Below header
Browsing Tag

Nepal

ନେପାଳରେ ପ୍ରକୃତିର ତାଣ୍ଡବ, ପ୍ରବଳ ବର୍ଷା ପରେ ଭୂସ୍ଖଳନରେ ୫ ଜଣଙ୍କ ମୃତ୍ୟୁ; ୨୮ ନିଖୋଜ

ନେପାଳର ପୂର୍ବ ଭାଗରେ ବର୍ଷା ଜାରି ରହିଛି। ପ୍ରବଳ ବର୍ଷା ପରେ ଆସିଥିବା ବିପର୍ଯ୍ୟୟରେ ଅନେକ ଲୋକଙ୍କ ମୃତ୍ୟୁ ଘଟିଛି ଏବଂ ଏଥିରେ ବହୁ ଲୋକ ନିଖୋଜ ଅଛନ୍ତି। ପୋଲିସ ସୂଚନା ମୁତାବକ, ପୂର୍ବ ନେପାଳରେ ଭୂସ୍ଖଳନ ହେତୁ ଏ ପର୍ଯ୍ୟନ୍ତ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୮ ଜଣ ନିଖୋଜ ଅଛନ୍ତି।…

ଏହି ଦେଶରେ କାମ ଦେଉଛି ଭାରତୀୟ ମୁଦ୍ରା

ସାଧାରଣ ଭାବେ ବିଦେଶ କୁ ଗଲେ ଆମକୁ ସେହି ଦେଶର କରେନ୍ସି କୁ ନେଇ ଚଳିବାକୁ ପଡିଥାଏ । କିନ୍ତୁ ଆପଣ ଜାଣନ୍ତି କି ଭାରତୀୟ ମୁଦ୍ରା Rupee କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ଚାଲିଥାଏ । ହଁ ଏହା ସତ , ଦୁନିଆରେ କିଛି ଦେଶ ଅଛି ଯେଉଁଠାରେ ଯଦି ଆପଣ ଯାଆନ୍ତି, ତେବେ ଆପଣ ଭାରତୀୟ ଟଙ୍କା ଦେଇ…

ନେପାଳ: କ୍ୟାଟରପିଲର୍‌ ଫଙ୍ଗସ୍‌ ଖୋଜିବାକୁ ଯାଇଥିଲା ଟିମ୍‌, ହିମସ୍ଖଳନରେ ଚାଲିଗଲା ୩ ଜୀବନ, ୧୨ ଆହତ

ନେପାଳରେ ହିମସ୍ଖଳନ ଘଟଣା କମିବାର ନାମ ନେଉନାହିଁ। ଏବେ ନେପାଳର ମୁଗୁ ଜିଲ୍ଲାରେ ହୋଇଥିବା ହିମସ୍ଖଳନରେ ୩ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୨ ଜଣ ଆହତ ହୋଇଛନ୍ତି। ଜଣେ ସ୍ଥାନୀୟ ଅଧିକାରୀ ରବିବାର ଏହି ସୂଚନା ଦେଇଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ, ଯେତେବେଳେ ଜୁମ୍‌ଲା ଜିଲ୍ଲାର ଏକ ୧୫…

ସପ୍ତାହ ପରେ ଜୀବିତ ମିଳିଲେ ଭାରତୀୟ ପର୍ବତାରୋହୀ ଅନୁରାଗ ମାଲୁ, ଅନ୍ନପୂର୍ଣ୍ଣା ପର୍ବତରେ ହୋଇଥିଲେ ଦୁର୍ଘଟଣାର ଶିକାର

ଗତ ସପ୍ତାହରେ ନିଖୋଜ ଥିବା ଅନୁରାଗ ମାଲୁଙ୍କୁ ଅନ୍ନପୂର୍ଣ୍ଣା ପର୍ବତରୁ ଜୀବନ୍ତ ଉଦ୍ଧାର କରାଯାଇଛି। ସେଭେନ୍ ସମ୍ମିଟ୍ ଟ୍ରେକ୍ସ ଏହା ନିଶ୍ଚିତ କରିଛି। ଗତ ସପ୍ତାହରେ ନେପାଳର ମାଉଣ୍ଟ ଅନ୍ନପୂର୍ଣ୍ଣାରୁ ଓହ୍ଲାଇବା ସମୟରେ ଅନୁରାଗ ନିଖୋଜ ହୋଇଯାଇଥିଲେ। ଅନୁରାଗଙ୍କ ଭାଇ ସୁଧୀର କହିଛନ୍ତି,…

