Below header
Browsing Tag

neha kakkar

ପରିସ୍ଥିତିରେ ପଡି ନିଜ ଦେହରେ ନିଆଁ ଲଗାଇଥିଲେ ଏହି ପ୍ରତିଯୋଗୀ, ଯାହା ଶୁଣିବା ପରେ ଭାବ ବିହ୍ଵଳ ହୋଇପଡିଲେ ଜଜ୍‌

ସିଙ୍ଗିଙ୍ଗ୍ ରିୟାଲିଟି ସୋ’ ‘ଇଣ୍ଡିଆନ ଆଇଡଲ’ ୧୧ଆରମ୍ଭ ହୋଇସାରିଛି। ବର୍ତ୍ତମାନ ସୋ’ରେ ଅଡିସନ୍ ରାଉଣ୍ଡ ପ୍ରସାରିତ ହେବା ସହ କଣ୍ଟେଷ୍ଟେଟ୍ ମାନଙ୍କର ସଂଘର୍ଷମୟ କାହାଣୀ ଜଜ୍ ମାନଙ୍‌କୁ ଭାବ ବିହ୍ଵଳ କରିଦେଇଛି। ଚଳିତ ବଷଁ ‘ଇଣ୍ଡିଆନ୍ ଆଇଡଲ’ରେ ବିଶାଲ ଦଦଲାନୀ,ନେହା କକ୍କଡ ଏବଂ ଅନୁ ମଲିକ୍…

ନେହାଙ୍କ ସହ ଡ୍ୟାନ୍ସ କରୁଛନ୍ତି ଇଣ୍ଡିଆନ୍‌ ଆଇଡଲ ୧୦ର ଏହି ଫାଇନାଲିଷ୍ଟ, ଭାଇରାଲ ହେଉଛି ଭିଡିଓ

ବଲିଉଡ୍‌ ଗାୟିକା ନେହା କକ୍କର ନିଜ ଗୀତ ପାଇଁ ଯେତିକି ଲୋକପ୍ରିୟ, ଟିକ୍‌ଟକ୍‌ରେ ମଧ୍ୟ ସେତିକି ଆକ୍ଟିଭ୍‌ ରହିଥାନ୍ତି। ପ୍ରତିଦିନ ଟିକ୍‌ଟକ୍‌ରେ ସେ କିଛି ନା କିଛି ଭିଡିଓ ଅପ୍‌ଲୋଡ୍‌ କରିଥାନ୍ତି। ତାଙ୍କ ଭିଡିଓକୁ ଫ୍ୟାନ୍‌ମାନେ ମଧ୍ୟ ପସନ୍ଦ କରିଥାନ୍ତି। ବର୍ତ୍ତମାନ ଟିକ୍‌ଟକ୍‌ରେ…

ନେହା କକ୍କର ଗୋଟେ ଗୀତ ପାଇଁ ନେଇଥାନ୍ତି . . . . ., ଜାଣିଲେ ଉଡିଯିବ ହୋସ୍

ବଲିଉଡର ଲୋକପ୍ରିୟ ସିଙ୍ଗର ନେହା କକ୍କର ନିଜର ସୁମଧୁର କଣ୍ଠ ପାଇଁ ଲୋକମାନଙ୍କ ମନରେ ଜାଗା କିଣି ପାରିଛନ୍ତି। ନେହା ଇଣ୍ଡିଆନ ଆଇଡଲରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ସେ ଖୁବ୍ କମ ବୟସରୁ ହିଁ ଗୀତ ଗାଇବା ଆରମ୍ଭ କରିଥିଲେ। ନେହା କକ୍କର ନିଜ ପରିବାର ସଦସ୍ୟଙ୍କ ଦେଖାଶୁଣା କରିବା ପାଇଁ…

ପିଇ କି ଟଲି ହେଲେ ନେହା କକ୍କର, ଏମିତି ପଡିଲେ ତଳେ ଯେ ଭିଡିଓ ହୋଇଗଲା ଭାଇରାଲ୍‌

କୌଣସି ଷ୍ଟାରଠୁ କମ୍‌ ନୁହଁନ୍ତି ନେହା କକ୍କର । ସେ ବୋଲିଥିବା ପ୍ରତ୍ୟେକଟି ଗୀତ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସୁଛି । ଗୋଟିଏ ପରେ ଗୋଟିଏ ସୁପରହିଟ୍‌ ଦର୍ଶକଙ୍କୁ ଭେଟି ଦେଇଚାଲିଛନ୍ତି ନେହା । ତେବେ କିଛି ଦିନ ନେହାଙ୍କ ଜୀବନରେ ଆସିଥିଲା ଝଡ । ହିମାଂଶ କୋହଲୀଙ୍କ ସହ ବ୍ରେକ୍‌ ଅପ୍‌ ପରେ…

