Browsing Tag

Naba Das

ଗୋପାଳ ଦାସର ମର୍ଡର ଥିଓରୀ କ’ଣ ? ୩ଟି ଟିମ୍‌ ଖୋଳତାଡ ଜାରି ରଖିଛନ୍ତି

ଭୁବନେଶ୍ୱର (କେନ୍ୟୁଜ): ଗୋପାଳ ଦାସର ମର୍ଡର ଥିଓରୀ କ’ଣ ? ବ୍ରଜରାଜନଗର କ୍ରାଇମ୍‌ ସ୍ପଟରୁ ଗୋପାଳର ଘର ପର୍ଯ୍ୟନ୍ତ ରହସ୍ୟ ଭେଦୁଛି କ୍ରାଇମବ୍ରାଞ୍ଚ । ତଦନ୍ତ ପରିସରକୁ ଆହୁରି ବ୍ୟାପକ କରାଯାଇଛି । ଗୋପାଳର ବୟାନ ଆଧାରରେ ଅନେକ ତଥ୍ୟ ପ୍ରମାଣ ଯୋଗାଡ଼ ଚାଲିଛି । ୩ଟି ଟିମ୍‌ ଖୋଳତାଡ ଜାରି…

ଝାରସୁଗୁଡ଼ାରେ ମନସ୍ତତ୍ୱବିତ୍ ଟିମ୍: ଗୋପାଳ ଦାସର ମାନସିକ ସ୍ୱାସ୍ଥ୍ୟ ଯାଞ୍ଚ ଜାରି

ଝାରସୁଗୁଡ଼ା (କେନ୍ୟୁଜ): ସତ ଉଗାରୁଛି କିଲର ଏଏସଆଇ । ଗୋପାଳ ଦାସକୁ ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡରେ ନେଇ ହତ୍ୟାର ରହସ୍ୟ ଭେଦୁଛି କ୍ରାଇମବ୍ରାଞ୍ଚ ଟିମ୍‌ । ତାର ଲେୟର୍ଡ ଭଏସ୍‌ ଆନାଲିସିସ୍‌ ବା LVA ଟେଷ୍ଟ ପରେ ଗୋପାଳର ମାନସିକ ସ୍ଥିତିର ଅନୁଧ୍ୟାନ ଚାଲିଛି । ଝାରସୁଗୁଡ଼ା OSAP ଦ୍ୱିତୀୟ…

ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ସିଧା ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ପ୍ରଶାସନକୁ ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ଆଇନ୍‌ ଶୃଙ୍ଖଳା ପରିସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ଏବଂ ବାଲେଶ୍ୱରରେ ଉପଜିଲ୍ଲାପାଳଙ୍କୁ ବାଲି ମାଫିଆଙ୍କ ଆକ୍ରମଣ ଭଳି ଘଟଣାର ଉଦାହରଣ ଦେଇ ଏସବୁ ଘଟଣାର ତୃତୀୟ ପକ୍ଷ ଦ୍ୱାରା…

ନବ ଦାସଙ୍କୁ ଗୁଳିମାଡ଼ ସ୍ଥାନକୁ ଯିବେ ଜଷ୍ଟିସ ଜେ. ପି. ଦାସ

କେନ୍ୟୁଜ୍(ବ୍ୟୁରୋ): କ୍ରାଇମ୍‌ ସ୍ପଟ୍‌କୁ ଯିବେ ଜଷ୍ଟିସ ଜେ. ପି. ଦାସ । ବ୍ରଜରାଜନଗରରେ ନବ ଦାସଙ୍କୁ ଯେଉଁଠି ଗୁଳିମାଡ଼ ହୋଇଥିଲା ସେହି ସ୍ଥାନକୁ ଯିବେ । ମନ୍ତ୍ରୀଙ୍କୁ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତର ତଦାରଖ କରୁଛନ୍ତି ଜଷ୍ଟିସ ଜେ. ପି. ଦାସ । ଆଜି ତାଙ୍କୁ ଭେଟିଥିଲେ…

ନବ ଦାସଙ୍କୁ ହତ୍ୟାର ତଦନ୍ତରେ ମିଳିଲା ବଳିଷ୍ଠ ପ୍ରମାଣ: ଗୋପାଳ ହାତଲେଖା କାଗଜକୁ ଜବତ କରିଛି କ୍ରାଇମବ୍ରାଞ୍ଚ

