Below header
Browsing Tag

national news

ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚାଣ୍ଟଙ୍କର ସରିଲା ନିର୍ବନ୍ଧ; ବହୁତ ଜଲ୍‌ଦି ପଡ଼ିବ…

ଅମ୍ବାନୀ ପରିବାରରେ ଉତ୍ସବର ମାହୋଲ। ଏ ଭିତରେ ଏକ ଖୁସି ଖବର ସାମ୍ନାକୁ ଆସିଛି। ବିଜନେସ୍‌ ଟାଇକୁନ୍‌ ମୁକେଶ ଓ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କର ନିର୍ବନ୍ଧ ଶେଷ ହୋଇଛି। ବହୁତ ଜଲ୍‌ଦି ତାଙ୍କର ବିବାହ ଅନୁଷ୍ଠିତ ହେବାକୁ ଯାଉଛି। ଅନନ୍ତ ଓ ତାଙ୍କ ଭାବୀ ପତ୍ନୀ ରାଧିକା…

କମେଡି ଚ୍ୟାନେଲ ‘ଦ ଭାଇରାଲ ଫିଭର’ର ପୂର୍ବତନ ସିଇଓ ଅରୁଣାଭ କୁମାରଙ୍କୁ କୋର୍ଟରୁ ଆଶ୍ୱସ୍ତି; ଯୌନ ଉତ୍ପୀଡ଼ନ ମାମଲାରେ…

କମେଡି ଚ୍ୟାନେଲ ‘ଦ ଭାଇରାଲ ଫିଭର’ର ପୂର୍ବତନ ସିଇଓ ଅରୁଣାଭ କୁମାରଙ୍କୁ ଯୌନ ଉତ୍ପୀଡ଼ନ ମାମଲାରେ ମୁମ୍ବାଇର ଏକ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ୨୦୧୭ରେ ଯୌନ ଉତ୍ପୀଡ଼ନ ଅଭିଯୋଗ ପରେ ଅରୁଣାଭ କୁମାରଙ୍କ ଉପରେ ମାମଲା ରୁଜୁ କରାଯାଇଥିଲା। ସୂଚନା ଅନୁସାରେ, ଅସ୍ପଷ୍ଟ, ଅକାରଣ ଏବଂ…

ରାସ୍ତାରେ ଘୁମେଇ ପଡ଼ିଲେ ଚାଳକ, ବ୍ରିଜ୍‌ ରେଲିଂ ଭାଙ୍ଗି ୩୦ ଫୁଟ୍‌ ଗଭୀର ଖାଇକୁ ଖସିଲା ବିଜେପି ବିଧାୟକଙ୍କ ଗାଡ଼ି; ୩…

ମହାରାଷ୍ଟ୍ରର ସତାରା ଜିଲ୍ଲାର ପୁଣେ-ପଣ୍ଢରପୁର ରାସ୍ତାରେ ଶୁକ୍ରବାର ବିଳମ୍ବିତ ରାତିରେ ବିଜେପି ବିଧାୟକ ଜୟକୁମାର ଗୋରେଙ୍କ କାର୍‌ ୩୦ ଫୁଟ୍‌ ଗଭୀର ଖାଇକୁ ଖସି ପଡ଼ିଥିଲା। ଏହି ଦୁର୍ଘଟଣାରେ ବିଧାୟକଙ୍କ ପଞ୍ଜରା ହାଡ଼ ଭାଙ୍ଗିଯାଇଥିବା ବେଳେ ଗାଡ଼ିର ଡ୍ରାଇଭର ଏବଂ ଦୁଇ ସୁରକ୍ଷା କର୍ମୀ ଗୁରୁତର…

ଚାହୁଁ ଚାହୁଁ ହଠାତ୍‌ ଧସିଗଲା ରାସ୍ତା, ଭିତରକୁ ପଶିଗଲା ଗାଡ଼ିମୋଟର…ହାଇଦ୍ରାବାଦର ଜନଗହଳିପୂର୍ଣ୍ଣ ଅଞ୍ଚଳରୁ ଆସିଲା…

ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦର ଏକ ଜନଗହଳିପୂର୍ଣ୍ଣ ଅଞ୍ଚଳରୁ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି। ଶୁକ୍ରବାର ଏଠାରେ ଏକ ବ୍ୟସ୍ତବହୁଳ ରାସ୍ତା ହଠାତ୍‌ ଧସି ପଡ଼ିଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ରାସ୍ତାରେ ଥିବା ଯାନବାହନ ଏବଂ ଠେଲାଗାଡ଼ି ଭିତରକୁ ପଶିଯାଇଥିଲା। ଏଭଳି ଭୟଙ୍କର…