ସବୁ ପରିସ୍ଥିତିରେ ଇଏ ମୋତେ ଆପଣେଇବେ, ପୂରା ଦୁନିଆ ସାମ୍ନାରେ ଏହି ଅଭିନେତା ନେହା କକ୍କଡଙ୍କ ସହିତ କଲେ ଫ୍ଲର୍ଟିଂ

ବଲିଉଡ଼ର ଶ୍ରେଷ୍ଠ ଗାୟିକା ନେହା କକ୍କଡ଼ ଡ଼୍ୟାନ୍ସ ରିୟଲିଟି ଶୋ’ ‘ସୁପର ଡ଼୍ୟାନ୍ସର ସିଜିନ୍-୩’ରେ ଆସିଥିଲେ। ଏହି ଶୋ’ ରେ ଷ୍ଟାଇଲିଷ୍ଟ ସିଙ୍ଗର ନେହାଙ୍କୁ ବହୁତ ଭଲଭାବେ ସ୍ବାଗତ କରାଯାଇଥିଲା। ଏହି ଶୋ’ରେ ରିତ୍ତ୍ବିକ ଧନଜାନୀଙ୍କ ସହିତ ମଞ୍ଚ ପରିଚାଳନା କରୁଥିବା ମାମା ଜୀ ନେହା କକ୍କଡ଼ଙ୍କ…

ଭାଲେଣ୍ଟାଇନ୍ସ ଓ୍ବିକରେ ଫ୍ୟାନ୍ସଙ୍କୁ ସିଙ୍ଗଲ ରହିବାର ଫାଇଦା କହିଲେ ନେହା କକ୍କଡ଼

ମୁମ୍ବାଇ : କିଛି ଦିନ ପୂର୍ବରୁ ବଲିଉଡ଼ର ଜଣେ ଜଣାଶୁଣା ଗାୟିକା ନେହା କକ୍କଡ ଓ ଅଭିନେତା ହିମାଂଶ କୋହଲିଙ୍କ ମଧ୍ୟରେ ବ୍ରେକଅପ୍ ହୋଇଥିଲା । ଯାହାକୁ ନେଇ ଖୁବ ଭାଙ୍ଗପଡିଥିଲେ ନେହା । କିନ୍ତୁ ଏବେ ସେ ସବୁ ଟେନସନରୁ ବାହାରିଯାଇଛନ୍ତି । ଏହା ଆମେ କହିନାହୁଁ ବରଂ ନେହାଙ୍କ ସୋସିଆଲ ମିଡିଆରୁ…

ନେହା ହିମାଂଶଙ୍କୁ ଏମିତି କହିଲେ ‘ଇସ ମେ ତେରା ଘାଟା’, କି ଭାଇରାଲ ହୋଇଗଲା ଭିଡିଓ

ମୁମ୍ବାଇ: ପୁଣି ଥରେ ନିଜ ପ୍ରେମ କାହାଣୀ ସହ ଗୀତକୁ ଯୋଡ଼ି ଚର୍ଚ୍ଚାରେ ନେହା। ପପୁଲାର ହୋଇଛି ସିଙ୍ଗର ନେହା କକ୍କଡଙ୍କ ନୂଆ ଗୀତ ‘ତେରା ଘାଟା’। ଏଯାଏଁ ଭିଡିଓକୁ ୧୮,୯୦୦,୩୫୩ ଲୋକ ଦେଖିସାରିଥିବା ବେଳେ ବହୁ ସଂଖ୍ୟାକ ଶେୟାର ମଧ୍ୟ କରାଯାଇଛି। ଏହି ଭିଡିଓ ଜରିଆରେ ନେହା ତାଙ୍କ ଏକ୍ସ…

ରାଜଧାନୀରେ ଧମାଲ ମଚାଇଲେ ସେଲଫି କୁଇନ୍ ନେହା କକ୍କର , ସୁଯୋଗ ମିଳିଲେ ଗାଇବେ ଓଡ଼ିଆ ଗୀତ

ଭୁବନେଶ୍ବର (କେନ୍ୟୁଜ୍) : ଭୁବନେଶ୍ୱର ଖଣ୍ଡଗିରି ପଡିଆରେ ବଲିଉଡ ସିଙ୍ଗର ନେହା କକ୍କରଙ୍କ ଜଲଓ୍ଵା । ରକ୍ ମ୍ୟୁଜିକର ତାଳେ ତାଳେ ଦର୍ଶକଙ୍କୁ କଲେ ମତୁଆଲା। ଗୋଟିଏ ପରେ ଗୋଟିଏ ସୁପର ହିଟ ଗୀତରେ ଝୁମିଲା ରାଜଧାନୀ । ମିଲେ ହୋ ତୁମ ହମକୋ, ଆଖେଁ ମାରେ, ଦିଲବର, କାଲା ଚଷମା, ଲିଫ୍ଟ ତେରି ବନ୍ଦ…

