Below header
Browsing Tag

Naveen Patnaik

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ, ସୋସିଆଲ୍‌ ମିଡିଆରେ ଦଳୀୟ ନେତାଙ୍କ ଠାରୁ ଆରମ୍ଭ କରି ସାଧାରଣ…

ଭୁବନେଶ୍ବର: ୭୫ ବର୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ତାଙ୍କର ଜନ୍ମଦିନ । ଏବର୍ଷ କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଜନ୍ମଦିନ ପାଳୁ ନାହାନ୍ତି ନବୀନ । ନବୀନ ନିବାସ ନଆସିବା ପାଇଁ ନେତା, କର୍ମୀ ଓ ସମର୍ଥକଙ୍କୁ କହିଛନ୍ତି । ଗରିବ ଲୋକଙ୍କୁ ସାହାଯ୍ୟ କରିବା ସହ ରକ୍ତ ଓ ପ୍ଲାଜମା…

ଘରେ ଘରେ ଟ୍ୟାପ୍‌ ଯୋଗେ ପହଞ୍ଚିବ ବିଶୁଦ୍ଧ ପାଣି: ଡ୍ରିଙ୍କ ଫ୍ରମ୍‌ ଟ୍ୟାପ୍‌ ମିଶନ ଅନ୍ତର୍ଗତ ସୁଜଳ ଯୋଜନାର ଶୁଭାରମ୍ଭ…

ଭୁବନେଶ୍ବର: ଘରେ ଘରେ ଟ୍ୟାପ୍‌ ଯୋଗେ ପହଞ୍ଚିବ ବିଶୁଦ୍ଧ ପାନୀୟ ଜଳ । ଡ୍ରିଙ୍କ ଫ୍ରମ୍‌ ଟ୍ୟାପ୍‌ ମିଶନ ଅନ୍ତର୍ଗତ ସୁଜଳ ଯୋଜନାର ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓମ୍‌ବାଡସି ଓ ରାଜ୍ୟ ପାଣ୍ଠିରୁ ୧୩୦୦କୋଟି ଟଙ୍କା ବିନିଯୋଗରେ…

କୃଷି ବିଲର ଅନୁଧ୍ୟାନ ପାଇଁ ବିଜେଡି ଗଠନ କରିବ କମିଟି, ବିଧାୟକ ଦଳ ବୈଠକରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: କୃଷି ବିଲର ଅନୁଧ୍ୟାନ ପାଇଁ ବିଜେଡି ଗଠନ କରିବ କମିଟି । ସାଂସଦ, ବିଧାୟକ ଓ ବିଶିଷ୍ଟ ଚାଷୀ ନେତା କମିଟିର ସଦସ୍ୟ ରହିବେ । ସେମାନେ ବିଲର ବିଭିନ୍ନ ଦିଗକୁ ତର୍ଜମା କରିବେ । ବିଜେଡି ବିଧାୟକ ଦଳ ବୈଠକରେ ଏକଥା କହିଛନ୍ତି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ…

କୋଭିଡରେ ସଂକ୍ରମିତ ନୀଳଗିରି ଓ ସାଲେପୁର ବିଧାୟକଙ୍କ ସହ ଟେଲିଫୋନରେ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ନୀଳଗିରି ବିଧାୟକ ଓ ସାଲେପୁର ବିଧାୟକଙ୍କ ସହ ଟେଲିଫୋନରେ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡରେ ସଂକ୍ରମିତ ହୋଇ ଚିକିତ୍ସାଧୀନ ଥିବାରୁ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବାବଦରେ ପଚାରିବୁଝିଛନ୍ତି । ଏଥିସହ ଦୁଇ ବିଧାୟକଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି…

ସହିଦ ଯବାନଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମବେଦନା

ଭୁବନେଶ୍ବର: ସହିଦ ଯବାନଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମବେଦନା। ଗଲଓ୍ଵାନ ଘାଟିରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ସାହାସୀ ଯବାନଙ୍କୁ ସଲାମ କରିବାକୁ ରାଷ୍ଟ୍ର ଏକ ହେଉ। ଯବାନମାନେ ସର୍ବୋଚ୍ଚ ବଳିଦାନ ଦେଇଛନ୍ତି ବୋଲି ନବୀନ ଟ୍ଵିଟ୍‌ କରି…

ବାହାର ରାଜ୍ୟରୁ ଆସୁଥିବା ଓଡ଼ିଆଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଚେତାବନୀ, କହିଲେ ସରକାରଙ୍କ ସମସ୍ତ ନିୟମ କଡାକଡି…

ଭୁବନେଶ୍ବର: ବାହାର ରାଜ୍ୟରୁ ଆସୁଥିବା ଓଡ଼ିଆଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଚେତାବନୀ । ମୁଖ୍ୟମନ୍ତ୍ରୀ କହିଛନ୍ତି, ନିଜ ତଥା ନିଜ ପରିବାରର ଜୀବନ ରକ୍ଷା ପାଇଁ କ୍ୱାରେଣ୍ଟାଇନ୍‌ରେ ରହିବା ସହ ସରକାରଙ୍କ ସମସ୍ତ ନିୟମ କଡାକଡି ପାଳନ କରନ୍ତୁ । ଏହାର ଉଲଂଘନ କ୍ଷେତ୍ରରେ ସରପଞ୍ଚମାନେ ତୁରନ୍ତ…

