Below header
Browsing Tag

new traffic rule

ନୂଆ ଟ୍ରାଫିକ ନିୟମ ପୁଣି କାର୍ଯ୍ୟକାରୀ ହେବା ପୂର୍ବରୁ ଓଡ଼ିଶା ପୋଲିସ ପକ୍ଷରୁ କରାଗଲା ବିଶାଳ ଜନସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ବର(କେନ୍ୟୁଜ୍):  ନୂଆ ଟ୍ରାଫିକ ନିୟମ ପୁଣି କାର୍ଯ୍ୟକାରୀ ହେବା ପୂର୍ବରୁ ଓଡ଼ିଶା ପୋଲିସ ପକ୍ଷରୁ ବିଶାଳ ଜନସଚେତନତା କାର୍ଯ୍ୟକ୍ରମ। ନିୟମ ମାନିବାକୁ ଜନସାଧରଣଙ୍କୁ ନିବେଦନ କରିଛନ୍ତି ପୋଲିସ ଡିଜି ସତ୍ୟଜିତ ମହାନ୍ତି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍କୁଲର ୨ଲକ୍ଷ ଛାତ୍ରଛାତ୍ରୀ…

ଡିସେମ୍ବର ପହିଲାରୁ ପୁଣି କଡାକଡି ହେବ ଟ୍ରାଫିକ ନିୟମ, ଲୋକଙ୍କୁ ଚକୋଲେଟ୍ ଓ ଗୋଲାପ ଫୁଲ ବାଣ୍ଟି ସଚେତନ କରାଇଲେ…

ଭୁବନେଶ୍ବର: ପୁଣି ନିୟମ କଡ଼ାକଡ଼ି। ଡିସେମ୍ବର ପହିଲାରୁ କଡାକଡି ହେବ ଟ୍ରାଫିକ ନିୟମ। ଲୋକଙ୍କୁ ଟ୍ରାଫିକ୍ ନିୟମ ମାନିବାକୁ ମନ୍ତ୍ରୀ ବାର୍ତ୍ତା ଦେବା ସହ ସଚେତନ କରାଇଛନ୍ତି। ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମରେ ଯୋଗଦେଇ ଲୋକଙ୍କୁ ସଚେତନ କରାଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା।…

ନୂଆ ଟ୍ରାଫିକ ନିୟମ ନେଇ ସଚେତନତାର ବାର୍ତ୍ତା ବାଣ୍ଟିଲେ କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୂର୍ମୁ

କେନ୍ଦୁଝର(କେନ୍ୟୁଜ୍): ନୂଆ ଟ୍ରାଫିକ ନିୟମ ନେଇ ସଚେତନତାର ବାର୍ତ୍ତା ବାଣ୍ଟିଲେ କେନ୍ଦୁଝର ସାଂସଦ । ବାଇକ ଚାଳକଙ୍କୁ ହେଲମେଟ ପିନ୍ଧିବା ନେଇ ସଚେତନ କରାଇଛନ୍ତି ସାଂସଦ ଚନ୍ଦ୍ରାଣୀ ମୂର୍ମୁ । ଟ୍ରାଫିକ ନିୟମ ମାନିବାକୁ ସେମାନଙ୍କୁ ବୁଝାଇଥିଲେ । ଯେଉଁମାନେ ହେଲମେଟ ପିନ୍ଧୁ ନାହାନ୍ତି…

ଜେଇଙ୍କ ଚାଲାଣ କାଟିବା ପଡିଲା ମହଙ୍ଗା, ଗରମରେ ସିଝିଲେ ଥାନା ବାବୁ

ସେପ୍ଟେମ୍ବର ପହିଲାରୁ ଲାଗୁ ହୋଇସାରିଛି ନୂଆ ଟ୍ରାଫିକ୍ ନିୟମ। ଏହି ନିୟମ ଲାଗୁ ହେବା ପରେ ଟ୍ରାଫିକ ଉଲଂଘନ କରୁଥିବା ବ୍ୟକ୍ତିଙ୍କର କଟାଯାଉଛି ଭାରୀ ଚାଲାଣ। ଏହିସବୁ ଭିତରେ ଜଣେ ଟ୍ରାଫିକ୍ କନେଷ୍ଟବଳଙ୍କୁ ଜୁନିୟର୍ ଇଞ୍ଜିନିୟରଙ୍କ ଚାଲାଣ କାଟିବା ମହଙ୍ଗା ପଡିଛି । ଏହି ଘଟଣାରେ କେବଳ ଜଣେ…

