Below header
Browsing Tag

Nepal

ବିମାନ ଦୁର୍ଘଟଣାରେ ନେପାଳର ପ୍ରସିଦ୍ଧ ଲୋକଗୀତ ଗାୟିକା ନୀରା ଛନ୍ତୟାଲଙ୍କ ମୃତ୍ୟୁ, ନିଶ୍ଚିତ କଲେ ଭଉଣୀ…; ଏହା…

ନେପାଳର ପୋଖରା ଅଞ୍ଚଳରେ ରବିବାର ଘଟିଥିବା ଭୟଙ୍କର ବିମାନ ଦୁର୍ଘଟଣା ଘଟଣା ଲୋକଙ୍କ ଛାତି ଥରାଇ ଦେଇଛି। ସବୁଠି ଏହି ଦୁର୍ଘଟଣା ବିଷୟରେ ଚର୍ଚ୍ଚା ଆଉ ଆଲୋଚନା। ଘଟଣାଟି ଚାରିଆଡ଼େ ଏକ ଦୁଃଖଦ ବାତାବରଣ ସୃଷ୍ଟି କରିଛି। ଏହି ବିମାନ ଦୁର୍ଘଟଣାରେ ସମସ୍ତ ୭୨ ଜଣ ଯାତ୍ରୀଙ୍କ ମୃତ୍ୟୁ ଖବର ସାମ୍ନାକୁ…

ନେପାଳ ଦୁର୍ଘଟଣା ବିମାନର ବ୍ଲାକବକ୍ସ ମିଳିଲା; ଏବେ ଜଣାପଡିବ ପ୍ରକୃତ କାରଣ, ଏଯାଏ ମିଳିନି ୪ଟି ମୃତଦେହ

ନେପାଳର ପୋଖରାରେ ହୋଇଥିବା ବିମାନ ଦୁର୍ଘଟଣା ପରେ ୟେତି ବିମାନର ବ୍ଲାକବକ୍ସ ମିଳିଛି । ଏବେ ବିମାନ ଦୁର୍ଘଟଣାର ପ୍ରକୃତ କାରଣ କ’ଣ ଜଣାପଡିବ। ଆଜି ଉଦ୍ଧାରକାରୀ ଦଳ ସକାଳୁ ସର୍ଚ୍ଚ ଅପରେସନ ଆରମ୍ଭ କରିଥିବା ବେଳେ ଦୁର୍ଘଟଣାସ୍ଥଳରୁ ବ୍ଲାକବକ୍ସକୁ ଠାବ କରିଛନ୍ତି। ବିମାନର ବ୍ଲାକବକ୍ସରେ…

ନେପାଳ ବିମାନ ଦୁର୍ଘଟଣା : ଘଟଣାସ୍ଥଳରେ କେହି ବି ଜୀବିତ ନଥିଲେ, ନେପାଳ ଆର୍ମି ଜାରି କଲା ବୟାନ

ଗତକାଲି ନେପାଳରେ ବଡ ବିମାନ ଦୁର୍ଘଟଣା ହୋଇଥିଲା। ଏହି ଦୁର୍ଘଟଣାରେ ବିମାନରେ ଥିବା ସମସ୍ତ ୭୨ ଜଣ ଯାତ୍ରୀ ମୃତ୍ୟୁବରଣ କରିଥିବା ବେଳେ ୬୮ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ନେପାଳ ସେନାର ପ୍ରବକ୍ତା କୃଷ୍ଣ ପ୍ରସାଦ ଭଣ୍ଡାରୀ ଏହା କହିଛନ୍ତି। ସେ କହିଛନ୍ତି, ବିମାନ ଦୁର୍ଘଟଣାରେ କୌଣସି…

ନେପାଳରେ ବିମାନ ଦୁର୍ଘଟଣାଗ୍ରସ୍ତ ,୩୫ ଯାତ୍ରୀ ମୃତ

ନୂଆଦିଲ୍ଲୀ :ରନୱେରେ ବିମାନ ଦୁର୍ଘଟଣାଗ୍ରସ୍ତ। ନେପାଳରେ ଅବତରଣ ସମୟରେ ଦୁର୍ଘଟଣାର ଶିକାର ହୋଇଛି ବିମାନ । ଭୟଙ୍କର ଦୁର୍ଘଟଣା ପରେ ୟେଟି ଏୟାରଲାଇନ୍ସର ଏହି ବିମାନ ହୁତୁହୁତୁ ହୋଇ ଜଳୁଥିବା ଦେଖିବାକୁ ମିଳିଛି । ବିମାନରେ ମୋଟ ୬୮ଜଣ ଯାତ୍ରୀ ଓ ୪ଜଣ କ୍ର୍ୟୁ ମେମ୍ବର ଥିଲେ । ଏଥିରେ ୩୫…

