Below header
Browsing Tag

nabarangpur

ନବରଙ୍ଗପୁର ସାପ କାମୁଡ଼ିଥିବା ନାବାଳିକାର ହେଲା ଅସ୍ତ୍ରୋପଚାର, ଏସସିବିର ପ୍ଲାଷ୍ଟିକ ସର୍ଜରୀ ବିଭାଗ ମୁଖ୍ୟ ଡାକ୍ତର…

କଟକ(କେନ୍ୟୁଜ୍):  ସାପକାମୁଡ଼ିଥିବା ନାବାଳିକାର କଟକ ଏସସିବିରେ ହେଲା ଅସ୍ତ୍ରୋପଚାର। ନବରଙ୍ଗପୁର ରାଇଘରରୁ ଆସିଥିବା ନାବାଳିକାର ପ୍ରଥମ ପ୍ଲାଷ୍ଟିକ ସର୍ଜରୀ ହୋଇଛି। ପ୍ଲାଷ୍ଟିକ ସର୍ଜରୀ ବିଭାଗୀୟ ମୁଖ୍ୟ ବିଭୂତି ନାୟକଙ୍କ ତତ୍ତ୍ୱାବଧାନରେ ପ୍ରଥମ ପର୍ଯ୍ୟାୟ ଅପରେସନ ହୋଇଛି। ସାପ କାମୁଡ଼ା…

କରୋନା ସନ୍ଦେହରେ ଗାଁରେ ଶବକୁ ମିଳିଲାନି ଶ୍ମସାନ, ପୁଣି ଫେରିଲା ନବରଙ୍ଗପୁର

ନବରଙ୍ଗପୁର: କରୋନା ସନ୍ଦେହରେ ଗାଁରେ ଶବକୁ ମିଳିଲାନି ଶ୍ମସାନ। ଗାଁ ଲୋକଙ୍କ ବିରୋଧ ପରେ ପୁଣି ଶବ ଫେରିଗଲା ସହରକୁ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ଆଜି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡା ଗ୍ରାମରେ। ଖାତିଗୁଡା ଗ୍ରାମର ରବିନାରାୟଣ ଆଚାର୍ଯ୍ୟ(୨୪) ଗତ କାଲି…

ନବରଙ୍ଗପୁରରେ ଭାରସାମ୍ୟ ହରାଇ ଓଲଟିଲା ଶ୍ରମିକ ବୋଝେଇ ପିକଅପ ଭ୍ୟାନ୍, ୪ ଗୁରୁତର

ନବରଙ୍ଗପୁର: ଓଲିଟିଲା ପିକଅପ ଭ୍ୟାନ। ନବରଙ୍ଗପୁର ଜିଲ୍ଲା ନନ୍ଦହାଣ୍ଡି ବ୍ଲକ କନହେଇ ମୁଣ୍ଡା ଗାଁ ନିକଟରେ ଏକ ଶ୍ରମିକ ବୋଝେଇ ଭ୍ୟାନ ଦୁର୍ଘଟଣା ଗ୍ରସ୍ତ ହେଇଛି। ପ୍ରାୟ ୨୫ ଜଣ ଶ୍ରମିକଙ୍କୁ ନେଇ କଳାହାଣ୍ଡି ଜିଲ୍ଲା ରୁ ନବରଙ୍ଗପୁର ଜିଲ୍ଲା ଖୁଣ୍ଟିଆ ଗ୍ରାମକୁ ପାଇପ ଲାଇନ କାମ କରିବାକୁ…

୨୦ଟଙ୍କା ପାଇଁ ମେଡିକାଲ ଷ୍ଟୋର ମାଲିକଙ୍କୁ ଠେଙ୍ଗାରେ ମରଣାନ୍ତକ ଆକ୍ରମଣ, ଦେଖନ୍ତୁ ଭିଡିଓ

ନବରଙ୍ଗପୁର(କେନ୍ୟୁଜ୍):  ମେଡିକାଲ ଷ୍ଟୋର ମାଲିକଙ୍କୁ ଠେଙ୍ଗାରେ ମରଣାନ୍ତକ ଆକ୍ରମଣ ସିସିଟିଭି ରେ କଏଦ ହେଲା ଭିଜୁଆଲ । ଯାହା ବର୍ତ୍ତମାନ ଭାଇରଲ ହେବାରେ ଲାଗିଛି । ଗତ ୨୦ ତାରିଖ ଦିନ ନବରଙ୍ଗପୁର ସଦର ଥାନା ଅନ୍ତର୍ଗତ ବି ମାଳିଗୁଡା ଗ୍ରାମର ମେଡିକାଲ ଷ୍ଟୋର ମାଲିକ କାହ୍ନ ଦାଶ ରାତିରେ…