ପ୍ରେମିକାକୁ ନିଜର ପ୍ରେମ ଜଣାଇବା ପାଇଁ ବିଦ୍ୟୁତ୍‌ ଖୁଣ୍ଟରେ ଚଢ଼ିଗଲେ ଯୁବକ; ଆଉ ତା’ ପରେ କଲେ ଏମିତି ହରକତ…

କିଛି ଲୋକ ପ୍ରେମରେ ଏମିତି ଅନ୍ଧ ହୋଇଯାଆନ୍ତି ଯେ ସେମାନେ ନିଜ ଜୀବନକୁ ବି ବାଜି ଲଗାଇବାକୁ ପଛାନ୍ତି ନାହିଁ। ଖାସ୍‌ କରି, ପୁଅମାନେ ନିଜ ପ୍ରେମିକାଙ୍କୁ ମନେଇବା ତଥା ସେମାନଙ୍କୁ ନିଜର ପ୍ରେମ ଜଣାଇବା ପାଇଁ ଅଜବ କାରନାମା ମଧ୍ୟ କରି ବସନ୍ତି। ଆଜିକାଲି ସୋସିଆଲ ମିଡିଆରେ ଏହିଭଳି ଅନେକ…

ନିଜର ନବଜାତ ଶିଶୁକୁ ଧରି ବିଧାନସଭା ଶୀତ ଅଧିବେଶନରେ ପହଞ୍ଚିଥିଲେ ବିଧାୟିକା, ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଲୋକେ!

ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (NCP)ର ବିଧାୟକ ସରୋଜ ବାବୁଲାଲ ଅହିରେ ନିଜର ନବଜାତ ଶିଶୁକୁ ଧରି ମହାରାଷ୍ଟ୍ର ବିଧାନସଭା ପହଞ୍ଚିଥିଲେ। ସରୋଜ ବାବୁଲାଲ ୩୦ ସେପ୍ଟେମ୍ବରରେ ମା’ ହୋଇଥିଲେ ଏବଂ ଆଜି ସୋମବାର ମହାରାଷ୍ଟ୍ର ବିଧାନସଭାର ଶୀତକାଳୀନ ଅଧିବେଶନରେ ସାମିଲ ହେବାକୁ ପହଞ୍ଚିଥିଲେ। ଏହି…

ଶବର ଚିକିତ୍ସା କରୁଥିଲେ ହସ୍ପିଟାଲ କର୍ତ୍ତୃପକ୍ଷ, ପରିବାର ପାଖକୁ ଆସିଲା ୧୪ ଲକ୍ଷର ବିଲ୍‌! ଥାନାରେ ଅଭିଯୋଗ

ହରିୟାଣା ସୋନୀପତର ଏକ ଘରୋଇ ହସ୍ପିଟାଲ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ । ବିଲ୍‌ କରିବା ପାଇଁ ଶବର ଚିକିତ୍ସା କରୁଥିବା ଅଭିଯୋଗ ଆଣିଲେ ପରିବାର ଲୋକେ । ଏପରି କି, ପରିବାର ଲୋକଙ୍କୁ ଭେଟିବାକୁ ବି ଦେଉ ନ ଥିଲେ ହସ୍ପିଟାଲ କର୍ତ୍ତୃପକ୍ଷ । ଜାଣିଶୁଣି ମୃତ୍ୟୁ ପରେ ଚିକିତ୍ସା କରୁଥିବା…

ଗୁମ୍ଫା ଭିତରେ ଦୀର୍ଘ ୫୫ ଘଣ୍ଟା ଧରି ଫସି ରହିଲେ ଶିକାରୀ; ଜେସିବି ସାହାଯ୍ୟରେ ପଥର ଫଟାଇ ଉଦ୍ଧାର କଲା ପୋଲିସ

ଗୁମ୍ଫାରେ ୫୫ ଘଣ୍ଟା। ଦୀର୍ଘ ୫୫ ଘଣ୍ଟା ଧରି ଗୁମ୍ଫା ଭିତରେ ଫସି ରହିଥିବା ଜଣେ ଶିକାରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ତେଲେଙ୍ଗାନା କାମାରେଡ୍ଡୀ ଜିଲ୍ଲାର ରାମାରେଡ୍ଡୀ ମଣ୍ଡଳ ଜଙ୍ଗଲରେ ରାଜୁ ନାମକ ଶିକାରୀ ଫସି ରହିଥିଲେ। ମଙ୍ଗଳବାର ଦିନ ଶିକାର କରିବାକୁ ଯାଇଥିଲେ ରାଜୁ। ଅନ୍ୟ…

