Browsing Tag

naseeruddin shah

ଏଥର ଧର୍ମକୁ ନେଇ ବୟାନବାଜି, ଚର୍ଚ୍ଚାରେ ଭେଟେରାନ ଆକ୍ଟର ନାସିରୁଦ୍ଦିନ ଶାହ

ଭେଟେରାନ ଆକ୍ଟର ନାସିରଉଦ୍ଦିନ ଶାହ । ଅନେକ ସମୟରେ ସେ ନିଜ ବୟାନ ବାଜି ପାଇଁ ଚର୍ଚ୍ଚାରେ ରହିଥାନ୍ତି । ଏହି ଜଣାଶୁଣା ଅଭିନେତା ଜଣକ ଅନେକ ସମୟରେ ନିଜର ବିବୃତ୍ତି ପାଇଁ ଲୋକଲୋଚନକୁ ଆସିଥାନ୍ତି । ହେଲେ ଏବେ ସେ ପୁଣି କାହିଁକି ଚର୍ଚ୍ଚାରେ ଜାଣିବା । ୧୭ରୁ ୧୯ଡିସେମ୍ବର ମଧ୍ୟରେ ହରିଦ୍ୱାରରେ…

ତାଲିବାନ ରାଜରେ ଖୁସି ହେଉଥିବା ହିନ୍ଦୁସ୍ତାନ ମୁସଲମାନଙ୍କ ଉପରେ ବର୍ଷିଲେ ଅଭିନେତା ନଶିରୁଦ୍ଦିନ ଶାହ

ବଲିଉଡ ଅଭିନେତା ନଶିରୁଦ୍ଦିନ ଶାହଙ୍କ ଏକ ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ଯେଉଁଥିରେ ସେ ତାଲିବାନର ଆଫଗାନିସ୍ତାନରେ କବଜାକୁ ନେଇ ନିଜ ମନ୍ତବ୍ୟ ରଖିଛନ୍ତି। ତାଙ୍କ କହିବା ଅନୁଯାୟୀ ଆଫଗାନିସ୍ତାନରେ ତାଲିବାନର ଫେରିବା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ତାଲିବାନର…

ନିମୋନିଆରେ ଆକ୍ରାନ୍ତ ହୋଇ ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି ହେଲେ ବରିଷ୍ଠ ଅଭିନେତା ନାସିରୁଦ୍ଦିନ ଶାହ, ଅବସ୍ଥା…

ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିବାରୁ ବରିଷ୍ଠ ଅଭିନେତା ନାସିରୁଦ୍ଦିନ ଶାହଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ଗତ କାଲି ତାଙ୍କୁ ଖାରସ୍ଥିତ ହିନ୍ଦୁଜା ହସ୍ପିଟାଲରେ ଆଡ଼ମିଟ କରାଯାଇଛି। ସେ ନିମୋନିଆରେ ଆକ୍ରାନ୍ତ ଥିବା ଜଣାଯାଇଛି। ନିକଟରେ ତାଙ୍କ ଫୁସଫୁସରେ ପ୍ୟାଚ୍ ଥିବା ଚିହ୍ନଟ ହୋଇଥିଲା।…

ନସିରୁଦ୍ଦିନ ଶାହାଙ୍କ ଝିଅ ବିରୁଦ୍ଧରେ କ୍ଲିନିକ ଷ୍ଟାଫଙ୍କୁ ମାଡ଼ ମାରିବା ଅଭିଯୋଗ, ଘଟଣାର ସିସିଟିଭି ଫୁଟେଜ ଭାଇରଲ

ବଲିଉଡ ଅଭିନେତା ନସିରୁଦ୍ଦିନ ଶାହା ପ୍ରାୟତଃ ନିଜର ବିବାଦୀୟ ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ତେବେ ବର୍ତ୍ତମାନ ତାଙ୍କର ଝିଅ ହିବା ଶାହା ମୁମ୍ବାଇସ୍ଥିତ ଏକ ପଶୁ ଚିକିତ୍ସାଳୟରେ କାମ କରୁଥିବା ଦୁଇ ମହିଳା କର୍ମଚାରୀଙ୍କ ସହ ମାଡପିଟ କରୁଥିବା ଅଭିଯୋଗ ଆସିଛି । କ୍ଲିନିକ ଏହି ଘଟଣାର…

ବିରାଟ ଜଣେ ଭଲ ଖେଳାଳି ହେଲେ ମଧ୍ୟ ତାଙ୍କୁ ଜଣାନାହିଁ ସିଷ୍ଟାଚାର : ନଶିରୁଦ୍ଦିନ ଶାହା

ମୁମ୍ବାଇ : ବଲିଉଡ଼ର ବିଶିଷ୍ଠ ଅଭିନେତା ନଶିରୁଦ୍ଦିନ ଶାହା ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ଦୁନିଆର ସବୁଠାରୁ ଖରାପ ବ୍ୟବହାର ଦେଖାଉଥିବା ବ୍ୟକ୍ତି କହିଛନ୍ତି। ଅଭିନେତାଙ୍କ ଏପରି ମନ୍ତବ୍ୟ ପରେ ଆରମ୍ଭ ହୋଇଛି ବିବାଦ। ନଶିରୁଦ୍ଦିନ ଶାହା କୋହଲିଙ୍କ ପୂର୍ବ ଭିଡ଼ିଓ ଦେଖି…