ମାଲକାନଗିରି ପରେ ଏହି ଜିଲ୍ଲାରେ ଆସନ୍ତାକାଲିଠୁ ନାଇଟ୍‌କର୍ଫ୍ୟୁ

ନବରଙ୍ଗପୁର(କେନ୍ୟୁଜ୍):  ମାଲକାନଗିରି ପରେ ନବରଙ୍ଗପୁର ଜିଲ୍ଲାରେ ନାଇଟ୍‌କର୍ଫ୍ୟୁ । ଆସନ୍ତାକାଲିଠୁ ଲାଗି ହେବ ରାତ୍ରିକାଳୀନ କଟକଣା । ରାତି ୮ଟାରୁ ସକାଳ ୬ଟା ଯାଏ ନାଇଟ୍‌ କର୍ଫ୍ୟୁ । କରୋନା ସଂକ୍ରମଣ ବଢୁଥିବାରୁ ଆଗୁଆ ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ । ୫ ଜଣରୁ ଅଧିକ ଲୋକ ଏକାଠି…

ନବରଙ୍ଗପୁର: ରାସନ ଚାଉଳ ବିକି ପୁଅ ପିଇଦେଲା ମଦ, ବାରଣ କରିବାରୁ କାଠ ଫାଳିଆରେ ବାପାର ଜୀବନ ନେଲା ପୁଅ

ଉମରକୋଟ(କେନ୍ୟୁଜ୍):  ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅଧିନ ଖାଣ୍ଡା ପଞ୍ଚାୟତର ଖାଣ୍ଡା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ପୁଅର କାଠ ଫାଳିଆ ମାଡ଼ରେ ବାପାର ମୃତ୍ୟୁ ହାଇଛି। ମିଳିଥିବା ସୂଚନା ମୁତାବକ ଗତ ୧୩ ତାରିଖ ଦିନ ବାପା ନିତାଇ ବିଶ୍ୱାସ ପୁଅ ବିଦ୍ୟୁତ ବିଶ୍ୱାସକୁ ରାସନ କାର୍ଡ…

ପୁଣି ଛତିଶଗଡର ଦାଦାଗିରି: ଡ୍ୟାମରୁ ପାଣି ଛାଡିବାରୁ ନବରଙ୍ଗପୁର ଗମ୍ଭାରିଗୁଡ଼ା ପଞ୍ଚାୟତର ୨୦ଏକର ଚାଷ ଜମି ନଷ୍ଟ

ନବରଙ୍ଗପୁର: ପୁଣି ଛତିଶଗଡର ଦାଦାଗିରି । ମହାନଦୀ ପାଣି ଅଟକାଇ ନାଲି ଆଖି ଦେଖାଉଥିବା ବେଳେ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଗମ୍ଭାରିଗୁଡ଼ା ପଞ୍ଚାୟତର ଚାଷୀ ପ୍ରବଳ କ୍ଷତିଗ୍ରସ୍ତ ହୋଇଛନ୍ତି । ଛତିଶଗଡ଼ ରାଜ୍ୟ ଆମଲିପଦର୍‌ ପଞ୍ଚାୟତର ଘୁମୁରାପଦର୍‌ ଡ୍ୟାମ୍‌ ପାଣି ଛାଡିଦେବାରୁ…

ନବରଙ୍ଗପୁର: ନିର୍ଭୟରେ ଗାଁ ମୁଣ୍ଡରେ ବୁଲୁଛନ୍ତି ଭାଲୁ, ଲୋକେ ଆତଙ୍କିତ

ନବରଙ୍ଗପୁର (କେନ୍ୟୁଜ୍‌) : ଦିନ ଦ୍ୱିପହରରେ ଗାଁ ମୁଣ୍ଡରେ ବୁଲୁଛନ୍ତି ଭାଲୁ । ଗୋଟିଏ ନୁହେଁ ଚାରି ଚାରିଟି ଜଙ୍ଗଲୀ ଭାଲୁ ନିର୍ଭୟରେ ବୁଲୁଥିବାର ଦେଖା ଯାଇଛି । ଯାହାକୁ ଦେଖି ଲୋକେ ବେଶ୍‌ ଭୟଭୀତ ହୋଇଛନ୍ତି। ନବରଙ୍ଗପୁର ନନ୍ଦାହାଣ୍ଡି ବ୍ଲକ୍‌ ରାସ୍ତାରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି ।…

ନବରଙ୍ଗପୁର ଉପ କାରଗାରରେ ସଜା କାଟୁଥିବା ବିଚାରଧୀନ କଏଦୀଙ୍କ ମୃତ୍ୟୁ

ନବରଙ୍ଗପୁର: ବିଚାରଧୀନ କଏଦୀଙ୍କ ମୃତ୍ୟୁ । ମୃତକ ହେଲେ କୋଡିଙ୍ଗା ଥାନା ଦଶାପାଇ ଗାଁର ରାମଧର ଭତରା । ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ନବରଙ୍ଗପୁର ଉପ କାରଗାରରେ ସଜା କାଟୁଥିଲେ । କିଛିଦିନ ହେବ ତାଙ୍କ ଦେହ ଭଲ ରହୁ ନଥିଲା । ଗତକାଲି ତାଙ୍କ ଦେହ ଖରାପ ହେବା ପରେ ତାଙ୍କୁ କୋରାପୁଟ…