କେନ୍ୟୁଜ (ବ୍ୟୁରୋ): ନବ ଦାସଙ୍କୁ ହତ୍ୟାର ତଦନ୍ତରେ ମିଳିଲା ବଳିଷ୍ଠ ପ୍ରମାଣ । ନବଙ୍କ ଛାତିରେ ବାଜିଥିବା ଗୁଳି କୁଆଡ଼େ ଗଲା ବୋଲି ତନାଘନା ଚାଲିଥିବା ବେଳେ ଗୋଟିଏ ଫୁଟିଥିବା ଗୁଳି ପାଇଛି କ୍ରାଇମବ୍ରାଞ୍ଚ । ଫାରୋ 3D ସ୍କାନରରେ ସାଇଣ୍ଟିଫିକ୍‌ ଓ ବାଲିଷ୍ଟିକ ଏକ୍ସପର୍ଟ ଟିମ୍‌ ନବ ଦାସଙ୍କ…

ଜାଣିଛନ୍ତି ! ନବ ଦାସଙ୍କ ହତ୍ୟା ପଛରେ ଏହି ୫ କାରଣ ଥାଇପାରେ

କେନ୍ୟୁଜ୍(ବ୍ୟୁରୋ): ଧରାପଡ଼ିଛି ହତ୍ୟାକାରୀ। ଦୋଷ ବି ସ୍ୱୀକାର କରିଛି । କିନ୍ତୁ ଜଣାପଡ଼ିନି ହତ୍ୟାର ପ୍ରକୃତ କାରଣ। କାହିଁକି ଏତେ ବଡ଼ କାଣ୍ଡ ଭିଆଇଲେ ଗୋପାଳ ଦାସ । ଖାକିରେ ଥାଇ ମନ୍ତ୍ରୀଙ୍କୁ ଗୁଳିମାଡ଼ ଘଟଣା ସାରା ରାଜ୍ୟକୁ ସ୍ତବ୍‌ଧ କରିଛି। ନବ ଦାସଙ୍କୁ ହତ୍ୟା କରିଥିବା ନେଇ…

ନବ ଦାସଙ୍କୁ ହତ୍ୟା ଘଟଣାତଦନ୍ତର ତଦାରଖ କରିବେ ଜଷ୍ଟିସ ଜେପି ଦାସ: ବିଜେପି ପୁଣି ସିବିଆଇ ତଦନ୍ତ ପାଇଁ ଦାବି…

ଭୁବନେଶ୍ବର(କେନ୍ୟୁଜ୍): ନବ ଦାସଙ୍କୁ ହତ୍ୟା ଘଟଣା,ତଦନ୍ତର ତଦାରଖ କରିବେ ଜଷ୍ଟିସ ଜେପି ଦାସ । ଏହି ପ୍ରସଙ୍ଗରେ ବିଜେପିର ସାମ୍ବାଦିକ ସମ୍ମିଳନୀ । ଏହି ଘଟଣା ଓଡିଶା ପ୍ରଦେଶର ଶାସନ ବ୍ୟବସ୍ଥା, ରାଜନୈତିକ ବ୍ୟବସ୍ଥା ଓ ସାମାଜିକ ବ୍ୟବସ୍ଥା ଉପରେ ପ୍ରଭାବ ପକାଇଛି । ରାଜ୍ୟବାସୀ ସଙ୍ଗିନ…

ନବ ଦାସଙ୍କ ପରିବାରଙ୍କୁ ଭେଟିଲେ ପ୍ରଣବ ପ୍ରକାଶ, ଜଣାଇଲେ ସମବେଦନା

ଝାରସୁଗୁଡା(କେନ୍ୟୁଜ୍‌) : ଆଜି ସକାଳେ ସ୍ୱର୍ଗତ ନବ କିଶୋର ଦାସଙ୍କ ପରିବାରକୁ ରାଜ୍ୟ ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଭେଟି ସମବେଦନା ଜଣାଇଛନ୍ତି । ନବଙ୍କ ପୁଅ ବିଶାଲ ଓ ଝିଅ ଦୀପାଲିଙ୍କୁ ଭେଟି ସମବେଦନା ଜଣାଇଛନ୍ତି । ବିପଦ ସମୟରେ ଭଗବାନ ଧୈର୍ଯ୍ୟ ଦିଅନ୍ତୁ ବୋଲି…