ନେପାଳର ଅନ୍ନପୂର୍ଣ୍ଣା ପର୍ବତରେ ଭାରତୀୟ ପର୍ବତାରୋହୀ ନିଖୋଜ, ସର୍ଚ୍ଚ ଅପରେସନ୍‌ ଜାରି

ନେପାଳର ଅନ୍ନପୂର୍ଣ୍ଣା ପର୍ବତରେ ନିଖୋଜ ହୋଇଛନ୍ତି ଜଣେ ଭାରତୀୟ ପର୍ବତାରୋହୀ। ମାଉଣ୍ଟ ଅନ୍ନପୂର୍ଣ୍ଣା ହେଉଛି ନେପାଳର ଦଶମ ସର୍ବୋଚ୍ଚ ପର୍ବତ। ଏହି ପର୍ବତ ଉପରେ ଚଢ଼ିବାକୁ ଚେଷ୍ଟା କରୁଥିବା ବେଳେ ପର୍ବତାରୋହୀ କେଉଁଆଡ଼େ ନିଖୋଜ ହୋଇଯାଇଛନ୍ତି। ଅଭିଯାନ ଆୟୋଜକଙ୍କ ଜଣେ ଅଧିକାରୀ କହିଛନ୍ତି…

ନେପାଳ: ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣରେ ଜଳିଗଲେ ସାଂସଦ, ମାଆଙ୍କ ମୃତ୍ୟୁ; ଚିକିତ୍ସା ପାଇଁ ମୁମ୍ବାଇ ଆଣିବାକୁ ଚାଲିଛି…

ନେପାଳ କଂଗ୍ରେସର ସାଂସଦ ଚନ୍ଦ୍ର ଭଣ୍ଡାରୀଙ୍କ ଘରେ ଭୟଙ୍କର ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ ହୋଇଛି। ଏଥିରେ ସାଂସଦ ଗୁରୁତର ଭାବରେ ଜଳିଯାଇଥିବା ବେଳେ ତାଙ୍କ ମାଆଙ୍କର ମୃତ୍ୟୁ ଘଟିଛି। ବୁଧବାର ବିଳମ୍ବିତ ରାତିରେ ଏହି ଦୁଃଖଦ ଘଟଣା ଘଟିଥିବା ଜଣାପଡ଼ିଛି। ଆଜି ସକାଳେ ଚିକିତ୍ସା ସମୟରେ…

ନେପାଳରୁ ଅଯୋଧ୍ୟା ପହଞ୍ଚିଲା ଶାଳଗ୍ରାମ ପଥର, ନିର୍ମାଣ ହେବ ପ୍ରଭୁ ଶ୍ରୀରାମ ଓ ଜାନକୀଙ୍କ ମୂର୍ତ୍ତି

ନେପାଳରୁ ଆସିଲା ଶାଳଗ୍ରାମ ପଥର। ଅଯୋଧ୍ୟାରେ ପହିଞ୍ଚିଛି ଶାଳଗ୍ରାମ ପଥର। ଏହି ପଥରରୁ ନିର୍ମାଣ ହେବ ପ୍ରଭୁ ରାମ ଓ ଜାନକୀଙ୍କ ମୂର୍ତ୍ତି। ନେପାଳର କାଳୀ ଗଣ୍ଡକୀ ନଦୀରୁ ଆସିଥିବା ଏହି ବିରାଟକାୟ ଶାଳଗ୍ରାମ ପଥରକୁ ଅଯୋଧ୍ୟାର ରାମ ସେବକ ପୁରମରେ ରଖାଯାଇଛି। ଆଜି ସକାଳୁ ଆରମ୍ଭ ହୋଇଛି…

ସଂସଦ ବାହାରେ ନିଜ ଦେହରେ ନିଆଁ ଲଗାଇଦେଲେ ବୟସ୍କ ବ୍ୟକ୍ତି, ଅବସ୍ଥା ଗୁରୁତର

ନେପାଳ ସଂସଦ ବାହାରେ ଆତ୍ମାହୂତି ଉଦ୍ୟମ । ନେପାଳ ସଂସଦ ବାହାରେ ଜଣେ ବ୍ୟକ୍ତି ନିଜକୁ ନିଆଁ ଲଗାଇଦେଇଥିଲେ । ନବନିର୍ବାଚିତ ପ୍ରଧାନମନ୍ତ୍ରୀ ପୁଷ୍ପ କମଳ ଦହଲ ସଂସଦରୁ ଯାଉଥିବା ସମୟରେ ବ୍ୟକ୍ତି ଜଣକ ନିଜ ଉପରେ ଡିଜେଲ ଢାଳି ନିଆଁ ଲଗାଇ ଦେଇଥିଲେ । ଆତ୍ମହୂତି ଉଦ୍ୟମ କରିଥିବା ବ୍ୟକ୍ତିଙ୍କୁ…

