Below header
Browsing Tag

Naba Das

ନବ ଦାସ ଗୁଳିକାଣ୍ଡର ଅଭିଯୁକ୍ତ ଏଏସ୍‌ଆଇ ଗୋପାଳ ଦାସ ‘ବାଇପୋଲାର ଡିସ୍‌ଅର୍ଡର’ରେ ପୀଡ଼ିତ! ଜାଣନ୍ତୁ କେତେ ଭୟଙ୍କର ଏହି…

ଆଉ ନାହାନ୍ତି ଓଡ଼ିଶାର ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ। ପୋଲିସ ଏଏସ୍‌ଆଇ ଗୋପାଳ ଦାସଙ୍କ ଗୁଳିମାଡ଼ର ଶିକାର ହୋଇଛନ୍ତି ନବ ଦାସ। ଡାକ୍ତରଙ୍କ ଶତସତ୍ତ୍ୱେ ତାଙ୍କୁ ବଞ୍ଚାଇ ରଖାଯାଇ ପାରିଲା ନାହିଁ। ନବ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ବେଳେ ତାଙ୍କୁ ଅତି ନିକଟରୁ ଗୁଳି ଚଳାଇଥିଲେ…

ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ଅଭିଯୁକ୍ତ ଗିରଫ, ASI ଗୋପାଳ ଦାସଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

କେନ୍ୟୁଜ୍(ବ୍ୟୁରୋ):ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ଅଭିଯୁକ୍ତ ASI ଗୋପାଳ ଦାସଙ୍କୁ ଗିରଫ ଦର୍ଶାଇଲା କ୍ରାଇମବ୍ରାଞ୍ଚ । ଏଡିଜି ଅରୁଣ ବୋଥ୍ରା ଘଟଣାସ୍ଥଳର ଯାଞ୍ଚ କରାଯାଇଛି । ଗୋପାଳକୁ ୭ ଦିନ ରିମାଣ୍ଡରେ ଆଣିବାକୁ ଆବେଦନ କରାଯିବ । କାହିଁକି ଗୁଳି କଲେ ଓ ପୂର୍ବଶତ୍ରୁତା ଥିଲା କି ନାହିଁ…

ଶ୍ମଶାନରେ ନବ ଦାସଙ୍କ ଶେଷକୃତ୍ୟ ସମ୍ପନ୍ନ, ପଞ୍ଚଭୂତରେ ଲୀନ ହେଲା ମରଶରୀର

ଝାରସୁଗୁଡ଼ା(କେନ୍ୟୁଜ୍): ଝାରସୁଗୁଡ଼ା ଖେରୁଆଲ୍‌ ଶ୍ମଶାନରେ ନବ ଦାସଙ୍କ ଶେଷକୃତ୍ୟ ସମ୍ପନ୍ନ। ନବ ଦାସଙ୍କ ପୁଅ ବିଶାଲ ଦାସ ଦେଲେ ମୁଖାଗ୍ନି । ଶେଷକୃତ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ୩ ମନ୍ତ୍ରୀ ଉପସ୍ଥିତ ଥିଲେ । ହଜାର ହଜାର ସମର୍ଥକ ଓ ଶୁଭେଚ୍ଛୁଙ୍କ ଉପସ୍ଥିତିରେ ଶେଷକୃତ୍ୟ ସମ୍ପନ୍ନ ।…

ଖେରୁଆଲ୍‌ ଶ୍ମଶାନରେ ନବ ଦାସଙ୍କ ପାର୍ଥିବ ଶରୀର, ଶେଷ ଶ୍ରଦ୍ଧାଞ୍ଜଳି ଦେଲେ ବହୁ ସମର୍ଥକ

ଝାରସୁଗୁଡ଼ା(କେନ୍ୟୁଜ୍): ଖେରୁଆଲ୍‌ ଶ୍ମଶାନରେ ନବ ଦାସଙ୍କ ପାର୍ଥିବ ଶରୀର । ଅନ୍ତିମ ଶୋଭାଯାତ୍ରାରେ ଆସି ଖେରୁଆଲ୍‌ରେ ପହଞ୍ଚିଛି ପାର୍ଥିବ ଶରୀର । ନବ ଦାସଙ୍କୁ ହରାଇ କାନ୍ଦୁଛି ଝାରସୁଗୁଡ଼ା। କାନ୍ଦ ବୋବାଳିରେ ଫାଟି ପଡୁଛି ସମଗ୍ର ପରିବେଶ। ଲୁହରେ ଭିଜିଛି ସହର। ଖେରୁଆଲ୍‌ରେ ରାଷ୍ଟ୍ରୀୟ…