ଫେରିବେ ପ୍ରବାସୀ ଓଡ଼ିଆ: ଆଜି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦିରୁପ୍ପାଙ୍କ ସହ କଥା ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: କର୍ଣ୍ଣାଟକରୁ ଫେରିବେ ପ୍ରବାସୀ ଓଡ଼ିଆ । ଆଜି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦିରୁପ୍ପାଙ୍କ ସହ କଥା ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିନ ୧୦ଟା ୩୦ରେ ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ଉଭୟ ଆଲୋଚନା କରିବେ । କର୍ଣ୍ଣାଟକରେ ଫସିଥିବା ପ୍ରବାସୀ ଓଡ଼ିଆଙ୍କୁ ଫେରାଇ ଆଣିବା ନେଇ…

ସରପଞ୍ଚମାନଙ୍କ ଦକ୍ଷତା ଉପରେ ଭରସା କଲେ ନବୀନ : ବାହାର ରାଜ୍ୟରେ ଥିବା ଓଡ଼ିଆଙ୍କୁ ତାଗିଦ, ଫେରିବା ପୂର୍ବରୁ…

ଭୁବନେଶ୍ୱର (କେ ନ୍ୟୁଜ୍‌) : ନବୀନଙ୍କ ମିଶନ ଗାଁ ସୁରକ୍ଷା। ଲକଡାଉନ୍‌ ଖୋଲିଲେ ଓଡ଼ିଶା ଫେରିବେ ପ୍ରାୟ ୫ ଲକ୍ଷ। ଏଥିପାଇଁ ରୋଡ୍‌ ମ୍ୟାପ୍‌ ପ୍ରସ୍ତୁତ। ଏହାକୁ ନେଇ ସରପଞ୍ଚଙ୍କ ସହ କଥା ହୋଇଇନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ ପରେ ଆଜି…

କୋଭିଡ୍‌-୧୯ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଘୋଷଣା, ସହରାଞ୍ଚଳ ଗରିବଙ୍କ ପାଇଁ ୧୦୦ କୋଟି…

ଭୁବନେଶ୍ବର: କୋଭିଡ୍‌-୧୯ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା । ସହରାଞ୍ଚଳରେ ଶ୍ରମଭିତ୍ତିକ କାର୍ଯ୍ୟ ପାଇଁ ୧୦୦ କୋଟି ଟଙ୍କା ମଞ୍ଜୁର ହୋଇଛି । ଏହା ଦ୍ୱାରା ୪ ଲକ୍ଷ ୫୦ ହଜାର ପରିବାର ଉପକୃତ ହେବେ । ଚଳିତ ଏପ୍ରିଲ ମାସରୁ ଆରମ୍ଭ ହୋଇ ଏହା ଆଗାମୀ ସେପ୍ଟେମ୍ବର ମାସ…

କରୋନା ବିପତ୍ତି ସମୟରେ ଘରେ ଥିବା ବୟସ୍କଙ୍କ ପ୍ରତି ସମ୍ବେଦନଶୀଳ ହେବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଓଡ଼ିଶାରେ ଏବେ ସ୍ଥିତି ଠିକ୍‌ ଅଛି । ତଥାପି ଆମକୁ ଆହୁରି ୧୫୪ ଦିନ ସତର୍କ ଓ ସଚେତନ ରହିବାକୁ ପଡ଼ିବ । ଏହା କହିଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ । ପ୍ରତିଦିନ ଭଳି ଆଜି ମଧ୍ୟ ଠିକ୍‌ ଅପରାହ୍ନ ସାଢ଼େ ୪ଟାରେ ଭୁବନେଶ୍ୱର ଜୟଦେବ ଭବନ…

ଦିଲ୍ଲୀ ଦଙ୍ଗାରେ ଘର ଜଳି ଯାଇଥିବା ଯବାନ୍‌ଙ୍କୁ ନବୀନ ଦେଲେ ୧୦ ଲକ୍ଷ ଟଙ୍କାର ସହାୟତା

ଭୁବନେଶ୍ୱର (କେ ନ୍ୟୁଜ୍‌) : ଦିଲ୍ଲୀ ଦଙ୍ଗାରେ ଅନେକ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି । ପାଖାପାଖି ୫୦ ଜଣଙ୍କର ଏଥିରେ ମୃତ୍ୟୁ ଘଟିଲାଣି । ଏହାକୁ ନେଇ ସାରା ଦେଶରେ ଉଦବେଗ ପ୍ରକାଶ ପାଇଛି । ଏମିତିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ତେବେ ଏହି…

ଆଜି ମୁଖ୍ୟମନ୍ତ୍ରୀଙ୍କ ବରଗଡ଼ ଜିଲ୍ଲା ଗସ୍ତ: ବହୁ ପ୍ରତୀକ୍ଷିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳ,ବିଜ୍ଞାନ କେନ୍ଦ୍ର ସହ ୩୨ଟି…

ବରଗଡ଼(କେନ୍ୟୁଜ୍): ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବରଗଡ଼ ଜିଲ୍ଲା ଗସ୍ତ । ଟୁକୁର୍ଲାରେ ବହୁ ପ୍ରତୀକ୍ଷିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳ, ବରଗଡ଼ ବିଜ୍ଞାନ କେନ୍ଦ୍ର ସହ ୩୨ଟି ପ୍ରକଳ୍ପର ଶୁଭ ଉଦ୍‌ଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ । ୭୦ କୋଟି ଟଙ୍କାର ନିର୍ମାଣଧୀନ…