ସୁଖବିନ୍ଦର ସିଂ ସୁଖୁ ହେବେ ହିମାଚଳର ନୂଆ ମୁଖ୍ୟମନ୍ତ୍ରୀ; ବିଧାୟକ ଦଳ ବୈଠକ ପରେ ନିଆଗଲା ନିଷ୍ପତ୍ତି

କଂଗ୍ରେସ ଦଳ ସୁଖବିନ୍ଦର ସିଂ ସୁଖୁଙ୍କୁ ହିମାଚଳ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତ୍ତି ନେଇଛି। ସୂଚନା ଅନୁସାରେ, ଏହି ନିଷ୍ପତ୍ତି ପାର୍ଟିର ବିଧାୟକ ଦଳ ବୈଠକ ପରେ ନିଆଯାଇଛି। ସୁଖବିନ୍ଦର ସିଂ ସୁଖୁଙ୍କ ପୂର୍ବରୁ ହିମାଚଳ କଂଗ୍ରେସର ଅଧ୍ୟକ୍ଷ ପ୍ରତିଭା ସିଂଙ୍କ ନାମ ସିଏମ୍‌…

ପତ୍ନୀ ଓ ଶଳାଙ୍କ ପାଇଁ ହାରିଲେ ଜୀବନ , ମୃତ୍ୟୁ ପୂର୍ବରୁ ଭିଡିଓରେ କରିଥିଲେ ଖୁଲାସା

କେନ୍ୟୁଜ୍‌ ବ୍ୟୁରୋ : ଆଜି କାଲି ଦୁନିଆରେ ପାରିବାରିକ କଳହକୁ ନେଇ ନାନା ବିଷମ ପରିସ୍ଥିତି ସୃଷ୍ଟି ହେଉଛି । ଛୋଟିଆ ଛୋଟିଆ କଥାରୁ ପରିସ୍ଥିତି ଅଣାୟତ୍ତ ହୋଇଯାଉଛି । ଭୁଲ ବୁଝାମଣା ଯୋଗୁ ଅନେକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି । ସେହିପରି ଘଟଣା ଘଟଛି ରାଜସ୍ଥାନ ଜୈସେଲମେରର…

ଉଜ୍ଜୈନ ମହାକାଳ ମନ୍ଦିରରେ ରିଲ୍ସ! ବଲିଉଡ୍‌ ଗୀତ ‘ପ୍ୟାର୍‌-ପ୍ୟାର୍‌ କରତେ-କରତେ’ରେ ଡ୍ୟାନ୍ସ କଲେ ଦୁଇ ମହିଳା…

ବିଶ୍ୱ ପ୍ରସିଦ୍ଧ ଉଜ୍ଜୈନର ଶ୍ରୀ ମହାକାଳେଶ୍ୱର ମନ୍ଦିରରେ ମୋବାଇଲରୁ ବଲିଉଡ୍‌ ଗୀତରେ ଭିଡିଓ କରିବାର ସିଲ୍‌ସିଲା ଥମିବାର ନାଁ ନେଉନାହିଁ। ଏହାରି ଭିତରେ ମନ୍ଦିରରେ ଦୁଇ ମହିଳା ସୁରକ୍ଷାକର୍ମୀଙ୍କ ରିଲ୍ସ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ମହିଳାଦ୍ୱୟ ଭିନ୍ନ ଭିନ୍ନ ବଲିଉଡ୍‌ ଗୀତରେ…

ଅତୁଲ ସହିତ ରିଙ୍କି ଓ ପିଙ୍କି…! ଜଣେ ହିଁ ଯୁବକଙ୍କୁ ଜୀବନସାଥୀ ବାଛିଲେ ଯାଆଁଳା ଭଉଣୀ, ଧୁମ୍‌ଧାମରେ ହେଲା ବିବାହ

ଜଣେ ଯୁବକଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଦୁଇ ଯାଆଁଳା ଭଉଣୀ। ମହାରାଷ୍ଟ୍ରର ସୋଲାପୁରରୁ ଏମିତି ହିଁ ଏକ ନିଆରା ବିବାହର ଭିଡିଓ ଭାଇରାଲ ହେଉଛି। କୁହାଯାଉଛି କି, ଏଠାରେ ଦୁଇ ଯାଆଁଳା ଭଉଣୀ ଜଣେ ହିଁ ଯୁବକଙ୍କୁ ନିଜର ଜୀବନସାଥୀ ବାଛିଛନ୍ତି ଏବଂ ତାଙ୍କୁ ବିବାହ କରିଛନ୍ତି। ସୂଚନା…