କାହିଁକି ଡ୍ୟାନ୍ସ କରୁ କରୁ ଏବଂ ଗୀତ ଗାଉ ଗାଉ ହଠାତ୍ ହେଉଛି ମୃତ୍ୟୁ, ଜାଣନ୍ତୁ କଣ କହୁଛି NCRB ରିପୋର୍ଟ
କରୋନା ମହାମାରୀ ପରେ ଲୋକମାନଙ୍କ ଖରାପ ଲାଇଫ୍ ଷ୍ଟାଇଲ୍ ଯୋଗୁ ପୂରା ବିଶ୍ୱରେ ହାର୍ଟ ଆଟାକରେ ହେଉଥିବା ମୃତ୍ୟୁ ସଂଖ୍ୟା ବଢିବାକୁ ଲାଗିଛି । ତେବେ ନେସ୍ନାଲ କ୍ରାଇମ୍ ରେକର୍ଡ ବ୍ୟୁରୋ ଆକଳନ ବିଷୟରେ ଜାଣିଲେ ଆପଣ ମଧ୍ୟ ଆଶ୍ଚଯ୍ୟ ହୋଇଯିବେ । ଏହା ସହ ଦେଶରେ ଏବେ ମୃତ୍ୟୁ ସଂଖ୍ୟା ଦୃତ…