ନେହା କକ୍କଡ଼ ମାନିଲେ ସେ ହୋଇଛନ୍ତି ଡିପ୍ରେସନର ଶିକାର

ମୁମ୍ବାଇ : ସିଙ୍ଗିଂ ରିଆଲିଟି ସୋ ଏବଂ ବଲିଉଡ଼ର ପ୍ରସିଦ୍ଧ ଗାୟିକା ନେହା କକ୍କଡ଼ ଏବେ କିଛି ଦିନ ହେବ ମାନସୀକ ଚାପରେ ବିତାଉଛନ୍ତି। କାରଣ ତାଙ୍କର ପ୍ରେମିକ ତଥା ବଲିଉଡ଼ ଅଭିନେତା ହିଂମାନ୍ସଙ୍କ ସହ ତାଙ୍କର ବ୍ରେକଅପ୍। ଏନେଇ ବହୁଥର ସୋସିଆଲ ମିଡ଼ିଆରେ ଅନେକ କିଛି ପୋଷ୍ଠ କରିଛନ୍ତି ଗାୟିକା।…

ଝିଅର ସ୍କୁଲ ବାହାରେ ବାପା ବିକ୍ରି କରୁଥିଲେ ସିଙ୍ଗଡ଼ା- ଚା : ନେହା ବଖାଣିଲେ କାହାଣୀ

ମୁମ୍ବାଇ : ନେହା କକ୍କଡ଼ ବଲିଉଡ଼ର ଜଣେ ଜଣାଶୁଣା ଗାୟିକା ଭାବେ ଜଣାଯାଆନ୍ତି। ତାଙ୍କର ସବୁ ଗୀତ ପ୍ରାୟ ସବୁବେଳେ ଟ୍ରେଣ୍ଡିଂରେ ରହିଥାଏ। ଆପଣ ଜାଣିଛନ୍ତି କି, ଆଜି ଯିଏ ଜଣେ ସଫଳ ଗାୟିକା ତାଙ୍କର ମଧ୍ୟ ଜୀବନରେ ଏପରି ଏକ ସମୟ ରହିଥିଲା ଯେତେବେଳେ ତାଙ୍କ ପିତା ଘର ଚଳାଇବା ପାଇଁ ଝିଅର ସ୍କୁଲ…

ହିମାଂଶଙ୍କ ସହ ବ୍ରେକଅପ୍ : ସୋସିଆଲ ମିଡ଼ିଆରେ ଦୁଃଖ ବଖାଣୁଛନ୍ତି ନେହା

ମୁମ୍ବାଇ : ବଲିଉଡ଼ର ଲଭବାର୍ଡ଼ ଭାବେ ଜଣାଯାଉଥିବା ଗାୟିକା ନେହା କକ୍କଡ଼ ଏବଂ ହିମାଂଶ କୋହଲୀଙ୍କ ସଂପର୍କରେ ଏବେ ଆସିଛି ଫାଟ। ଏହାର ଝଲକ ନେହାଙ୍କ ସୋସିଆଲ ମିଡ଼ିଆରେ ସଂପୂର୍ଣ୍ଣ ନଜର ଆସୁଥିବା ବେଳେ ମନର କୋହକୁ ନିଜ ଦର୍ଶକଙ୍କ ଶେୟାର କରିଛନ୍ତି ସେଲିବ୍ରେଟି। ଏନେଇ ନିଜ ଇନଷ୍ଟାଗ୍ରାମ…

ନେହା ଏବଂ ହିମାଂଶଙ୍କ ହେଲା ବ୍ରେକଅପ୍, ସୋସିଆଲ ମିଡ଼ିଆରୁ ହେଉଛି ଖୁଲାସା

ମୁମ୍ବାଇ : ନିଜର ଦମଦାର ଗାୟିକା ଏବଂ ବେଧଡ଼କ ବ୍ୟକ୍ତିତ୍ବ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ନେହା କକ୍କଡ଼। କହିବାକୁ ଗଲେ ବିଗତ କିଛି ଦିନରେ ତାଙ୍କ ଲୋକପ୍ରିୟତା ଆକାଶ ଛୁଇଁଛି। ଯଦି ଆମେ ନେହାଙ୍କ ପ୍ରେମ ସଂପର୍କ ବିଷୟରେ କହିବାକୁ ଯାଉ ତେବେ ସବୁବେଳେ ତାଙ୍କ ସହିତ ବଲିଉଡ଼ ଅଭିନେତା…