ଗୋପାଳର ଭାଇକୁ ଉଠାଇ ନେଲା କ୍ରାଇମବ୍ରାଞ୍ଚ୍‌

ବ୍ରହ୍ମପୁର(କେନ୍ୟୁଜ) : ନବଙ୍କ ହତ୍ୟାକାରୀ ଏଏସଆଇ ଗୋପାଳ ଦାସର ବଡ ଭାଇକୁ ଉଠାଇ ନେଲା କ୍ରାଇମବ୍ରାଞ୍ଚ ଟିମ୍‌ । ଗୋପାଳର ଜଳେଶ୍ୱର ଖଣ୍ଡି ତା‘ର ଗାଁରୁ ଉଠାଇ ନେଇଛି କ୍ରାଇମବ୍ରାଞ୍ଚ । ତେବେ ଗୋପାଳକୁ କେଉଁ ଆଡେ ନେଇଛି ତାହା ଜଣା ପଡିନାହିଁ । ଗୋପାଳର ଭାଇ ଠାରୁ ହତ୍ୟାର କିଛି ସୁରାକ…

ଗୋପାଳ କୃଷ୍ଣ ଦାସ ଘରେ କ୍ରାଇମବ୍ରାଞ୍ଚ ଟିମ୍‌, ବିଭିନ୍ନ ଦିଗରୁ ଜାରି ରହିଛି ତଦନ୍ତ

ଝାରସୁଗୁଡା(କେନ୍ୟୁଜ୍‌) : ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରିବା ମାମଲାରେ କ୍ରାଇମବ୍ରାଞ୍ଚ ଟିମ ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛି । ହତ୍ୟା ଅପରାଧୀ ଗୋପାଳ ଦାସର ପରିବାର ଲୋକଙ୍କ ସହ ଗୋପାଳ କୃଷ୍ଣଙ୍କ ବ୍ରହ୍ମପୁର ଘର ଉପରେ ମଧ୍ୟ ନଜର ରଖିଛି କ୍ରାଇମବ୍ରାଞ୍ଚ ଟିମ । ଗତକାଲି…

ସାମନାକୁ ଆସିଲା ଅଭିଯୁକ୍ତ ଗୋପାଳ ଦାସକୁ ପିସ୍ତଲ ଇସ୍ୟୁର ଦସ୍ତାବିଜ

ଝାରସୁଗୁଡା(କେନ୍ୟୁଜ୍‌) : ସାମନାକୁ ଆସିଲା ଅଭିଯୁକ୍ତ ଗୋପାଳ ଦାସକୁ ପିସ୍ତଲ ଇସ୍ୟୁର ଦସ୍ତାବିଜ । କଳିଙ୍ଗ ଟିଭି ହାତରେ ଲାଗିଛି ଏହି ଏକ୍ସକ୍ଲୁସିଭ୍‌ ଦସ୍ତାବିଜ । ୨୦୧୩ ମସିହାରେ ତାକୁ ପିସ୍ତଲ ଇସ୍ୟୁ କରାଯାଇଥିଲା । ୯ ଏମଏମ୍‌ ପିସ୍ତଲ ଓ ୨୪ ରାଉଣ୍ଡ ଗୁଳି ଦିଆଯାଇଥିଲା । ୨୦୨୦ରେ…

ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା ଘଟଣା, ଜାମିନ୍‌ ଆବେଦନ କଲା ଅଭିଯୁକ୍ତ ଗୋପାଳ ଦାସ

ଝାରସୁଗୁଡା(କେନ୍ୟୁଜ୍‌) : ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା ଘଟଣାରେ ଗିରଫ ହେଲା ଏଏସଆଇ ଗୋପାଳ ଦାସ । ଗିରଫ ପରେ ଏବେ ଜାମିନ୍‌ ଆବେଦନ କରିଛି ଅଭିଯୁକ୍ତ ଗୋପାଳ ଦାସ । ଝାରସୁଗୁଡ଼ା JMFC କୋର୍ଟରେ କରିଛି ଜାମିନ ଆବେଦନ। ଓକିଲଙ୍କ ଜରିଆରେ ଜାମିନ୍‌ ଆବେଦନ କରିଛି ଅଭିଯୁକ୍ତ ଗୋପାଳ।…