ଆଉ ଚଳିବନି କାମ ଚଳା ହେଲମେଟ, ସତର୍କ ରୁହନ୍ତୁ ନହେଲେ ଗଣିବେ ଜରିମାନା

ଦେଶରେ ଲାଗୁ ହୋଇଥିବା ନୂଆ ମୋଟର ଯାନ ଅଧିନିୟମରେ ବିନା ହେଲମେଟ ଚାଳକଙ୍କ ଉପରେ ମୋଟା ଅଙ୍କର ଚାଲାଣ କଟା ଚାଳିଛି। କିନ୍ତୁ ଏବେ ଏହି ନିୟମରେ ଆଉ ଏକ ଆଶ୍ଚର୍ଯ୍ୟ କଲାଭଳି ଖବର ଆସିଛି। ଆଉ ସେହିଟି  ହେଉଛି ଖରାପ ଗୁଣବତ୍ତାର  ହେଲମେଟ ପିନ୍ଧିଲେ ମଧ୍ୟ ଲାଗିବ ଫାଇନ। ଉତ୍ତମ ଗୁଣବତ୍ତା ଓ…

ନୂଆ ଟ୍ରାଫିକ ନିୟମ ନମାନିବାରୁ ଗୋରୁ ଗାଇ ଭଳି ପିଟିଲା ପୋଲିସ,  ଦେଖନ୍ତୁ ଭିଡିଓ

ବିଚ୍ ରାସ୍ତାରେ ଗୋଇଠା, ଚାପୁଡା  ମୁଥ,ଚୁଟି ଟଣୁଛନ୍ତି ପୋଲିସ ବାବୁ। କହିବାକୁ ଗଲେ ରାସ୍ତା  ମଝିରେ ଥାର୍ଡ ଡିଗ୍ରୀ ଦେଉଛନ୍ତି ଜଣେ ବାଇକ ଚାଳକଙ୍କୁ। କୁକୁର ମାଙ୍କଡ ଭଳି ଘୋଷାଡି ଘୋଷାଡି ଅକଥନୀୟ ଅତ୍ୟାଚର କରି ଚାଲୁଛନ୍ତି ଦୁଇ ପୋଲିସ ବାବୁ।    ପାଖରେ ଥିବା ଛୋଟିଆ ଛୁଆଟି କଇଁ କଇଁ ହୋଇ…

ଟ୍ରାଫିକ ଫାଇନ୍‌ ଆଦାୟକୁ ନେଇ ବଢୁଛି ଅସନ୍ତୋଷ, ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ ଗଡ଼କରି

ସଂଶୋଧିତ ମୋଟର ଯାନ ଆଇନ ଲାଗୁ ହେଲା। ଆଦାୟ ହେଲା ଦଶଗୁଣା ଫାଇନ୍‌। ଏହାପରେ ତେଜିଲା ଅସନ୍ତୋଷ। ସଂଶୋଧିତ ଆଇନକୁ କିଛି ରାଜ୍ୟ ସରକାର ବିରୋଧ କରିବା ପରେ ଡ୍ୟାମେଜ୍‌ କଣ୍ଟ୍ରୋଲ୍‌ ମୋଡରେ କେନ୍ଦ୍ର ସରକାର। ସୂଚନା ମିଳିଛି, ଅସନ୍ତୋଷ ପ୍ରକାଶ କରିଥିବା ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା…

ଆଜିଠାରୁ ଗଡ଼ିଲା ଟ୍ରାଫିକ ସଚେତନତା ରଥ, ଆରମ୍ଭ କଲେ ଟ୍ରାଫିକ ଡିସିପି ସାଗରିକା ନାଥ

ସଂଶୋଧିତ ମୋଟର ଯାନ ଆଇନ ଲାଗୁ ହେବା ପରେ ଏବେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଚାଲିଛି ଜୋରଦାର ପ୍ରୟାସ। ଆଜିଠାରୁ ଗଡ଼ିଲା ଟ୍ରାଫିକ ସଚେତନତା ରଥ। କଟକ ଟ୍ରାଫିକ ଥାନାରୁ ଏହି ରଥର ଶୁଭାରମ୍ଭ କରିଛନ୍ତି ଟ୍ରାଫିକ ଡିସିପି ସାଗରିକା ନାଥ। ଏହାସହ କୌଣସି ସୂଚନା ପାଇଁ ଏକ ହେଲ୍‌ପ ଲାଇନ…