ଗୋପାଳ କୃଷ୍ଣ ଦାସଙ୍କ ଘରେ ଝୁଲୁଛି ତାଲା, କେଉଁଆଡ଼େ ଚାଲିଗଲେ ପରିବାର ଲୋକ

 ବ୍ରହ୍ମପୁର(କେନ୍ୟୁଜ୍‌) : ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାଡ଼ କରିଥିବା ପୋଲିସ ASI ଗୋପାଳ କୃଷ୍ଣ ଦାସଙ୍କ ଘରେ ତାଲା। ଗତକାଲି ରାତିରୁ ତାଙ୍କ ପରିବାରଲୋକ ବ୍ରହ୍ମପୁର ଶିଳ୍ପାଞ୍ଚଳ ବାସଭବନରୁ କେଉଁଆଡ଼େ ଚାଲିଯାଇଛନ୍ତି । ଏହି ଘଟଣା ପରେ ଏବେ ତାଙ୍କ ଘରେ ତାଲା ଝୁଲୁଛି। ଗତକାଲି ରାତିରେ…

ଗୋପାଳକୃଷ୍ଣ ଦାସଙ୍କ ନାଁରେ ହତ୍ୟା ମାମଲା ରୁଜୁ, ହତ୍ୟା ଉଦ୍ଦେଶ୍ୟରେ ଫାୟାରିଂ କରିଥିଲେ କହିଲେ ଆଇଆଇସି

ଝାରସୁଗୁଡ଼ା (କେନ୍ୟୁଜ) : ମନ୍ତ୍ରୀ ନବ ଦାସଙ୍କ ଉପରେ ଗୁଳିମାଡ଼ ନେଇ ଥାନାରେ ଏତଲା । ଏଏସଆଇ ଗୋପାଳକୃଷ୍ଣ ଦାସଙ୍କ ନାଁରେ ହତ୍ୟା ମାମଲା ରୁଜୁ ହୋଇଛି । ଏନେଇ ଏତଲା ଦେଇଛନ୍ତି ବ୍ରଜରାଜନଗର ଆଇଆଇସି । ଏଫାଇଆରରେ ଉଲ୍ଲେଖ ରହିଛି, ହତ୍ୟା ଉଦ୍ଦେଶ୍ୟରେ ଫାୟାରିଂ କରିଥିଲେ ଏଏସଆଇ ଗୋପାଳକୃଷ୍ଣ…

ନବଙ୍କୁ ଝୁରୁଛି ସାରା ପରିବାର: ପତ୍ନୀ ଓ ପୁଅଙ୍କ ଆଖିରୁ ଶୁଖୁନି ଲୁହ

କେନ୍ୟୁଜ୍(ବ୍ୟୁରୋ): ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କର ଅକାଳ ବିୟୋଗରେ ସାରା ରାଜ୍ୟରେ ଶୋକର ଛାୟା। ପରିବାର, ପରିଜନ, ସାଙ୍ଗସାଥୀ ସଭିଏଁ ସ୍ତବ୍ଧ। କେହି ଯେମିତି ମୃତ୍ୟୁ ଭଳି ଏକ ଅପ୍ରିୟ ସତକୁ ମାନିବାକୁ ନାରାଜ। ଯାହା ଆଖିରେ ଦେଖିବ ଅଶ୍ରୁଧାର। କିଏ ଜାଣିଥିଲା କର୍ମକ୍ଷେତ୍ରରେ ନିଜ…

ଗ୍ରାଉଣ୍ଡରୁ ତଥ୍ୟ ପ୍ରମାଣ ଯୋଗାଡ଼ କରୁଛି କ୍ରାଇମବ୍ରାଞ୍ଚ ଟିମ୍‌, ଫରେନସିକ୍‌ ଲାବକୁ ପଠାଯିବ ନମୁନା

ମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ ଘଟଣାକୁ ନେଇ ସୃଷ୍ଟି ହୋଇଛି ନାନା ପ୍ରଶ୍ନବାଚୀ । ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳିମାଡ଼ର କାରଣ କ'ଣ ? କାହିଁକି ଗୁଳିମାଡ଼ କଲେ ପୋଲିସ ଏଏସଆଇ ଗୋପାଳକୃଷ୍ଣ ଦାସ ? କାରଣ ଖୋଜୁଛି କ୍ରାଇମବ୍ରାଞ୍ଚ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ କ୍ରାଇମବ୍ରାଞ୍ଚ ଟିମ୍‌…

