟୁଥିବା ଭାବେ…

IPL 2020: ସ୍ତ୍ରୀ ଓ ପିଲାଙ୍କ ସହ ସମୁଦ୍ରରେ ଗାଧୋଉଥିବାର ନଜର ଆସିଲେ ମୁମ୍ବାଇ ଇଣ୍ଡିଆନ୍ସର ଖେଳାଳି

ଆଇପିଏଲର ୧୩ତମ ସିଜିନ ପାଇଁ ଖେଳାଳିମାନେ ନେଟ ପ୍ରାକ୍ଟିସ କରୁଥିବା ସହ ସେପଟେ ନିଜ ସ୍ତ୍ରୀ ଓ ପିଲାଙ୍କୁ ମଧ୍ୟ ସମୟ ଦେଉଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ଟିମ ଏମିତି କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିଛି। ଟିମର କ୍ୟାପଟେନ ରୋହିତ ଶର୍ମା ସ୍ତ୍ରୀ ରିତିକା ଓ ଝିଅ ସମୟରାଙ୍କ ସହ ବେଳାଭୂମିରେ…

ମୁମ୍ବାଇ ଇଣ୍ଡିଆନ୍ସ ସହିତ ଓପନିଂ ମ୍ୟାଚ ଖେଳିବନି ଚେନ୍ନାଇ ସୁପର କିଙ୍ଗସ, ସାମ୍ନାକୁ ଆସିଲା ବଡ କାରଣ

ସାରା ବିଶ୍ୱରେ କରୋନା ମହାମାରୀ ଚାଲିଥିବା ବେଳେ ଇଣ୍ଡିଆନ ପ୍ରିମିୟମ ଲିଗ ବା ଆଇପିଏଲ ସେପ୍ଟେମ୍ବର ୧୯ରେ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ଖୁବ୍‌ ଜୋର ସୋରରେ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇ ସାରିଲାଣି । କିନ୍ତୁ ନିକଟରେ ସିଏସକେ ଟିମ୍‌ର ୧୨ ଜଣ ଖେଳାଳିଙ୍କ କରୋନା ଟେଷ୍ଟ ରିର୍ପୋଟ ପଜିଟିଭ…