ନେପାଳର ଗଣ୍ଡକୀ ନଦୀରୁ ମିଳିଲା ବିଶାଳ ଶାଳଗ୍ରାମ ଶିଳା; ଏଥିରୁ ନିର୍ମାଣ ହୋଇପାରେ ଅଯୋଧ୍ୟାର ପ୍ରଭୁ ଶ୍ରୀରାମଙ୍କ ଭବ୍ୟ…

ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି। ସେପଟେ ପ୍ରଭୁ ଶ୍ରୀରାମଙ୍କ ମୂର୍ତ୍ତିକୁ ନେଇ ବି ଲୋକଙ୍କ ମଧ୍ୟରେ ଉତ୍ସୁକତା ଭରି ରହିଛି। ଏହାରି ଭିତରେ ନେପାଳର ଗଣ୍ଡକୀ ନଦୀରୁ ମିଳିଛି ଏକ ବିଶାଳ ଶାଳଗ୍ରାମ ଶିଳା, ଯେଉଁଥିରୁ ପ୍ରଭୁଙ୍କ ମୂର୍ତ୍ତି ନିର୍ମାଣ…

‘ଲଣ୍ଡନ ଠୁମକଦା’ ଗୀତରେ ଜବରଦସ୍ତ ଡ୍ୟାନ୍ସ କଲେ ନେପାଳୀ ଯୁବତୀ, ସୋସିଆଲ ମିଡିଆରେ କରୁଛି ଟ୍ରେଣ୍ଡ

ସୋସିଆଲ ମିଡିଆରେ କିଏ କେତେ ବେଳେ ଭାଇରଲ ହୋଇଯାଏ, ତାହା କେହି କରିପାରିବେ ନାହିଁ । ଆଉ ଆଜିକାଲି ସୋସିଆଲ ମିଡିଆରେ ଡ୍ୟାନ୍ସ ଏବଂ ଷ୍ଟଣ୍ଟ ଭିଡିଓ ଦେଖିବାକୁ ମିଳୁଛି । ଏବେ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ବଲିଉଡ କୁଇନ ଗୀତ ‘ଲଣ୍ଡନ ଠୁମକଦା’ ଟ୍ରେଣ୍ଡ କରୁଛି । ଯାହାକୁ ଶୁଣିବା ପରେ…

ନେପାଳ ବିମାନ ଦୁର୍ଘଟଣା: ଏବେ ବି ମୃତଦେହକୁ ଅପେକ୍ଷା କରିଛନ୍ତି ପରିଜନ, କେବଳ ଆସିଛି ଜଣେ ଭାରତୀୟଙ୍କ ମୃତଦେହ

ନେପାଳ ବିମାନ ଦୁର୍ଘଟଣାରେ ଜୀବନ ହାରିଥିବା ୫ ଭାରତୀୟଙ୍କ ମଧ୍ୟରୁ ୪ ଭାରତୀୟଙ୍କ ପରିବାର ଏବେଯାଏଁ ମୃତଦେହକୁ ଅପେକ୍ଷା କରି ରହିଛନ୍ତି। ଦୁର୍ଘଟଣା ହେବାର ୮ ଦିନ ବିତିଗଲାଣି। ତଥାପି ଭାରତୀୟଙ୍କ ମୃତଦେହକୁ ଏପର୍ଯ୍ୟନ୍ତ ପରିବାରକୁ ହସ୍ତାନ୍ତର କରାଯାଇନାହିଁ । ମଙ୍ଗଳବାର ଠାରୁ ନେପାଳୀ…

ନେପାଳ ଦୁର୍ଘଟଣାରେ ମୃତ ଭାରତୀୟଙ୍କ ସ୍ୱପ୍ନରେ ଆସିଥିଲେ ଭଗବାନ ପଶୁପତିନାଥ, ନେପାଳି ସାଙ୍ଗ କହିଲେ ସଂପୂର୍ଣ୍ଣ କାହାଣୀ

ନେପାଳ ବିମାନ ଦୁର୍ଘଟଣାରେ ୫ ଜଣ ଭାରତୀୟ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବରଣ କରିଥିବା ଭାରତୀୟ ସ୍ୱପ୍ନରେ ଭଗବାନ ପଶୁପତିନାଥଙ୍କୁ ଦେଖିଲେ । ତେଣୁ ଦର୍ଶନ କରିବା ପାଇଁ କାଠମାଣ୍ଡୁ ଯାଇଥିଲେ । ମୃତ୍ୟୁବରଣ କରିଥିବା ଭାରତୀୟଙ୍କ ନେପାଳି ବନ୍ଧୁ ଏହା କହିଛନ୍ତି। ଭାରତ-ନୋପାଳ ସୀମା ସ୍ଥିତ…