ନୂଆ ଟ୍ରାଫିକ ନିୟମ ଲାଗୁ ନେଇ ରାଜନୀତି ଆରମ୍ଭ, ଶାଣିତ ଆକ୍ରମଣ କଲେ ବିରୋଧୀ

ଭୁବନେଶ୍ବର(କେନ୍ୟୁଜ୍): ଆଗ ଲାଠି ବାଜିଲା। ପରେ ମିଠା ମିଳିଲା। କୋହଳ ହେଲା ଫାଇନ୍‌ ଆଦାୟ। ଲୋକଙ୍କ ଅସୁବିଧା ଦେଖି, ମୁଖ୍ୟମନ୍ତ୍ରୀ ତିନି ମାସ କଡାକଡି ଚେକିଂ ଉପରେ ରୋକ୍‌ ଲଗାଇଲେ। ସେପଟେ ଗୁଜରାଟରେ ନୂଆ ନିୟମ ସେପ୍ଟେମ୍ବର ୧୬ରୁ ଲାଗୁ ହେବ। କେନ୍ଦ୍ରୀୟ ନିୟମରେ ଯାହା ବ୍ୟବସ୍ଥା ଥିଲା,…

ନୂଆ ଟ୍ରାଫିକ୍ ନିୟମ ନେଇ ୯୫% ଲୋକ ସଚେତନ ହେଲେଣି: ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ

ସଂଶୋଧିତ ମୋଟର ଯାନ ଆଇନ ଲାଗୁ ପରେ ରାଜ୍ୟରେ ସଚେତନ ହେଲେଣି ଲୋକ। ଏଦିଗରେ ପୋଲିସ ଓ ପରିବହନ ବିଭାଗ ବି କାମ କରୁଛି। ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଭୁବନେଶ୍ୱରରେ ୯୫% ଲୋକ ଟ୍ରାଫିକ ନିୟମ ମାନୁଛନ୍ତି। ଆଜି ଏକ ପ୍ରମୁଖ ଗଣ ମାଧ୍ୟମକୁ…

ଓଭର ଲୋଡିଂ କରିବା ପଡିଲା ମହଙ୍ଗା, ଦିଲ୍ଲୀରେ ୧ଲକ୍ଷ ୪୧ ହଜାର ଟଙ୍କା ଫାଇନ୍‌ ଗଣିଲେ ରାଜସ୍ଥାନର ଟ୍ରକ୍‌ ଚାଳକ

ନୂଆଦିଲ୍ଲୀ: ନୂଆ ମୋଟର ଭେହିକିଲ୍ ଆକ୍ଟ ଲାଗୁ ହେବା ପରେ ପ୍ରତିଦିନ ଜରିମନା ଆଦାୟ ହେଉଥିବା ଖବର ସାମ୍ନାକୁ ଆସିଥାଏ । ଅନେକ ସମୟରେ ଏତେ ଭାରି ମୂଲ୍ୟର ଜରିମନାକୁ ବହୁତ ଲୋକ ବିରୋଧ କରି ମଧ୍ୟ କରିଥାନ୍ତି । ଅନେକ ଏହି ଜରିମନା ରାଶିକୁ ନେଇ ଗାଡିରେ ନିଆଁ ଲଗାଇଦେଇଥିବାବେଳେ ଆଉ କିଛି ଗାଡିକୁ…

ପେଟ୍ରୋଲ ଓ ଡିଜେଲ ବିକ୍ରି ଉପରେ ପ୍ରଭାବ ପକାଇଛି ନୂଆ ମୋଟର ଯାନ ଆଇନ, କ୍ଷତିରେ ଚାଲିଛି ତୈଳ ବ୍ୟବସାୟ

ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଏହାର ପ୍ରଭାବ ପଡ଼ିଛି ତୈଳ ବିକ୍ରି ଉପରେ। ରାଜ୍ୟରେ କମିଛି ପେଟ୍ରୋଲ ଓ ଡିଜେଲ ବିକ୍ରି। ନଜର ପକାନ୍ତୁ ଏସମ୍ପର୍କିତ ତଥ୍ୟ ଉପରେ।  ଆଇନ କାର୍ଯ୍ୟକାରୀ ହେବା ପୂର୍ବରୁ ରାଜ୍ୟରେ ପ୍ରତ୍ୟେକ ଦିନ ୨୭ ଲକ୍ଷ ୨୦ ହଜାର ଲିଟର ପେଟ୍ରୋଲ ବିକ୍ରି ହେଉଥିଲା।…