Odisha News
.
Browsing Tag

nirav modi

ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କ ଠକେଇ ମାମଲା, ଗିରଫ ହୀରା ବ୍ୟବସାୟୀ ନିରବ ମୋଦିଙ୍କୁ ସ୍ୱିସ୍‌ ଝଟ୍‌କା

ନୂଆଦିଲ୍ଲୀ : ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କ ଠକେଇ ମାମଲାରେ ଗିରଫ ହୀରା ବ୍ୟବସାୟୀ ନିରବ ମୋଦିଙ୍କୁ ସ୍ୱିସ୍‌ ଝଟ୍‌କା। ନିରବ ମୋଦି ଓ ତାଙ୍କ ଭଉଣୀଙ୍କ ନାଁରେ ସ୍ୱିଜରଲାଣ୍ଡରେ ଥିବା ୪ଟି ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରାଯାଇଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅନୁରୋଧରେ ସେସବୁ ବ୍ୟାଙ୍କ…

ଆଜି ନିରବ ମୋଦିଙ୍କ ବେଲ୍ ଆବେଦନ ଉପରେ ଆସିପାରେ ରାୟ

ଲଣ୍ଡନରେ ଜେଲରେ ଥିବା ନିରବ ମୋଦିଙ୍କ ବେଲ୍ ଆବେଦନ ଉପରେ ଆଜି ଆସିପାରେ ରାୟ । ଗତକାଲି ତାଙ୍କ ଆବେଦନ ଉପରେ ଶୁଣାଣି ସରିଛି । ପୂର୍ବରୁ ସେ ତିନି ଥର ବେଲ୍ ଆବେଦନ କରିଥିଲେ । ଯାହା ୱେଷ୍ଟ ମିନିଷ୍ଟର ମାଜିଷ୍ଟ୍ରେଟ୍ କୋର୍ଟ ଦ୍ୱାରା ଖାରଜ ହୋଇଥିଲା। ସେ ଖସି ପଳାଇବା କିମ୍ବା ସାକ୍ଷୀଙ୍କୁ…

ହୀରା ବ୍ୟବସାୟୀ ନିରବ ମୋଦୀ ପ୍ରତ୍ୟର୍ପଣ ମାମଲା, ଶୁଣାଣି ପାଇଁ ବ୍ରିଟେନର ଏକ କୋର୍ଟରେ ହେବେ ହାଜର

ଲଣ୍ଡନ: ଭାରତରେ ୧୪ ହଜାରରୁ ଅଧିକ କୋଟି ଟଙ୍କାର ଋଣ ଠକେଇ କରି ବ୍ରିଟେନ୍ ଚାଲିଯାଇଥିବା ହୀରା ବ୍ୟବସାୟୀ ନିରବ ମୋଦୀ ପ୍ରତ୍ୟର୍ପଣ ମାମଲାର ହେବ ଶୁଣାଣି । ଏଥିପାଇଁ ବ୍ରିଟେନର ଏକ କୋର୍ଟରେ ସେ ହାଜର ହେବେ। ଗତ ମାର୍ଚ୍ଚ ୧୯ରେ ନିରବଙ୍କୁ ସ୍କଟଲ୍ୟାଣ୍ଡ ୟାର୍ଡ ପୁଲିସ ଗିରଫ କରିଥିଲା।…

ନିରବ ମୋଦିଙ୍କ ରିମାଣ୍ଡ ଉପରେ ଆଜି ହେବ ଶୁଣାଣି, ଜେଲରୁ ଭିଡିଓ ଲିଙ୍କ ଜରିଆରେ କୋର୍ଟରେ ହେବେ ହାଜର

୧୩୪୦୦ କୋଟି ଟଙ୍କା ପିଏନବି ଘୋଟାଲାର ଦୋଷୀ ଏବଂ ହୀରା ବ୍ୟବସାୟୀ ନିରବ ମୋଦିଙ୍କ ରିମାଣ୍ଡ ସମ୍ପର୍କରେ ଲଣ୍ଡନ କୋର୍ଟରେ ଆଜି ଶୁଣାଣି ହେବ। ନିରବଙ୍କ ପ୍ରତ୍ୟର୍ପଣ ପ୍ରକ୍ରିୟା ଜାରି ରହିଛି। ୪୮ ବର୍ଷର ବ୍ୟବସାୟ ପରେ ଗତ ମାସରେ ଗିରଫ ହୋଇ ଦକ୍ଷିଣ-ପଶ୍ଚିମ ଲଣ୍ଡନର ୱାଣ୍ଡସୱାର୍ଥ ଜେଲରେ…

ଅନଲାଇନରେ ବିକ୍ରି ହେବ ନିରବ ମୋଦିଙ୍କ ମହଙ୍ଗା ଗାଡି, କିଣିବା ପାଇଁ ଇଛା ରଖିଥିଲେ ପଢ଼ନ୍ତୁ ଏହି ରିପୋର୍ଟ