ଜେଲ୍‌ରୁ ବାହାରିବେ ସିରିଏଲ୍‌ କିଲର ଚାର୍ଲ୍ସ ଶୋଭରାଜ! ୧୯ ବର୍ଷ ଧରି ନେପାଳର ଜେଲ୍‌ରେ ଅଛନ୍ତି ବନ୍ଦୀ

ନେପାଳର ସୁପ୍ରିମକୋର୍ଟ ଫ୍ରାନ୍ସର ସିରିଏଲ କିଲର ଚାର୍ଲ୍ସ ଶୋଭରାଜଙ୍କୁ ମୁକ୍ତ କରିବାକୁ ଆଦେଶ ଦେଇଛନ୍ତି। ଶୋଭରାଜଙ୍କ ବୟସ ଆଧାରରେ ତାଙ୍କୁ ମୁକ୍ତ କରାଯାଇଛି। ସେ ହତ୍ୟା ଅଭିଯୋଗରେ ୨୦୦୩ ମସିହାରୁ ନେପାଳର ଜେଲରେ ବନ୍ଦୀ ଅଛନ୍ତି। ମୁକ୍ତ ହେବାର ୧୫ ଦିନ ଭିତରେ କୋର୍ଟ ତାଙ୍କର ନିର୍ବାସନର…

ନେପାଳରେ ଗୁପ୍‌ଚୁପ୍‌ ବିକିବା ମନା, ବ୍ୟାନ୍‌ କରିଛନ୍ତି ସରକାର

କେନ୍ୟୁଜ୍‌ : ନେପାଳରେ ଗୁପ୍‌ଚୁପ୍‌ ବିକିବା ଏବଂ ଖାଇବା ଉପାର ପ୍ରତିବନ୍ଧକ ଲଗାଇଛନ୍ତି ସରକାର । ଏହି କଥା ଶୁଣି ଆପଣ ଆଶ୍ଚର୍ଯ୍ୟ ହେଉଥିବେ, ଭାବୁଥିବେ ଏ କେମିତି କଥା । ହଁ ଆଜ୍ଞା ଏହି କଥା ସମ୍ପୂର୍ଣ୍ଣ ସତ । ଏମିତି ଏକ ନିଷ୍ପତ୍ତି ନେଇଛନ୍ତି ଆମର ପଡ଼ୋଶୀ ଦେଶ ନେପାଳର ସରକାର । ସାଧାରଣତଃ…

ନେପାଳରେ ବଡ଼ଧରଣର ଭୂକମ୍ପ, ଗଲାଣି ୬ ଜୀବନ: ଥରିଲା ଦିଲ୍ଲୀ

ନୂଆଦିଲ୍ଲୀ : ବୁଧବାର ବିଳମ୍ବିତ ରାତିରେ ନେପାଳରେ ଭୂ-କମ୍ପ ଅନୁଭୂତ ହୋଇଛି। ଏହାର ପ୍ରଭାବରେ ରାଜଧାନୀ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳ ଥରି ଉଠିଛି। ରିଚଟର ସ୍କେଲରେ ଭୂ-କମ୍ପର ମାତ୍ରା ଥିଲା ୬.୩। ପ୍ରାୟ ରାତି ୧ଘଣ୍ଟା ୫୭ ମିନିଟରେ ଭୂ-କମ୍ପ ଦେଖାଦେଇଥିଲା। ଭୂ-କମ୍ପର କେନ୍ଦ୍ରସ୍ଥଳ…

‘ନିର୍ବାଚନ ଜିତିଲେ ଭାରତରୁ ଜମି ଫେରାଇ ଆଣିବୁ’, ନେପାଳ ପୂର୍ବ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: ନଭେମ୍ବର ୨୦ରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଯଦି ଆମ ଦଳ କ୍ଷମତାକୁ ଆସେ, ତେବେ ଭାରତ ଦାବି କରୁଥିବା ହିମାଚଳ ଅଞ୍ଚଳକୁ ନେପାଳରେ ସାମିଲ କରିଦେବି ବୋଲି କହିଛନ୍ତି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି। ନେପାଳ-ଭାରତ ସୀମା ନିକଟ ଦୂର ପଶ୍ଚିମ ନେପାଳର…