ଏଏସ୍ଆଇ ଗୋପାଳ କୃଷ୍ଣ ଦାସ କିଏ ? କାହିଁକି କଲେ ଗୁଳି, କ୍ରାଇମବ୍ରାଞ୍ଚ୍‌ ଖୋଲିବ କି ରହସ୍ୟ

ଭୁବନେଶ୍ୱର(କେନ୍ୟୁଜ ବ୍ୟୁରୋ) : ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଉପରକୁ ଗୁଳିମାଡ଼ କରିଥିବା ଏଏସଆଇ ଗୋପାଳ କୃଷ୍ଣ ଦାସ କିଏ ? ୧୨/୧୩ ବର୍ଷ ହେବ ସେ ଝାରସୁଗୁଡ଼ାରେ କାର୍ଯ୍ୟରତ ଥିଲେ। ଏବେ ସେ ବ୍ରଜରାଜନଗର ଗାନ୍ଧି ଛକ ପୋଲିସ ଆଉଟପୋଷ୍ଟରେ ନିଯୁକ୍ତ ଥିଲେ । ବ୍ରହ୍ମପୁର ମହାନଗର ନିଗମର ୩୯…

ରାଜନୀତି ରେ ବିରଳ ଅଟନ୍ତି ସ୍ଵର୍ଗତ ନବ ଦାସ, ଜଣେ ନିର୍ଭୀକ ଓ ବିଚକ୍ଷଣ ନେତାଙ୍କୁ ହରାଇଲା ରାଜ୍ୟ

ନବ କିଶୋର ଦାସ, ଜଣେ ନିର୍ଭୀକ ରାଜ ନେତା ଥିଲେ। ତାଙ୍କ ଭଳି ନେତା ଓଡ଼ିଶା ରାଜନୀତି ରେ ବିରଳ ଅଟନ୍ତି। ଜନ୍ମ ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଲକ ଅନ୍ତର୍ଗତ ମିରଗାମୁଣ୍ଡା ଗ୍ରାମରେ। ବାପା ନରସିଂହ ଚନ୍ଦ୍ର ଦାସ, ଜଣେ ଜଙ୍ଗଲ ଜାତ ଦ୍ରବ୍ୟ ବିଶେଷ କରି ବାଉଁଶ ଠିକାଦାର। ନିଜର କାର୍ଯ୍ୟଯୋଗୁଁ…

ଅନ୍ତିମ ଯାତ୍ରାରେ ନବ : ଭୁବନେଶ୍ୱର ବାସଭବନରେ ମନ୍ତ୍ରୀଙ୍କ ଦିଆଗଲା ଗାର୍ଡ ଅଫ୍‌ ଅନର

କେନ୍ୟୁଜ(ବ୍ୟୁରୋ) : ଆଜି ମନ୍ତ୍ରୀ ନବ ଦାସଙ୍କ ମର ଶରୀରକୁ ଭୁବନେଶ୍ୱର ସ୍ଥିତ ବାସଭବନରେ ମୁଖ୍ୟ ମନ୍ତ୍ରୀ ଶେଷ ଦର୍ଶନ କରିବା ପରେ ତାଙ୍କୁ ଗାର୍ଡ ଅଫ୍‌ ଅନର ଦିଆଯାଇଛି । ପରେ ବିଜେଡି କାର୍ଯ୍ୟାଳୟରେ ମନ୍ତ୍ରୀଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ଦଳୀୟ କର୍ମୀ, ସମର୍ଥକ ଓ ଶୁଭେଚ୍ଛୁ ତାଙ୍କର…

ନବ ଦାସଙ୍କୁ ଗୁଳି କରିଥିବା ASI ଗୋପଳ କୃଷ୍ଣ ୧୦ ବର୍ଷ ହେବ ଝାରସୁଗୁଡାରେ କାମ କରୁଥିଲେ

କେନ୍ୟୁଜ୍(ବ୍ୟୁରୋ):  ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରିଥିବା ଗୋପଳ କୃଷ୍ଣ ଦାସ ପ୍ରାୟ ଦଶ  ବର୍ଷ ହେବ ଝାରସୁଗୁଡ଼ା ଜିଲ୍ଲାରେ କାର୍ଯ୍ୟରତ ଥିଲେ । ପ୍ରମୋସନ୍‌ ପାଇ ଏଏସ୍‌ଆଇ ହେବା ପରେ ପ୍ରଥମେ ସେ ବଡ଼ମାଳ ଥାନାରେ ରହିଥିଲେ । ପରେ କୁଲାବିରା, ବନହରପାଲି, ବେଲପାହାଡ଼ ଆଦି ଥାନାରେ କାର୍ଯ୍ୟ…