ନୂଆଦିଲ୍ଲୀ : ପିଏନବି ଘୋଟାଲାର ମୁଖ୍ୟ ଅଭିଯୁକ୍ତ ନିରବ ମୋଦିଙ୍କ ଘରେ ଲାଗିଥିବା ପେଣ୍ଟିଂ ନିଲାମୀ ପରେ ଏବେ ତାଙ୍କର ବିଳାସପୂର୍ଣ୍ଣ ଗାଡିର ପାଳି। ନିରବଙ୍କ ୧୩ ଟି ବିଳାସପୂର୍ଣ୍ଣ ଗାଡିର ନିଲାମୀ କରିବାକୁ ଯାଉଛନ୍ତି ଆୟକର ବିଭାଗ ତାହା ପୁଣି ଅନଲାଇନରେ। ଏହି ପ୍ରକ୍ରିୟା ଏପ୍ରିଲ୧୮…

ପଳାତକ ହୀରା ବ୍ୟବସାୟୀ ନିରବ ମୋଦିଙ୍କୁ ଝଟକା, ଜାମିନ ଆବେଦନ ଖାରଜ

ଖାରଜ ହେଲା ପଳାତକ ହୀରା ବ୍ୟବସାୟୀ ନିରବ ମୋଦିଙ୍କ ଜାମିନ । ଲଣ୍ଡନର ୱେଷ୍ଟମିନିଷ୍ଟର କୋର୍ଟରେ ହୋଇଥିବା ଶୁଣାଣିରେ ନୀରବଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି ମାଜିଷ୍ଟ୍ରେଟ । ଏହାସହ ନିରବ ଭାରତକୁ ପ୍ରତ୍ୟର୍ପଣ ହେବାର ଆଶା ଉଜ୍ୱଳ ହୋଇଛି । ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨୬ରେ ଭିଡିଓ…

ନିଲାମ ହେଲା ନୀରବ ମୋଦିଙ୍କ ପେଣ୍ଟିଂ, ମୂଲ୍ୟ ଜାଣି ହେବେ ଆଶର୍ଯ୍ୟ

ନିଲାମ୍ ହେଲା ନୀରବ ମୋଦିଙ୍କ ପେଣ୍ଟିଂ । ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ସଂଗୃହୀତ ୬୮ଟି ପେଣ୍ଟିଂକୁ ନିଲାମ କରିଛି ଆୟକର ବିଭାଗ । ନିଲାମୀରୁ ମୋଟ୍ ୫୯.୩୭ କୋଟି ଟଙ୍କା ମିଳିଛି । ତେବେ ନିଲାମୀ ପାଇଁ ଆୟକର ବିଭାଗ ଏକ ଘରୋଇ କମ୍ପାନୀର ସାହାଯ୍ୟ ନେଇଛି । ତେବେ କମ୍ପାନୀକୁ କମିଶନ…

ଭଙ୍ଗା ଯାଉଛି ନିରବ ମୋଦିଙ୍କ ୨୦ ହଜାର ବର୍ଗଫୁଟର ଭବ୍ୟ ଅଟ୍ଟଳିକା

ପଳାୟତ ହୀରା ବୈବସାୟୀ ନିରବ ମୋଦିଙ୍କ ଭବ୍ୟ ଅଟ୍ଟାଳିକାକୁ ଭାଙ୍ଗିବାର ପ୍ରକ୍ରିୟା ଆରମ୍ଭ କରାଯାଇଛି। ମହାରାଷ୍ଟ୍ରର ରାୟଗଡ଼ା ଜିଲ୍ଲାର ଅଲିବାଗ ପାଖରେ ୨୦ ହଜାର ବର୍ଗଫୁଟ ପର‌୍ୟ୍ୟନ୍ତ ବ୍ୟପିଥିବା ଭବ୍ୟ ଅଟ୍ଟାଳିକା ଅବୈଧ ଅଟେ। ଏହାକୁ ଭାଙ୍ଗିବା ପାଇଁ ସବ ଡିଭିଜନାଲ ଅଧିକାରୀ ଶରଦ ପାୱାର…

ଗିରଫ ହେବେ ନିରବ ମୋଦି ? ଇଣ୍ଟର୍‌ ପୋଲ୍‌ ଜାରି କରିଛି ରେଡ୍‌ କର୍ଣ୍ଣର ନୋଟିସ୍‌

ନିରବ ଦୀପକ ମୋଦି, ୱାଣ୍ଟେଡ୍‌ ବାଏ ଜୁଡିସିଆଲ ଅଥରିଟିଜ୍‌ ଅଫ୍‌ ଇଣ୍ଡିଆ। ଇଣ୍ଟର୍‌ ପୋଲ୍‌ ଜାରି କରିଛି ରେଡ୍‌ କର୍ଣ୍ଣର ନୋଟିସ୍‌ । ୪୭ ବର୍ଷୀୟ ନିରବ ମୋଦିଙ୍କ ନାଁରେ ରହିଛି ମନି ଲଣ୍ଡରିଂ ଅଭିଯୋଗ । ଯଦି କାହା ପାଖରେ ସୂଚନା ଥିବ, ସେ ନିଜ ଦେଶର ପୋଲିସ କିମ୍ବା ଇଣ୍ଟର୍‌ପୋଲ୍‌ର…