ଯୁଦ୍ଧ ହାରିବା ପରେ ବି ନେପାଳ ମୁଣ୍ଡ ନୁଆଁଇଲା ନାହିଁ, ଆରମ୍ଭରୁ ରହିଛି ସ୍ଵାଧୀନ; ଜାଣନ୍ତୁ ପୂରା ଘଟଣା

୧୮୧୪ ରେ ହୋଇଥିବା ଗୋର୍ଖା ଯୁଦ୍ଧ ବିଷୟରେ ଆପଣ ଶୁଣିଥିବେ। ଯାହାକୁ ଆଙ୍ଗଲୋ ନେପାଳୀ ଯୁଦ୍ଧ ବି କୁହାଯାଏ । ନେପାଳର ଗୋରଖା ଆର୍ମୀ ଏବଂ ଇଷ୍ଟ ଇଣ୍ଡିଆ କମ୍ପାନୀ ର ବ୍ରିଟିଶ ଫୋର୍ସ ମଧ୍ୟରେ ହୋଇଥିଲା ଘମାଘୋଟ ୱାର୍ । ୧୮୧୪ ରୁ ୧୮୧୬ ଯାଏ ଚାଲିଥିଲା ଏହି ଯୁଦ୍ଧ। ଧୀରେ ଧୀରେ କରି ଭାରତରେ ସବୁ…

ପୁଣିଥରେ ଭୂମିକମ୍ପ ଝଟ୍‌କାରେ ଥରିଲା ନେପାଳ, ରିକ୍ଟର ସ୍କେଲରେ ତୀବ୍ରତା ଥିଲା ୬.୦

ନେପାଳ: ନେପାଳରେ ପୁଣିଥରେ ଭୂମିକମ୍ପର ଝଟ୍‌କା ଅନୁଭୂତ ହୋଇଛି। ଭୂକମ୍ପ ଝଟ୍‌କାର ତୀବ୍ରତା ରିକ୍ଟର ସ୍କେଲରେ ୬.୦ ବୋଲି ମପାଯାଇଛି। ଆଜି ସକାଳୁ ସକାଳୁ ଏହି ଭୂକମ୍ପର ଝଟ୍‌କାରେ ନେପାଳ ଦୋହଲିଯାଇଛି। କାଠମାଣ୍ଡୁ ଠାରୁ ୧୪୭ କିଲୋମିଟର ଦୂରରେ ଏହି ଭୂମିକମ୍ପ ସୃଷ୍ଟି ହୋଇଥିବା ଜଣାଯାଇଛି।…

ଭୂମିକମ୍ପର ଜୋରଦାର ଝଟ୍‌କାରେ ଦୋହଲି ଗଲା ନେପାଳ, ତୀବ୍ରତା ଥିଲା ୪.୧ ରିକ୍ଟର ସ୍କେଲ

ନେପାଳ: ନେପାଳରେ ଭୂମିକମ୍ପ। ଆଜି ସକାଳେ ନେପାଳରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ଆମେରିକାର ଜିଓଲୋଜିକାଲ ସର୍ଭେ ମୁତାବକ, ନେପାଳର ନାଗରକୋଟଠାରୁ ୨୧ କିଲୋମିଟର ଉତ୍ତର ପୂର୍ବରେ ୪.୧ ତୀବ୍ରତାର ଭୂମିକମ୍ପ ଅନୁଭବ ହୋଇଛି। କିନ୍ତୁ ଏହି ଭୂମିକମ୍ପରେ କାହାର କୌଣସି କ୍ଷତି ହୋଇ ନାହିଁ।…

ଗୁପ୍‌ଚୁପ୍‌ ବିକ୍ରି ଉପରେ ଲାଗିଲା ପ୍ରତିବନ୍ଧକ, ଜାଣନ୍ତୁ କ’ଣ ପାଇଁ

ଏହି ସ୍ଥାନରେ ହଇଜା ହେଉଥିବାରୁ ଗୁପଚୁପକୁ ବନ୍ଦ କରିଦିଆଯାଇଛି। ସହରରେ ଗୁପଚୁପ୍‌ ବିକ୍ରି ଏବଂ ଡିଷ୍ଟ୍ରିବ୍ୟୁସନ ପାଇଁ ରୋକ୍‌ ଲଗାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ସହରର ପ୍ରଶାସନ କହିଛି କି, ଗୁପଚୁପରେ ବ୍ୟବହାର ହେଉଥିବା ପାଣିରେ ହଇଜା ବ୍ୟାକ୍ଟେରିଆ ସଂକ୍ରମଣ ହେଉଛନ୍ତି। ପୋଲିସ…