Below header
Browsing Tag

narendra modi

ବିମୁଦ୍ରାକରଣ ନେଇ ମୋଦିଙ୍କୁ ହିସାବ ମାଗିଛନ୍ତି ରାହୁଲ ଗାନ୍ଧୀ  

ନୂଆଦିଲ୍ଳୀ : ବିମୁଦ୍ରୀକରଣ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହିସାବ ମାଗିଛନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ । ବିମୁଦ୍ରୀକରଣ ପରେ ମାତ୍ର ଶୂନ ଦଶମିକ ୭ ପ୍ରତିଶତ ୫ଶହ ଓ ହଜାର ଟଙ୍କିଆ ପୁରୁଣା ନୋଟ ବ୍ୟାଙ୍କକୁ ଫେରିନଥିବା ନେଇ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ବାର୍ଷିକ…

ନେହେରୁ ସାରା ଦେଶର ନେତା, ମେମୋରିଆଲ୍ ମ୍ୟୁଜିୟମକୁ କରନ୍ତୁ ନାହିଁ ପରିବର୍ତ୍ତନ : ମୋଦିଙ୍କୁ ମନମୋହନଙ୍କ ଚିଠି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଚିଠି । ଦିଲ୍ଲୀ ତିନ ମୂର୍ତ୍ତି ଭବନ ସ୍ଥିତ ନେହେରୁ ମେମୋରିଆଲ୍‌ ମ୍ୟୁଜିୟମ୍‌ ଓ ଲାଇବ୍ରେରୀର ସ୍ୱରୂପ ପରିବର୍ତ୍ତନ ନକରିବାକୁ ଚିଠି ଲେଖିଛନ୍ତି । ସେ ଉଲ୍ଲେଖ କରିଛନ୍ତି ଯେ, ନେହେରୁ କେବଳ…

ମନ୍‌ କି ବାତ୍‌ରେ ବାଜପେୟୀଙ୍କୁ ମନେ ପକାଇଲେ ମୋଦି

ନୂଆଦିଲ୍ଲୀ : ମନ୍‌ କି ବାତ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କୁ ମନେ ପକାଇଛନ୍ତି । ମୋଦି କହିଛନ୍ତି, ୧୬ ଅଗଷ୍ଟରେ ଯେତେବେଳେ ବାଜପେୟୀଙ୍କ ଦେହାନ୍ତ ଖବର ଜଣାପଡ଼ିଲା, ସେତେବେଳେ ସମସ୍ତେ ସ୍ତବ୍ଧ ହୋଇଯାଇଥିଲେ…

ଆପଣ ଜାଣିଛନ୍ତି କି, ମୋଦୀଙ୍କ ଗୋଟିଏ ଦିନର ଖାଇବା ଖର୍ଚ୍ଚ

ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଦବୀରେ ଆସିବା ଦିନରୁ ଦେଶରେ ବିଭିନ୍ନ ପ୍ରକାରର ପରିବର୍ତ୍ତନ କରିଛନ୍ତି । ଦେଶରେ ତାଙ୍କର ଅନେକ ପ୍ରଶଂସକ ରହିଥିବା ବେଳେ ତାଙ୍କ ବିଷୟରେ ଜାଣିବା ପାଇଁ ସବୁବେଳେ ଲୋକଙ୍କ ମଧ୍ୟରେ ଉତ୍ସାହ ଭରି ରହିଥାଏ। ଆଜି ଆମେ ଆପଣଙ୍କୁ ମୋଦୀଙ୍କ ଜୀବନ ବିଷୟରେ ଏକ…

ଦୁଃଖରେ ଦେଶ : ଟ୍ବିଟରେ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି

ଚିକିତ୍ସାଧୀନ ଅବସ୍ଥାରେ ଆଜି ଦିଲ୍ଲୀ ଏମ୍‌ସରେ ସେ ଆଖି ବୁଜିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ । ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲା। ଅସୁସ୍ଥତା କାରଣରୁ ଗତ ଜୁନ୍‌ ୧୧ ତାରିଖରୁ ସେ ଦିଲ୍ଲୀ ଏମ୍‌ସରେ ଚିକିତ୍ସିତ ହେଉଥିଲେ। ଡିମେନସିଆ ସମେତ ବିଭିନ୍ନ ରୋଗରେ…

୫୦ରେ କେଜରିଓ୍ଵାଲ : ମୋଦି ଜଣାଇଲେ ଶୁଭେଚ୍ଛା

ନୂଆଦିଲ୍ଲୀ : ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍‌ର ଆବାହକ ଅରବିନ୍ଦ କେଜରିଓ୍ଵାଲଙ୍କ ଜନ୍ମ ଦିନ । ତାଙ୍କର ୫୦ତମ ଜନ୍ମଦିନରେ ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ଵିଟ୍‌ କରି ଶୁଭେଚ୍ଛା ଜଣାଇବା ସହ ତାଙ୍କର ଦୀର୍ଘ ଜୀବନ କାମନା କରିଛନ୍ତି । ଏହାର ଉତ୍ତରରେ ରି-ଟ୍ଵିଟ୍‌ କରି…

୭୨ତମ ସ୍ୱାଧୀନତା ଦିବସରେ ଲାଲ କିଲ୍ଲାରୁ ମୋଦିଙ୍କ ଉଦ୍‌ବୋଧନ : ସଂକଳ୍ପ ସହ ସବୁ ସ୍ୱପ୍ନ ସାକାର ହେବ

