ନିଷ୍ଠୁର ହୋଇଗଲା ମା’: ନବଜାତ ଶିଶୁପୁତ୍ରକୁ ମେଡିକାଲ ପାଇଖାନା ପାଖରେ ଫିଙ୍ଗି ଚାଲିଗଲା
ବାଲେଶ୍ଵର (କେନ୍ୟୁଜ): ମେଡିକାଲ ପାଇଖାନା ନିକଟରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର । ବାଲେଶ୍ଵର ଫକୀର ମୋହନ ମେଡିକାଲ କଲେଜ୍ ଏବଂ ହସ୍ପିଟାଲରେ ଏହି ଅଭାବନୀୟ ଘଟଣା ଘଟିଛି।
ନିଷ୍ଠୁର ହୋଇଗଲା ଜନ୍ମକଲା ମାଆ। ନବଜାତ ଶିଶୁକୁ ମେଡିକାଲ ପାଇଖାନା ପାଖରେ ଫିଙ୍ଗି ଦେଲା । ଲୋକମାନେ ନବଜାତ ଶିଶୁ…