Browsing Tag

naga chaitanya divorce

ଦ୍ୱିତୀୟ ବିବାହ କରିବେ ନାଗା ଚୈତନ୍ୟ! ସାମନ୍ଥାଙ୍କ ଠାରୁ ଛାଡ଼ପତ୍ର ପରେ ଗଢ଼ିବେ ନୂଆ ଜୀବନ

ସାଉଥ୍‌ ସୁପରଷ୍ଟାର ସାମନ୍ଥା ରୁଥ୍‌ ପ୍ରଭୁ ଓ ନାଗା ଚୈତନ୍ୟଙ୍କ ଛାଡ଼ପତ୍ର ଖବର ଫ୍ୟାନ୍‌ଙ୍କୁ ଦୋହଲାଇ ଦେଇଥିଲା। ଉଭୟଙ୍କ ପ୍ରେମଠାରୁ ବିବାହ ପର୍ଯ୍ୟନ୍ତ ସବୁ ଖବରକୁ ଫ୍ୟାନ୍‌ମାନେ ଖୁବ୍‌ ପସନ୍ଦ କରୁଥିବା ବେଳେ ସେମାନଙ୍କ ଛାଡ଼ପତ୍ର ଫ୍ୟାନ୍‌ଙ୍କ ପାଇଁ ଏକ ବଡ଼ ଝଟ୍‌କା ଥିଲା। ୨୦୧୭ ମସିହାରେ…

ପୁଣି ଯୋଡ଼ି ହେଉଛି କି ସମ୍ପର୍କ! ଛାଡ଼ପତ୍ର ପରେ ପ୍ରଥମ ଥର ପାଇଁ ଏକାଠି ନଜର ଆସିଲେ ସାମନ୍ଥା ଓ ନାଗା ଚୈତନ୍ୟ

ଟଲିଉଡ୍‌ ଷ୍ଟାର ସାମନ୍ଥା ଓ ନାଗା ଚୈତନ୍ୟଙ୍କ ଛାଡ଼ପତ୍ର ଘୋଷଣା ପରେ ତାଙ୍କ ଫ୍ୟାନ୍‌ଙ୍କୁ ଶକ୍ତ ଝଟ୍‌କା ଲାଗିଛି। ଏହି ଦୁଇ କପଲଙ୍କୁ ସମସ୍ତେ ଖୁବ୍‌ ଭଲ ପାଉଥିଲେ। ଏଣୁ ଏମାନେ ଅଲଗା ହେବାକୁ କେହି ସହଜରେ ଗ୍ରହଣ କରିପାରିନଥିଲେ। ତେବେ ନିକଟରେ ଏହି ଦୁଇ ଷ୍ଟାର ପବ୍ଲିକ୍‌ ପ୍ଲେସ୍‌ରେ ଏକାଠି…

ପରିବାର ସମେତ ସାଉଥ ସୁପରଷ୍ଟାରଙ୍କ ଘରେ ଦୀପାବଳି ପାଳନ କଲେ ଅଭିନେତ୍ରୀ ସାମନ୍ଥା

ସାଉଥ ସୁପରଷ୍ଟାର ଅଭିନେତ୍ରୀ ସାମନ୍ଥା ରଥ ପ୍ରଭୁ ଅଭିନେତା ନାଗା ଚୈତନ୍ୟଙ୍କଠୁ ଛାଡ଼ପତ୍ର ନେବା ପରେ ଲଗାତାର ଭାବେ ଚର୍ଚ୍ଚା ଘେରରେ ରହୁଛନ୍ତି । ଗତ କିଛି ଦିନ ପୂର୍ବେ ସେ ନିଜ ସାଙ୍ଗଙ୍କ ସହ ବଦ୍ରୀନାଥ ଓ କେଦାରନାଥ ଦର୍ଶନ କରିବାକୁ ଯାଇଥିଲେ । ଆଉ ଏବେ ନିଜ ପରିବାର ସହ ଦୀପାବଳି ପାଳନ…

ଚାରି ବର୍ଷ ପୂର୍ବେ ପଡିଥିଲା ହାତଗଣ୍ଠି ତିଷ୍ଠିଲାନି ରାଜକୀୟ ବାହାଘର, ଶେଷରେ ଅଲଗା ହେଲେ ସାମନ୍ଥା ଓ ନାଗା ଚୈତନ୍ୟ

ବିଚ୍ଛେଦ ହେଲେ ସାଉଥର ସୁପରଷ୍ଟାର ଯୋଡି ନାଗା ଚୈତନ୍ୟ ଏବଂ ସମନ୍ଥା ରୁଥ ପ୍ରଭୁ। ଦୀର୍ଘ ଦିନର ସମ୍ପର୍କରେ ସୃଷ୍ଟି ହେଲା ଫାଟ। ଭାଙ୍ଗିଲା ୪ ବର୍ଷର ବିବାହ ସମ୍ପର୍କ। ସାମନ୍ଥା ଓ ନାଗା ଚୈତନଙ୍କ ବିବାହ ବିଚ୍ଛେଦ ହେବ ବୋଲି ଅନେକ ଦିନ ଧରି ଚର୍ଚ୍ଚା ଚାଲିଥିଲା। ସମସ୍ତ ପ୍ରକାରର କଳ୍ପନା…

ସାଉଥ୍‌ଷ୍ଟାର ନାଗା ଚୈତନ୍ୟଙ୍କୁ ଛାଡ଼ପତ୍ର ଦେଲେ ସାମନ୍ଥାଙ୍କୁ ମିଳିବ ୨୦୦ କୋଟି!

ବିବାହର ୪ ବର୍ଷ ପରେ ସାଉଥ୍‌ ଷ୍ଟାର ନାଗା ଚୈତନ୍ୟ ପତ୍ନୀ ସାମନ୍ଥା ଅକ୍କିନେନୀଙ୍କ ଠାରୁ ଛାଡ଼ପତ୍ର ନେଇଛନ୍ତି। ଉଭୟେ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି। ବିବାହ ବନ୍ଧନରୁ ମୁକ୍ତ ହୋଇଥିଲେ ମଧ୍ୟ ଉଭୟଙ୍କ ମଧ୍ୟରେ ସବୁବେଳେ ବନ୍ଧୁତା ରହିବ ବୋଲି ଉଭୟେ କହିଛନ୍ତି। ତେବେ କୁହାଯାଉଛି ଯେ…