ନୂଆଦିଲ୍ଲୀ (କେନ୍ୟୁଜ୍‌) : ଅନେକ ଘୋଷଣା ଓ ଅନେକ ପ୍ରତିଶ୍ରୁତି ଭିତରେ ୭୨ତମ ସ୍ୱାଧୀନତା ଦିବସ ଅବସରରେ ଦିଲ୍ଲୀ ଲାଲ୍‌କିଲ୍ଲାରେ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆୟୁଷ୍ମାନ ଯୋଜନାର ଘୋଷଣା ସହ ମୋଦି କହିଛନ୍ତି, ଆଜି ଦେଶ ଆତ୍ମବିଶ୍ୱାସରେ ଭରିଯାଇଛି, ସଂକଳ୍ପ…

ମୋଦୀଙ୍କ ପିଲା ବେଳର ସଂଘର୍ଷକୁ ନେଇ ‘ଚଲୋ ଜିତେ ହେଁ’

ଭୁବନେଶ୍ୱରରେ ପ୍ରଦର୍ଶିତ ହୋଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାଲ୍ୟ ଜୀବନକୁ ନେଇ ନିର୍ମିତ ପ୍ରାମାଣିକ ଚଳଚ୍ଚିତ୍ର ‘ଚଲୋ ଜିତେ ହେଁ’ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଫିଲ୍ମର ସହ ନିର୍ଦ୍ଦେଶକ ମିଷ୍ଟି ଚକ୍ରବର୍ତ୍ତି, ବାଲାସାହେବ…

ମୋଦି-ଇମ୍ରାନ ମନ୍ କି ବାତ୍

ନୂଆଦିଲ୍ଲୀ : ପାକିସ୍ତାନ ନିର୍ବାଚନରେ ବଡ଼ ବିଜୟ ହାସଲ କରିବା ପରେ ଇମ୍ରାନ ଖାନ୍ ପ୍ରଧାନମନ୍ତ୍ରୀ ଚୌକିରେ ବସିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ନୂଆ ଦାୟିତ୍ବ ଗ୍ରହଣ ପୂର୍ବରୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଫୋନ ଯୋଗେ ଦୁଇ ନେତା କଥା ହୋଇଛନ୍ତି…

ମୋଦିଙ୍କ ଅଟୋଗ୍ରାଫ୍ ଆଣିଲା ଯୁବତୀଙ୍କ ନିକଟକୁ ବିବାହ ପ୍ରସ୍ତାବର ସୁଅ !

ପଶ୍ଚିମବଙ୍ଗ  : ଗତ ଜୁଲାଇ ୧୬ ତାରିଖରେ ପଶ୍ଚିମବଙ୍ଗ ମେଦିନାପୁର ଠାରେ ଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲି । ଏହି ରାଲି ବେଳେ ଗୋଟିଏ ପାଖରେ ଏକ ଟେଣ୍ଟ ଭୁଶୁଡ଼ି ପଡ଼ିଥିଲା । ଏଥି କିଛି ଲୋକ ଆହତ ହୋଇଥିଲେ । ତେବେ ସେମାନଙ୍କ ମଧ୍ୟରେ ଥିଲେ ଜଣେ କଲେଜ ଛାତ୍ରୀ ରୀତା । ଯିଏ କି…

ମୋଦିଙ୍କ ଗୋଦାନ : ଦେଶ ଭ୍ରମଣ ବେଳେ ରୁଆଣ୍ଡାକୁ ଭେଟି ଦେଇଛନ୍ତି ୨ ଶହ ଗାଈ

ଅନ୍ତତଃ ବିଦେଶରେ ଏଭଳି ଭେଟି କେହି ଦେଇ ନଥିବେ । ବିଶେଷ କରି କୌଣସି ପ୍ରଧାନମନ୍ତ୍ରୀ । ତେବେ କିଛି ନା କିଛି ଭିନ୍ନ କଥା କରିବାରେ ଓସ୍ତାଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ପାଞ୍ଚ ଦିନିଆ ଆଫ୍ରିକୀ୍ର ଦେଶ ଭ୍ରମଣ ବେଳେ ରୁଆଣ୍ଡାକୁ ଭେଟି ଦେଇଛନ୍ତି ୨ ଶହ ଗାଈ । ରୁଆଣ୍ଡ ହେଉଛି ଏକ…

ଆଜିଠୁ ମୋଦିଙ୍କ ୫ ଦିନିଆ ବିଦେଶ ଗସ୍ତ : ଫୋକସରେ ଆଫ୍ରିକୀୟ ଦେଶ

ନୂଆଦିଲ୍ଳୀ : ଆଜିଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୫ ଦିନିଆ ବିଦେଶ ଗସ୍ତ ଆରମ୍ଭ ହେଉଥିବା ବେଳେ ଏଥର ଫୋକସରେ ଆଫ୍ରିକୀୟ ଦେଶ ରହିଛି। ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବାକୁ ମୋଦି ଦକ୍ଷିଣ ଆଫ୍ରିକା ଯିବେ। ତା ପୂର୍ବରୁ ସେ ରୱାଣ୍ଡା ଓ ଉଗାଣ୍ଡା ଗସ୍ତ କରିବେ। ପ୍ରଥମ ଥର ଲାଗି ଜଣେ…